ଅଜବ ନିଶା: ସାପକୁ ବେକରେ ପକାଇ ଭିଡିଓ ସୁଟିଂ କରୁଥିଲେ ବ୍ୟକ୍ତି, ଆଉ ତା’ ପରେ

ସୋସିଆଲ ମିଡିଆରେ ଆପଣ ଅନେକ ଭାଇରଲ ଭିଡିଓ ଦେଖୁଥିବେ। ଏଥିରେ କିପରି ବିଭିନ୍ନ ପ୍ରକାରର ଜୀବଜନ୍ତୁକୁ ନେଇ ମଧ୍ୟ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏପରି ସ୍ଥଳେ ସାପକୁ ନେଇ ଆପଣ ଅନେକ ଭିଡିଓ ନିଶ୍ଚିତ ଦେଖୁଥିବେ। କେଉଁଠି କିଏ ସାପ ସହିତ ଭିଡିଓ କରୁଥିବା ବେଳେ ଆଉ କିଏ ସାପ ସହିତ ଖେଳୁଛି ତ…

ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ‘ଗଡଫାଦର’ ଟିଜର ରିଲିଜ, ଦେଖିବାକୁ ମିଳିଲା ମେଗାଷ୍ଟାରଙ୍କ ଜବରଦସ୍ତ ଆକ୍ସନ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ମେଗା ଷ୍ଟାର୍ ଚିରଞ୍ଜୀବୀ ଏବଂ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅପକମିଂ ଫିଲ୍ମ‘ଗଡ ଫାଦର’ର ଟିଜର ରିଲିଜ ହୋଇଛି। ଚିରଞ୍ଜୀବୀଙ୍କ ଜନ୍ମଦିନରେ ଏହାର ଟିଜର ରିଲିଜ କରାଯାଇଛି। ଏହା ଏକ ପଲିଟିକାଲ ଥ୍ରୀଲର ଫିଲ୍ମ। ଦୀର୍ଘ ଦିନ ଧରି ଏହି ଚଳଚ୍ଚିକୁ ନେଇ ନା ନା ଗୁଜବ…

ଭାରତୀୟ ଟିମର ଟପ୍‌ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ

ଏସିଆ କପ୍‌ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ୨୮ ଅଗଷ୍ଟରେ ହେବାକୁ ଯାଉଛି। ଫ୍ୟାନ୍ସ ଏହି ମ୍ୟାଚକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ବରିଷ୍ଠ କ୍ରିକେଟର୍ସଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ଦ୍ରୁତ ବୋଲର…

ପାଟନାରେ ନୀତୀଶ କୁମାରଙ୍କ କାରକେଡ୍‌କୁ ପଥର ମାଡ: ଭାଙ୍ଗିଲା ଅନେକ ଗାଡିର କାଚ, ୧୩ ଗିରଫ

ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ। ପଥର ମାଡରେ ଅନେକ ଗାଡିର କାଚ ଭାଙ୍ଗିଯାଇଛି। ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୌଭାଗ୍ୟବଶତଃ ଗାଡିରେ ନଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇଛନ୍ତି। ଏହି ଘଟଣା ରାଜଧାନୀ…

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣିରଖନ୍ତୁ ଆଜିର ଅପଡେଟ୍‌

ଆଜି ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି।…

ଆଜିର ସୁନା ଓ ରୁପା ଦାମ୍‌, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍‌

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୪୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୮୦୦ ଟଙ୍କା ରହିଛି। ତେବେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏହି ଦାମରେ ପରିବର୍ତ୍ତନ ଦେଖାଦେଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪…

ମାତ୍ର ୨ ମିନିଟରେ ପ୍ରସ୍ତୁତ କରନ୍ତୁ ହାଇଦ୍ରାବାଦ ସ୍ପଟ୍‌ ଇଡିଲି, ସକାଳୁ କରିବାକୁ ବହୁତ ସହଜ

ସକାଳୁ ଜଲଦି ଉଠିବା ଏବଂ ଜଳଖିଆ ପ୍ରସ୍ତୁତ କରିବା ଗୃହିଣୀମାନଙ୍କ ପାଇଁ ବଡ ସମସ୍ୟା ରହିଥାଏ। ଖାସ୍‌ ଏଥିପାଇଁ ଅନେକ ସମୟରେ ଜଳଖିଆ ମଧ୍ୟ ହୋଇପାରେ ନାହିଁ। କିନ୍ତୁ ସକାଳ ଜଳଖିଆ ନ ଖାଇବା ଦ୍ୱାରା ଦେହ ଖରାପ ହୁଏ। ବିଶେଷ କରି ସକାଳ ସମୟରେ ସୁସ୍ଥ ଏବଂ ପୌଷ୍ଟିକ ଭୋଜନ ନ କରିବା ଦ୍ୱାରା…

ମେଣ୍ଢା ଚରାଇଲେ ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷୀ, ୟୁଜର୍ସ କହିଲେ ‘ ଶେଷରେ ଠିକ୍‌ କାମ ମିଳିଗଲା’

ରାକ୍ଷୀ ସାଓ୍ଵନ୍ତ ଏବେ ନିଜ ପ୍ରେମିକ ଆଦିଲ ଖାନ ଦୁରାନୀଙ୍କ ସହିତ ଖୁସିରେ ଜୀବନ ବିତାଉଛନ୍ତି। ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ରାକ୍ଷୀଙ୍କ ଭଳି ଆଦିଲ ମଧ୍ୟ ବେଶ୍‌ ଭଲ ପାଉଛନ୍ତି। ଦୁହେଁ ଏବେ ବେଶ୍‌ ଚର୍ଚ୍ଚାରେ । ଦୁହେଁ ଏବେ ଏକାଠି ଛୁଟି କାଟୁଛନ୍ତି। ଡ୍ରାମା…

ଲାଇଭ ମ୍ୟାଚରେ ଈଶାନ କିଷନଙ୍କ ଭୁଲ୍‌ ଦେଖି ରାଗିଗଲେ ଅକ୍ଷର ପଟେଲ, ପଟେଲ ମାଗିଲେ କ୍ଷମା: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆ ଜିମ୍ବାଓ୍ୱେ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୫ ଓ୍ଵିକେଟରେ ଜିତିନେଇଛି। ତିନିଟି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଅ। । ହେଲେ ଦ୍ୱିତୀୟ ଦିନିକିଆ ମ୍ୟାଚର ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଖୁବ୍‌ ଭାଇରଲ ହେଉଛି। ଏହି ଭିଡିଓ ଦେଖି ସମସ୍ତେ…

ଇଂଜିନିୟରିଂ କରିଥିଲେNTPC ରେ କରନ୍ତୁ ଆବେଦନ, ମାସିକ ଦରମା ୧ ଲକ୍ଷରୁ ଅଧିକ

ନ୍ୟାସନାଲ ଥର୍ମାଲ ପାଓ୍ଵର କର୍ପୋରେସନ ଲିମିଟେଡ୍‌ (NTPC) ରେ ଖାଲିପଡିଛି ୨୦ଟି ସହକାରୀ ଅଧିକାରୀ। ଏହି ପଦବୀ ପାଇଁ ଏକ ସର୍ଟ ନୋଟିଫିକେସନ ଜାରି କରାଯାଇଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୨୬ ଅଗଷ୍ଟ ୨୦୨୨ ପୂର୍ବରୁ ଆବେଦନ କରିପାରିବେ। ଜାରି ହୋଇଥିବା ନୋଟିଫିକେସନ…

ଶିରା ଦବିବା ସମସ୍ୟାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ମଣିଷ ଜନ୍ମ ହୋଇଛି ମାନେ ବୟସ ବଢିବ ଏବଂ ମୃତ୍ୟୁ ନିଶ୍ଚିତ ହେବ। ଆଉ ଯଦି ଆମର ଜୀବନଶୈଳୀ ସଠିକ୍‌ ନ ହୁଏ, ତେବେ ଶରୀର ଅନେକ ପ୍ରକାର ରୋଗର ଘର ହୋଇଯାଏ। ଡାଇବେଟିଜ୍‌, ରକ୍ତଚାପ ସାଧାରଣ ରୋଗ ହୋଇଗଲାଣି। ସେପରି ଆଜିକାଲି ଶିରା ଦବିବା ମଧ୍ୟ ସାଧାରଣ ହୋଇଗଲାଣି। ବୟସ ବଢିବା ହେଉ ଅବା ରାତିରେ…

ମନିଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ସିବିଆଇ

ଦିଲ୍ଲୀରେ ଅବକାରୀ ନୀତି ସ୍କାମ ମାମଲାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ନାମରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି ସିବିଆଇ। ସର୍କୁଲାରରେ ସମସ୍ତ ଅଭିଯୁକ୍ତଙ୍କ ନାମ ରହିଛି। ଯାହା ଆଧାରରେ ସିବିଆଇ ଚଢାଉ କରିଥିଲା। ତେବେ ଏଥିରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ…