Below header

ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ରେ ରାବଣ ହେବେ ସୈଫ ଅଲ୍ଲୀ ଖାନ୍‌, କରୀନା କହିଲେ –‘ଇତିହାସର ସବୁଠୁ ହ୍ୟାଣ୍ଡସମ୍‌…

ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ ୩ଡି ଫିଲ୍ମ ‘ଆଦିପୁରୁଷ’ରେ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନ୍‌ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ଫିଲ୍ମ ନିର୍ମାତା ଏହି ଫିଲ୍ମର ଏକ…

ନ୍ୟାସନାଲ ସିଡ୍‌ କର୍ପୋରେସନ୍‌ ଲିମିଟେଡ୍‌ରେ ଖାଲି ପଡ଼ିଛି ଶତାଧିକ ପଦବୀ, ସେପ୍ଟେମ୍ବର ୧୫ ଯାଏଁ କରିପାରିବେ ଆବେଦନ

ନ୍ୟାସନାଲ ସିଡ୍‌ କର୍ପୋରେସନ୍‌ ଲିମିଟେଡ୍‌(NSCL)ରେ ନିଯୁକ୍ତି ଜାରି ରହିଛି। ଏହି ନିଯୁକ୍ତି ଆସିଷ୍ଟାଣ୍ଟ, ମ୍ୟାନେଜମେଣ୍ଟ ଟ୍ରେନି, ସିନିୟର ଟ୍ରେନି, ଡିପ୍ଲୋମା ଟ୍ରେନି ପଦ ପାଇଁ ଚାଲିଛି। ପୂର୍ବରୁ ଏହି ନିଯୁକ୍ତିର ଆବେଦନ ତାରିଖକୁ ବଢ଼ାଇ ୩୧ ଅଗଷ୍ଟ କରିଦିଆଯାଇଥିଲା। ଏବେ ଏହାକୁ…

ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଓ୍ଵିଙ୍ଗ୍‌ ଉପରେ ଚଢ଼ିଗଲେ ମହିଳା, କହିଲେ ‘ଭିତରେ ଭାରି ଗରମ ଲାଗୁଛି ବସି ହେବନି’

ୟୁକ୍ରେନ୍‌ର ଜଣେ ମହିଳା ଏମିତି କାଣ୍ଡ କରିବସିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଡ଼ାଜାହାଜ ଭିତରେ ଗରମ ଲାଗିବାରୁ ମହିଳା ଜଣକ ଆପତକାଳୀନ ଦ୍ୱାର ଖୋଲି ବିମାନ ଓ୍ଵିଙ୍ଗ୍‌ରେ ଯାଇ ବସିଯାଇଥିଲେ। ମହିଳାଙ୍କର ଏହି ବେପରୁଆ କାମ ପାଇଁ ଏୟାରଲାଇନ୍ସ ତାଙ୍କୁ ‘ବ୍ଲାକଲିଷ୍ଟେଡ୍‌’ କରିଛି।…

ସୁଶାନ୍ତଙ୍କ ଡିପ୍ରେସନ୍‌ ସମ୍ପର୍କରେ ମୁମ୍ବାଇ ପୋଲିସ ଆଗରେ ମୁହଁ ଖୋଲିଲେ ଭଉଣୀ, କହିଲେ ‘୨୦୧୩ରେ ସେ ଅବସାଦଗ୍ରସ୍ତ…

ସୁଶାନ୍ତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ପୋଲିସକୁ ଦେଇଥିବା ବୟାନରେ ସ୍ୱୀକାର କରିଛନ୍ତି ଯେ ୨୦୧୩ରେ ସୁଶାନ୍ତ ମନସ୍ତତ୍ତ୍ୱବିତ୍‌ଙ୍କ ପରାମର୍ଶ ନେଇଥିଲେ। ସେତେବେଳେ ସେ ଅବସାଦଗ୍ରସ୍ତ ଥିଲେ ବୋଲି ସୁଶାନ୍ତ ତାଙ୍କୁ କହିଥିଲେ। ସୁଶାନ୍ତଙ୍କ…

୧୪ ଦିନ ମଧ୍ୟରେ ଦିଲ୍ଲୀପ କୁମାରଙ୍କ ପରିବାରରେ ଦ୍ୱିତୀୟ କରୋନା ମୃତ୍ୟୁ, ସାନ ଭାଇଙ୍କ ନିଧନ

ବଲିଉଡ୍‌ ସୁପରଷ୍ଟାର ଦିଲ୍ଲୀପ କୁମାରଙ୍କ ପରିବାରରେ ଦ୍ୱିତୀୟ ଥର ପାଇଁ ଶୋକର ଛାୟା ଖେଳିଯାଇଛି। ନିକଟରେ ଦିଲ୍ଲୀପଙ୍କ ସାନ ଭାଇ ଅସଲମ୍‌ ଖାନ୍‌ଙ୍କ ନିଧନ ହୋଇଥିବା ବେଳେ ଏବେ ଖବର ଆସିଛି ଯେ ତାଙ୍କର ଆଉ ଜଣେ ସାନ ଭାଇ ଏହସାନ୍‌ ଖାନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଉଭୟେ କିଛି ଦିନ…

ମୁହଁର ଅନାବଶ୍ୟକ ରୁମ ସମସ୍ୟା ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ, ଉଜ୍ୱଳ ହେବ ତ୍ୱଚା

ଆଜିକାଲି ହରମୋନ୍‌ ଇମ୍‌ବାଲାନ୍ସ ଯୋଗୁ ଝିଅଙ୍କ ମୁହଁରେ ବି ଛୋଟ ଛୋଟ ରୁମ ଉଠୁଥିବା ଦେଖାଯାଇଛି। ଏହି ଅନାବଶ୍ୟକ ବାଳ ଯୋଗୁ ଝିଅମାନେ ପାର୍ଲର ଯାଇ ଟ୍ରିଟ୍‌ମେଣ୍ଟ କରୁଛନ୍ତି। କିନ୍ତୁ ବାହାରେ ବିୟୁଟି ଟ୍ରିଟ୍‌ମେଣ୍ଟରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଆପଣ ଚାହିଁଲେ କେତେକ ଘରୋଇ…

କଳିଯୁଗର ପିଶାଚ ବାପା: ଛୁଆ କାନ୍ଦିବାରୁ ଛାତିକୁ ଦେଲେ ଦି ଗୋଇଠା, ଚାଲିଗଲା ୨ ବର୍ଷର ପୁଅ ଜୀବନ

ପୁଅ କାନ୍ଦିଲେ ମା’ବାପା ତାକୁ ଖେଳଣା ଦେଖାଇ କିମ୍ବା ବାହାରକୁ ନେଇ ଚୁପ୍‌ କରାଇଥାନ୍ତି। କିନ୍ତୁ ଉତ୍ତରାଖଣ୍ଡରେ ଜଣେ ବାପା ପୁଅ କାନ୍ଦିବାରୁ ତାକୁ ଚୁପ୍‌ କରାଇବା ବଦଳରେ ପୂରା ଚୁପ୍‌ କରିଦେଇଛନ୍ତି। ରାତିରେ ଶୋଇବା ବେଳେ ପୁଅ କାନ୍ଦିବାରୁ ବାପା ଛୁଆକୁ ଜୀବନରୁ ମାରି ଦେଇଥିବା ଭଳି ଦେହ…

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏଟିଏମ୍‌ ଠକେଇ ରୋକିବା ପାଇଁ ବ୍ୟାଙ୍କ ଆରମ୍ଭ କଲା ନୂଆ ସୁବିଧା

କରୋନା ସମୟରେ ବ୍ୟାଙ୍କ ଠକେଇ ମାମଲା କ୍ରମଶଃ ବଢ଼ିବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର କଡ଼ା ନିୟମ ପରେ ବି ବ୍ୟାଙ୍କ ଠକେଇ ବଢ଼ିଚାଲିଛି। ଠକମାନେ ସାଧାରଣ ଲୋକଙ୍କୁ ଠକିବାକୁ କିଛି ନା କିଛି ବାଟ ଖୋଜି ବାହାର କରୁଛନ୍ତି। ଠକେଇକୁ ଦୃଷ୍ଟିରେ ରଖି ସବୁଠୁ ବଡ଼ ସରକାରୀ ବ୍ୟାଙ୍କ…

ପୁଣି ବଢ଼ିଲା ଲୋକପ୍ରିୟ ବାଇକ୍‌ ସ୍ପ୍ଲେଣ୍ଡର ପ୍ଲସ୍‌ର ଦାମ୍‌, ଚଳିତବର୍ଷ ମେ’ରେ ୭୫୦ ଟଙ୍କା ବଢ଼ିଥିଲା

ହିରୋ କମ୍ପାନୀର ଲୋକପ୍ରିୟ ତଥା ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକ୍‌ ସ୍ପ୍ଲେଣ୍ଡର ପ୍ଲସ୍‌ର ଦାମ୍‌ ପୁଣି ବଢ଼ିଛି। ଏବେ ଏହି ବାଇକ୍‌ର ଦାମ୍‌ ୬୦,୫୦୦ ଟଙ୍କା ହୋଇଯାଇଛି। ରିପୋର୍ଟ ମୁତାବକ ସ୍ପ୍ଲେଣ୍ଡର ପ୍ଲସ୍‌ର ସବୁ ବାଇକ୍‌ର ଦାମ୍‌ ବଢ଼ାଇ ଦିଆଯାଇଛି। ତେବେ ଦାମ୍‌ ବଢ଼ିଥିଲେ ମଧ୍ୟ…

ଇନ୍‌ଷ୍ଟାଗ୍ରାମ୍‌ର ସୁପରଷ୍ଟାର ଏରିୟାନା ଗ୍ରାଣ୍ଡେ, ୨୦୦ ମିଲିୟନ୍‌ ଫଲୋୟର୍ସ ପାଇବାରେ ପୃଥିବୀର ପ୍ରଥମ ମହିଳା

ପପ୍‌ଷ୍ଟାର ଏରିୟାନା ଗ୍ରାଣ୍ଡେ ଫଟୋ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ୍‌ର ୨୦୦ ମିଲିୟନ୍‌ ଫଲୋୟର୍ସ ଥିବା ପ୍ରଥମ ମହିଳା ହୋଇଛନ୍ତି। ୨୭ ବର୍ଷୀୟା ଏହି ଗାୟିକାଙ୍କ ପରେ ୧୯୩ ମିଲିୟନ୍‌ ଫଲୋୟର୍ସଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରିଆଲିଟି ଟିଭି ଷ୍ଟାର କାଇଲି ଜେନର ଓ ୧୯୦…

ପ୍ରଥମ ଥର ପାଇଁ ମା’ ହେଲା ତିମି, ଭାଇରାଲ ହେଉଛି ନବଜାତ ଛୁଆର ମନୋରମ ଭିଡିଓ

ଆକ୍ୱାରିୟମ୍‌ରେ ଏକ ତିମି ମାଛ ପ୍ରଥମ ଥର ପାଇଁ ପିଲା ଜନ୍ମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆମେରିକାର ସେଡ୍‌ ଆକ୍ୱାରିୟମ୍‌ରେ ରହୁଥିବା ଏକ ବେଲୁଗା ହ୍ୱେଲ ଶାବକ ଜନ୍ମ ଦେଇଛି। ଛୁଆ ଜନ୍ମର ପୂରା ପ୍ରକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ…

ରିୟାଙ୍କ ପରେ ସାମ୍ନାକୁ ଆସିଲା ଜିୟାଙ୍କୁ କୁଣ୍ଢାଇ ଧରିଥିବା ମହେଶ ଭଟ୍ଟଙ୍କ ଫଟୋ, ଦେଖନ୍ତୁ ସୁଗାର ଡାଡିଙ୍କ ରାସଲୀଳାର…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସହ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ଉଭୟଙ୍କୁ ପ୍ରବଳ ଟ୍ରୋଲ କରୁଥିବା…