Below header

ଚକ୍ରବ୍ୟୁହରେ ଫସିଲେ ରିୟା ଚକ୍ରବର୍ତ୍ତୀ, ମୋବାଇଲ ଚାଟ୍‌ରୁ ଜଣାପଡ଼ିଲା ଡ୍ରଗ୍ସ କିଣାବିକାରେ ବି ସାମିଲ ଥିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକବର୍ତ୍ତୀ ଧୀରେ ଧୀରେ ଚକ୍ରବ୍ୟୁହ ଭିତରକୁ ପଶି ପଶି ଚାଲିଛନ୍ତି। ମାମଲାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତକାଲି ବିଳମ୍ବିତ ରାତିରେ ରିୟାଙ୍କ ଭାଇ ସୌଭିକ୍‌ଙ୍କୁ ଗିରଫ କରାଯାଇଛି। ଏହା ପରେ ଏବେ ରିୟା ଚକ୍ରବର୍ତ୍ତୀ ନିଜ ଜାଲରେ…

ଆଜି ଗୁରୁ ଦିବସ, ଜାଣନ୍ତୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କର ମୁଖନିଃସୃତ କେତେକ ଅମୂଲ୍ୟ ବାଣୀ

ଭାରତର ପୂର୍ବ ରାଷ୍ଟ୍ରପତି ଡା.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ମୃତିରେ ଆଜିର ଦିନ ସେପ୍ଟେମ୍ବର ୫କୁ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଡା. ରାଧାକ୍ରିଷ୍ଣନ୍‌ ଏକାଧାରାରେ ଥିଲେ ଜଣେ ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ତଥା ରାଜନୈତିଜ୍ଞ।…

କୁଳଦେବୀଙ୍କୁ ଖୁସି କରିବାକୁ ସ୍ତ୍ରୀର ବଳି ପକାଇଲା ସ୍ୱାମୀ, ପୁଅ ଖୋଲିଲା ରାଜ୍‌

କୁଳ ଦେବୀଙ୍କୁ ଖୁସି କରିବା ପାଇଁ ବଳି ପକାଇବା ଏକ ପୁରୁଣା ପରମ୍ପରା। ଆଗରୁ ଲୋକମାନେ ମନୋସ୍କାମନା ପୂରଣ କରିବା ପାଇଁ ଦେବାଦେବୀଙ୍କ ସାମ୍ନାରେ କୁକୁଡ଼ା, ଛେଳିଙ୍କୁ ବଳି ପକାଉଥିଲେ। କିନ୍ତୁ ଏବେ ଯୁଗ ବଦଳିବା ସହ ଲୋକଙ୍କ ଚିନ୍ତାଧାରା ବି ବଦଳିଛି। ବଳିକୁ ଏକ କୁସଂସ୍କାର ମନେ କରି ଲୋକମାନେ…

ଡ୍ରଗ୍ସ ନେଉଥିବା ନେଇ ସ୍ୱୀକାର କଲେ ରିୟାଙ୍କ ଭାଇ ସୌଭିକ୍‌, ସୁଶାନ୍ତଙ୍କ ମୃତ୍ୟୁ ପରେ ବି କରିଥିଲେ ଅର୍ଡର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଏବେ ମର୍ଡର, ସୁଇସାଇଡ୍‌ଠୁ ଅଧିକ ଡ୍ରଗ୍ସ ର‍୍ୟାକେଟ୍‌ରେ ପରିବର୍ତ୍ତିତ ହୋଇଛି। ଗୋଟେ ପଟେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଜାଣିବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏନ୍‌ସିବି ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଯାଞ୍ଚ ଆରମ୍ଭ…

ସଞ୍ଜୟ ରାଉତଙ୍କୁ ଚ୍ୟାଲେଞ୍ଜ କଲେ କଙ୍ଗନା, କହିଲେ- ‘୯ରେ ମୁମ୍ବାଇ ଆସୁଛି, କାହା ବୋପାର ଦମ୍‌ ଅଛି ତ ଅଟକାଇ ଦେଖାଅ’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ଲଗାତାର ବୟାନବାଜି ଚାଲିଛି। ଏହି ମାମଲାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛନ୍ତି ଓ ବଲିଉଡ୍‌ର ସତ ସାମ୍ନାକୁ ଆଣୁଛନ୍ତି। ତେବେ ବର୍ତ୍ତମାନ କଙ୍ଗନା ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ କଥା କଟାକଟି…

ରୋବଟ୍‌ଠୁ ଆରମ୍ଭ କରି ସାଟେଲାଇଟ୍‌ ଜାମର ପର୍ଯ୍ୟନ୍ତ, ମହାକାଶରୁ ଶତ୍ରୁଙ୍କ ସବୁ ଗତିବିଧି ଉପରେ ନଜର ରଖିଛି ଚୀନ୍‌

ଭାରତ ସହ ଯୁଦ୍ଧ କରିବାକୁ ପୂରା ପ୍ରସ୍ତୁତ ଅଛି ଚୀନ୍‌। ଏବେ ଚୀନ୍‌ର ନଜର ଭାରତର ସୈନ୍ୟ ସମେତ ଅସ୍ତ୍ରଶସ୍ତ୍ର ଉପରେ। ଭାରତର ସୈନ୍ୟବଳକୁ ପରଖିସାରିବା ପରେ ଅଚାନକ ଆକ୍ରମଣ କରିବା ପାରନ୍ତି ଚୀନୀ ସେନା। ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ଦିଗ୍‌ଦର୍ଶନରେ ଚୀନ୍‌ ନିଜ ଶତ୍ରୁ ଦେଶର ସମସ୍ତ…

Facebook‌ ଓ Instagram ଡିଆକ୍ଟିଭେଟ୍‌ କଲେ ଖୋଦ୍‌ କମ୍ପାନୀ ଦେବ ଟଙ୍କା, ଜାଣନ୍ତୁ କାରଣ

ଫେସ୍‌ବୁକ୍‌ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ ମିଳିବ ଟଙ୍କା। ଖୋଦ୍‌ ଫେସ୍‌ବୁକ୍‌ କମ୍ପାନୀ ୟୁଜର୍ସଙ୍କୁ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ ଟଙ୍କା ଦେବ ବୋଲି ଘୋଷଣା କରିଛି। କମ୍ପାନୀର ଏହି ଘୋଷଣା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଡିଆକ୍ଟିଭ୍‌ କଲେ…

IPL ୨୦୨୦: ବହୁ ପ୍ରତୀକ୍ଷାର ଘଟିବ ଅନ୍ତ, ଆଜି ଘୋଷଣା ହେବ ଆଇପିଏଲର ପୂରା ସିଡ୍ୟୁଲ

ଆଇପିଏଲ ୨୦୨୦ର ପୂରା କାର୍ଯ୍ୟକ୍ରମ ସେପ୍ଟେମ୍ବର ୪ ଅର୍ଥାତ୍‌ ଆଜି ଜାରି କରାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ‘ଆମେ ବୁଝିପାରୁଛୁ ଯେ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାରେ ବିଳମ୍ବ ହେଉଛି। ଶୁକ୍ରବାର ଦିନ…

ପିତୃପକ୍ଷରେ ନୂଆ ପୋଷାକ, ଗାଡ଼ି, ଗହଣା କିଣିବା ଶୁଭ ନା ଅଶୁଭ, ଜାଣନ୍ତୁ କ’ଣ କହେ ଶାସ୍ତ୍ର

ପିତୃପକ୍ଷ ବା ଶ୍ରାଦ୍ଧପକ୍ଷକୁ ନେଇ ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ ଏହି ସମୟ ଅତ୍ୟନ୍ତ ଅଶୁଭ ହୋଇଥାଏ। ଏ ଅବସରରେ କୌଣସି ଜିନିଷ କିଣିବା ଅନୁଚିତ। କାରଣ ଏହି ସମୟରେ ପୂର୍ବପୁରୁଷ ପୃଥିବୀକୁ ପରିଜନଙ୍କ ସହ ରହିବାକୁ ଆସିଥାନ୍ତି। ଏଣୁ ଏହି ସମୟରେ କିଛି ନୂଆ ଜିନିଷ କିଣାକିଣି କରିବାକୁ କିଛି…

ସଲମାନ୍‌ ଖାନ୍‌ ହିଁ ହୋଷ୍ଟ କରିବେ ବିଗବସ୍‌ ୧୪, ପ୍ରତି ଏପିସୋଡ୍‌ ପିଛା ନେବେ ୨୦ କୋଟି

ଟେଲିଭିଜନର ସବୁଠୁ ହିଟ୍‌ ତଥା ଲୋକପ୍ରିୟ ଶୋ’ ବିଗ୍‌ବସ୍‌ର ୧୪ ତମ ସଂସ୍କରଣ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥରକ ବି ସଲମାନ୍‌ ଖାନ୍‌ ହିଁ ଶୋ’ର ହୋଷ୍ଟିଂ କରିବେ। କିନ୍ତୁ ଶୋ’ ଆରମ୍ଭ ହେବା ପୂର୍ବରୁ ସଲମାନ ନିଜ ଫିସ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ମିଳିଥିବା ଖବର ମୁତାବକ ସଲମାନ୍‌…

ନାବାଳିକାକୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ୪ ଯୁବକ, ପାଟି ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। କେତେବେଳେ କୁନି ଝିଅ ତ ଆଉ କେତେବେଳେ ବୃଦ୍ଧାଙ୍କ ଉପରେ ହେଉଛି ପାଶବିକ ଅତ୍ୟାଚାର। ପୁରୁଷଙ୍କ ଡରରେ ଏବେ ଝିଅମାନେ ଘରୁ ବାହାରିବାକୁ ବି ଡରିଲେଣି। କିଏ ଜାଣିଛି କେତେବେଳେ ରାସ୍ତାରେ ଅପେକ୍ଷା କରି ରହିଥିବ ମଣିଷ ଶରୀର ଲୋଭୀ ରାକ୍ଷସ ଆଉ ନିରୋଳାରେ…

କରୋନା ଭୟରେ କଫିନ୍‌ରେ ଦିନ କାଟୁଛନ୍ତି ଏହି ଦେଶର ଲୋକ, କରୁଛନ୍ତି ଅଜବ କାମ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଜାରି ରଖିଛି। ଟୀକା ବାହାରିସାରିଥିବା କୁହାଯାଉଥିଲେ ମଧ୍ୟ ଲୋକଙ୍କ ପାଖରେ ଏବେ ଯାଏଁ ତାହା ପହଞ୍ଚିପାରିନାହିଁ। ଏଣୁ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ସଂକ୍ରମଣ ଯେତିକି ବଢ଼ୁଛି ଲୋକଙ୍କ ମଧ୍ୟରେ ସେନେଇ ଡର ମଧ୍ୟ ସେତିକି…