ଶକୁନ୍ତଳାର ଶରୀର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା ସଞ୍ଜୟ, ମା’ ସାଥ୍‌ ନ ଦେବାରୁ ନେଇଗଲା ଜୀବନ

ପ୍ରେମ କରୁଥିବା ଲୋକକୁ ସବୁ କିଛି ରଙ୍ଗୀନ୍‌ ଲାଗେ। ପ୍ରେମିକାକୁ ପାଇବାକୁ ପ୍ରେମିକ କିଛି ବି କରିବାକୁ ପ୍ରସ୍ତୁତ ଥାଏ। ହାତ ପାଉନଥିବା ଚାନ୍ଦକୁ ବି ସେ ପ୍ରେମିକା ପାଇଁ ତୋଳି ଆଣିବାକୁ ଆଗଭର ହୋଇଯାଏ। ନିଜ ସାମର୍ଥ୍ୟ ବାହାରେ ଥିବା ଜିନିଷ ଯଦି ପ୍ରେମିକା ମାଗେ ତେବେ ତାହାକୁ ହାସଲ କରିବା…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍‌, ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ କଲେ ରହିବା ବ୍ୟବସ୍ଥା

ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍‌ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ…

କୋଭିଡ୍‌-୧୯କୁ ନେଇ ଆଉ ଏକ ନୂଆ ଖୁଲାସା, ଧୂଳିକଣାରେ ବି ବ୍ୟାପୁଛି କରୋନା

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ତିଆରି କରିବାକୁ ଏବେ ସାରା ବିଶ୍ୱର ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଛନ୍ତି। ଏହି ଭାଇରସ୍‌ ମୁହଁରୁ ବାହାରୁଥିବା ଡ୍ରପ୍‌ଲେଟ୍ସ ବା ଜଳକଣାରୁ ବ୍ୟାପୁଥିବା ନେଇ ପୂର୍ବରୁ କୁହାଯାଉଥିବା ବେଳେ ଏବେ ଭାଇରସ୍‌ ବ୍ୟାପିବା ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି।…

କରୋନା ଭ୍ୟାକ୍‌ସିନ୍‌ରେ ଚିପ୍‌ ଲାଗିଥିବା ନେଇ ମୌଲାନାଙ୍କ ଦାବି, ଦୃଢ଼ ବିରୋଧ କଲେ ମୁସ୍‌ଲିମ୍‌ ଧର୍ମଗୁରୁ

ସାରା ବିଶ୍ୱବାସୀ କରୋନା ଟୀକାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସହ ଲଢ଼ିବା ପାଇଁ ଭ୍ୟାକ୍‌ସିନ୍‌ ଆସିବା ନିହାତି ଆବଶ୍ୟକ। କିଛି ଦେଶ ଟୀକା ତିଆରି କରିଥିବା ନେଇ ଦାବି କରୁଥିବା ବେଳେ ଆଉ କିଛି ଏବେ ବି ଚେଷ୍ଟା ଜାରି ରଖିଛନ୍ତି। ତେବେ ଭାରତରେ ଖୁବ୍‌ ଶୀଘ୍ର କରୋନା…

ଚକୋଲେଟ୍‌ରେ ତିଆରି ଗଣପତି, କ୍ଷୀରରେ ହେବ ବିସର୍ଜନ

ଗଣେଶ ପୂଜା ଅବସରରେ ବେଶ୍‌ ଧୁମ୍‌ଧାମ୍‌ର ସହ ଘରକୁ ଆସିଛନ୍ତି ଗଣପତି। ଗଶେଶଙ୍କ ଆଗମନରେ ଲୋକମାନେ ଯେତିକି ଖୁସି ହୋଇଥାନ୍ତି ବିସର୍ଜନ କଥା ଆସିଲେ ସେତିକି ଦୁଃଖୀ ହୋଇଯାଆନ୍ତି। ଖୁବ୍‌ ଦୁଃଖର ସହ ଲୋକମାନେ ବପ୍ପାଙ୍କୁ ବିଦା କରିଥାନ୍ତି। ବିସର୍ଜନ ପରଦିନ ବିଭିନ୍ନ ସ୍ଥାନରେ ମୂର୍ତ୍ତିଗୁଡ଼ିକ…

ପୁଣି ବଢ଼ିବ ବିମାନ ଭଡ଼ା, ସେପ୍ଟେମ୍ବର ୧ରୁ ହେବ ଲାଗୁ

ବେସାମରିକ ବିମାନ ମନ୍ତ୍ରଣାଳୟ ବା ଏବିଏସନ୍‌ ମିନିଷ୍ଟ୍ରୀ ଏବିଏସନ୍‌ ସିକ୍ୟୁରିଟି ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିମାନ ଚଳାଚଳ ସିକ୍ୟୁରିଟି ଫିସ୍‌ ବୃଦ୍ଧି ହେବ। ଏହା ଲାଗୁ ହେବା ପରେ ବିମାନ ଯାତ୍ରା ମହଙ୍ଗା ହୋଇଯିବ। ସେପ୍ଟେମ୍ବର…

ସୁଶାନ୍ତଙ୍କ ଘରୁ ଶୁଭୁଥିଲା ଅଜବ ଶବ୍ଦ ଓ ଘଟୁଥିଲା ଏଭଳି ଅଲୌକିକ ଘଟଣା, ଖୁଲାସା କଲା ରୋଷେୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସୁଛି। ଏହାର ଉତ୍ତର ଖୋଜିବାକୁ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଛି। ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି ଓ ଏହା ଏକ ନୂଆ ପ୍ରଶ୍ନ ଠିଆ କରୁଛି। ସୁଶାନ୍ତଙ୍କ ରୋଷେୟା ନୀରଜ ସିଂହ କହିଛନ୍ତି ଯେ ସୁଶାନ୍ତଙ୍କ…

ପୋକଜୋକ ଖାଇ ପ୍ରଥମେ କରୋନା ସୃଷ୍ଟି କରିଥିଲା, ଏବେ ସେହି ପୋକରୁ ଭ୍ୟାକ୍‌ସିନ୍‌ ତିଆରି କରୁଛି ଚୀନ୍‌

ସାରା ବିଶ୍ୱରେ କରୋନା ଭ୍ୟାକ୍‌ସିନ୍‌ ତିଆରି କାମ ଜୋରସୋରରେ ଚାଲିଛି। କେତେକ ଭ୍ୟାକ୍‌ସିନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛିର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ ଚାଲିଛି। ଭ୍ୟାକ୍‌ସିନ୍‌ ପ୍ରସ୍ତୁତି କାମ ଭାରତ ସମେତ ଚୀନ୍‌, ବ୍ରିଟେନ୍‌, ଆମେରିକା ଓ ଋଷ ଭଳି ଦେଶରେ…

‘ସଡ଼କ ୨’ ପରେ ଏବେ ‘କୁଲି ନମ୍ବର ୧’ର ପାଳି! ଟ୍ରେଲର ଆସିବା ପୂର୍ବରୁ ହିଁ ଡିସ୍‌ଲାଇକ୍‌ କରିବାକୁ ଚାହିଁବସିଛନ୍ତି ଲୋକ

ନିକଟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଲୋକମାନେ ଟ୍ଵିଟରରେ ନିଜ କ୍ରୋଧ ବ୍ୟକ୍ତ କରି ଭିଡିଓକୁ ଡିସ୍‌ଲାଇକ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଏମିତି ଲାଗୁଛି ଏହି ଧାରା ଏଠାରେ ଶେଷ ହେବ ନାହିଁ। କାରଣ ଲୋକମାନେ ଏବେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ…

Dr. Reddy’s Laboratories ଲଞ୍ଚ୍‌ କଲା କରୋନା ମେଡିସିନ୍ Avigan, ୪୨ ସହରରେ ହେବ ମାଗଣା ହୋମ୍‌ ଡେଲିଭରି

ଭାରତର ବଡ଼ ଫାର୍ମା କମ୍ପାନୀ Dr. Reddy Laboratories ବୁଧବାର କରୋନା ଭାଇରସ୍‌ ମହାମାରୀର ଚିକିତ୍ସା ପାଇଁ ଔଷଧ Avigan ଟାବ୍‌ଲେଟର ବଜାର ପ୍ରବେଶ ନେଇ ଘୋଷଣା କରିଛି। ଏହି ମେଡିସିନ୍‌ କୋଭିଡ୍‌-୧୯ର ଚିକିତ୍ସାରେ ସହାୟକ ହେବ। କମ୍ପାନୀ ଏବେ Avigan ର ୨୦୦ ମିଲିଗ୍ରାମ୍‌ ବଟିକାକୁ ଭାରତରେ…

ପାଶବିକତାର ସବୁସୀମା ଟପିଲା, ଦୁଷ୍କର୍ମ ପରେ ନାବାଳିକାକୁ ଏସିଡ୍‌ରେ ଜଳାଇ ନଦୀକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ ଯେତେ କଡ଼ା ହେଲେ ବି ଥମିବାର ନାଁ ନେଉନି ନାରୀ ନିର୍ଯାତନା। ବାରମ୍ବାର ପୁରୁଷଙ୍କ କଦର୍ଯ୍ୟ କାମନା ପାଇଁ ବଳି ପଡ଼ୁଛି ନାରୀର ଜୀବନ। ଏବେ ପୁଣିଥରେ ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶର ଭଦୋହୀରେ ଦୁର୍ବୃତ୍ତମାନେ…

ଏବେ ମୋବାଇଲ ଫୋନ୍‌ ମାଧ୍ୟମରେ ଚାକିରି ଦେବ Google, ଲଞ୍ଚ୍‌ କଲା ଏହି ନୂଆ ଆପ୍‌

କରୋନା ମହାମାରୀ ନିଜ ସହ ମାନ୍ଦାବସ୍ଥାକୁ ମଧ୍ୟ ନେଇ ଆସିଛି। ଏହି ମାନ୍ଦାବସ୍ଥା ଯୋଗୁ କେତେକ କମ୍ପାନୀରେ ତାଲା ଝୁଲିଥିବା ବେଳେ ବଡ଼ ବଡ଼ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଚାକିରି ସନ୍ଧାନରେ ୱେବ୍‌ସାଇଟ୍‌ ଓ ଇଣ୍ଟରନେଟର ସାହାଯ୍ୟ…