ପ୍ରଥମ ଥର ପାଇଁ ମା’ ହେଲା ତିମି, ଭାଇରାଲ ହେଉଛି ନବଜାତ ଛୁଆର ମନୋରମ ଭିଡିଓ

ଆକ୍ୱାରିୟମ୍‌ରେ ଏକ ତିମି ମାଛ ପ୍ରଥମ ଥର ପାଇଁ ପିଲା ଜନ୍ମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆମେରିକାର ସେଡ୍‌ ଆକ୍ୱାରିୟମ୍‌ରେ ରହୁଥିବା ଏକ ବେଲୁଗା ହ୍ୱେଲ ଶାବକ ଜନ୍ମ ଦେଇଛି। ଛୁଆ ଜନ୍ମର ପୂରା ପ୍ରକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ…

ରିୟାଙ୍କ ପରେ ସାମ୍ନାକୁ ଆସିଲା ଜିୟାଙ୍କୁ କୁଣ୍ଢାଇ ଧରିଥିବା ମହେଶ ଭଟ୍ଟଙ୍କ ଫଟୋ, ଦେଖନ୍ତୁ ସୁଗାର ଡାଡିଙ୍କ ରାସଲୀଳାର…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ପ୍ରବଳ ଟ୍ରୋଲ କରୁଥିବା…

ଆଜି ବିଶ୍ୱ ନାରିକେଳ ଦିବସ, ଜାଣନ୍ତୁ ଆମ ଶରୀର ପାଇଁ ନଡ଼ିଆ କେତେ ଦରକାରୀ

ଆଜି ବିଶ୍ୱ ନଡ଼ିଆ ଦିବସ। ସାରା ବିଶ୍ୱରେ ସେପ୍ଟେମ୍ବର ୨ ତାରିଖକୁ ନଡ଼ିଆ ଦିବସ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ନଡ଼ିଆ ଚାଷ ପ୍ରତି କୃଷକଙ୍କ ଆଗ୍ରହ ବଢ଼ାଇବା ଲାଗି ଏ ଅବସରରେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଏ। ନଡ଼ିଆ ଏକ ଏଭଳି ଗଛ ଯାହାର ପ୍ରତ୍ୟେକ ଅଂଶ କାମରେ ଲାଗିଥାଏ। ନଡ଼ିଆ ଫଳଠୁ…

ଦ୍ୱାଦଶ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବାୟୁସେନାରେ ନିଯୁକ୍ତି ସୁଯୋଗ, ମିଳିବ ମୋଟା ଅଙ୍କର ଦରମା

ଭାରତୀୟ ବାୟୁସେନାରେ ଏୟାରମ୍ୟାନ୍‌ ଗ୍ରୁପ୍‌ ଏକ୍ସରେ ବିଭିନ୍ନ ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୮ ସେପ୍ଟେମ୍ବର,୨୦୨୦ରୁ ଆରମ୍ଭ ହେଉଛି। ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହି ପୋଷ୍ଟ ପାଇଁ କେବଳ ଅବିବାହିତ ପୁରୁଷ ହିଁ…

ପ୍ରଣବ ମୁଖାର୍ଜୀଙ୍କ ମୁଖାଗ୍ନି ଦେଇ ଭାବୁକ ହୋଇପଡ଼ିଲେ ପୁଅ ଅଭିଜିତ୍‌, କହିଲେ-‘ବାବାଙ୍କ ଶେଷ ଇଚ୍ଛା ପୂରଣ…

ମଙ୍ଗଳବାର ଦେଶର ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜକୀୟ ସମ୍ମାନ ସହ ଲୋଧୀ ଶ୍ମଶାନରେ ପ୍ରଣବ ଦା’ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଏହା ପୂର୍ବରୁ ପାର୍ଥିବ ଶରୀରକୁ ଆମ୍ରି ହସ୍ପିଟାଲରୁ ୧୦ ରାଜାଜୀ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା।…

ଖାଇବା ବାଢ଼ିବାରେ ଡେରି ହେଲା ବୋଲି ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସଇତାନ୍‌ ସ୍ୱାମୀ

ସବୁ ଅପରାଧର ମୂଳ ହେଉଛି ମଦ। ମଦ ଯୋଗୁ ଚୋରି, ନାରୀ, ଦୁଷ୍କର୍ମ ଆଦି ସବୁ ପ୍ରକାରର ଅପରାଧ ଘଟିଥାଏ। ମଦ ଏକ ଏମିତି ନିଶା ଯାହାକୁ ମଣିଷ ଛାଡ଼ିବାକୁ ଚାହିଁଲେ ବି ସେ ମଣିଷକୁ ଛାଡ଼େନାହିଁ। ମଦ ପିଇବା ସମୟ ହୋଇଗଲେ ବ୍ୟକ୍ତି ଆପେ ଆପେ ସେ ଆଡ଼କୁ ଟାଣି ହୋଇଯାଏ। ମଦ ଯୋଗୁ କେତେ ଯେ ପରିବାର…

ବ୍ୟାଙ୍କ କର୍ମଚାରୀଙ୍କୁ ମେସେଜ୍‌ କରିଥିଲେ ସୁଶାନ୍ତ, ଖାତାରେ ଲିଙ୍କ୍‌ ଥିବା ମୋବାଇଲ ନମ୍ବରକୁ ବଦଳାଇବାକୁ କରିଥିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଏବେ ସିବିଆଇ, ଇଡି ଓ ଏନ୍‌ସିବି ଯାଞ୍ଚ ଚଳାଇଛନ୍ତି। ଇତି ମଧ୍ୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ କରି ସୁଶାନ୍ତଙ୍କ ଭଉଣୀଙ୍କର ମଧ୍ୟ ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ଭିନ୍ନ ଭିନ୍ନ ଦାବି…

କୁରକୁରେ, ଅଙ୍କଲ ଚିପ୍ସ ଓ ଲେଜ୍‌ କିଣିଲେ ମିଳିବ ୨ଜିବି ୪ଜି ଡାଟା, Airtel ଆଣିଲା ନୂଆ ଅଫର

ସ୍ମାର୍ଟଫୋନ୍‌ରେ ଅଧିକ ନେଟ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଅଧିକ ନେଟ୍‌ ବ୍ୟବହାର କରୁଛନ୍ତି ତେବେ ରିଚାର୍ଜ ନ କରି ମାର୍କେଟରୁ ଚିପ୍ସ କିଣନ୍ତୁ। କାରଣ ଚିପ୍ସ କମ୍ପାନୀ ଏବେ ମାଗଣାରେ ଦେଉଛି ଡାଟାପ୍ଲାନ୍‌। ଠିକ୍‌ ପଢ଼ିଲେ ଆପଣ। ଏୟାରଟେଲ ଏବେ ଗ୍ରାହକଙ୍କ ପାଇଁ…

ଚୀନ୍‌ରେ କାର୍ଯ୍ୟରତ ଅଷ୍ଟ୍ରେଲିଆନ୍‌ ଆଙ୍କରଙ୍କୁ ବେଜିଂରେ ଅଟକ, ଦୁଇ ଦେଶ ମଧ୍ୟରେ ଖରାପ ହେଉଛି ସମ୍ପର୍କ

ଚୀନ୍‌ର ସରକାରୀ ଟିଭିର ଅଷ୍ଟ୍ରେଲିଆନ୍‌ ଆଙ୍କରଙ୍କୁ ବେଜିଂ ଅଟକ ରଖିଛି। ଚୀନ୍‌ର ଏଭଳି ପଦକ୍ଷେପ ପରେ ବେଜିଂ ଓ କେନବରା ମଧ୍ୟରେ ସମ୍ପର୍କ ଖରାପ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଷ୍ଟ୍ରେଲିଆନ୍‌ ଆଙ୍କର ଚେଙ୍ଗ ଲେଇ ଇଂରାଜୀ ଚ୍ୟାନେଲ ସିଜିଟିଏନ୍‌ ସହ କାମ କରୁଥିଲେ। ଅଷ୍ଟ୍ରେଲିଆର…

ଆଣ୍ଡ୍ରଏଡ୍‌ ଚଲାଉଥିଲେ ମଧ୍ୟ ଏହି ୧୦ଟି ସିକ୍ରେଟ୍‌ କୋଡ୍‌ ବିଷୟରେ ବୋଧେ ଆପଣ ଜାଣିନଥିବେ!

ବର୍ତ୍ତମାନ ପ୍ରାୟ ନବେ ପ୍ରତିଶତ ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରିବାକୁ ସୁବିଧା ଓ କମ୍‌ ଦାମ୍‌ବିଶିଷ୍ଟ ହୋଇଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଆଣ୍ଡ୍ରଏଡ୍‌ ଫୋନ୍‌ ବିଷୟରେ ଆପଣ ସବୁ କିଛି ଜାଣିଥିବେ ନିଶ୍ଚୟ। କିନ୍ତୁ…

ସାଧାରଣ ରକ୍ତ ପରୀକ୍ଷାରୁ ଜାଣିହେବ ଭବିଷ୍ୟତରେ ମନୋବିକୃତି ହେବ କି ନାହିଁ, ରିସର୍ଚ୍ଚରେ ହେଲା ଖୁଲାସା

ମନୋବିଜ୍ଞାନୀ ରୋଗ ବିଷୟରେ ଏବେ ସାଧାରଣ ବ୍ଲଡ ଟେଷ୍ଟରୁ ବି ଜଣାପଡ଼ିପାରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରକ୍ତ ନମୁନାରୁ ଏକ ସ୍ୱତନ୍ତ୍ର ଧରଣର ପ୍ରୋଟିନ୍‌ ସ୍ତରର ଯାଞ୍ଚ କରି ମନୋବିକୃତ ରୋଗର ଆଶଙ୍କା ଅଛି କି ନାହିଁ ପତ୍ତା ଲଗାଇ ହେବ। ପାଗଳାମିର ଆରମ୍ଭରେ ମନୋବିକୃତି ଦେଖାଯାଏ। ଏହି…

ମିଡିଆରେ ସବୁବେଳେ ସୁଶାନ୍ତଙ୍କ ଖବର ଦେଖାଉଥିବାରୁ ତାତିଲେ କୃଷକ, କହିଲେ-‘ଆମ ସମସ୍ୟା ବି ଦେଖାଅ’

ଦୀର୍ଘ ୨ ମାସ ଧରି ଟିଭି, ମୋବାଇଲ, ଖବରକାଗଜ, ରେଡିଓ ସବୁଥିରେ ସୁଶାନ୍ତଙ୍କ ନାଁ ଶୁଣିବାକୁ ମିଳିଛି। ସୁଶାନ୍ତ, ସୁଶାନ୍ତ, ସୁଶାନ୍ତ ଶୁଣି ଶୁଣି ଲୋକମାନେ ବି ବିରକ୍ତ ହୋଇଗଲେଣି। ଦୁନିଆରେ ଆହୁରି ଅନେକ ଘଟଣା ଘଟୁଛି ବୋଲି ଲୋକେ ଏବେ କହିବା ଆରମ୍ଭ କଲେଣି। ଖାଲି କହୁନାହାନ୍ତି ଏବେ ଏହି…