ଛିଃରେ ମଣିଷ! ନିଜର ଛୁଆ ହେଲାନି ବୋଲି ପ୍ରଥମ ପତ୍ନୀଙ୍କ ଝିଅକୁ ମାରି ଟାଙ୍କିରେ ଫିଙ୍ଗିଦେଲା ବାପା

ରାଗ, କ୍ରୋଧ, ଈର୍ଷାର ପରିଣାମ ଯେ କେତେ ଭୟଙ୍କର ହୋଇପାରେ ତାର ନମୁନା ସମସ୍ତେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ। କିନ୍ତୁ ପତ୍ନୀ ଉପରେ ଈର୍ଷା କରି କୌଣସି ସ୍ୱାମୀ ନିଜ ପତ୍ନୀର ସନ୍ତାନକୁ ହତ୍ୟା କରିବା ଘଟଣା ବୋଧେ କେହି ଶୁଣିନଥିବେ। ଏଭଳି ବର୍ବର ଘଟଣା ଘଟିଛି ମହୀଶୂରରେ। ଏଠାରେ ଜଣେ…

ଡିଜିଟାଲ ପେମେଣ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ, ବ୍ୟାଙ୍କ କାଟି ନେବ ଟଙ୍କା

କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ଲୋକମାନେ ଏବେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି। ଯଦି ଆପଣ ମାସକୁ ୨୦ରୁ ଅଧିକ ଥର ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ମାଧ୍ୟମରେ ଟଙ୍କା ପୈଠ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ। ଏହାର ଆରମ୍ଭ ପ୍ରାୟ…

ଅଟୋବାଲା ସହ ପ୍ରେମିକା ମାରିଲା ଛୁ, ୭୦ ଅଟୋ ଡ୍ରାଇଭରଙ୍କ ମୋବାଇଲ ଚୋରି କରି ପ୍ରତିଶୋଧ ନେଲା ପ୍ରେମିକ

ସବୁ ପ୍ରେମ ଯେ ବିବାହର ରୂପ ନେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ବେଳେବେଳେ କିଛି ପ୍ରେମ ଆଖିରେ ଲୁହ ବି ଦିଏ। ଦୀର୍ଘଦିନର ସମ୍ପର୍କକୁ ଗୋଟେ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁର୍‌ମାର କରିପକାଏ। କେହି କେହି ଏହି ବିରହକୁ ସହ୍ୟ କରି ଆଗକୁ ବଢ଼ୁଥିବା ବେଳେ ଆଉ କେହି ପ୍ରତିଶୋଧ ପରାୟଣ ହୋଇ ନିଜ…

ଅଙ୍କିତାଙ୍କ ଅଧା ଫ୍ଲାଟ୍‌କୁ ଯେକୌଣସି ମୁହୂର୍ତ୍ତରେ ବି କବ୍ଜା କରିପାରନ୍ତି ସୁଶାନ୍ତଙ୍କ ପରିବାର ଲୋକ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ତାଙ୍କ ଫ୍ଲାଟ୍‌ କଥା ବି ସାମ୍ନାକୁ ଆସିଛି, ଯେଉଁଥିରେ ଏବେ ଅଙ୍କିତା ଲୋଖଣ୍ଡେ ରହୁଛନ୍ତି। ଅଙ୍କିତା ସୋସିଆଲ ମିଡିଆରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ସହ ସଫେଇ ଦେଇ କହିଥିଲେ ସେ ନିଜେ ନିଜର ଇଏମ୍‌ଆଇ ପୈଠ କରିଥାନ୍ତି।…

ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଇଥିବା ସୁନା ଦାମ ଆଜି ପୁଣି ବଢିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୩୯୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଚିନ୍ତା, ଇଡିର ଅଭିଯୋଗ ପରେ NCB ରୁଜୁ କଲା ଆଉ ଏକ ମାମଲା

ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି) ବୁଧବାର ରିୟା ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରତିବନ୍ଧିତ ମାଦକ ପଦାର୍ଥ ଯୋଗାଇବା ଅଭିଯୋଗରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅଧିକାରୀମାନେ ସୂଚନା ଦେବା ଅବସରରେ କହିଛନ୍ତି ଯେ ରିୟାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ନିଶା…

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ସଙ୍ଗେ ସଙ୍ଗେ ଖୋଲିଯିବ

କାନ ବନ୍ଦ ହୋଇଯାଇଥିଲେ କିମ୍ବା ପବନ ପଶିଥିଲେ କେତେ ଯନ୍ତ୍ରଣା ହୁଏ ତାହା କେବଳ ଜଣେ ଭୁକ୍ତ ଭୋଗୀ ହିଁ ଜଣେ। ଏଣୁ ନିୟମିତ ସମୟ ବ୍ୟବଧାନରେ କାନ ସଫା କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। କିନ୍ତୁ ବେଳେବେଳେ ଯେତେ ସଚେତନ ରହିଲେ ବି ଗାଧୋଇବା ବେଳେ କାନରେ ପାଣି ପଶି ବନ୍ଦ ହୋଇଯାଏ। ଯାହା…

ସୁଶାନ୍ତଙ୍କର ଏହି ୨ ସାଙ୍ଗକୁ ମିଳୁଛି ଜୀବନରୁ ମାରିଦେବାକୁ ଧମକ, ଟ୍ଵିଟ୍‌ କରି ସୁରକ୍ଷା ଯୋଗାଇବାକୁ କଲେ ଅନୁରୋଧ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ ଆରମ୍ଭ ହେବା ଦିନଠୁ ଲଗାତାର ନୂଆ ନୂଆ ଖୁଲାସା ହେଉଛି। ସିବିଆଇର ଟିମ୍‌ ଲଗାତାର ଏନେଇ ପଚରାଉଚରା ଜାରି ରଖିଛି। ମଙ୍ଗଳବାର ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ରହୁଥିବା ତାଙ୍କ ସାଙ୍ଗ ସିଦ୍ଧାର୍ଥ ପୀଠାନୀଙ୍କୁ…

ଘରେ ପଶିଥିଲା ବିରାଟକାୟ ଅହିରାଜ, ଉଦ୍ଧାର କରିବା ବେଳେ ଏମିତି କଲା ନୟାନ୍ତ; ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା ଭୟ ଜାତ ହୁଏ। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଏକ ବିରାଟ ବଡ଼ କିଙ୍ଗ୍‌ କୋବ୍ରା ବା ଅହିରାଜକୁ ଧରୁଥିବା…

ଗାଡ଼ି ଅଟକାଇ ବନ୍ଧୁକ ମୁନରେ କନ୍ୟାକୁ କଲେ ଅପହରଣ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବଢ଼ିଲା ଝିଅ ଏକୁଟିଆ ରାସ୍ତାରେ ଚାଲିବା କେତେ କଷ୍ଟକର ତାହା ଜଣେ ବାପାଠୁ ଅଧିକ କିଏ ଜାଣିବ! ଝିଅ ବଡ଼ ହେବା ପରେ ସବୁ ବାପା ମା’ ତା ବିବାହ କଥା ଚିନ୍ତା କରନ୍ତି। ଆଉ ଝିଅକୁ ଯଦି କେହି ଗୁଣ୍ଡା ବଦମାସ ହଇରାଣ କରୁଥାଏ ତେବେ ବିବାହ ବୟସ ହେବା ପୂର୍ବରୁ ହିଁ ଝିଅର ବିବାହ କରିଦିଆଯାଏ। ମାତ୍ର…

ଡ୍ରଗ୍‌ସ ସେବନ କରୁଥିବା ନେଇ ନିଜେ ସ୍ୱୀକାର କଲେ ରିୟା, ହ୍ଵାଟ୍ସଆପ୍‌ ଚାଟ୍‌ରୁ ହେଲା ଖୁଲାସା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡଙ୍କୁ ସୁଶାନ୍ତଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଜେରା କରୁଛି ଇଡି। ଇଡିର ଜେରା ବେଳେ ରିୟାଙ୍କ ପୁରୁଣା ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି। ଏଥିରୁ ଜଣାଯାଇଛି ଯେ…

ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା AIIMS, କହିଲା- ସବୁ ଜିନିଷ ଅଧା ଅଛି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ…