ରାହୁଲଙ୍କ ସ୍ଥାନ ନେଲେ ଲକ୍ଷ୍ମଣ, ଜିମ୍ୱାୱେ ବିପକ୍ଷ ମ୍ୟାଚରେ ସମ୍ଭାଳିବେ କୋଚ୍‌ ଦାୟିତ୍ୱ

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ୱାୱେ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ ପଦ ଦିଆଯାଇଛି। ଏହି ସିରିଜରେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କୁ କିଛିଦିନ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ୱ…

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରିବାର ପକ୍ଷରୁ ନିବେଦନ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉଛି ବୋଲି ଖବର ମିଳିଛି। ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ ଡ୍ୟାମେଜ ହୋଇଥିବା ଖବର ଗତକାଲି ଆସିଥିଲା। ଯାହାପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। ଏବେ ରାଜ ଶ୍ରୀବାସ୍ତବଙ୍କ ପରିବାର…

ସକାଳୁ ସକାଳୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ ଦିନଟି କେମିତି କଟିବ

ମେଷ : ପ୍ରବଳ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ। ଅଟକିଥିବା କାମ ପୂରଣ ହେବ। ସମ୍ପତ୍ତି ସହ ଜଡ଼ିତ ମାମଲାରେ ବିଜୟୀ ହେବେ। ବୃଷ : ଲାଭ ବାନ୍‌ ହେବେ। ସ୍ଥିତି ସୁଧୁରିବ। ଧନ…

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଥିଲେ ଡାଉନଲୋଡ କରିନିଅନ୍ତୁ ସାର୍ଟିଫିକେଟ୍‌, ଜାଣନ୍ତୁ ପ୍ରୋସେସ

ଦେଶ ଏଥର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ଅଭିଯାନ କରିଛନ୍ତି। ମୋଦି ସମସ୍ତ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଅପିଲ୍‌ କରିଛନ୍ତି। ଲୋକେ ନିଜ ଘରେ ତ୍ରିରଙ୍ଗା ମଧ୍ୟ ଲଗାଉଛନ୍ତି। ଯଦି ଆପଣ ଏହି ଅଭିଯାନରେ ସାମିଲ ହୋଇ ଘରେ ତ୍ରିରଙ୍ଗା…

କୋଟି କୋଟି ଟଙ୍କାର ମଦ ବିଜ୍ଞାପନ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ, ଜିଣିନେଲେ ଫ୍ୟାନ୍ସଙ୍କ ମନ

ପୁଣି ଥରେ ସମସ୍ତଙ୍କ ହୃଦୟକୁ ଜିଣିନେଇଛନ୍ତି ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ସୁପରଷ୍ଟାର ଅଲୁ ଅର୍ଜୁନ ନିକଟରେ ଏକ ମଦ କମ୍ପାନୀକୁ ବିଜ୍ଞାପନ କରିବାକୁ ମନା କରିଛନ୍ତି । ଯାହାଫଳରେ ତାଙ୍କର ଏହି ନିଷ୍ପତ୍ତିକୁ ଫ୍ୟାନ୍ସମାନେ ଖୁବ୍ ପ୍ରଶଂସା କରିଛନ୍ତି । ଏହି ଆଡ୍‌ ପାଇଁ କୋଟି କୋଟି…

ବାନ୍ଦା ଡଙ୍ଗା ବୁଡିରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ଯୋଗୀ…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାନ୍ଦା ନୌକା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ପୀଡିତଙ୍କୁ ତତ୍କାଳ ସହାୟତା ପ୍ରଦାନ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା…

ବୃଦ୍ଧାବସ୍ଥାରେ ବୟସ୍କଙ୍କ ଯତ୍ନ ନେବା ପାଇଁ ସରକାରଙ୍କ ନୂଆ ଯୋଜନା, ତଳେ ପଡିବା ପୂର୍ବରୁ ଜଣାଇଦେବ ଏହି ଡିଭାଇସ

ମଣିଷ ଜୀବନ ପାଣି ଫୋଟକା। ହେଲେ ମଣିଷ ଜୀବନରେ ଏମିତି ଦୁଇଟି ମୋଡ ଆସିଥାଏ, ଯେଉଁଠି ମଣିଷକୁ ନିଜର ଧ୍ୟାନ ରଖିବା ଜରୁରୀ ହୋଇପଡେ। ଗୋଟେ ହେଲା ପିଲାବେଳ ଆଉ ଅନ୍ୟଟି ବୃଦ୍ଧାବସ୍ଥା। ଛୋଟ ବେଳେ ପିଲାର ଧ୍ୟାନ ବାପା ମା’ ନିଅନ୍ତି। କିନ୍ତୁ ବୃଦ୍ଧାବସ୍ଥାରେ ପିଲାମାନେ ହାତ ଛାଡିଦିଅନ୍ତି।…

ଇଂଜିନିୟରିଂରେ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ IFFCO ରେ ଆବେଦନ, ଭୁବନେଶ୍ୱରରେ ମିଳିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଇଫକୋ (IFFCO) ରେ ଖାଲିପଡିଛି ପଦବୀ। ଏହି ପଦବୀରେ ଗ୍ରାଜୁଏଟ୍‌ ଇଂଜିନିୟର ଆବେଦନ କରିପାରିବେ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ gea.iffco.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବାର ଶେଷ…

ଆରବ ସାଗର ବୁଡିଲା ଭାରତୀୟ ଜାହାଜ, ୯ଜଣଙ୍କୁ ରକ୍ଷା କଲା ପାକିସ୍ତାନ

ଆରବ ସାଗରରେ ଏକ ଜାହାଜ ଓଲଟିବା କାରଣରୁ ଭାରତୀୟ କ୍ରୁ ମେମ୍ବରଙ୍କୁ ବୁଡିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ପାକିସ୍ତାନୀ ନୌସେନା ଜନସଂପର୍କ ମହାନିର୍ଦ୍ଦେଶକ କହିଛନ୍ତି, ଭାରତୀୟ ଜାହାଜ ‘ଜମନା ସାଗର’ରେ ବୁଡି ଯାଇଥିଲା। ଏଥିରେ ୧୦ ଜଣ କ୍ରୁ ମେମ୍ବର ରହିଥିଲେ। ଏମାନଙ୍କ ମଧ୍ୟରୁ ୯…

ଆଞ୍ଜିଓପ୍ଲାଷ୍ଟି ପରେ ରାଜୁଙ୍କର ବ୍ରେନ ଡ୍ୟାମେଜ ହୋଇଥିବା ସୂଚନା, ଫେରୁନି ଚେତା

ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ ହାର୍ଟଆଟାକର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଗତକାଲି ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ ଥିବା ବେଳେ ଏବେ ଅଭିନେତାଙ୍କ ବ୍ରେନ୍ ଡ୍ୟାମେଜ…

ଦିନ ଆରମ୍ଭରୁ ଜାଣନ୍ତୁ ରାଶିଫଳ, ଆଉ ଆପଣଙ୍କ ରାଶିରେ କ’ଣ ଅଛି

ମେଷ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।…

ଏସିଆ କପ୍‌ ପୂର୍ବରୁ ରୋହିତ ବାହିନୀର ହେବ ଫିଟନେସ ଟେଷ୍ଟ, ଦୀପକ ଏବଂ ଆଭେଶ ଦେବେନାହିଁ ଟେଷ୍ଟ

ଏସିଆ କପ୍‌ ୨୦୨୨ ଅଗଷ୍ଟ ୨୭ରୁ ଦୁବାଇରେ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନୀସ୍ତାନ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ୧୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ଟକ୍କର। କିନ୍ତୁ ଏସିଆ କପ୍‌ ପୂର୍ବରୁ ରୋହିତଙ୍କ…