ଦୁଲର୍ଭ ଜୀବ ‘ହନି ବେଜର’, ଯାହାର ରହିଛି ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି

ଛତିଶଗଡର କାଙ୍କେର ଜିଲ୍ଲାର ଏକ ଜଙ୍ଗଲରୁ ଭୟଭୀତ ଜୀବ ମିଳିଛି। ଏହା ଭାରତର ସବୁଠାରୁ ଦୁର୍ଲଭ ପ୍ରଜାତିମାନଙ୍କ ମଧ୍ୟରୁ ଆସିଛି। ଏହି ଜୀବ ଭିତରେ ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି ରହିଛି। ଏହାର ନାମ ହନି ବେଜର। ଏହା ଏତେ ଚତୁର ଯେ ନିଜେ ରୁମର କବାଟ ଖୋଲି ବାହାରିପାରେ। ଏହାର ଏକ…

ଭୁଲ ଜାଗାରେ ପାର୍କିଂ କରି ସ୍କୁଟି ସହିତ କ୍ରେନରେ ଓହଳି ଥାନାକୁ ଗଲେ ଚାଳକ, ଦେଖନ୍ତୁ ଭିଡିଓ

ଭାରତର ଅନେକ ସହରରେ ଏକ ସୁରକ୍ଷିତ ସ୍ଥାନରେ ଗାଡି ପାର୍କିଂ ଏକ ବଡ ସମସ୍ୟା । ଅନେକ ଥର ଲୋମାନେ ନିଜ ଗାଡି ବା ବାଇକକୁ ପାର୍କ କରିବା ପାଇଁ ସଠିକ୍ ସ୍ଥାନ ପାଇନଥାନ୍ତି । ଏଭଳି କ୍ଷେତ୍ରରେ ଅନେକ ଲୋକ ନିଜ ଗାଡିକୁ ରାସ୍ତା କଡରେ ପାର୍କ୍ କରିଦିଅନ୍ତି । କିନ୍ତୁ ନୋ ପାର୍କିଂରେ ଥିବା ଯୋଗୁଁ…

ଜେଲରେ ଚାକିରି କରି ଏକାସାଙ୍ଗରେ କଏଦୀ ପ୍ରେମରେ ପଡିଗଲେ ଦୁଇ ଯୁବତୀ, ପରେ ଯୁବତୀଙ୍କ ନାମରେ ଆସିଲା ଏଭଳି ଅଭିଯୋଗ

ଦୁଇଜଣ ଯୁବତୀଙ୍କ ପ୍ରେମରେ ପଡିଗଲେ କଏଦୀ। ଜେଲରେ କାମ କରୁଥିବା ଦୁଇଜଣ ଯୁବତୀ ଜଣେ ପ୍ରେମିକକୁ ପ୍ରେମ କରି ବସିଛନ୍ତି। ଦୁହିଁଙ୍କ ସହିତ ରୋମାଣ୍ଟିକ ରିଲେସନସିପରେ ରହିଥିଲେ କଏଦୀ। ଏବେ ବିପଦରେ ଫସିଗଲେ ଦୁଇ ଯୁବତୀ। ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ନର୍ସ ଏବଂ ଅନ୍ୟ ଜଣେ କଷ୍ଟଡି ଅଫିସର…

ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍‌, ୧୯୨୮ ମସିହାରେ ଇଂରେଜ କରିଥିଲେ…

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ପଞ୍ଜାବ ଏବଂ ହିମାଚଳ ସୀମାରେ ଥିବା ଚକ୍କି ନଦୀରେ ନିର୍ମିତ ୮୦୦ ମିଟର ଲମ୍ବା ରେଲୱେ ବ୍ରିଜ ଭୁଶୁଡି ପଡିଛି। ଚକ୍କି ନଦୀରେ ବନ୍ୟା ଆସିବା ଯୋଗୁଁ ବ୍ରିଜର ଦୁର୍ବଳ ଖମ୍ବ ଭାଙ୍ଗିପଡିଛି। ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା…

ଭାରତ-ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଭାରତ-ଜିମ୍ବାୱେ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ଆଜି ଖେଳାଯିବ। ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିନେଇଥିଲା ଟିମ୍‌ ଇଣ୍ଡିଆ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ ଜିତିବାକୁ…

ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଆସିଲା ଧମକପୂର୍ଣ୍ଣ ମେସେଜ, ପୁଣି ହୋଇପାରେ ୨୬/୧୧ ଭଳି ଆକ୍ରମଣ

ମୁମ୍ବାଇର ଟ୍ରାଫିକ ପୋଲିସକୁ ମିଳିଛି ଧମକପୂର୍ଣ୍ଣ ମେସେଜ। ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ପୁଣିଥରେ ୨୬/୧୧ ଭଳି ଆଟାକ୍‌ ହୋଇପାରେ ବୋଲି ଧମକ ମିଳିଛି। ଖବର ମୁତାବକ ଏହି ମେସେଜ ଏକ ପାକିସ୍ତାନୀ ନମ୍ବରରୁ ଆସିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ…

କ୍ରିକେଟ ଖେଳିବାକୁ କୋଲକତାରୁ ଦିଲ୍ଲୀ ଆସିଥିଲେ ଯୁବକ, ଛାତିରେ ବଲ୍‌ ବାଜି ହେଲା ମୃତ୍ୟୁ

କ୍ରିକେଟ ନିଶା ଯାହାକୁ ଥରେ ଧରିଛି, ଆଉ ତାକୁ ଛାଡିବା ମୁସ୍କିଲ ହୋଇପଡିଛି। ଆଉ ଏହି ନିଶା ବେଳେ ବେଳେ କାହା ଜୀବନ ନେଇଯାଏ, ତାହା ଦେଖିବାକୁ ମିଳିଛି। ଯୁବକ ଜଣକ କ୍ରିକେଟ୍ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ । କିନ୍ତୁ ଛାତିରେ ବଲ୍ ବାଜିବାରୁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା…

ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି, କେମିତି କଟିବ ଆଜିର ଦିନ

ମେଷ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ। ବିବାହ ପାଇଁ ତାରିଖ ଧାର୍ଯ୍ୟ କରିବେ। ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ବୃଷ: ଆଶା…

ଧଳା କେଶକୁ କଳା କରିଦେବ ତେନ୍ତୁଳି ପତ୍ର ପେଷ୍ଟ, ଜାଣନ୍ତୁ କେମିତି କରିବେ ବ୍ୟବହାର

ସମସ୍ତଙ୍କୁ କଳା ଏବଂ ଘନ କେଶ ବହୁତ ପସନ୍ଦ ଆସିଥାଏ। କିନ୍ତୁ ଆଜିକାଲି କମ୍‌ ବୟସରେ ମଧ୍ୟ କେଶ ଧଳା ହେବା ସହିତ ପ୍ରଚୁର ମାତ୍ରାରେ ଝଡୁଛି। ଟେନସନ ଯୋଗୁଁ ଏପରି ହୋଇଥାଏ । କେବଳ ବୟସ୍କ ନୁହେଁ ବରଂ ଛୋଟ ପିଲାଙ୍କର ଆଜିକାଲି ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଥିରୁ ବର୍ତ୍ତିବା ପାଇଁ କେଶକୁ…

ପୁଣି ବିଗିଡିଲା ରାଜୁଙ୍କ ସ୍ୱାସ୍ଥ୍ୟ, ଡାକ୍ତର କହିଲେ ‘ବ୍ରେନ ଡେଡ୍‌, ଠିକ୍‌ ଭାବେ କାମ କରୁନି ହାର୍ଟ’

ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଛି। ଗତ କିଛିଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅଳ୍ପ ଟିକେ ଉନ୍ନତି ଦେଖାଦେଇଥିଲା କିନ୍ତୁ ଏବେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଜୁଙ୍କ ବ୍ରେନ ଡେଡ୍‌ ରହିଥିବା ବେଳେ…

ସଲମାନ ରୁସଦି ବଞ୍ଚିଥିବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଆକ୍ରମଣକାରୀ ହାଦୀ ମତାର

ଲୋକପ୍ରିୟ ଉପନ୍ୟାସକାର ସଲମାନ ରୁସଦିଙ୍କୁ ଛୁରୀରେ ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ କେହି ଜଣେ ଦୁର୍ବୃତ୍ତ ମଞ୍ଚ ଉପରେ ଚଢି ଛୁରୀରେ ଆକ୍ରମଣ କରିଥିଲା। ଆକ୍ରମଣ କରିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ…

ମୋ ପାଖରେ କୌଣସି ରୋଜଗାର ନାହିଁ, ବିସିସିଆଇ ଦେଉଥିବା ପେନସନରେ ମୋ ଘର ଚଳୁଛି: ବିନୋଦ କାମ୍ବଲି

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। ତାଙ୍କ ପାଖରେ କୌଣସି ରୋଜଗାର ନାହିଁ। କେବଳ ପେନସନ ସାହାରାରେ ନିଜର ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି। କାମ୍ବଲି ନିଜେ ଏକ ଇଣ୍ଟରଭ୍ୟୁରେ ଏକଥା ଖୁଲାସା କରିଛନ୍ତି। ବିସିସିଆଇ ପକ୍ଷରୁ…