ପତ୍ନୀଙ୍କୁ ଅନ୍ୟ ମହିଳାଙ୍କ ସହିତ ତୁଳନା କରିବା କିମ୍ବା ବାରମ୍ବାର କଟାକ୍ଷ କରିବା ଏକ ପ୍ରକାର ମାନସିକ ନିର୍ଯାତନା…

ପତ୍ନୀଙ୍କୁ ଅନ୍ୟ ସ୍ତ୍ରୀ ସହିତ ତୁଳନା କରିବା କିମ୍ବା ବାରମ୍ବାର କମେଣ୍ଟ ମାରିବା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ନିକଟରେ କେରଳ ହାଇକୋର୍ଟ କହିଛନ୍ତି ଯେ, ପତ୍ନୀଙ୍କ ଇଛା ପୂରଣ ନକରି ବାରମ୍ବାର କଟାକ୍ଷ କରିବା ଓ ତାଙ୍କୁ…

ମହାରାଷ୍ଟ୍ରରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା: ୫୦ରୁ ଅଧିକ ଆହତ, ୧୩ ଗୁରୁତର

ମହାରାଷ୍ଟ୍ରରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଯୋଗୁଁ ଅତିକମରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମହାରାଷ୍ଟ୍ରର ଗୋନ୍ଦିୟାରେ ରାତି ୨.୩୦ ମିନିଟରେ ପାସେଞ୍ଜର ଟ୍ରେନ ମାଲବାହୀ…

ଫ୍ୟାନ୍ସଙ୍କ ଭିଡ ଦେଖି ଚିନ୍ତାରେ ପଡିଗଲେ ରୋହିତ, ରେଷ୍ଟୁରାଣ୍ଟରୁ ନ ବାହାରିବାକୁ ସୁରକ୍ଷାକର୍ମୀ ଦେଲେ ପରାମର୍ଶ

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଫ୍ୟାନ୍ସ ଅନେକ ରହିଛନ୍ତି। ତାଙ୍କୁ ଦେଖା ହେବା ପାଇଁ ଫ୍ୟାନ୍ସ ହଜାର ହଜାର ଅନେକ ଦୂରରୁ ମ୍ୟାଚ ଦେଖିବା ପାଇଁ ଆସିଥାନ୍ତି। ନିକଟରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଜାଣିବା ପରେ ଆପଣ ତାଙ୍କ ଫ୍ୟାନ୍ସଙ୍କ ବିଷୟରେ ଅନ୍ଦାଜା ଲଗାଇପାରିବେ।…

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ୫୦୦ କୋଟି ଟଙ୍କାର ବେପାର, ୧୦ ଲକ୍ଷ ଲୋକଙ୍କୁ ମିଳିଲା ରୋଜଗାର

ସମଗ୍ର ଦେଶ ଆଜି ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ଏଥିପାଇଁ ମୋଦି ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ଏହି ଅଭିଯାନରେ ୩୦ କୋଟିରୁ ଅଧିକ ଜାତୀୟ ପତାକା…

‘ପିପ୍ପା’ର ଟିଜର ରିଲିଜ, ପରଦାରେ ନଜର ଆସିବ ବ୍ରିଗେଡିୟର ବଳରାମ ସିଂ ମେହତାଙ୍କ ବାହାଦୁରୀ

ସ୍ୱାଧୀନତା ଦିବସ ଅବସରରେ ଈଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଫିଲ୍ମ ‘ପିପ୍ପା’ର ଟିଜର ରିଲିଜ ହୋଇଛି। ଫିଲ୍ମର ଟିଜର ବେଶ ଧମାକେଦାର ହୋଇଛି। ଟିଜରରେ ଦେଶଭକ୍ତିର ରଙ୍ଗ ଦେଖିବାକୁ ମିଳିଛି। ‘ପିପ୍ପା’ ଏକ ଯୁଦ୍ଧଭିତ୍ତିକ ଫିଲ୍ମ। ଯେଉଁଥିରେ ସଂଗ୍ରାମୀ ବ୍ରିଗେଡିୟର ବଳରାମ ସିଂ ମେହତାଙ୍କ…

ବିଗିଡିବ ଖାଇବାର ସ୍ୱାଦ, ବଢିପାରେ ଟାଟା ଲୁଣ ଦାମ୍‌ !

ପୁଣି ଥରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେବାକୁ ଯାଉଛି। ଆଉ ଏହି ମହଙ୍ଗା ଯୋଗୁଁ ଆପଣଙ୍କ ଖାଇବାର ସ୍ୱାଦ ଖରାପ ହୋଇପାରେ। ଦେଶକା ନମକ୍‌ ଟାଟା ନମକ୍‌ ଅର୍ଥାତ୍‌ ଟାଟା ଲୁଣର ଦାମ୍‌ ବଢିବାକୁ ଯାଉଛି। ଟାଟା ଲୁଣ ତିଆରି କରିଥିବା କମ୍ପାନୀ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ପକ୍ଷରୁ ସୂଚନା…

NIT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ୫ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (NIT) କୁରୁକ୍ଷେତ୍ର ପକ୍ଷରୁ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପଡିଛି। ଏଥିରେ ଭର୍ତ୍ତି ପାଇଁ ନୋଟିଫିକେସନ ମଧ୍ୟ ଜାରି ହୋଇସାରିଛି। ଜାରି…

ବନ୍ୟା ପାଣିରେ କଲୋନୀକୁ ପଶି ଆସିଲା ୮ ଫୁଟ ଲମ୍ବ କୁମ୍ଭୀର, ଭାଇରଲ ହେଉଛି ଭୟଙ୍କର ଭିଡିଓ

ବର୍ଷା ଯୋଗୁଁ ଚାରିଆଡେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏମିତିରେ ବର୍ଷା ପାଣିରେ କେତେ ଜୀବଜନ୍ତୁ ଭାସିଯାଉଥିବା ଖବର ଆପଣ ନିଶ୍ଚିତ ଜାଣିଥିବେ। ହେଲେ କେବେ ଆପଣ ବନ୍ୟା ପାଣିରେ ଗାଁ ଦାଣ୍ଡକୁ କୁମ୍ଭୀର ପଶି ଆସିଥିବା ହୁଏତ ଜାଣିନଥିବେ। ଏମିତି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।…

ସ୍ୱାଧୀନତା ଦିବସରେ ଘରେ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଇଲେ କ୍ରିକେଟ ସେଲିବ୍ରିଟି, ସେୟାର କଲେ ଭିଡିଓ

ଭାରତ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ସମଗ୍ର ଦେଶବାସୀ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇଛନ୍ତି। ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଶିଖର ଧଓ୍ଵନ ଭିଡିଓ…

ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ, ୪ ଗୁରୁତର

ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୫ ଶ୍ରଦ୍ଧାଳୁଙ୍କ ଜୀବନ । ଏହାସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ଯୋଧପୁରର ପାଲି ଜିଲ୍ଲାର ରୋହଟ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନେ ଚାଲିଚାଲି ରାମଦେବରା ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍…

ଖେଳିବାକୁ ସୁଯୋଗ ମିଳିଲାନି ବୋଲି ମୁମ୍ବାଇ ଛାଡି ଗୋଆ ଟିମ୍‌ରେ ଅର୍ଜୁନ ତେନ୍ଦୁଲକର, ଏନଓସି ପାଇଁ କଲେ ଆବେଦନ

ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ନିଜ କ୍ୟାରିଅରକୁ ନେଇ କିଛିଦିନରୁ ବେଶ୍‌ ଆଶାବାଦୀ ରହିଛନ୍ତି। ଆଇପିଏଲ୍‌, ରଣଜୀ ଟ୍ରଫିରେ େଓ୍ଵଟିଂ ଲିଷ୍ଟରେ ରହିବା ପରେ ଏବେ ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ ଏବେ ମୁମ୍ବାଇ ନୁହେଁ ବରଂ ଗୋଆ ଟିମ୍‌ରୁ ଖେଳିବେ…

SSC JE ରେ ଭର୍ତ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ, ମାସକୁ ଦରମା ୧ ଲକ୍ଷରୁ ଅଧିକ

କର୍ମଚାରୀ ଚୟନ ଆୟୋଗ(SSC) ରେ ଜୁନିଅର ଇଂଜିନିୟର(ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଆଣ୍ଡ କ୍ୱାଣ୍ଟିଟ୍‌ ସର୍ଭେଂଇ ଆଣ୍ଡ କଣ୍ଟ୍ରାକ୍ଟସ) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ssc.nic.in କୁ ଯାଇ ଅନଲାଇନ ଆବେଦନ…