Below header

ବଗିଚାରେ ପଡ଼ିଥିବା ଅଳିଆକୁ ନିଆରା ଉପାୟରେ ସଫା କରୁଛି ହାତୀ, ଭିଡିଓ ଦେଖିଲେ ବିଶ୍ୱାସ କରିପାରିବେନି

କେବଳ ମଣିଷ ନୁହେଁ ଜୀବଜନ୍ତୁଙ୍କର ମଧ୍ୟ ମନ ଅଛି, ଇଚ୍ଛା ଅଛି। ସେମାନେ ବି କୁନି ପିଲାଙ୍କ ଭଳି ବିଭିନ୍ନ କୌତୁକିଆ କାମ କରିଥାନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ହାତୀଟିଏ ପାଖରେ ପଡ଼ିଥିବା ଅଳିଆ ଆବର୍ଜନାକୁ…

ରିୟା ଠିକ୍‌ କହୁଥିଲେ କି! ସୁଶାନ୍ତ କ୍ଲାଷ୍ଟୋଫୋବିଆ ଓ ଇନ୍‌ସୋମନିଆ ପୀଡ଼ିତ ଥିବା ନେଇ ନିଜେ କରିଥିଲେ ସ୍ୱୀକାର,…

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟଭ୍ୟୁରେ ରିୟା କହିଥିଲେ ସୁଶାନ୍ତଙ୍କୁ କ୍ଲାଷ୍ଟୋଫୋବିଆ ଥିଲା ଓ ଫ୍ଲାଇଟ୍‌ରେ ବସିବା ପୂର୍ବରୁ ତାଙ୍କୁ ଡର ଲାଗୁଥିଲା। ରିୟାଙ୍କ ଏହି ବୟାନ ପରେ ଅନେକ ଲୋକ…

ନୂଆ ରେକର୍ଡ ରଚିଲା ରୟାଲ ଏନ୍‌ଫିଲ୍ଡ, ଗୋଟିଏ ଦିନରେ ବିକ୍ରି କଲା ୧୦୦୦ ବାଇକ୍‌

କରୋନା ଯୋଗୁ ତଳମୁହାଁ ହୋଇଥିବା ଗାଡ଼ି ବେପାର ପୁଣିଥରେ ଉପରକୁ ଉଠିଛି। ଓନମ୍‌ ଅବସରରେ କେରଳରେ ଗୋଟିଏ ଦିନରେ ରୟାଲ ଏନ୍‌ଫିଲ୍ଡର ୧୦୦୦ ବାଇକ୍‌ ଡେଲିଭରି ହୋଇଛି। ଏଥିରେ କମ୍ପାନୀର ଲୋକପ୍ରିୟ ବାଇକ୍‌ ଯଥା- କ୍ଲାସିକ୍‌ ୩୫୦, ବୁଲେଟ୍‌, ହିମାଲୟାନ୍‌ ଓ ୬୫୦ ଟ୍ଵିନ୍ସ ଆଦି ସାମିଲ ଅଛି। କେରଳରେ…

ପୁଣି ବଢ଼ିଲା ବିଜୟ ମାଲ୍ୟାଙ୍କ ଚିନ୍ତା, ପୁନର୍ବିଚାର ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ପଳାତକ ବିଜୟ ମାଲ୍ୟାଙ୍କ ମାମଲାର ପୁନଃବିଚାର କରିବାକୁ ମନା କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। କୋର୍ଟଙ୍କ ଆଦେଶକୁ ମାନିନଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ମାଲ୍ୟା ପୁନର୍ବିଚାର ପିଟିସନ୍‌ ଦାଖଲ କରିଥିଲେ। ୨୭ ଅଗଷ୍ଟରେ ଏହି ମାମଲାରେ ସୁପ୍ରିମ୍‌କୋର୍ଟ ନିଜ ବିଚାରକୁ ସଂରକ୍ଷିତ…

କଥା ରଖିଲେ ଭାଇଜାନ୍‌, ବନ୍ୟା ପୀଡ଼ିତଙ୍କ ପାଇଁ ନିର୍ମାଣ କଲେ ୭୦ ଘର

କଥା ରଖିଲେ ଭାଇଜାନ୍‌। ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କଲେ ୭୦ ବଖରା ଘର। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ଫେବ୍ରୁଆରୀରେ ମହାରାଷ୍ଟ୍ରର ଖିଦ୍ରାପୁର ଗାଁ ଲୋକଙ୍କ ଘର ତିଆରି କରାଇଦେବାକୁ କଥା ଦେଇଥିଲେ। ଏବେ ସେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଲମାନ୍‌ ମହାରାଷ୍ଟ୍ରର ବନ୍ୟା…

କରୋନା ଯୋଗୁ ଚଳିତବର୍ଷ ହେବନି ଜନଗଣନା, ଆଗାମୀ ବର୍ଷ ହେବା ନେଇ କେନ୍ଦ୍ରର ସୂଚନା

କରୋନା ମହାମାରୀ ଯୋଗୁ ଚଳିତବର୍ଷ ଜାତୀୟ ଜନସଂଖ୍ୟା ରେଜିଷ୍ଟର(ଏନ୍‌ପିିଆର)ର ଅପ୍‌ଡେଟ ଓ ଜନଗଣନା-୨୦୨୧ର ପ୍ରଥମ ପର୍ଯ୍ୟାୟକୁ ସ୍ଥଗିତ କରାଯାଇଛି। ଏଥିପାଇଁ ବର୍ଷେ ଡେରି ହୋଇପାରେ। କରୋନା କବ୍ଜାକୁ ଆସିପାରୁନଥିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। …

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜଙ୍ଗଲରେ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ, ପାଞ୍ଚ ବର୍ଷ ପରେ ଫେରି ମାନିଲା ସବୁ…

ଭଞ୍ଜନଗର(କେ.ନ୍ୟୁଜ): ସନ୍ଦେହର ପରିଣାମ ସବୁବେଳେ ହୋଇଥାଏ ଭୟଙ୍କର । ଏହି ସନ୍ଦେହ ଯୋଗୁ ମଣିଷ କେତେବେଳେ କିଛି ବି ଘଟାଇପାରେ। ଏମିତିକି ନିଜ ଲୋକର ଜୀବନ ବି ନେଇପାରେ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗାଁରେ। ଗାଁର ରାଜୁ…

‘ଇଣ୍ଡିଆନ୍‌ ଆଇଡଲ’ ଫେମ୍‌ ରେଣୁ ନାଗର ଆଇସିୟୁରେ ଭର୍ତ୍ତି, ଜୁନ୍‌ରେ ବିବାହିତ ପ୍ରେମିକଙ୍କ ସହ ହୋଇଥିଲେ ଫେରାର

ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ’ରେ ଅଂଶଗ୍ରହଣ କରିଥିବା ଗାୟିକା ରେଣୁ ସାଗରଙ୍କ ପ୍ରେମିକ ରବି ନଟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିକଙ୍କ ମୃତ୍ୟୁ ଖବର ଶୁଣି ରେଣୁ ବେହୋସ୍‌ ହୋଇଯାଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜସ୍ଥାନର…

ଆଉ କିଛି ଲୁଚାଇପାରିବେନି ରିୟା, କାରଣ ତାଙ୍କୁ ପଚରାଉଚରା କରୁଛନ୍ତି ବିହାରର ସିଂହମ୍‌ ନୁପୂର

ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଟିମ୍‌ ଫୁଲ ଦମ୍‌ରେ କାମରେ ଲାଗି ପଡ଼ିଛି। ପ୍ରତିଦିନ ରିୟା, ତାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ସାଙ୍ଗ, ଚାକର ପ୍ରମୁଖଙ୍କୁ ପଚରାଉଚରା କରାଯାଉଛି। ଏଥିସହ ନୂଆ ନୂଆ ତଥ୍ୟ ବି ସାମ୍ନାକୁ ଆସିଛି। ମୁମ୍ବାଇର ଡିଆରଡିଓ…

ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ଡିସିପିଙ୍କୁ କରୋନା, କିଛି ଦିନ ତଳେ ଅଭିନେତ୍ରୀଙ୍କୁ ଭେଟିଥିଲେ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ମୁମ୍ବାଇ ପୋଲିସର ଡିସିପି ଅଭିଷେକ ତ୍ରିମୁଖେଙ୍କୁ କରୋନା। କୁହାଯାଉଛି ତ୍ରିମୁଖେଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବି କରୋନା ପଜିଟିଭ୍‌ ଅଛନ୍ତି। ତ୍ରିମୁଖେ ବାନ୍ଦ୍ରାରେ ପଦସ୍ଥ ଅଧିକାରୀ ଭାବେ…

ମାଗଣା କରୋନା ଟେଷ୍ଟ ନାଁରେ ହେଉଛି ଠକେଇ, ଜାଣନ୍ତୁ ହ୍ୟାକରଙ୍କ ଠାରୁ ବଞ୍ଚିବା ଉପାୟ

କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ହିଁ ଲୋକମାନେ ଠକାମୀର ଶିକାର ହେବେ ବୋଲି ଅନୁମାନ କରାଯାଉଥିଲା, ଯାହା ଏବେ ସତ ହୋଇଛି। କରୋନା ନାଁରେ ଲୋକଙ୍କୁ ଡରାଇ ଧମକାଇ ତାଙ୍କୁ ଠକାଯାଉଛି। କରୋନା ନାଁରେ ଠକେଇ ମାମଲା ଏବେ ଭାରତରେ ବି ଦେଖିବାକୁ ମିଳିଛି। ଠକେଇ କରିବା ପାଇଁ ହ୍ୟାକରମାନେ ଏବେ ଏକ…

ନିଜ ହାତରେ କୋଭିଡ୍‌ ଓ୍ଵାର୍ଡର ପାଇଖାନା ସଫା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ବେଳେ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଜମୁଥିବାରୁ ମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଡିକାଲରେ ସଫେଇକୁ ନେଇ କେତେକ ଖବର ଓ ଭିଡିଓ ଲଗାତାର ସାମ୍ନାକୁ ଆସୁଛି। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ…