ଆଇପିଏଲ୍‌ ୨୦୨୪ ପଏଣ୍ଟ ଟେବୁଲ : ସନରାଇଜର୍ସ ହାଇଦ୍ରାବାଦ ଟିମ ମ୍ୟାଚ ଜିତିବା ପରେ ଚେନ୍ନାଇକୁ କ୍ଷତି

ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଟିମର ଧମାକେଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାଇଦ୍ରାବାଦ ଟିମ୍‌ ୬୭ ରନରେ ମ୍ୟାଚ ଜିତିଛି । ସନରାଇଜର୍ସ ହାଇଦ୍ରାବାଦ ଟିମର ୭ଟି ମ୍ୟାଚ ମଧ୍ୟରୁ ଏହା ୫ମ ବିଜୟ । ଆଉ ଏହି ବିଜୟ ଯୋଗୁଁ ଟିମ୍‌ ଏବେ ୧୦ ପଏଣ୍ଟ…

ଭାରତୀୟ ରେଲୱେରେ ୮,୦୦୦ରୁ ଅଧିକ TTE ପଦବୀ ଖାଲି, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆରଆରବି ଅଧିନରେ ୮,୦୦୦ରୁ ଅଧିକ ଟିଟିଇ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ତେବେ ମଇରୁ ଏଥିପାଇଁ ଆବେଦନ ଆରମ୍ଭ ହେବ ।…

ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ…

ରାଜସ୍ଥାନ : ବିଳମ୍ବିତ ରାତିରେ ଟ୍ରକ ଓ ଭ୍ୟାନ ଧକ୍କା, ୯ ମୃତ

ରାଜସ୍ଥାନର ଝାଲାୱାଡ଼ରେ ଶନିବାର ବିଳମ୍ବିତ ରାତିରେ ଏକ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ସୂଚନା ମୁତାବକ, ଅକଲେରା ଏନଏଚ-୫୨ ନିକଟରେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ…

ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ, ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ

ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି । ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି । ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ କମଳା ରଙ୍ଗ କରାଯାଇଛି। ଯାହାକୁ ନେଇ ଅନେକ ସମାଲୋଚନା ହୋଉଛି । ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ପୋଷ୍ଟରେ ଏକ…

ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ୨୫ ହଜାର କୋଟି କରିଥାନ୍ତେ ନିବେଶ

ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ । ପ୍ରଥମ ଥର ପାଇଁ ଭାରତ ଆସିଥାନ୍ତେ ଏଲନ ମସ୍କ । ଏପ୍ରିଲ ୨୧ ଓ ୨୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଏବେ ସ୍ଥଗିତ ହୋଇଥିବା ଖବର ମିଳିଛି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥାନ୍ତେ…

ଫ୍ୟାନଙ୍କ ଚେନ୍ନାଇ ସୁପରକିଙ୍ଗସ କ୍ରେଜ, ବାହାଘର ପାଇଁ ସିଏକେ ଥିମରେ ବନାଇଲେ କାର୍ଡ

ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପରକିଙ୍ଗସର କ୍ରେଜ ସବୁଠାରୁ ଅଧିକ । ଚେନ୍ନାଇର ଚେପାକ ଷ୍ଟାଡିୟମ ସହିତ ଫ୍ୟାନ୍ସ ସିଏସକେକୁ ସପୋର୍ଟ କରିବା ପାଇଁ ମ୍ୟାଚ ଖେଳାଯାଉଥିବା ପ୍ରତିଟି ଷ୍ଟାଡିୟମକୁ ଯାଇଥାନ୍ତି । ଚେନ୍ନାଇ ମ୍ୟାଚ ଯାହା ବିପକ୍ଷରେ ହେଉନା କାହିଁକି, ଷ୍ଟାଡିୟମରେ କେବଳ ହଳଦିଆ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ କୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ରାଉସ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଏହା ପୂର୍ବରୁ ରାଉଜ ଏଭେନ୍ୟୁ…

କେଏଲ ରାହୁଲ ଏବଂ ଋତୁରାଜଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାହିଁକି

ଆଇପିଏଲ୍‌ ୨୦୨୪ର ୩୪ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ । ଏହି ମ୍ୟାଚକୁ ଲକ୍ଷ୍ନୌ ୮ ଓ୍ଵିକେଟରେ ଜିତିନେଇଥିଲା । କିନ୍ତୁ ଏହି ମ୍ୟାଚରେ ଦୁଇଟି ଯାକ ଟିମର ଅଧିନାୟକଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ…

DRDOରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ, ସଂସ୍ଥାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ନୋଟିଫିକେସନ ମୁତାବକ, ୪୧ ପଦବୀରେ ଭର୍ତ୍ତି ହେବ । ଏଥିରେ ଡିପ୍ଲୋମା ୧୧…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍‌, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍‌ ବିଜେପି ସିଟ୍‌ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ…

ଉତ୍ତରପ୍ରଦେଶ : ଟ୍ରାକ୍ଟରକୁ ଧକ୍କା ହେଲା ଟ୍ରକ, ୪ ମୃତ, ୧୩ରୁ ଅଧିକ ଆହତ

ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୧୩ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଟ୍ରାକ୍ଟର ଟ୍ରଲିର ଲାଇଟ ଖରାପ ହୋଇଯିବାରୁ…