ପେଟ୍ରୋଲ ଦାମ୍‌ ବଢ଼ିବା ପରେ ତେଲ ପକାଇବାକୁ ଯାଇଥିବା ବ୍ୟକ୍ତି କଲେ କିଛି ଏମିତି, ଦେଖିଲେ ଆପଣ ବି ହସି ହସି ଗଡ଼ିବେ;…

ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦରକୁ ନେଇ ଏବେ ସମସ୍ତେ ଚିନ୍ତିତ। ହୁ ହୁ ହୋଇ ପେଟ୍ରୋଲ ଡିଜେଲ ଦର ବଢ଼ୁଥିବାରୁ ଲୋକମାନେ ଏବେ ଗାଡ଼ି ଛାଡ଼ି ସାଇକେଲ ଧରିବାକୁ ଆଗଭର ହେଉଛନ୍ତି। ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମିମ୍‌ସ ସେୟାର କରୁଛନ୍ତି, ଯାହାକୁ ସମସ୍ତେ ବେଶ୍‌…

ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନିଜ ଲେଖନୀରୁ ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନନ୍ଦକିଶୋର

ସେ ଜଣେ ସାଧାରଣ ମଣିଷ, ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ । ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନିଜ ଲେଖନୀରୁ । ତାଙ୍କ କବିତା କୁ ନେଇ ସବୁଠି ଚର୍ଚ୍ଚା। ଗଣ୍ଡେ ଖାଇବା ପାଇଁ ଦାବି ନାହିଁ କି ଖଣ୍ଡେ ଦାମୀ କନାର ଡ୍ରେସ୍‌ ପିନ୍ଧିବାର…

ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ହେଲେ ଭାବ ବିହ୍ଵଳ

ଜଗନ୍ନାଥଙ୍କ ଅନନ୍ଯ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ଲୋକଙ୍କ ଭିଡ଼। କିଏ ପାହାଚ ପାହାଡ ଚଢି ଗୁମ୍ଫା ଦର୍ଶନ କରୁଛି ତ ଆଉ କିଏ ଦର୍ଶନ କରୁଛି କାଳିଆ ଠାକୁରଙ୍କୁ। ଆଉ କିଏ ସାମିଲ ହୋଇ ମଜ୍ଜିଯାଇଛି ମହାପ୍ରଭୁଙ୍କ ଭଜନ କୀର୍ତ୍ତନରେ। ଏଭଳି କିଛି ଦୃଶ୍ଯ ଦେଖିବାକୁ…

ବାହା ହେବାକୁ ମନା କରିବାରୁ ଯୁବତୀଙ୍କୁ ଚଳନ୍ତା ଟ୍ରେନ୍‌ରୁ ଧକ୍କା ଦେଲା ଯୁବକ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ…

ବାହା ହେବାକୁ ମନା କରିବାକୁ ଯୁବତୀଙ୍କୁ ମରଣ ମୁହଁକୁ ଠେଲି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଖାରରେ। ତେବେ ସୌଭାଗ୍ୟବଶତଃ ଉକ୍ତ ଯୁବତୀଙ୍କର ଏହି ଘଟଣାରେ କୌଣସି କ୍ଷତି ହୋଇନାହିଁ। ଏହି ଛାତି ଥରା ଘଟଣା ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି…

ଜନ୍ମ କଲା ବାପା ସାଜିଲା ରାକ୍ଷସ, ଘରେ କେହି ନଥିବା ବେଳେ ଲୁଟିଲା ଝିଅର ଇଜ୍ଜତ

ଜନ୍ମ କଲା ବାପା ସାଜିଲା ରାକ୍ଷସ। ନିଜ ଝିଅକୁ ସମାଜର ଖରାପ ନଜରରୁ ବଞ୍ଚାଉଥିବା ବାପା ହିଁ ଲୁଟିଲା ଝିଅର ଇଜ୍ଜତ। ଘରେ କେହି ନଥିବା ବେଳେ ଏକୁଟିଆର ସୁଯୋଗ ନେଇ ଏଭଳି ପାଶବିକ ଆଚରଣ କରିଥିଲା ବାପା। ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କିଶନଗଡ଼ରେ। ଏଠାରେ ନିଜ ଝିଅକୁ ବାପା ହିଁ…

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ମାତ୍ର ପ୍ରେମିକକୁ ଦେଖି ସେଠାରେ ହିଁ ହୋଇଗଲେ ବାହା; ପରିବାର ଲୋକେ…

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଇ ବିବାହ କଲେ ଛାତ୍ରୀ। ଏଭଳି ଅଦ୍ଭୁତ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବିହାରର କଠିହାରରେ। ଏଠାରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ନିଜ ପ୍ରେମିକକୁ ଭେଟିଥିଲା। ପରେ ସେ ପରୀକ୍ଷା ଦେବାକୁ ନ ଯାଇ ପ୍ରେମିକକୁ…

ମୁମ୍ବାଇ: ଟିକାକରଣ ପରେ ବି କରୋନା ସଂକ୍ରମିତ ହେଲେ ଡାକ୍ତର, ନେଇଥିଲେ କୋଭିସିଲ୍ଡର ପ୍ରଥମ ଡୋଜ୍‌

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ଆସିସାରିଲାଣି। ଟିକାକରଣ ବି ଆରମ୍ଭ ହୋଇଗଲାଣି। ସାରା ଦେଶରେ ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଭ୍ୟାକ୍‌ସିନ୍‌ ଆସିବା ପରେ ଲୋକମାନେ ଏବେ ଟିକେ ଖାମଖିଆଲ ହୋଇପଡ଼ିଛନ୍ତି। ତେବେ…

ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ ୨୦୨୧: ସୁଶାନ୍ତ ସିଂହ ରାଜପୁତଙ୍କୁ ମରଣୋତ୍ତର ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଛି ମରଣୋତ୍ତର ଆଓ୍ଵାର୍ଡ। ଶନିବାର ରାତିରେ ମୁମ୍ବାଇରେ ଦାଦା ସାହେବ ଫାଲ୍‌କେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୧ ଆୟୋଜିତ ହୋଇଛି। ଏ ଅବସରରେ ତାଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ସମ୍ମାନରେ ସମ୍ମାନିତ କରିଛନ୍ତି। ଦାଦା ସାହେବ…

ଉତ୍ତରାଖଣ୍ଡ ଭୂସ୍ଖଳନରେ ମୃତ ବ୍ୟକ୍ତିଙ୍କ ୪ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ସୋନୁ ସୁଦ୍‌, ପଢ଼ା ଠୁ ବିବାହ…

ପୁଣିଥରେ ବଦାନ୍ୟତା ଦେଖାଇଛନ୍ତି ଅଭିନେତା ସୋନୁ ସୁଦ୍‌। କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ନୂଆ ଜୀବନ ଦାନ ଦେଇଥିବା ସୋନୁ ଏବେ ଉତ୍ତରାଖଣ୍ଡ ଚମୋଲି ଭୂସ୍ଖଳନ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସୋନୁ ଏବେ ଚମୋଲି ପୀଡ଼ିତଙ୍କ ଚାରି ଜଣ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ…

୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ପ୍ରାୟ ସବୁ ଯୁବ ପିଢ଼ିଙ୍କ ସ୍ୱପ୍ନ ଥାଏ ରେଳ ବିଭାଗରେ ଚାକିରି କରିବା। ଯଦି ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ରେଳ ବିଭାଗରେ ଖାଲି ପଡ଼ିଛି ୨୫୩୨ଟି ପଦବୀ। ସେଣ୍ଟ୍ରାଲ ରେଲେଓ୍ଵ ୨୫୩୧ଟି ଅପରେଣ୍ଟିସ୍‌ ପଦବୀ ପାଇଁ ଆବେଦନ ମାଗିଛି। ମୁମ୍ବାଇ, ଭୁସାବଲ,…

ଲକ୍‌ଡାଉନ୍‌ ନିୟମ ଭାଙ୍ଗିଲେ ଯୁବତୀ, ଜରିମାନା ନେବା ବଦଳରେ ପୋଲିସ କର୍ମୀ ଦେଲେ କିସ୍‌; ଭିଡିଓ ଭାଇରାଲ

ପୋଲିସର କାମ ଲୋକଙ୍କୁ ସାହାଯ୍ୟ କରିବା ଓ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା। କିନ୍ତୁ ପେରୁରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଫଳରେ ଜଣେ ପୋଲିସ କର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଛି। ପୋଲିସ କର୍ମଚାରୀ ଜଣକ କରୋନା ନିୟମ ଉଲ୍ଲଂଘନ କରିଥିବା ଜଣେ ଯୁବତୀଙ୍କ…

ଏହି ତାରିଖରେ ପରଦାକୁ ଆସିବ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’

ଘୋଷଣା ହେଲା ‘ଶେରଶାହ’ର ରିଲିଜ୍‌ ତାରିଖ। ଏକାଧିକ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହେବା ପରେ ଏବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’ର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମ ଚଳିତବର୍ଷ ଜୁଲାଇ ମାସରେ ଫିଲ୍ମ ହଲରେ ରିଲିଜ୍‌ ହେବ। ଏହି ଫିଲ୍ମରେ…