Below header

ଚୀନ : ହଠାତ୍‌ ଧସିଗଲା ରାସ୍ତା, ପୋତି ହୋଇଗଲା ଗାଡି, ୧୯ ମୃତ

ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା । ପୋତି ହୋଇଗଲା ଗାଡ଼ି ୧୮ଟି ଗାଡି । ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା ଅଂଶ ଭୁଶୁଡ଼ି ପଡିବା ଯୋଗୁଁ ଏଭଳି ଘଟିଛି । ପୋଲିସ ସୂଚନା ଅନୁଯାୟୀ, ମେଇଜୁ ସହରରୁ ଡାବୁ…

ଉତ୍ତରପ୍ରଦେଶ : ଜନ୍ମଦିନ ପାର୍ଟିରେ ବାଜୁଥିଲା ଡିଜେ, ବଜାଇବାକୁ ମନା କରିବାରୁ ପୂଜାରୀଙ୍କୁ ପିଟିପିଟି ମାରିଦେଲେ

ଜନ୍ମ ଦିନ ଉତ୍ସବରେ ଖୁବ୍‌ ଜୋରରେ ବାଜୁଥିଲା ଡିଜେ । ଆଉ ଡିଜେ ଅସହ୍ୟ ହେବାରୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ପଡୋଶୀ । ଉତ୍ତରପ୍ରଦେଶର ଦେବରିୟାରେ ଘଟିଛି ଏଭଳି ଘଟଣା । ମୃତକଜଣକ ୬୦ ବର୍ଷୀୟ ଅଶୋକ ଚୌବେ । ସେ ସ୍ଥାନୀୟ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ…

ସଲମାନ ଖାନ ଘର ବାହାରେ ଗୁଳିମାଡ଼ ଘଟଣା : ପୋଲିସ ହେପାଜତରେ ଜୀବନ ହାରିଲା ଜଣେ ଅଭିଯୁକ୍ତ

() ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିମାଡ ଘଟଣାରେ ନୂଆ ମୋଡ । ଭାଇଜାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ କରିଥିବା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଜୀବନ ହାରିଛି । ପୋଲିସ କହିବା ମୁତାବକ, ଗିରଫ ଅଭିଯୁକ୍ତ ପୋଲିସ ହେପାଜତରେ ଜୀବନ ହାରିଛି । ତା ନାଁ ଅନୁଜ…

ଭାରତ ପରେ ଟି୨୦ ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କଲା ଅଷ୍ଟ୍ରେଲିଆ, ଷ୍ଟିଭ ସ୍ମିଥଙ୍କୁ ମିଳିଲାନି ସୁଯୋଗ

ଭାରତ ଆଇସିସି ଟି୨୦ ବିଶ୍ୱକପ ପାଇଁ ଟିମ୍‌ ଘୋଷଣା କରିବା ପରେ ଅଷ୍ଟ୍ରେଲିଆ ମଧ୍ୟ ଟିମ୍‌ ଘୋଷଣା କରିଛି । କ୍ରିକେଟ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛି । ମିଚେଲ ମାର୍ଶଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଷ୍ଟିଭ ସ୍ମିଥଙ୍କୁ ଟିମରେ ସୁଯୋଗ ମିଳିନାହିଁ ।…

ଲଣ୍ଡନର ବିଚ୍‌ ରାସ୍ତାରେ ଖଣ୍ଡାଧରି ଆତଙ୍କ ଖେଳାଇଥିବା ଘଟଣା: ୧୩ ବର୍ଷୀୟ ବାଳକ ମୃତ, ଆକ୍ରମଣକାରୀ ଗିରଫ

ଲଣ୍ଡନର ବିଚ୍ ରାସ୍ତାରେ ହାତରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଯୁବକ । ଯାହାକୁ ପାଇଲେ ତାକୁ ଗୋଡେଇ ଗୋଡେଇ ହାଣିଲେ। ଏଥିର ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିନେଇଛି ।…

ଇଣ୍ଡିଆ ପୋଷ୍ଟରେ ଖାଲିପଡିଛି ପଦବୀ, ଅଫଲାଇନରେ କରିପାରିବେ ଆବେଦନ

ଭାରତୀୟ ଡାକରେ ଚାକିରି କରିବା ପାଇଁ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆ ପୋଷ୍ଟରେ ଷ୍ଟାଫ କାର ଡ୍ରାଇଭର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ଅଫଲାଇନ ଆବେଦନ ପ୍ରକ୍ରିୟା ଚାଲୁରହିଛି । ଇଚ୍ଛୁକ ପ୍ରାର୍ଥୀ ଅଫଲାଇନ ଆପ୍ଲିକେସନ ଫର୍ମ ଭରି ଦିଆଯାଇଥିବା ଠିକଣାରେ…

ହାର୍ଦ୍ଦିକଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଆଉ ଗୋଟିଏ ଭୁଲ୍‌ କଲେ ହେବେ ବ୍ୟାନ୍‌

ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ହୋଇଥିଲା । ମୁମ୍ବାଇ ଏହି ମ୍ୟାଚକୁ ୪ ଓ୍ଵିକେଟରେ ହାରିଥିଲା । ମ୍ୟାଚ୍‌ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହାର୍ଦ୍ଦିକ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ଝଟକା, ମିଳିଲାନି ଜାମିନ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ଜାମିନ ମିଳିନାହିଁ । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ…

ଦେଶରେ ବଢୁଛି ମମ୍ପ୍ସ ଭାଇରସ ସଂକ୍ରମଣ, ପିଲା ହରାଉଛନ୍ତି ଶ୍ରବଣ ଶକ୍ତି

ଦେଶର ବିଭିନ୍ନ ରାଜ୍ୟରେ ମମ୍ପ୍ସ ଭାଇରସ ବଢିବାରେ ଲାଗିଛି । ତାମିଲନାଡୁରୁ ଆରମ୍ଭ କରି କେରଳ, ରାଜସ୍ଥାନ, ଦିଲଲୀ-ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ପେରାମାଇକ୍ସୋଭାଇରସ ନାମକ ଭାଇରସ ଯୋଗୁଁ ଏହି ସଂକ୍ରମଣ ରୋଗରେ ପେରୋଟିଡ ଗ୍ଲାଣ୍ଡକୁ ବ୍ୟାପୁଛି ।…

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ଅଧିନାୟକ, ହାର୍ଦ୍ଦିକ ଉପ ଅଧିନାୟକ, ସଞ୍ଜୁ ସାମସନଙ୍କୁ ମିଳିଲା…

ଶେଷରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିସିସିଆଇ ଘୋଷଣା କରିଥିବା ଟିମରେ ୧୫ ଜଣିଆ ଖେଳାଳି ରହିଛନ୍ତି । ବିସିସିଆଇ ବହୁତ ବିଚାର କରି ଟିମ୍‌ ଚୟନ କରିଛି । ରୋହିତ ଶର୍ମାଙ୍କୁ ଟିମର ଅଧିନାୟକ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପ…

JDS ପାର୍ଟି କୋର କମିଟି ନିଷ୍ପତ୍ତି, ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ସସପେଣ୍ଡ, ପେନଡ୍ରାଇଭରେ ରହିଛି ୩୦୦୦ ଅଶ୍ଲୀଳ…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପରିବାର ଯୌନ ନିର୍ଯାତନା ମାମଲାରେ ଅଡୁଆ ବଢିବାରେ ଲାଗିଛି । ଏଚଡି ଦେବେଗୌଡାଙ୍କ ନାତି ତଥା କର୍ଣ୍ଣାଟକ ହାସନର ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ JDS ପାର୍ଟିରୁ ସସପେଣ୍ଡ କରାଯାଇଛି ।  ଜେଡିଏସର କୋର କମିଟି ନିଷ୍ପତ୍ତି ପରେ ତାଙ୍କୁ ଦଳରୁ…

NLC ରେ ୨୩୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

NLC (Neyveli Lignite Corporation) ରେ ଖାଲିପଡିଥିବା ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ଇଣ୍ଡଷ୍ଟ୍ରିଆଲ ଟ୍ରେନି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୨୩୯ ପଦବୀ ଖାଲିପଡିଛି । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ମୋଡରେ…