ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର, ତେଜସ୍ୱୀ ଯାଦବ ହେଲେ ଉପମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ଗତକାଲି ଇସ୍ତଫା ଦେବା ପରେ ପୁଣି ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି।ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ। ରାଜଭବନ ରାଜ୍ୟପାଳ ଫାଗୁ ଚୌହ୍ଵାନ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ…

ରାସନ କାର୍ଡଧାରୀଙ୍କୁ ଏବେ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ, ଉପକୃତ ହେବେ ୧୫ ହଜାର କୋଟି ଲୋକ

ସରକାର ରାସନ କାର୍ଡ ଧାରକଙ୍କ ଫାଇଦା ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ସରକାର ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ…

ଆମିରଙ୍କୁ ନିଜ ଫିଲ୍ମରେ ନେବା ପାଇଁ ମନା କଲେ ପତ୍ନୀ କିରଣ ରାଓ, ଅଡିସନ ଦେଇ ଫେଲ୍‌ ହେଲେ

ଆମିର ଖାନଙ୍କ ପତ୍ନୀ କିରଣ ରାଓ ପୁଣି ଥରେ ଫିଲ୍ମ ପ୍ରଯୋଜନାକୁ ଫେରୁଛନ୍ତି। କିରଣ ଯେଉଁ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ତା’ର ନାମ ରଖିଛନ୍ତି ‘ଲାପତା ଲେଡିଜ’। କିରଣଙ୍କ ପ୍ରଥମ ଫିଲ୍ମ ‘ଧୋବୀ ଘାଟ’ ରହିଥିଲା। ଯାହା ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା ଏହି ଫିଲ୍ମରେ ଆମିର…

ଅବସର ଘୋଷଣା କଲେ ଟେନିସ ଖେଳାଳି ସେରେନା ଓ୍ଵିଲିୟମସ୍‌, ୟୁଏସ୍‌ ଓପନରେ ଖେଳିବେ ଶେଷ ମ୍ୟାଚ୍‌

ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ନିଜ ଅବସର ନେଇ ଘୋଷଣା କରିଛନ୍ତି । ୨୩ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପରେ ଟେନିସ ଦୁନିଆରୁ ବିଦାୟ ନେଇଛନ୍ତି। ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖି କହିଛନ୍ତି ‘ଜୀବନର ଗୋଟିଏ ସମୟରେ ଏପରି ଆସିଥାଏ…

ମୋଦିଙ୍କ ପାଇଁ ସ୍ପେଶାଲ ରାକ୍ଷୀ ତିଆରି କଲେ ବୃନ୍ଦାବନ ଆଶ୍ରମରେ ଥିବା ବିଧବା ମହିଳା, ପଠାଇଲେ ୫୦୧ ରାକ୍ଷୀ ଏବଂ ୭୫…

ବୃନ୍ଦାବନ ଆଶ୍ରମରେ ରହୁଥିବା ବିଧବା ମହିଳା ନିଜ ହାତରେ ତିଆରି କରିଥିବା ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ବାନ୍ଧିବେ। ବିଧବା ମହିଳାଙ୍କ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀଙ୍କୁ ଏଥର ୫୦୧ ରାକ୍ଷୀ ଏହାସହିତ ୭୫ ତ୍ରିରଙ୍ଗା ପଠାଯିବ। ଏହାକୁ ନେଇ ସୁଲଭ…

ସଡ଼କ ଦୁର୍ଘଟଣାରେ ଚାଲିଗଲେ ‘ସ୍ଲୋ ଫିଙ୍ଗର ଅଫ ଡେଥ’ ରୁଡି କୋଏରଜେନ୍‌, ଗଲ୍ଫ ଖେଳିବାକୁ ଯାଇ ଆଉ ଫେରିଲେନି

କ୍ରିକେଟ ଜଗତରେ ଖେଳିଯାଇଛି ଶୋକର ଛାୟା । ବିଶ୍ୱ କ୍ରିକେଟ ଇତିହାସର ଲୋକପ୍ରିୟ ଅମ୍ପାୟର ରୁଡି କୋଏରଜେନ୍‌ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପ୍ରାୟ ୪୦୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ଅମ୍ପାୟାରିଂ କରିଥିବା କୋଏରଜେନ୍‌ ସଡକ ଦୁର୍ଘଟଣାରେ ପ୍ରାଣତ୍ୟାଗ…

ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ କହିଥିଲେ ଯେ ସେ ଘରେ ନିଜକୁ…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ମହାମେଣ୍ଟ ସହ ସରକାର ଗଢିବାକୁ ନିଷ୍ପତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ସେ ରାଜ୍ୟପାଳ ଫାଗୁ ଚୌହ୍ଵାନଙ୍କୁ ଇସ୍ତଫା ଦେବା ପାଇଁ ରାଜଭବନ ପହଞ୍ଚିଥିଲେ । ଏନଡିଏ ଠାରୁ ଅଲଗା ହେବା ପରେ ନୀତୀଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି…

ଅନନ୍ୟା ନୁହେଁ ଭୋଜପୁରୀ ଅଭିନେତ୍ରୀ ଶିଳ୍ପୀଙ୍କ ସହିତ ‘ଆଫତ୍‌’ ଗୀତରେ ଡ୍ୟାନ୍ସ କଲେ ବିଜୟ ଦେବରକୋଣ୍ଡା, ଭିଡିଓ ଭାଇରଲ

ସାଉଥ ଫିଲ୍ମ ଷ୍ଟାର ବିଜୟ ଦେବରକୋଣ୍ଡା ଏବେ ଅପକମିଂ ଫିଲ୍ମ ଲାଇଗରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜୟ ଦେବରକୋଣ୍ଡାଙ୍କ ସହିତ ଲାଇଗରରେ ଅନନ୍ୟା ପାଣ୍ଡେ ଲିଡ ରୋଲରେ ନଜର ଆସିବେ। ବିଜୟ ଏବଂ ଅନନ୍ୟା ଏବେ ଫିଲ୍ମର ପ୍ରମୋସନ ପାଇଁ ଲାଗିପଡିଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଗୀତ ସୋସିଆଲ…

ଟ୍ରେନ ଟ୍ରାକରେ ବାଇକ୍‌ ଚଲାଇ ଷ୍ଟଣ୍ଟ କରୁଥିଲେ ଯୁବକ, ଘଟିଲା ଏମିତି କିଛି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଲୋକପ୍ରିୟ ହେବା ପାଇଁଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ଭିଡିଓ ଅପଲୋଡ କରୁଛନ୍ତି। ଏମିତି ଭିଡିଓ କରିବା ସମୟରେ ସେମାନେ ଅଜାଣତରେ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ତିନି ଜଣ ଯୁବକ ରେଲେଓ୍ଵ ଟ୍ରାକରେ…

ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍‌

ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି…

Asia Cup ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ପିଠିରେ ଯନ୍ତ୍ରଣା ଯୋଗୁଁ ବାଦ୍‌ ପଡିଲେ ଯଶପ୍ରୀତ ବୁମରା

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ…