କୋବ୍ରାକୁ ପାଣି ପିଆଇ ପୁଣ୍ୟ କମାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ନା’ କ’ଣ; ଦେଖନ୍ତୁ ଭିଜୁଆଲ୍‌

ଦୁନିଆରେ ଏବେ ମାନବିକତା ସରି ସରିଗଲାଣି। ତଥାପି କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପରକୁ ସାହାଯ୍ୟ କରିବାକୁ ଆଜି ବି ଭୁଲିନାହାନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ମଧ୍ୟ କିଛି ଲୋକ ଅନ୍ୟର ସେବା କରୁଛନ୍ତି। ସେଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତି…

ମହିଳା ପଣ୍ଡିତ କରାଇଲେ ଦିୟା ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ଲୋକେ କହିଲେ- ‘ଏହା ହେଉଛି ପ୍ରକୃତ ନାରୀ ସଶକ୍ତିକରଣ’

ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ମୁମ୍ବାଇରେ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହରେ କେବଳ ପରିବାରର କିଛି ନିକଟତମ ବନ୍ଧୁ ପରିଜନ ସାମିଲ ହୋଇଥିଲେ। ବିବାହରେ ଦିୟା କିଛି ଏମିତି କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି।…

ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଶ୍ରମ ମନ୍ତ୍ରୀଙ୍କ ଉପରକୁ ବୋମାମାଡ଼, ଅବସ୍ଥା ଗୁରୁତର

ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ନିମଟିଟା ରେଳ ଷ୍ଟେସନ୍‌ରେ ଦୁର୍ବୃତ୍ତଙ୍କ ବୋମାମାଡ଼ରେ ରାଜ୍ୟର ମନ୍ତ୍ରୀ ଜାକିର ହୁସେନ ଗୁରୁତର ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଳିସ ସୂଚନା ଦେଇଛି। ପୋଲିସ ତରଫରୁ କୁହାଯାଇଛି ଯେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ…

କ୍ଷୀର ଛିଡ଼ିଗଲେ ବେକାର ଭାବି ଫିଙ୍ଗିଦିଅନ୍ତୁନି ଏହାର ପାଣି, ଜାଣନ୍ତୁ ଛେନା ପାଣିର ଫାଇଦା

ଧୀରେ ଧୀରେ ଶୀତ କମିବାରେ ଲାଗିଲାଣି। ଖରାଦିନ ଆସିଲେ ସବୁ ଖାଦ୍ୟ ପଦାର୍ଥ ଖରାପ ହୋଇଯାଏ। ଖାସ୍‌ କରି କ୍ଷୀର ଛିଡ଼ିଯାଏ। ଲୋକମାନେ କ୍ଷୀରକୁ ଥଣ୍ଡା କରିବାକୁ ଫ୍ରିଜ୍‌ରେ ରଖୁଥିଲେ ମଧ୍ୟ ଅଧିକ ଗରମ ହେଲେ କ୍ଷୀର ଛିଡ଼ିଯାଏ। କ୍ଷୀର ଛିଡ଼ି ଗଲେ ଲୋକମାନେ ଏଥିରେ ପନିର ତିଆରି କରିଥାନ୍ତି। କିନ୍ତୁ…

ପୁଣି ୪୧ ପଇସା ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୪୧ ପଇସା ବଢ଼ି ୯୦ ଟଙ୍କା ୨୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୩ ପଇସା ବଢ଼ି ୮୭ ଟଙ୍କା ୧୨ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ…

ପୁଣି କମିଲା ସୁନା, ଆଜି ୧୦ ଗ୍ରାମକୁ ଅଛି ମାତ୍ର ୪୩ ହଜାର ଟଙ୍କା

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୦୦ ଟଙ୍କା କମି ୪୫,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫୦ ଟଙ୍କା କମି ୫୦,୦୭୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ମା’ଙ୍କ ଝୁଣାଧୂପ ପାଇଲେ ଦୂର ହୁଏ ଅସାଧ୍ୟ ରୋଗ, ଜାଣନ୍ତୁ ଅସ୍ତରଙ୍ଗର ମା’ ଉକୁଳେଇ ଠାକୁରାଣୀଙ୍କ ମହିମା

ଅସ୍ତରଙ୍ଗ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଉକୁଳେଇ ଠାକୁରାଣୀ। ମା'ଙ୍କ ଶରଣ ପଶିଲେ ଭଲ ହୁଏ ଜ୍ୱରରୋଗ। କାହିଁ କେଉଁ ଆବାହମାନ କାଳରୁ ଅସ୍ତରଙ୍ଗ ନିକଟ ଉକୁଳେଇ ଗ୍ରାମରେ ବିରାଜମାନ କରିଛନ୍ତି ମା' ଉକୁଳେଇ ଠାକୁରାଣୀ। ଆସ୍ଥା ଓ ବିଶ୍ୱାସକୁ ନେଇ ମା'ଙ୍କ ପୀଠକୁ ବହୁ ଦୂରଦୂରାନ୍ତରୁ ଧାଇଁ…

ପତ୍ନୀ ସାକ୍ଷୀଙ୍କ ସହ ରୋମାଣ୍ଟିକ୍‌ ଡ୍ୟାନ୍ସ କରୁଥିବା ନଜର ଆସିଲେ ମହେନ୍ଦ୍ର ସିଂହ ଧୋନି, ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଫ୍ୟାନ୍‌ଙ୍କ ଠାରୁ କିନ୍ତୁ ଦୂରେଇ ଯାଇନାହାନ୍ତି। ମଝିରେ ମଝିରେ ସେ ସୋସିଆଲ ମିଡିଆରେ ନିଜ ଝଲକ୍‌ ଦେଖାଇଥାନ୍ତି। ଧୋନିଙ୍କଠାରୁ ଅଧିକ ତାଙ୍କ ପତ୍ନୀ ସାକ୍ଷୀ…

ଭିଡିଓ: ଯବାନଙ୍କ ପାଖରେ ବନ୍ଧୁକ ଦେଖି ମାଗିବାକୁ ଲାଗିଲା କୁନି ପୁଅଟି, ନଦେଲାରୁ ଦେଖନ୍ତୁ କେମିତି ଦେଲା ରିଆକ୍ସନ୍‌

ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ହସି ହସି ଗଡ଼ିବେ। ଜଣେ ଯବାନ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ତାଙ୍କ ଅଣ୍ଟାରେ ବନ୍ଧୁକ ରହିଛି। ପିଲାଟିର ନଜର ଯେତେବେଳେ ବନ୍ଧୁକ ଉପରେ ପଡ଼ିଲା ସେ ଦୌଡ଼ି ଦୌଡ଼ି ତାଙ୍କ ପାଖରେ ପହଞ୍ଚିଯାଇଥିଲା ଆଉ…

ଆଉ ଏକ ଅନର କିଲିଂ: ଅନ୍ୟ ଧର୍ମର ପୁଅକୁ ଭଲ ପାଇବାରୁ ଝିଅକୁ ଜିଅଁନ୍ତା ଜାଳିଦେଲେ ପରିବାର ଲୋକେ

ଉତ୍ତର ପ୍ରଦେଶରେ ଅନର କିଲିଂର ଆଉ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପରିବାର ଲୋକ ହିଁ ଟଙ୍କା ଦେଇ ନିଜ ଝିଅକୁ ଜିଅଁନ୍ତା ଜଳାଇ ଦେଇଛନ୍ତି। ଘଟଣା ଘଟିଛି ସନ୍ଥ କବୀର ନଗରରେ। ଯୁବତୀ ଜଣେ ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ଭଲ ପାଉଥିବାରୁ ପରିବାର ଲୋକ ନିଜ ଝିଅକୁ ହିଁ…

ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ, ୭ ଲକ୍ଷର ଗହଣା ବିକି ରାମ ମନ୍ଦିରକୁ କଲେ ଦାନ

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ଓ ଲୋକମାନେ ମଧ୍ୟ ଆଗକୁ ଆସି ଏଥିରେ ଅଂଶଗ୍ରହଣ କରୁଛନ୍ତି। କେବଳ ଜୀବିତ ନୁହେଁ ମୃତ ବ୍ୟକ୍ତିମାନେ ମଧ୍ୟ ରାମ ମନ୍ଦିରକୁ ଦାନ କରୁଥିବା ଦେଖାଯାଇଛି। ରାଜସ୍ଥାନର ଯୋଧପୁରର ଆଶା କଓ୍ଵଁର ନାମକ ଜଣେ…

ସାରା ଜୀବନର ଜମାପୁଞ୍ଜିକୁ ଟ୍ରଙ୍କ୍‌ରେ ଲୁଚାଇ ରଖିଥିଲେ ବ୍ୟକ୍ତି, କିନ୍ତୁ ଉଇ ଖାଇଗଲା ୫ ଲକ୍ଷ ଟଙ୍କା

ସାରା ଜୀବନର ଜମାପୁଞ୍ଜିକୁ ଖାଇଗଲା ଉଇ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାରେ। ଏଠାରେ ଜଣେ ବେପାରୀ ନିଜ ସାରା ଜୀବନର ଜମାପୁଞ୍ଜିକୁ ବ୍ୟାଙ୍କରେ ଜମା ନ ରଖି ଏକ ଟ୍ରଙ୍କ୍‌ରେ ଲୁଚାଇ ରଖିଥିଲେ। କିନ୍ତୁ ଏହି ଟଙ୍କା ଉପରେ ଚୋର ନୁହେଁ, ବରଂ ଉଇଙ୍କ…