ଆଳୁଠୁ ଆରମ୍ଭ କରି ଭାତ ପର୍ଯ୍ୟନ୍ତ ଏହି ୯ଟି ଜିନିଷକୁ ବାସି ହେବା ପରେ ଆଦୌ ଗରମ କରନ୍ତୁନି, ପାଲଟିଯିବ ବିଷ

ଆମେ ପ୍ରତିଦିନ ଖାଇସାରିବା ପରେ ଯଦି କିଛି ଖାଦ୍ୟ ବଳେ ତେବେ ତାକୁ ଫ୍ରିଜ୍‌ରେ ରଖି ପରଦିନ ଗରମ କରି ଖାଇଥାଉ। ପ୍ରାୟ ସବୁ ଲୋକ ଏଭଳି କରିଥାନ୍ତି। କିନ୍ତୁ ଏଭଳି କରିବା ବେଳେବେଳେ ଜୀବନ ପ୍ରତି ବିପଦ ଆଣିପାରେ। କାରଣ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା…

ୱେବ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ପୂଜା ଭଟ୍ଟ, ମହିଳା ଦିବସରେ ରିଲିଜ୍‌ ହେବ ‘Bombay…

ଅଭିନେତ୍ରୀ ଭାବେ ପୂଜା ଭଟ୍ଟ ଦୀର୍ଘଦିନ ଧରି ପରଦାରୁ ଦୂରେଇ ରହିଥିଲେ। କିନ୍ତୁ ସେ ଏବେ ତବୁ ଓ ସୁସ୍ମିତା ସେନ୍‌ଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ଦୀର୍ଘ ଦିନ ପରେ ପୂଜା ଭଟ୍ଟ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୱେବ୍‌ ସିରିଜ୍‌ ‘ବମ୍ବେ ବେଗମ୍ସ’ ମାଧ୍ୟମରେ…

ହୋଟେଲ ଗେଟ୍‌ ଖୋଲାନଥିବାରୁ ସିଂହ କଲା ଏମିତି କାମ, ଯାହା ଦେଖି ସିକ୍ୟୁରିଟି ଗାର୍ଡର ବି ଉଡ଼ିଗଲା ହୋସ୍‌; ଦେଖନ୍ତୁ…

ଜଙ୍ଗଲର ରାଜା ସିଂହ ବୋଲି ତ ସମସ୍ତେ ଜାଣନ୍ତି। ଆଉ ସୋସିଆଲ ମିଡିଆରେ ବି ସିଂହଙ୍କର ଅନେକ ଭିଡିଓ ଆପଣ ଦେଖୁଥିବେ। କିନ୍ତୁ ଏବେ ଏକ ବୁଦ୍ଧିମାନ ସିଂହର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ସିଂହ କୌଣସି ଏକ ହୋଟେଲ ଭିତରୁ ପଶିଯାଉଛି କିନ୍ତୁ ସେ ବାହାରିବାକୁ ଚାହିଁଲା ବେଳକୁ ଗେଟ୍‌…

ଖୁସି ଖବର! ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ୍‌ ସିଗ୍‌ନାଲ

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅକ୍ସଫୋର୍ଡ ଏଷ୍ଟ୍ରାଜେନେକାର ଭ୍ୟାକ୍‌ସିନ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏହି ଭ୍ୟାକ୍‌ସିନ୍‌ ୬୫ ବର୍ଷ କିମ୍ବା ତା’ଠୁ ଊର୍ଦ୍ଧ୍ୱ…

ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୫୧ ପଇସା ବଢ଼ି ୮୮ ଟଙ୍କା ୩୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୮ ପଇସା ବଢ଼ି ୮୪ ଟଙ୍କା ୭୫ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ…

ବଢ଼ିଲା ସୁନା, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦାମ୍

କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ବଢ଼ିଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦୦ ଟଙ୍କା ବଢ଼ି ୪୬,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା ବଢ଼ି ୫୧,୧୬୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା…

ଛିଃ ଏତେ ନୃଶଂସ! ବିଛଣାରେ ପରିସ୍ରା କରିଦେବାରୁ ୫ ବର୍ଷର ପୁତୁରାକୁ ପିଟିପିଟି ମାରିଦେଲା ବଡ଼ ମା’

ବିଛଣାରେ ପରିସ୍ରା କରି ଦେବାରୁ ପୁତୁରାକୁ ପିଟି ପିଟି ମାରି ଦେଲା ବଡ଼ ମା’। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫରୁଖାବାଦରେ। ଏଠାରେ ମା’ନ ଥିବା ଏକ ପୁଅକୁ ବଡ଼ ମା’ ବାଡ଼େଇ ବାଡ଼େଇ ମାରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣା ବାବଦରେ ଜଣାପଡ଼ିବା ପରେ ପୋଲିସ…

ଉତ୍ତରାଖଣ୍ଡ ଭୂ-ସ୍ଖଳନ: ଏବେ ବି ସୁଡ଼ଙ୍ଗରେ ଫସିରହିଛନ୍ତି ଅନେକ ଲୋକ, ପାଇପ୍‌ ଓ ତାର କାଟି ଆଗକୁ ବଢ଼ୁଛନ୍ତି…

ଉତ୍ତରାଖଣ୍ଡରେ ଭୂସ୍ଖଳନ ପରେ ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତପୋବନ-ବିଷ୍ଣୁଗାଡ ହାଇଡ୍ରୋ ପ୍ରୋଜେକ୍ଟର ୨.୫ କିଲୋମିଟର ଟନେଲରେ ଫସିଥିବା ପ୍ରାୟ ୩୪ ଜଣଙ୍କୁ ବାହାରକୁ ବାହାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି। ଟିମ୍‌ ସୁଡ଼ଙ୍ଗ ଭିତରେ ପାଇପ୍‌ ଓ ତାରକୁ କାଟି…

ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ସୃଷ୍ଟିର କାହାଣୀ

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରା ବୃତା ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶ୍ୱେତ ପଦ୍ମାସନା । । ଯା ବ୍ରହ୍ମା ଅଚ୍ୟୁତ ଶଙ୍କର, ପ୍ରଭୁତିଭିଃ ଦେବୈ ସଦା ବନ୍ଦିତା ସା ମାମ୍‌ ପାତୁ ସରସ୍ୱତୀ, ଭଗବତୀ ନିଃଶେଷ ଜାଡ୍ୟାପହା ।  ଶ୍ରୀପଞ୍ଚମୀ; ବୁଦ୍ଧି, ବିଦ୍ୟାର…

ମୁମ୍ବାଇରେ ଏଲ୍‌ପିଜି ସିଲିଣ୍ଡର ଗୋଦାମରେ ଭୟଙ୍କର ବିସ୍ଫୋରଣ, ୪ ଗୁରୁତର

ମୁମ୍ବାଇ: ମୁମ୍ବାଇର ବର୍ସୋବା ଅଞ୍ଚଳରେ ଏଲ୍‌ପିଜି ସିଲିଣ୍ଡର ଗୋଦାମରେ ବୁଧବାର ସକାଳେ ସିରିଜ୍‌ ବିସ୍ଫୋରଣ ପରେ ଭୀଷଣ ନିଆଁ ଲାଗିଛି। ରିପୋର୍ଟ ମୁତାବକ, ଏହି ଘଟଣା ସକାଳ ପ୍ରାୟ ୧୦.୦୬ରେ ୟାରି ରୋଡ୍‌ରେ ଅଞ୍ଜୁମନ୍‌ ସ୍କୁଲ ଅଞ୍ଚଳରେ ଘଟିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ…

ଜାଣନ୍ତୁ, ଦେଶର କେଉଁ ସ୍ଥାନରେ ସବୁଠୁ ବିଳମ୍ବରେ ଚାଲୁଛି ଟ୍ରେନ୍‌, ରେଳ ବିଭାଗ ଜାରି କଲା ସମୟାନୁବର୍ତ୍ତିତା ତାଲିକା

ରେଲୱେ ବୋର୍ଡ ଚଳିତମାସ ୧ରୁ ୭ ଫେବ୍ରୁଆରୀ ଯାଏଁ ସାରା ଦେଶରେ ଚାଲିଥିବା ଟ୍ରେନ୍‌ର ସମୟାନୁବର୍ତ୍ତିତା ଚାର୍ଟ ପ୍ରସ୍ତୁତ କରିଛି। ଏହି ତାଲିକାରେ ସାରା ଦେଶରେ ଠିକ୍‌ ସମୟରେ ଚାଲୁଥିବା ଟ୍ରେନ୍‌ର ପରିମାଣ ମାତ୍ର ୯୫.୯୧ ପ୍ରତିଶତ ରହିଛି। ଏହା ରେଳ ମନ୍ତ୍ରୀଙ୍କ ଲକ୍ଷ୍ୟଠାରୁ କମ୍‌ ରହିଛି।…

ଫିଲ୍ମ ‘ଗଣପତ୍‌’ରେ ପୁଣିଥରେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ କୃତି ସାନନ୍‌, ସାମ୍ନାକୁ ଆସିଲା ମୋଶନ୍‌ ପୋଷ୍ଟର

ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କ ସହ ପୁଣିଥରେ ଏକାଠି ନଜର ଆସିବେ କୃତି ସାନନ୍‌। ହିରୋପନ୍ତୀରେ ଟାଇଗରଙ୍କ ସହ ଡେବ୍ୟୁ କରିବା ପରେ ଏବେ ପୁଣିଥରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କୃତି। ଫିଲ୍ମ ‘ଗଣପତ୍‌’ରେ ଏହି ଦୁଇ ଷ୍ଟାରଙ୍କୁ ଦର୍ଶକେ ପୁଣି ଏକାଠି ଦେଖିବାକୁ ପାଇବେ।…