Below header

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଗତ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇଥିବା ଶାହିନ ଆଫ୍ରିଦି ଏସିଆ କପରୁ…

ଏସିଆ କପ ୨୦୨୨ ଆରମ୍ଭ ପୂର୍ବରୁ ପାକିସ୍ତାନ ଟିମକୁ ଲାଗିଛି ଶକ୍ତ ଝଟକା । ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି । ଏସିଆ କପରୁ ବାଦ୍‌ ପଡିବା ଯୋଗୁଁ ଟିମ୍‌ ଇଣ୍ଡିଆ ପାଇଁ ଏହା ଆଶ୍ୱସ୍ତିକର ଖବର ବୋଲି ଜଣାପଡିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ଫିଲଡିଂ…

ବୁଧ କରୁଛନ୍ତି ରାଶି ପରିବର୍ତ୍ତନ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହେବ ଧନବର୍ଷା, ମିଳିବ ପ୍ରତିଷ୍ଠା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଜିର ଦିନ ଅନେକ ରାଶି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।  ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ଅନ୍ୟ ସବୁ ଗ୍ରହ ତୁଳନାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର ଥାନ୍ତି।  ଆଜିଠାରୁ ବୁଧ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଆଜିଠାରୁ ବୁଧ ସିଂହ…

ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ୫ ଓ୍ଵିକେଟରେ ମ୍ୟାଚ୍‌ ଜିତିବା ସହିତ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ । ଯାହାର ଉତ୍ତରରେ ଟିମ୍‌ ଇଣ୍ଡିଆ ୨୫ ଓଭରରେ ମାତ୍ର ୫ ଓ୍ଵିକେଟ ହରାଇ…

ମା’ ହେଲେ ସୋନମ କପୁର, ଘରକୁ ଆସିଲେ କୁନି ଅତିଥି

ମା’ ହେଲେ ସୋନମ କପୁର। ସୋନମ କପୁର ଆଜି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଅନେକ ଦିନରୁ ଗର୍ଭବତୀ ଥିବା ସୋନମ ଫ୍ୟାନ୍ସଙ୍କୁ ଜଣାଇଥିଲେ। ତେବେ ସୋନମ ଏବଂ ଆନନ୍ଦ ଆହୁଜାଙ୍କ ପିଲାଙ୍କୁ ଚାହିଁ ରହିଥିଲେ। ସୋନମ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନିତୁ କପୁର ସୋସିଆଲ ମିଡିଆରେ ସେୟାର କରିଥିଲେ।…

ଦୁଲର୍ଭ ଜୀବ ‘ହନି ବେଜର’, ଯାହାର ରହିଛି ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି

ଛତିଶଗଡର କାଙ୍କେର ଜିଲ୍ଲାର ଏକ ଜଙ୍ଗଲରୁ ଭୟଭୀତ ଜୀବ ମିଳିଛି। ଏହା ଭାରତର ସବୁଠାରୁ ଦୁର୍ଲଭ ପ୍ରଜାତିମାନଙ୍କ ମଧ୍ୟରୁ ଆସିଛି। ଏହି ଜୀବ ଭିତରେ ମଣିଷ ପରି ଭାବିବା ଏବଂ ବୁଝିବାର ଶକ୍ତି ରହିଛି। ଏହାର ନାମ ହନି ବେଜର। ଏହା ଏତେ ଚତୁର ଯେ ନିଜେ ରୁମର କବାଟ ଖୋଲି ବାହାରିପାରେ। ଏହାର ଏକ…

ଭୁଲ ଜାଗାରେ ପାର୍କିଂ କରି ସ୍କୁଟି ସହିତ କ୍ରେନରେ ଓହଳି ଥାନାକୁ ଗଲେ ଚାଳକ, ଦେଖନ୍ତୁ ଭିଡିଓ

ଭାରତର ଅନେକ ସହରରେ ଏକ ସୁରକ୍ଷିତ ସ୍ଥାନରେ ଗାଡି ପାର୍କିଂ ଏକ ବଡ ସମସ୍ୟା । ଅନେକ ଥର ଲୋମାନେ ନିଜ ଗାଡି ବା ବାଇକକୁ ପାର୍କ କରିବା ପାଇଁ ସଠିକ୍ ସ୍ଥାନ ପାଇନଥାନ୍ତି । ଏଭଳି କ୍ଷେତ୍ରରେ ଅନେକ ଲୋକ ନିଜ ଗାଡିକୁ ରାସ୍ତା କଡରେ ପାର୍କ୍ କରିଦିଅନ୍ତି । କିନ୍ତୁ ନୋ ପାର୍କିଂରେ ଥିବା ଯୋଗୁଁ…

ଜେଲରେ ଚାକିରି କରି ଏକାସାଙ୍ଗରେ କଏଦୀ ପ୍ରେମରେ ପଡିଗଲେ ଦୁଇ ଯୁବତୀ, ପରେ ଯୁବତୀଙ୍କ ନାମରେ ଆସିଲା ଏଭଳି ଅଭିଯୋଗ

ଦୁଇଜଣ ଯୁବତୀଙ୍କ ପ୍ରେମରେ ପଡିଗଲେ କଏଦୀ। ଜେଲରେ କାମ କରୁଥିବା ଦୁଇଜଣ ଯୁବତୀ ଜଣେ ପ୍ରେମିକକୁ ପ୍ରେମ କରି ବସିଛନ୍ତି। ଦୁହିଁଙ୍କ ସହିତ ରୋମାଣ୍ଟିକ ରିଲେସନସିପରେ ରହିଥିଲେ କଏଦୀ। ଏବେ ବିପଦରେ ଫସିଗଲେ ଦୁଇ ଯୁବତୀ। ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ନର୍ସ ଏବଂ ଅନ୍ୟ ଜଣେ କଷ୍ଟଡି ଅଫିସର…

ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍‌, ୧୯୨୮ ମସିହାରେ ଇଂରେଜ କରିଥିଲେ…

ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାର ପଞ୍ଜାବ ଏବଂ ହିମାଚଳ ସୀମାରେ ଥିବା ଚକ୍କି ନଦୀରେ ନିର୍ମିତ ୮୦୦ ମିଟର ଲମ୍ବା ରେଲୱେ ବ୍ରିଜ ଭୁଶୁଡି ପଡିଛି। ଚକ୍କି ନଦୀରେ ବନ୍ୟା ଆସିବା ଯୋଗୁଁ ବ୍ରିଜର ଦୁର୍ବଳ ଖମ୍ବ ଭାଙ୍ଗିପଡିଛି। ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା…

ଭାରତ-ଜିମ୍ବାୱେ ଦ୍ୱିତୀୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଭାରତ-ଜିମ୍ବାୱେ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ଆଜି ଖେଳାଯିବ। ଆଜିର ମ୍ୟାଚ୍ ଜିତି ସିରିଜ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ଓ୍ଵିକେଟରେ ଜିତିନେଇଥିଲା ଟିମ୍‌ ଇଣ୍ଡିଆ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ ଜିତିବାକୁ…

ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଆସିଲା ଧମକପୂର୍ଣ୍ଣ ମେସେଜ, ପୁଣି ହୋଇପାରେ ୨୬/୧୧ ଭଳି ଆକ୍ରମଣ

ମୁମ୍ବାଇର ଟ୍ରାଫିକ ପୋଲିସକୁ ମିଳିଛି ଧମକପୂର୍ଣ୍ଣ ମେସେଜ। ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ପୁଣିଥରେ ୨୬/୧୧ ଭଳି ଆଟାକ୍‌ ହୋଇପାରେ ବୋଲି ଧମକ ମିଳିଛି। ଖବର ମୁତାବକ ଏହି ମେସେଜ ଏକ ପାକିସ୍ତାନୀ ନମ୍ବରରୁ ଆସିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ…

କ୍ରିକେଟ ଖେଳିବାକୁ କୋଲକତାରୁ ଦିଲ୍ଲୀ ଆସିଥିଲେ ଯୁବକ, ଛାତିରେ ବଲ୍‌ ବାଜି ହେଲା ମୃତ୍ୟୁ

କ୍ରିକେଟ ନିଶା ଯାହାକୁ ଥରେ ଧରିଛି, ଆଉ ତାକୁ ଛାଡିବା ମୁସ୍କିଲ ହୋଇପଡିଛି। ଆଉ ଏହି ନିଶା ବେଳେ ବେଳେ କାହା ଜୀବନ ନେଇଯାଏ, ତାହା ଦେଖିବାକୁ ମିଳିଛି। ଯୁବକ ଜଣକ କ୍ରିକେଟ୍ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ । କିନ୍ତୁ ଛାତିରେ ବଲ୍ ବାଜିବାରୁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା…

ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି, କେମିତି କଟିବ ଆଜିର ଦିନ

ମେଷ: ଶାରୀରିକ ସୁସ୍ଥତା ଅନୁଭବ କରିବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସଂପାଦନ କରିବେ। ବିବାହ ପାଇଁ ତାରିଖ ଧାର୍ଯ୍ୟ କରିବେ। ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ବୃଷ: ଆଶା…