Below header

ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ, ଘରୁ ଟଙ୍କା ଚୋରି କରି ଧରାପଡ଼ିଥିଲା

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ମାରୁତି ନଗରରେ ଲୋକମାନେ ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଜଣଙ୍କ ଘରୁ ଟଙ୍କା ଚୋରି ବେଳେ ସମ୍ପୃକ୍ତ ଯୁବକ ଧରାପଡିଥିଲା। ପରେ ସ୍ଥାନୀୟ ଲୋକେ ରାସ୍ତା କଡ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ। ଖବରପାଇ ଧଉଳି ପୋଲିସ ପହଞ୍ଚି ଯୁବକଙ୍କୁ…

ଆଜି ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ଟିଭ କେସ୍‌ ୭୨୦

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୬୦ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଖିଚିଂ ସ୍ଥିତ କୀଚକେଶ୍ୱରୀଙ୍କ ମନ୍ଦିର ପରିସରରେ ନିଆଁ, ଜଳିଗଲା ଏକାଧିକ ଔଷଧୀୟ ବୃକ୍ଷ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖିଚିଂ ସ୍ଥିତ ମାଆ କୀଚକେଶ୍ୱରୀଙ୍କ ମନ୍ଦିର ପରିସରରେ ଲାଗିଲା ନିଆଁ। ଅଧିଷ୍ଠାତ୍ରୀ ଦେବୀ ମାଆ କୀଚକେଶ୍ୱରୀ ମନ୍ଦିର ପରିସରରେ ଗତକାଲି ଅପରାହ୍ନ ୪ଟା ବେଳେ ନିଆଁ ଲାଗିଥିଲା। ଅଗ୍ନି କାଣ୍ଡ ଯୋଗୁ ଏଠାରେ ଥିବା ବିଭିନ୍ନ ମୂଲ୍ୟବାନ୍‌ ତଥା ଔଷଧୀୟ ଗଛ ସମେତ ଆମ୍ବ,…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟାକଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ବୁଦୁଲୁ କଟୁଆଳ। ସ୍ତ୍ରୀକୁ ହତ୍ୟା କରି ଘର ଆଗରେ…

ମୋହନା: ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ମିନି ଟ୍ରକ, ଘଟଣାସ୍ଥଳରେ ୨ ମୃତ

ମୋହନା(କେ ନ୍ୟୁଜ): ବାହାଘର ପାଇଁ ହସଖୁସିରେ ଯାଉଥିଲେ, କିନ୍ତୁ ଯିଏ ଜାଣିଥିଲା ରାସ୍ତାରେ ଜଗିଛି ମୃତ୍ୟୁ। ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର

କୋରାପୁଟ: କୋରାପୁଟ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ଆସନ୍ତାକାଲି କୋଟିଆ ସ୍ଥିତି ନେଇ ରାଜସ୍ୱ ବିଭାଗ, କୋରାପୁଟ ଜିଲ୍ଲା ପ୍ରଶାସନ ଓ ସୁପ୍ରିମକୋର୍ଟରେ ନିଯୁକ୍ତ AORଙ୍କ ମଧ୍ୟରେ ଆଲୋଚନା ହେବ। ୧୯ ରେ ଆବଶ୍ୟକ…

ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର, ଦର୍ଶାଇଲେ ସରପଞ୍ଚଙ୍କ ପୁଅକୁ ହତ୍ୟା କରିବାର କାରଣ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଝିରୀପାଣି ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର ମରାଯାଇଛି। ଭଙ୍ଗାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀଶଙ୍କର ପାତ୍ର ଓ ଗୁଚ୍ଛାଗୁଡ଼ା ଗାଁର ହେମନ୍ତ ପାତ୍ରଙ୍କୁ କାହିଁକି ମୃତ୍ୟୁ ଦଣ୍ଡ ଦିଆଗଲା ସେ ନେଇ…

କେନ୍ଦୁଝର: ଭାଲୁ ଆକ୍ରମଣ, ୨ ଗୁରୁତର

କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆତଙ୍କ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ବିଟ୍‌ ଅର୍ନ୍ତଗତ ପିଛୁଳାବେଡା ହାଟ ନିକଟରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଦୁଇଜଣ ହେଉଛନ୍ତି ପିଛୁଳାବେଡା ଗାଁର ଗୁରୁ ଚରଣ ମହାନ୍ତି ଓ ସୌଭାଗ୍ୟ ମହାକୁଡ ।…

୫୫ ନଂ ଜାତୀୟ ରାଜପଥରେ ୫୦ ଟିକିଆ ହାତୀପଲ, ପ୍ରାୟ ଅଧଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ

ଢେଙ୍କାନାଳ: ଜାତୀୟ ରାଜପଥରେ ହାତୀ ପଲ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକ୍ସନ ହଳଦୀ ବାହାଳ ନିକଟରେ ଆଜି ସକାଳେ ଏକ ୫୦ଟିକିଆ ହାତୀପଲ ଦେଖିବାକୁ ମିଳିଛି। ଏହି ହାତୀପଲ ୫୫ନମ୍ବର ଜାତୀୟ ରାଜପଥ ପାର ହୋଇ ମଠରଗଡ଼ି ଜଙ୍ଗଲକୁ ଯାଇଛନ୍ତି। ସେମାନେ ରାସ୍ତା ପାର ହେଉଥିବା…

ଖୋର୍ଦ୍ଧା-ପାଣିଓରା ଗାଁରୁ ୩ ଅଜଗର ଉଦ୍ଧାର, ଚନ୍ଦକା ଅଭୟାରଣ୍ୟରେ ଛାଡିଲା ବନ ବିଭାଗ

ଜଟଣୀ: ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତ ପାଣିଓରା ଗ୍ରାମରୁ ୩ ଟି ବିରାଟକାୟ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ। ଗାଁ ନିକଟରେ ଥିବା ଏକ ଅଚଳ କମ୍ପାନୀ ପରିସରରେ ସାପ ୩ ଟି ବସା ବାନ୍ଧି ରହୁଥିଲେ। କମ୍ପାନୀର ସୁରକ୍ଷା କର୍ମୀ ଜଣକ ସାପଙ୍କୁ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ। ପରେ…

ବଦଳିଲା ମଶାଣିର ରୂପ, ଗାଁ ଶ୍ମଶାନକୁ ପାର୍କରେ ପରିଣତ କଲେ ଗ୍ରାମବାସୀ

ଗାଁ ମଶାଣି ପାଲଟିଲା ପାର୍କ। ଶବ ଦାହ ହେଉଥିବାରୁ ଦିନେ ଯେଉଁ ଜାଗାକୁ ଯିବାକୁ ଲୋକେ ଭୟ କରୁଥିଲେ ଏବେ ସେଠାରେ ଭିଡ଼ ଜମାଉଛନ୍ତି ଶହ ଶହ ଲୋକେ। କିଏ ସେଲଫି ନେଉଛି ତ ଆଉ କିଏ ବୁଲା ବୁଲି କରି ମଜା ନେଉଛି। ସେହିପରି ଆଉ କିଏ ଫୁଲ ଗଛରେ ପାଣି ଦେଉଛି ତ ଆଉ କିଏ ସାଜସଜ୍ଜାରେ ଲାଗିପଡ଼ିଛି,…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁରେ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ହୋଇ ନଷ୍ଟ ହୋଇଛି। ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଗାଁ ଲୋକେ ନିଆଁ…