ଏହି ତାରିଖରେ ପରଦାକୁ ଆସିବ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’

ଘୋଷଣା ହେଲା ‘ଶେରଶାହ’ର ରିଲିଜ୍‌ ତାରିଖ। ଏକାଧିକ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା ହେବା ପରେ ଏବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେରଶାହ’ର ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମ ଚଳିତବର୍ଷ ଜୁଲାଇ ମାସରେ ଫିଲ୍ମ ହଲରେ ରିଲିଜ୍‌ ହେବ। ଏହି ଫିଲ୍ମରେ…

‘ପାର୍ଟି ହୋ ରହି ହେ’କୁ ନେଇ ଅମୁଲ ବି ବନାଇଲା ମିମ୍ସ, ପୂର୍ବରୁ ଟ୍ରେଣ୍ଡ୍‌ରେ ଅଛନ୍ତି ଜୋମାଟୋ ଓ ସ୍ୱିଗି

ବର୍ତ୍ତମାନ ସୋସିଆଲ ମିଡିଆରେ ‘ପାର୍ଟି ହୋ ରହି ହେ’ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ପାକିସ୍ତାନୀ ଯୁବତୀ ‘ପାର୍ଟି ହୋ ରହି ହେ’ କହୁଥିବା ଦେଖାଯାଇଛି। ତାଙ୍କ କହିବା ଶୈଳୀ ଏତେ ମଜାଳିଆ ଲାଗୁଛି ଯେ ଉକ୍ତ ଭିଡିଓଟି ଏବେ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି। ତେବେ ‘ପାର୍ଟି…

ମା’ ଟଙ୍କପାଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଜାରି ରହିଛି ଅହୋରାତ୍ର ନାମ ସଂକୀର୍ତ୍ତନ

ବିପଦ ଆପଦରେ ସାହା ଜଗତଜନନୀ ମା' ଟଙ୍କପାଣି। ଚାରିଖଣ୍ଡ ଗାଁର ଶହ ଶହ ପରିବାରର ସୁଖ ଦୁଃଖର ସାଥି ଏଇ ବିପଦଭଞ୍ଜନୀ ମା' ଟଙ୍କପାଣି। କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ପନ୍ଦିଆ ଗ୍ରାମର ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର ଉତ୍ତରପାର୍ଶ୍ଵ ପଠାରେ କାହିଁ କେଉଁ…

ଭାରତବର୍ଷର ଏକମାତ୍ର ଏଭଳି ବ୍ୟାଙ୍କ, ଯିଏ କେବଳ ଯୌନ କର୍ମୀଙ୍କୁ ଯୋଗାଉଛି ଅର୍ଥନୈତିକ ସେବା

ପେଟର ଜ୍ୱାଳା ମେଣ୍ଟାଇବାକୁ ହଜାର ହଜାର ମହିଳା ନିଜ ପରିଚୟ ଲୁଚାଇ ସୋନାଗାଚ୍ଛିର ନିଷିଦ୍ଧ ପଲ୍ଲୀକୁ ନିଜ ଠିକଣା କରି ନେଇଛନ୍ତି। କିନ୍ତୁ ସେମାନଙ୍କ ନିକଟରେ କୌଣସି ସରକାରୀ ପରିଚୟ ପତ୍ର ନାହିଁ। ଏଣୁ ସେମାନେ ଯାହା ବି କିଛି ରୋଜଗାର କରନ୍ତି ତାହା ହଡପ ହୋଇଯାଏ। ଏଣୁ ଯୌନ କର୍ମୀଙ୍କୁ…

ସନ୍ତାନ ପ୍ରାପ୍ତି ପାଇଁ ନିଶ୍ଚୟ ଆସନ୍ତୁ ଗଞ୍ଜାମ ଜିଲ୍ଲା କେଶପୁରର ସକଳେଶ୍ବର ମହାଦେବଙ୍କ ମନ୍ଦିରକୁ

ଶୂନ୍ୟ କୋଳକୁ ପୂର୍ଣ୍ଣ କରନ୍ତି ସକଳେଶ୍ଵର ମହାଦେବ। ଗଂଜାମ ଜିଲ୍ଲା କେଶପୁର ନିକଟସ୍ଥ ଗାଁରେ ରହିଛି ବାବା ସକଳେଶ୍ବର ମହାଦେବଙ୍କ ମନ୍ଦିର। ଏଠାରେ ପୂଜା ପାଉଛନ୍ତି ଅଷ୍ଟଶମ୍ଭୁଙ୍କ ଛୋଟ ଛୋଟ ମନ୍ଦିର। ଲୋଙ୍ଘର ଗାଁ ତଥା ଶ୍ରୀ କୃଷ୍ଣ ଶରଣପୁର ନାମିତ ଗାଁର ଶେଷ ଭାଗରେ ଥିବା ଏହି ମନ୍ଦିରକୁ…

ଏମିତି ବି ଆସେ ମୃତ୍ୟୁ! ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ; ଦେଖନ୍ତୁ ପୂରା ଭିଡିଓ

ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁନେରେ। ଏଠାରେ ଲାଇଭ୍‌ ମ୍ୟାଚ୍‌ ବେଳେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଛିଡା ହୋଇଥିବା ଜଣେ ଖେଳାଳିଙ୍କର ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ଘଟିଛି। ଏହି ଖେଳାଳି ପୁନେରେ ଆୟୋଜିତ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ…

ମୋବାଇଲରେ ନେଟ୍‌ଓ୍ଵାର୍କ ନାହିଁ କି, ତୁରନ୍ତ କରନ୍ତୁ ଏହି କାମ ମାତ୍ର କିଛି ସେକେଣ୍ଡରେ ହିଁ ସମାଧାନ ହୋଇଯିବ ସମସ୍ୟା

ମୋବାଇଲରେ ନେଟ୍‌ଓ୍ଵାର୍କ ନ ଆସିବା ଏକ ସାଧାରଣ ସମସ୍ୟା। ପ୍ରାୟ ସବୁଦିନ ଆମେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେବେ ଏହି ସମସ୍ୟାରୁ କେମିତି ମୁକ୍ତି ମିଳିବ ସମସ୍ତଙ୍କ ମନରେ ଏବେ ସେଇ ଚିନ୍ତା। ଯଦି ଆପଣ ବି ମୋବାଇଲର ନେଟ୍‌ଓ୍ଵାର୍କ ସମସ୍ୟା ଯୋଗୁ ଚିନ୍ତିତ ଅଛନ୍ତି ତେବେ ଆମେ ଆପଣଙ୍କୁ…

କୋବ୍ରାକୁ ପାଣି ପିଆଇ ପୁଣ୍ୟ କମାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ନା’ କ’ଣ; ଦେଖନ୍ତୁ ଭିଜୁଆଲ୍‌

ଦୁନିଆରେ ଏବେ ମାନବିକତା ସରି ସରିଗଲାଣି। ତଥାପି କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ପରକୁ ସାହାଯ୍ୟ କରିବାକୁ ଆଜି ବି ଭୁଲିନାହାନ୍ତି। ନିଜ ଜୀବନକୁ ବାଜିରେ ଲଗାଇ ମଧ୍ୟ କିଛି ଲୋକ ଅନ୍ୟର ସେବା କରୁଛନ୍ତି। ସେଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବ୍ୟକ୍ତି…

ମହିଳା ପଣ୍ଡିତ କରାଇଲେ ଦିୟା ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ଲୋକେ କହିଲେ- ‘ଏହା ହେଉଛି ପ୍ରକୃତ ନାରୀ ସଶକ୍ତିକରଣ’

ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ମୁମ୍ବାଇରେ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହରେ କେବଳ ପରିବାରର କିଛି ନିକଟତମ ବନ୍ଧୁ ପରିଜନ ସାମିଲ ହୋଇଥିଲେ। ବିବାହରେ ଦିୟା କିଛି ଏମିତି କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି।…

ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଶ୍ରମ ମନ୍ତ୍ରୀଙ୍କ ଉପରକୁ ବୋମାମାଡ଼, ଅବସ୍ଥା ଗୁରୁତର

ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ନିମଟିଟା ରେଳ ଷ୍ଟେସନ୍‌ରେ ଦୁର୍ବୃତ୍ତଙ୍କ ବୋମାମାଡ଼ରେ ରାଜ୍ୟର ମନ୍ତ୍ରୀ ଜାକିର ହୁସେନ ଗୁରୁତର ହୋଇଛନ୍ତି। ଏନେଇ ସ୍ଥାନୀୟ ପୋଳିସ ସୂଚନା ଦେଇଛି। ପୋଲିସ ତରଫରୁ କୁହାଯାଇଛି ଯେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅନ୍ୟ ଦୁଇ ଜଣ…

କ୍ଷୀର ଛିଡ଼ିଗଲେ ବେକାର ଭାବି ଫିଙ୍ଗିଦିଅନ୍ତୁନି ଏହାର ପାଣି, ଜାଣନ୍ତୁ ଛେନା ପାଣିର ଫାଇଦା

ଧୀରେ ଧୀରେ ଶୀତ କମିବାରେ ଲାଗିଲାଣି। ଖରାଦିନ ଆସିଲେ ସବୁ ଖାଦ୍ୟ ପଦାର୍ଥ ଖରାପ ହୋଇଯାଏ। ଖାସ୍‌ କରି କ୍ଷୀର ଛିଡ଼ିଯାଏ। ଲୋକମାନେ କ୍ଷୀରକୁ ଥଣ୍ଡା କରିବାକୁ ଫ୍ରିଜ୍‌ରେ ରଖୁଥିଲେ ମଧ୍ୟ ଅଧିକ ଗରମ ହେଲେ କ୍ଷୀର ଛିଡ଼ିଯାଏ। କ୍ଷୀର ଛିଡ଼ି ଗଲେ ଲୋକମାନେ ଏଥିରେ ପନିର ତିଆରି କରିଥାନ୍ତି। କିନ୍ତୁ…

ପୁଣି ୪୧ ପଇସା ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୪୧ ପଇସା ବଢ଼ି ୯୦ ଟଙ୍କା ୨୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୩ ପଇସା ବଢ଼ି ୮୭ ଟଙ୍କା ୧୨ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ…