ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁରେ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ହୋଇ ନଷ୍ଟ ହୋଇଛି। ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଗାଁ ଲୋକେ ନିଆଁ…

ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲା, ଚାଇଲଡ୍‌ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା SIT

ନୟାଗଡ଼: ନୟାଗଡ଼ ଯଦୁପୁର ନାବାଳିକା ମୃତ୍ୟୁ ମାମଲାରେ ଚାଇଲଡ୍‌ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା SIT। ଚାର୍ଜସିଟରେ କେବଳ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଛି। ସାକ୍ଷ୍ୟ ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ ଓ ପାରିପାର୍ଶ୍ୱିକ ପ୍ରମାଣ ଆଧାାରରେ…

କଟକ ଓଏମ୍‌ପିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଉପରେ ସ୍ଥିତାବସ୍ଥା ବଳବତ୍ତର, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: କଟକ ଓଏମ୍‌ପିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ଉପରେ ସ୍ଥିତାବସ୍ଥା ବଳବତ୍ତର। ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ପୋଲିସ କଲୋନୀ ଖାଲି କରିବାକୁ ହୋଇଥିବା ନୋଟିସ ସଂକ୍ରାନ୍ତରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି।…

ଆଜି ରଥକାଠ ଅନୁକୂଳ, ପବିତ୍ର ସରସ୍ୱତୀ ପୂଜା ଅବସରରେ ହେବ ଅନୁକୂଳ

ପୁରୀ: ପବିତ୍ର ସରସ୍ୱତୀ ପୂଜା ଅବସରରେ ଆଜି ପୁରୀରେ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ହେବ। ରଥଖଳାରେ ୩ଟି ରଥ କାଠକୁ ରଖାଯାଇ ଏହି ଅନୁକୂଳ କାର୍ଯ୍ୟ କରାଯିବ। ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ୩ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ…

ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ, ନହେଲେ ଗଣିବେ ଦୁଇ ଗୁଣା ଶୁଳ୍କ

ଆଜିଠୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ। ନହେଲେ ଚାରି ଚକିଆ ଗାଡି ଟୋଲ୍‌ ଗେଟ୍‌ ଅତିକ୍ରମ କରିବା ବେଳେ ଗଣିବେ ଦୁଇ ଗୁଣା ଶୁଳ୍କ। ଟୋଲ୍‌ ଆଦାୟରେ ସ୍ୱଚ୍ଛତା ଓ ଭିଡ଼ରୁ ମୁକ୍ତି ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଟୋଲ୍‌ ପ୍ଲାଜାର ସବୁ ଲେନ୍‌ ଫାସ୍‌ଟ୍ୟାଗ୍‌…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, କରିବେ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର…

ସୁନ୍ଦରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ସୁନ୍ଦରଗଡ଼। ସେଠାରେ ସେ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍‌ ହକି ପାଇଁ ରାଉରକେଲାରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ।…

ଆଜି ମା’ ସରସ୍ୱତୀଙ୍କ ପୂଜାର ଦିନ, ଜାଣନ୍ତୁ ଶୁଭମୁହୂର୍ତ୍ତ ଓ ପୂଜା କରିବା ବିଧି

ଆଜି ଶ୍ରୀପଞ୍ଚମୀ; ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ୱତୀଙ୍କ ପୂଜାର ଦିନ। ପୌରାଣିକ ମାନ୍ୟତା ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା' ସରସ୍ୱତୀଙ୍କ ସର୍ଜନା ହୋଇଥିଲା। ତେଣୁ ଏହି ଦିନକୁ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ । ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା'…

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ମନରେ ନୂଆ ବିଚାର ଆସିବ। କୌଣସି କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ-କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବୃଷ : କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା…

ସାମ୍ନାକୁ ଆସିଲା କରୋନାର ଆଉ ଏକ ଭୟଙ୍କର ରୂପ: କଳା ପଡ଼ିଗଲା ଆଙ୍ଗୁଠି, ଶେଷରେ କାଟିବାକୁ ପଡ଼ିଲା

କରୋନା ଭାଇରସ୍‌ ପୂରା ଦୁନିଆରେ ଆତଙ୍କ ଜାରି ରଖିଛି। ଭାରତରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ଏବେ ବି କେତେକ ଦେଶରେ ସ୍ଥିତି ଚିନ୍ତାଜନକ ରହିଛି। ଇତି ମଧ୍ୟରେ କରୋନାର ଭୟଙ୍କର ରୂପ ଦର୍ଶାଉଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ଇଟାଲୀରେ କରୋନା ଯୋଗୁ ଜଣେ ମହିଳାଙ୍କ ଆଙ୍ଗୁଠିରେ…

ସରକାର ଲାଗୁ କରିବାକୁ ଯାଉଛନ୍ତି ନୂଆ Labour Law, ଅଧିକ ୧୫ ମିନିଟ୍‌ କାମ କଲେ ବି ମିଳିବ ଓଭରଟାଇମ୍‌ ଦରମା

ଶ୍ରମ ମନ୍ତ୍ରାଳୟ ଆସନ୍ତା ଆର୍ଥିକ ବର୍ଷରେ ନୂଆ ଶ୍ରମିକ ଆଇନ୍‌(ଲେବର ଲ’) ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛି। ସରକାର ଏହାର ଶେଷ ପର୍ଯ୍ୟାୟ କାମ କରୁଛନ୍ତି। ନୂଆ ନିୟମ ଲାଗୁ ହେବା ପରେ ଦେଶର ଶ୍ରମିକ ତଥା କର୍ମଚାରୀଙ୍କର ଅନେକ ସମସ୍ୟା ଦୂର ହେବ। ରିପୋର୍ଟ ମୁତାବକ, ସରକାର ନୂଆ ଆଇନ୍‌ରେ…