ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ‘ଓଟ୍ସ ଖିରି’, ଜାଣନ୍ତୁ ତିଆରି କରିବାର ସଠିକ୍‌ ପ୍ରଣାଳୀ

ବର୍ତ୍ତମାନ ଫିଟ୍‌ ରହିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। ଏଣୁ ଏକ୍ସରସାଇଜ୍‌ ସହ ଖାଇବା ପିଇବା ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଯଦି ଆପଣ ବି ପୁଷ୍ଟିକର ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତେବେ ସବୁଠୁ ଭଲ ଅପ୍‌ସନ୍‌ ହେଉଛି ଓଟ୍ସ। ଓଟ୍ସରେ ଆପଣ ଉଭୟ ରାଗ ଓ ମିଠା ଆଇଟମ୍‌ ବି ତିଆରି…

ବିଗ୍‌ବସ୍‌ ପରେ ‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ସଲମାନ୍‌ ଖାନ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ଶାହାରୁଖ

ବିଗ୍‌ବସ୍‌ର ସୁଟିଂ ପରେ ‘ପଠାନ୍‌’ ଫିଲ୍ମର ସୁଟିଂ ଆରମ୍ଭ କରିବେ ସୁପରଷ୍ଟାର ସଲମାନ୍‌ ଖାନ୍‌। ଏନେଇ ନିଜେ ସଲମାନ୍‌ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍‌ ନଜର ଆସିବେ। ଫିଲ୍ମର ନିର୍ମାଣ ୟଶରାଜ୍‌ ଫିଲ୍ମସର ବ୍ୟାନରରେ ହେବାକୁ ଯାଉଛି। ‘ଓ୍ଵାର’ ଫିଲ୍ମର…

Facebook ଓ WhatsApp କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌, ନୂଆ ପ୍ରାଇଭେସୀ ପଲିସିକୁ ନେଇ କଲେ ପ୍ରଶ୍ନ

ଫେସ୍‌ବୁକ୍‌ ଅଧିକୃତ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସି ଲଗାତାର ପ୍ରଶ୍ନ ଘେରରେ ରହିଛି। ବାରମ୍ବାର ବିରୋଧ କରିବା ପରେ କମ୍ପାନୀ ଏହାକୁ ଆସନ୍ତା ତିନି ମାସ ପାଇଁ ରଦ୍ଦ କରିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌କୁ ନୋଟିସ୍‌ ଜାରି କରିଛନ୍ତି।…

ଚୀନ୍‌ରୁ ହିଁ ଜନ୍ମିଛି କରୋନା, ବୁହାନ୍‌ ସହରରୁ ସଂକ୍ରମଣ ବ୍ୟାପିଥିବା ସଙ୍କେତ ପାଇଲା ଡବ୍ଲ୍ୟୁଏଚ୍‌ଓ

ଚୀନ୍‌ର ବୁହାନ୍‌ ସହରରୁ କରୋନା ବ୍ୟାପିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲେ ମଧ୍ୟ କିଛି କିଛି ସଙ୍କେତ ମିଳିଛି। ଏନେଇ ଆମେରିକାର ଏକ ମିଡିଆ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ମିଡିଆ ରିପୋର୍ଟ ମୁତାବକ ଡବ୍ଲ୍ୟୁଏଚ୍‌ଓର ତଦନ୍ତକାରୀ ଟିମ୍‌…

ନିଜସ୍ୱ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ୍‌ କରିବାକୁ ଯାଉଛି Facebook‌, ଆପଲ ଓ୍ଵାଚ୍‌କୁ ଦେବ କଡ଼ା ଟକ୍କର

ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଏବେ ସ୍ମାର୍ଟ ଓ୍ଵାଚ୍‌ ତିଆରି କରିବାକୁ ଯାଉଛି। ଫେସ୍‌ବୁକ୍‌ ଏକ ଏଭଳି ସ୍ମାର୍ଟଓ୍ଵାଚ୍‌ ତିଆରି କରୁଛି, ଯେଉଁଥିରେ ଫିଟ୍‌ନେସ୍‌ ଟ୍ରାକର ଫିଚର ସମେତ ମେସେଜ୍‌ ପଠାଇବା ସୁବିଧା ମଧ୍ୟ ରହିବ। ସୂଚନାନୁସାରେ, ଫେସ୍‌ବୁକ୍‌ର…

ପୁଲଓ୍ଵାମା ଆକ୍ରମଣ: ଆମାଜନ୍‌ରୁ କିଣାଯାଇଥିଲା ବିସ୍ଫୋରଣ ପାଇଁ ବମ୍‌ ତିଆରି ଉପକରଣ ଓ କେମିକାଲ

ଆଜି ପୁଲଓ୍ଵାମା ଆକ୍ରମଣକୁ ପୂରିଛି ୨ ବର୍ଷ। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍‌ସ ଡେ’ ପାଳନ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଦିନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୫୦୦ ଜଣ ଯବାନ ୭୮ଟି ବସ୍‌ରେ ଯାଉଥିବା ବେଳେ…

ଇଣ୍ଟରନେଟ୍‌ରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖିଲେ, ଆଉ ରକ୍ଷା ନାହିଁ; ସିଧା ବନ୍ଧା ହୋଇଯିବେ

ଇଣ୍ଟରନେଟ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା ବ୍ୟକ୍ତିଙ୍କୁ ଆଉ ରକ୍ଷା ନାହିଁ। ଯେଉଁମାନେ ମୋବାଇଲରେ ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖୁଛନ୍ତି, ପୋଲିସ ଏବେ ସେଭଳି ଲୋକଙ୍କ ଉପରେ କଡ଼ା ନଜର ରଖିବ। ଏହି ନିୟମ ଲାଗୁ ହୋଇଛି ଉତ୍ତର ପ୍ରଦେଶରେ। ରିପୋର୍ଟ ମୁତାବକ, ସୁବେରେ ମହିଳାଙ୍କ ସୁରକ୍ଷା ପାଇଁ ପୋଲିସ…

ପ୍ରେମ ମନ୍ଦିର: ତ୍ରିକୋଣୀୟ ପ୍ରେମ କାହାଣୀର ଗାଥା ବହନ କରୁଛି ସୁବର୍ଣ୍ଣପୁରର ଶଶୀସେଣା ମନ୍ଦିର, ଜାଣନ୍ତୁ ଏହାର…

ଅଢ଼େଇ ଅକ୍ଷର ବିଶିଷ୍ଟ ପ୍ରେମ ଶାଶ୍ୱତ, ସତ୍ଯ ଓ ଚିରନ୍ତନ। ପ୍ରେମ ହେଉଛି ଦୁଇଟି ମନର ମିଳନ। ପ୍ରେମକୁ ନେଇ କେତେ କାହାଣୀ, କେତେ କବିତା ଲେଖାଯାଇଛି। ଯୁଗେ ଯୁଗେ ପ୍ରେମ ହୋଇଛି ଅମର। ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛି ତ ଆଉ କିଏ ଗୋଲାପ ଫୁଲକୁ ଉପହାରରେ ଦେଇ ହୃଦୟର ଦେବତା…

ଭିନ୍ନକ୍ଷମତା ଆଗରେ ଫିକା ପଡ଼ିନି ପ୍ରେମ, ଦିବ୍ୟାଙ୍ଗ ସ୍ୱାମୀଙ୍କ ହାତ ଧରି ଲିଜାରାଣୀ ଚାଲୁଛନ୍ତି ଜୀବନର ବାଟ

ସମ୍ପର୍କର ନଈ ତୁଠରେ ଠିଆ ହୋଇ ଯିଏ ସ୍ବପ୍ନର କଇଁକୁ ଭୁଲି ପାରେନି ସେ ହିଁ ପ୍ରକୃତ ପ୍ରେମିକ। ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ତ ସମସ୍ତେ କୁହନ୍ତି, କିନ୍ତୁ ଏହାର ପ୍ରକୃତ ଅର୍ଥକୁ ଖୁବ କମ ଲୋକ ହିଁ ବୁଝିଛନ୍ତି। ପ୍ରେମକୁ ବୁଝି ଜୀବନସାଥୀ ଭାବେ ଜଣେ ଭିନ୍ନକ୍ଷମଙ୍କ ହାତ ଧରିଥିବା ସେଭଳି…

ଭାଲେଣ୍ଟାଇନ୍ସ ଡେ’ରେ ଫ୍ୟାନ୍‌ଙ୍କୁ ପ୍ରଭାସ ଦେଲେ ସ୍ପେଶାଲ ଗିଫ୍ଟ, ରିଲିଜ୍‌ କଲେ ‘ରାଧେଶ୍ୟାମ୍‌’ର ଟିଜର; ଦେଖନ୍ତୁ…

ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେଶ୍ୟାମ୍‌’ର ଟିଜର ଭାଲେଣ୍ଟାଇନ୍‌ ଡେ’ ଅବସରରେ ରିଲିଜ୍‌ ହୋଇଛି। ଟିଜର ଦେଖିଲେ ଲାଗୁଛି ଯେ ଏହା ଏକ ରୋମାଣ୍ଟିକ୍‌ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ। କିନ୍ତୁ ପ୍ରଭାସ କହିଛନ୍ତି, ସେ ସେହି ରୋମିଓ ନୁହଁନ୍ତି, ଯିଏ ଜୁଲିଏଟ୍‌ ପାଇଁ ଜୀବନ ଦେବେ।…

ଗାଁରେ ରହୁଛନ୍ତି କି? ତେବେ କମ୍‌ ସେ କମ୍‌ ପାଞ୍ଚ ବର୍ଷ ପରେ ପାଇବେ କରୋନା ଟୀକା

ଦେଶରେ ତିନି କୋଟି ଲୋକଙ୍କୁ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ୧୬ ଜାନୁଆରୀ ୨୦୨୧ରେ ଯେତେବେଳେ ଏହି ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ଆମକୁ କରୋନା ଟୀକା କେବେ ମିଳିବ? ରିସର୍ଚ୍ଚ ମୁତାବକ, ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କୋଭିଡ୍‌…

ପେଟ-ଅଣ୍ଟା ଚର୍ବି କମ୍‌ କରିବାର ହିଟ୍‌ ଆଣ୍ଡ୍‌ ଫିଟ୍‌ ଫର୍ମୁଲା, କେବଳ ଖାଇବା ପରେ ଏମିତି ସେବନ କରନ୍ତୁ ଜିରା ଓ…

ଦିନ ସାରା ଗୋଟିଏ ସ୍ଥାନରେ ବସି ରହି କାମ କରିବା, ଖାଇବା ପରେ ଆଦୌ ଚଲାବୁଲା ନ କରିବା ଓ ଅସନ୍ତୁଳିତ ଜୀବନଶୈଳୀ ଯୋଗୁ ଏବେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ଭଳି ଗମ୍ଭୀର ସମସ୍ୟା ଭୋଗୁଛନ୍ତି। ଏଣୁ ପତଳା ହେବା ପାଇଁ କିଏ ଜିମ୍‌ ଜଏନ୍‌ କରୁଛି ତ ଆଉ କିଏ ଡାଏଟ୍‌। କିନ୍ତୁ ମେଦ ବହୁଳତା କମିବାର…