ରକ୍ତସର୍କରାକୁ ନିୟନ୍ତ୍ରଣରେ ରଖିଥାଏ ପଣସ ମଞ୍ଜି, ଦୃଷ୍ଟିଶକ୍ତି ମଧ୍ୟ ବଢାଏ

ପଣସ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ବୋଲି ଆପଣ ନିଶ୍ଚିତ ଜାଣିଥିବେ। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି।  କିନ୍ତୁ ପଣସ ମଞ୍ଜି ଖାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ। ପଣସ ମଞ୍ଜିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କ ସ୍କିନ,…

‘ଇଣ୍ଡିଆନ୍‌ ପୁଲିସ ଫୋର୍ସ’ ପାଇଁ ସୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପାଙ୍କ ଗୋଡ, ଫ୍ୟାନ୍ସଙ୍କ ଆଶୀର୍ବାଦ କାମନା…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ଶିଳ୍ପା କଡା ପରିଶ୍ରମ କରୁଛନ୍ତି। ରୋହିତଙ୍କ ନୂଆ ପ୍ରୋଜେକ୍ଟରେ କାମ କରିବା ସମୟରେ ଆହତ ହୋଇଛନ୍ତି। ଶିଳ୍ପାଙ୍କ ଏଭଳି ଅବସ୍ଥା ଦେଖି…

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କରାଇଲେ ଶପଥ ପାଠ

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଧନଖଡଙ୍କୁ ଶପଥ ପାଠ କରାଯାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ…

ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବେ ୫୦୦ ଟଙ୍କା ଜରିମାନା

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାକୁ କିଏ ନ ମାନେ ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଡିଡିଏମଏ ପକ୍ଷରୁ ଏକ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୨ରୁ ମାସ୍କ ଅବିନାର୍ଯ୍ୟ…

‘ରାହୁଲ ୱେଡସ ଅଞ୍ଜଳି’ ଷ୍ଟିକର ଲଗାଇ ଚଢାଉ କଲା ଆୟକର ବିଭାଗ: ଜବତ କଲା ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଏବଂ ୩୯୦…

ଦେଶରେ ଲୁଚାଇଥିବା କଳା ଧନ ଧରିବା ପାଇଁ ଇଡି ତତ୍ପରତା ଦେଖାଇବା ପରେ ଏବେ ଆୟକର ବିଭାଗ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ବି ଆୟକର ବିଭାଗ ରେଡରେ ପ୍ରବଳ ବେନାମୀ ସମ୍ପତ୍ତି ଜବତ ହୋଇଛି । ମହାରାଷ୍ଟ୍ରର ଜାଲନାରେ ଷ୍ଟିଲ୍, କପଡ଼ା ବ୍ୟବସାୟୀ ଓ ରିଏଲ ଇଷ୍ଟେଟ ଡେଭଲପରଙ୍କ ଘରେ…

ଆଞ୍ଜିଓପ୍ଲାଷ୍ଟି ହେବା ପରେ ଭେଣ୍ଟିଲେଟର ସପୋର୍ଟରେ ରାଜୁ ଶ୍ରୀବାସ୍ତବ, ଫ୍ୟାନ୍ସ କରୁଛନ୍ତି ପ୍ରାର୍ଥନା

ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଫ୍ୟାନ୍ସ ଏବେ ପ୍ରାର୍ଥନା କରୁଛନ୍ତି। ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହୃଦଘାତର ଶିକାର ହେବା ପରେ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ…

ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ରିଷଭ ପନ୍ତ, ବିଧାନସଭାରେ ହେବେ ସମ୍ମାନିତ

ଟିମ୍‌ ଇଣ୍ଡିଆର ଷ୍ଟାର୍ ଓ୍ୱିକେଟକିପର୍ ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ରାଜ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହେବ ହାଲୁକା ଧରଣର ବର୍ଷା, ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ। ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଛତିଶଗଡ଼ ମୁହାଁ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଭୀଷଣ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର, ତେଜସ୍ୱୀ ଯାଦବ ହେଲେ ଉପମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ଗତକାଲି ଇସ୍ତଫା ଦେବା ପରେ ପୁଣି ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି।ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ। ରାଜଭବନ ରାଜ୍ୟପାଳ ଫାଗୁ ଚୌହ୍ଵାନ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ…

ରାସନ କାର୍ଡଧାରୀଙ୍କୁ ଏବେ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ, ଉପକୃତ ହେବେ ୧୫ ହଜାର କୋଟି ଲୋକ

ସରକାର ରାସନ କାର୍ଡ ଧାରକଙ୍କ ଫାଇଦା ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ସରକାର ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ…

ଆମିରଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମନା କଲେ ପତ୍ନୀ କିରଣ ରାଓ, ଅଡିସନ ଦେଇ ଫେଲ୍‌ ହେଲେ

ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର…

ଅବସର ଘୋଷଣା କଲେ ଟେନିସ ଖେଳାଳି ସେରେନା ଓ୍ଵିଲିୟମସ୍‌, ୟୁଏସ୍‌ ଓପନରେ ଖେଳିବେ ଶେଷ ମ୍ୟାଚ୍‌

ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ନିଜ ଅବସର ନେଇ ଘୋଷଣା କରିଛନ୍ତି । ୨୩ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପରେ ଟେନିସ ଦୁନିଆରୁ ବିଦାୟ ନେଇଛନ୍ତି। ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖି କହିଛନ୍ତି ‘ଜୀବନର ଗୋଟିଏ ସମୟରେ ଏପରି ଆସିଥାଏ…