ନିଜ ହାତରେ କୋଭିଡ୍‌ ଓ୍ଵାର୍ଡର ପାଇଖାନା ସଫା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ବେଳେ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଜମୁଥିବାରୁ ମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଡିକାଲରେ ସଫେଇକୁ ନେଇ କେତେକ ଖବର ଓ ଭିଡିଓ ଲଗାତାର ସାମ୍ନାକୁ ଆସୁଛି। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ…

ସୁଶାନ୍ତଙ୍କ କାର୍ଡରେ ମନଇଚ୍ଛା ସପିଂ କରୁଥିଲେ ରିୟା, ମନା କଲେ ବି ଶୁଣୁନଥିଲେ; ସିଦ୍ଧାର୍ଥ ପିଠାନୀ କହିଲେ ପୂରା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇର ଯାଞ୍ଚ ଲଗାତାର ଆଗକୁ ବଢ଼ୁଛି। ଶନିବାର ମଧ୍ୟ ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ ଷ୍ଟାଫ୍‌ମାନଙ୍କୁ ପଚରାଉଚରା କରିଛି। ଇତି ମଧ୍ୟରେ ରିୟାଙ୍କୁ ନେଇ ସିଦ୍ଧାର୍ଥ ପିଠାନୀ ଏକ ବଡ଼…

ଘରେ ଏସବୁ ଭୁଲ କରୁଥିଲେ ଶତଚେଷ୍ଟା ପରେ ବି ଦୂର ହୁଏନି ଆର୍ଥିକ ସଙ୍କଟ, ଆପଣ ଏଥିରୁ କିଛି କରୁନାହାନ୍ତି ତ!

ଜୀବନରେ ପ୍ରାୟତଃ ଏଭଳି ସମୟ ଆସେ ଯେତେବେଳେ ଆମେ ଆର୍ଥିକ ସଙ୍କଟ ଦେଇ ଗତି କରିଥାଉ। ଅର୍ଥ ଅଭାବ ଦୂର କରିବାକୁ ଆମେ ଯେତେ ଚେଷ୍ଟା କଲେ ବି ସମସ୍ୟା କମିନଥାଏ। ବାସ୍ତୁବିତ୍‌ଙ୍କ ମତରେ ଆର୍ଥିକ ସଙ୍କଟ ଦେଖାଯିବାର କାରଣ ଆମେ କରୁଥିବା ଭୁଲ। ଦୈନନ୍ଦିନ ଜୀବନରେ ଆମେ ଏମିତି ଅନେକ ଭୁଲ କରିଥାଉ…

ଛିଃ ଇଏ କି ପ୍ରେମ! ପ୍ରେମିକା ଶରୀରର ୯ଟି ଜାଗାରେ ଜବରଦସ୍ତି ନିଜ ନାଁର ଟାଟୁ କରି ପ୍ରେମ ଜାହିର କଲା ପାଗଳ ପ୍ରେମିକ

ପ୍ରେମରେ ଦୁଇ ଜଣ ଲୋକ ପରସ୍ପରର ସହମତିରେ ଏକାଠି ରହିଥାନ୍ତି। ସମ୍ମାନ କରିଥାନ୍ତି ଓ ଯତ୍ନ ନେଇଥାନ୍ତି। କୁହାଯାଏ ଯେ ପ୍ରେମିକ ପ୍ରେମିକା ନିଜ ପୂର୍ବରୁ ପାର୍ଟନରଙ୍କ କଥା ଚିନ୍ତା କରନ୍ତି ଓ ଖୁସିର ଧ୍ୟାନ ରଖିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହି ସୁଖ ନଥାଏ। ନର୍ଥଆମ୍ପଟନ୍‌ରେ…

ପ୍ୟାରିସ୍‌ ଗସ୍ତ ବେଳେ ସୁଶାନ୍ତ ରୁମ୍‌ରୁ ବାହାରିନଥିଲେ ବୋଲି କହୁଥିଲେ ରିୟା, ମାତ୍ର ସାମ୍ନାକୁ ଆସିଲା…

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଟିଭିରେ ପ୍ରଥମ ଥର ପାଇଁ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହି ଇଣ୍ଟରଭ୍ୟୁରେ ରିୟା କହିଥିଲେ ଯେ ଗତ ବର୍ଷ ୟୁରୋପ ଟ୍ରିପ୍‌ ବେଳେ ପ୍ୟାରିସ୍‌ରେ ଥିବା ବେଳେ ସୁଶାନ୍ତ ନିଜ ରୁମ୍‌ରୁ ବାହାରକୁ ବାହାରି ନଥିଲେ। ମାତ୍ର ଇଣ୍ଟରନେଟ୍‌ରେ ଏବେ ଏକ ଭିଡିଓ…

ଋଷ ତିଆରି କଲା ଦ୍ୱିତୀୟ କରୋନା ଟୀକା, ନିଜେ ରାଷ୍ଟ୍ରପତି ଦେଲେ ଖୁସି ଖବର

କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସବୁ ଦେଶ କରୋନା ଟୀକା ବାହାର କରିବା ଦିଗରେ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏହି ଦୌଡ଼ରେ ବାଜି ମାରି ନେଇଛି ଋଷ। ଋଷ ସ୍ପୁଟନିକ ଭି ନାମକ ଭ୍ୟାକ୍‌ସିନ୍‌ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲା। ସବୁ ଦେଶ ଏବେ ଋଷରୁ କରୋନା…

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏମ୍‌ସ ଦେଲା ସୂଚନା

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଏମସ ତରଫରୁ ସୂଚନା ଦିଆଯାଇଛି। ଖୁବ ଶୀଘ୍ର ସେ ନିଜ ଘରକୁ ଫେରିପାରିବେ ବୋଲି ଏମସ ତରଫରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୮ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ଶ୍ରୀ ଶାହଙ୍କୁ ରାତି ଅଧରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।…

ବଢ଼ିପାରେ ରାସନ୍‌ କାର୍ଡ ପୋର୍ଟାବଲିଟି ଲାଗୁ କରିବା ଅବଧି, ବିଚାର କରୁଛନ୍ତି କେନ୍ଦ୍ର ସରକାର

ଖାଦ୍ୟ ମନ୍ତ୍ରଣାଳୟ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଯୋଜନା ଅନ୍ତର୍ଗତ ରାସନ କାର୍ଡ ପୋର୍ଟାବଲିଟି ଲାଗୁ କରିବା ଅବଧି ମାର୍ଚ୍ଚ ୨୦୨୧ରୁ ଆଗକୁ ବଢ଼ାଇବାକୁ ବିଚାର କରୁଛନ୍ତି। ସାର୍ବଜନିକ ବିତରଣ ପ୍ରଣାଳୀରେ ଉନ୍ନତି ଆଣିବା ପାଇଁ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ହୋଇଛି। ଖାଦ୍ୟ ସଚିବ…

UGVCL ରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍‌ ପ୍ରାର୍ଥୀ ସେପ୍ଟେମ୍ବର ୧୫ ପୂର୍ବରୁ କରିପାରିବେ ଆବେଦନ

ଚାକିରି ସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଗୁଜରାଟ ଓ୍ଵିଜ୍‌ କମ୍ପାନୀ ଲିମିଟେଡ୍‌ରେ ଖାଲି ପଡ଼ିଛି ଅନେକ ଅପରେଣ୍ଟିସ ପଦବୀ। ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୧୫ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି କଣ୍ଟ୍ରାକ୍‌ଚୁଆଲ ଆଧାରରେ ହେବ। ଏଥିପାଇଁ ପ୍ରାର୍ଥୀଙ୍କ…

ଏସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ନାହିଁ ତ!

କରୋନା ଭାଇରସ୍‌ ଏବେ ସାରା ବିଶ୍ୱକୁ ନିଜ କବ୍ଜାକୁ ନେଇ ସାରିଲାଣି। ଦୁନିଆରେ ଏବେ ଯାଏଁ କରୋନା କବଳରେ ୨ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷ ଲୋକ ପଡ଼ିସାରିଛନ୍ତି। ସେହିପରି ୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେବେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବା ଲୋକମାନେ ସହଜରେ କରୋନାର…

ଫ୍ଲାଟ୍‌ ପାଇଁ ୧୭ ହଜାର କେମିତି ଦେବି ବୋଲି କହି ସୋସିଆଲ ମିଡିଆରେ କାନ୍ଦୁଛନ୍ତି ରିୟା, କହିଲେ- ‘ଆଉ ପାଖରେ ଟଙ୍କା…

ବିଭିନ୍ନ ଟିଭି ଚ୍ୟାନେଲରେ ରିୟା ଚକ୍ରବର୍ତ୍ତୀ ଦେଉଥିବା ଇଣ୍ଟରଭ୍ୟୁ ଉପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ରିଆକ୍ସନ୍‌ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ରିୟାଙ୍କ ଇଣ୍ଟରଭ୍ୟୁ ବେଳର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି…

କରୋନା ରୋଗୀଙ୍କ ୨୨ ଦିନର ବିଲ୍‌ ୭ ଲକ୍ଷ, Apple ହସ୍ପିଟାଲକୁ ନୋଟିସ୍‌ ଜାରି କଲା ଜିଲ୍ଲା ପ୍ରଶାସନ

କରୋନା ଚିକିତ୍ସା କରିବା ନାଁରେ ରୋଗୀଙ୍କୁ ଲୁଟିଚାଲିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ସାମାନ୍ୟ ଚିକିତ୍ସା କରି ଧରାଇ ଦେଉଛନ୍ତି ଲମ୍ବା ବିଲ୍‌। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇନ୍ଦୋରରେ। ଏଠାରେ ଭୁଲ୍‌ ବିଲ୍‌ ଦେଇଥିବା ଅଭିଯୋଗରେ ଏକ ମେଡିକାଲ ନାଁରେ ଥାନାରେ ଅଭିଯୋଗ ହୋଇଛି।…