ଦିନେ ଯେଉଁ ବିଲ୍ଡିଂ ସାମ୍ନାରେ ଠିଆ ହେବାରୁ ସିକ୍ୟୁରିଟି ଗାର୍ଡ ଗାଳି ଦେଇ ବିଦା କରିଦେଇଥିଲା, ଆଜି ସେହି ବଙ୍ଗଳାର…

ଅକ୍ଷୟ କୁମାର, ବଲିଉଡ୍‌ ପାଇଁ ଏହି ନାଁ ହିଁ ଯଥେଷ୍ଟ। ଅକ୍ଷୟ କେବଳ ପରଦାରେ ନୁହେଁ ରିୟଲ ଲାଇଫ୍‌ରେ ମଧ୍ୟ ଜଣେ ହିରୋ। ଯେତେବେଳେ ବି ଯିଏ ଅସୁବିଧାରେ ପଡ଼େ ଅକ୍ଷୟଙ୍କୁ ଗୋଟେ ମେସେଜ୍‌ ଦେଲେ ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ତେବେ ଏହି ଲୋକପ୍ରିୟତା ପାଇବାକୁ…

ଇଏ କି ପ୍ରେମ! ଘରେ ରାଜି ହେଲେନି ବୋଲି ଟ୍ରେନ୍‌ ସାମ୍ନାକୁ ଡେଇଁ ଜୀବନ ହାରିଲେ ଦିଅର-ଭାଉଜ

ପ୍ରେମ ଶାଶ୍ୱତ, ଚିରନ୍ତନ। ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ, ବୟସ, ସମ୍ପର୍କ। କେତେବେଳେ କେଉଁଠି କାହାକୁ କାହା ସହ ପ୍ରେମ ହେବ ତାହା କେହି କହିପାରିବେନାହିଁ। ଖାଲି ଯୁବକଯୁବତୀ ପ୍ରେମ କରନ୍ତି ତାହା ନୁହେଁ। ଦୀର୍ଘଦିନର ବୈବାହିକ ଜୀବନ ପରେ ବି ଆଉ କାହା ସହ ପ୍ରେମ ହୋଇପାରେ। ଯିଏ…

ଡ୍ରଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ ରିୟା, କହିଲେ ‘ସୁଶାନ୍ତ ବେଳେବେଳେ ଗଞ୍ଜେଇ ଟାଣୁଥିଲେ, କିନ୍ତୁ …’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ମୁହାଁଉଛି। ଏବେ ଏହି ମାମଲାରେ ରିୟାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଛି ପୋଳିସ। ତେବେ ଏହି ମାମଲାରେ ଆଜି ପୁଣିଥରେ ଏନ୍‌ସିବି ରିୟାଙ୍କୁ ଜେରା କରୁଛି। ଜେରା ବେଳେ ରିୟା…

ଧରାପଡ଼ିଲା ପାକ୍‌ର ଚାଲ୍‌, ଖୁଲମ୍‌ଖୁଲା ବୁଲିବାକୁ ଆତଙ୍କବାଦୀକୁ ମିଳିଛି ଗୁଇନ୍ଦା ବିଭାଗର ପରିଚୟ ପତ୍ର

ଧରାପଡ଼ିଲା ପାକିସ୍ତାନର କୁତ୍ସିତ ଚାଲ୍‌। ଭାରତୀୟ ସୁରକ୍ଷା ଏଜେନ୍ସି ହାତରେ ଲାଗିଛି ପାକିସ୍ତାନର ବଡ଼ ଯୋଜନା। ଏହି ବଡ଼ ପ୍ରମାଣ ମିଳିବା ପରେ ପାକିସ୍ତାନର କଳା କାରନାମା ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସି ଏକ ନୂଆ ଦସ୍ତାବିଜ୍‌ ପାଇଛି। ଏହି କାଗଜ ପାକିସ୍ତାନର ଇଣ୍ଟର ସର୍ଭିସେଜ୍‌…

କଙ୍ଗନା ରାଣାଓ୍ଵତ୍‌ଙ୍କୁ ସୁରକ୍ଷା ଦେବେ ହିମାଚଳ ପ୍ରଦେଶ ସରକାର, ଅଭିନେତ୍ରୀଙ୍କ ପିତା କରିଥିଲେ ଅନୁରୋଧ

ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ର ରାଜ୍‌ ଖୋଲିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌। ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ କଙ୍ଗନା ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଜାରି ରହିଛି। କଙ୍ଗନା ଏବେ ନିଜ ହୋମ୍‌ଟାଉନ୍‌ରେ ଅଛନ୍ତି ଓ…

ଇଲେକ୍ଟ୍ରିକ୍‌ ଗାଡ଼ିର ଚାର୍ଜିଂ ପାଇଁ ଆଉ ଟେନ୍‌ସନ୍‌ ନାହିଁ, ୬୯,୦୦୦ ପେଟ୍ରୋଲ ପମ୍ପରେ ଚାର୍ଜିଂ ପଏଣ୍ଟ ଲଗାଇବାକୁ…

ସରକାର ଦେଶର ପ୍ରାୟ ୬୯,୦୦୦ ଟି ପେଟ୍ରୋଲ ପମ୍ପରେ ଇଲେକ୍ଟ୍ରିକ୍‌ ଚାର୍ଜିଂ ଷ୍ଟେସନ୍‌ ଲଗାଇବାକୁ ଯୋଜନା କରୁଛନ୍ତି। ଏହି ପଦକ୍ଷେପ ପରେ ଦେଶରେ ଇଲେକ୍ଟ୍ରୋନିକ୍‌ ଯାନବାହନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଏଥିସହ ସମସ୍ତ ସରକାରୀ ପେଟ୍ରୋଲ ପମ୍ପରେ ଏହି ଇଲେକ୍ଟ୍ରିକ୍‌ ଚାର୍ଜିଂ…

ମାତ୍ର ୧୪,୦୦୦ଟଙ୍କାରେ ଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି OnePlus, ଜାଣନ୍ତୁ କ’ଣ ରହିଛି ଫିଚର

ଓ୍ଵାନ୍‌ ପ୍ଲସ୍‌ ଏବେ ଏଣ୍ଟ୍ରି ଲେବଲ ସ୍ମାର୍ଟ ଫୋନ୍‌ ଉପରେ କାମ କରୁଛି। କମ୍ପାନୀ ତରଫରୁ ଏହି ସ୍ମାର୍ଟଫୋନ୍‌କୁ Clover କୋଡ୍‌ ନେମ୍‌ ଦିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ସ୍ମାର୍ଟଫୋନ୍‌ରେ କ୍ୱାଲ କମ୍‌ ସ୍ନାପଡ୍ରାଗନ୍‌ ୪୬୦SoC ପ୍ରୋସେସର ଦିଆଯିବ। ଏବେ ଏହି…

ସାମାନ୍ୟ ବଢ଼ିଲା ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍

ସାମାନ୍ୟ ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪,୧୨୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୮୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି। ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା…

ବଧାଇ ହୋ ପରେ ଏବେ ଆସିବ ‘ବଧାଇ ଦୋ’, ଆୟୁଷ୍ମାନ୍‌ଙ୍କୁ ରିପ୍ଲେସ୍‌ କଲେ ଏହି ଅଭିନେତା

ବଧାଇ ହୋ ପରେ ଏବେ ପରଦାକୁ ଆସିବାକୁ ଯାଉଛି ବଧାଇ ଦୋ। ନାଁରୁ ହିଁ ବୁଝାପଡ଼ୁଛି ଯେ ବଧାଇ ଦୋ ଏକ ପାରିବାରିକ କମେଡି ଫିଲ୍ମ। ଫିଲ୍ମଟିକୁ ମସ୍ତି, ମଜାକ୍‌, କମେଡିର ଭରପୁରର କମ୍ପ୍ଲିଟ୍‌ ପ୍ୟାକେଜ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ମାତ୍ର ବଧାଇ ଦୋର କାହାଣୀ ଓ ଚରିତ୍ର ବଧାଇ ଦୋ ଠାରୁ…

ସକାଳୁ ସକାଳୁ ଏହି ଦିଗର ଝରକା କବାଟ ନିଶ୍ଚୟ ଖୋଲନ୍ତୁ, ଦୂର ହେବ ଜୀବନର ସବୁ ଦୁଃଖ

ବାସ୍ତୁ ସମସ୍ୟା ଥିଲେ ହେବା କାର୍ଯ୍ୟ ବି ହୁଏନି। ଏଣୁ ଘରର ବାସ୍ତୁ ଦୋଷ ଦୂର କରିବାକୁ ବିସ୍ତୁବିତ୍‌ମାନେ ପରାମର୍ଶ ଦେଇଥାନ୍ତି। ଯଦି ଘରେ ପଜିଟିଭ ଉର୍ଜା କମ୍‌ ହୋଇଯାଇଛି, ତେବେ ମଧ୍ୟ ଘରେ ବିଶୃଙ୍ଖଳା ଦେଖାଦିଏ। ଅଧିକାଂଶ ଲୋକ ଏନେଇ ଜାଣିପାରନ୍ତି ନାହିଁ। ପଜିଟିଭ୍‌ ଏନର୍ଜି କମ୍‌ ଥିଲେ…

ଠକ-ଠକ ଗ୍ୟାଙ୍ଗ୍: ଚଳନ୍ତା ଗାଡ଼ି ଉପରେ ପ୍ରଥମେ ଫିଙ୍ଗୁଥିଲେ ରଙ୍ଗ, ଆଉ ତା’ପରେ ଏମିତି କରୁଥିଲେ ଲୁଟ୍‌ପାଟ୍‌

ଚୋରି କରିବାକୁ ଚୋରମାନେ ଏବେ ବିଭିନ୍ନ ନିଆରା ଟେକ୍‌ନିକ୍‌ ଆପଣାଉଛନ୍ତି। କିନ୍ତୁ ଏବେ ଏକ ଏଭଳି ଚୋର ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି ଯେଉଁମାନେ ଚୋରି କରିବାକୁ ସମସ୍ତଙ୍କଠାରୁ ଅଲଗା ଏକ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗାଡ଼ି ଉପରକୁ ନାଲି ରଙ୍ଗ ଫିଙ୍ଗି ଚୋରମାନେ ଚୋରି କରୁଥିବା ଜଣାଯାଇଛି।…

ଜାରି ହେଲା ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ର ସିଡ୍ୟୁଲ, ପ୍ରଥମ ମ୍ୟାଚ୍‌ରେ‌ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ…

ଜାରି ହେଲା ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ର ସିଡ୍ୟୁଲ। କରୋନା କାଳରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଆଇପିଏଲ। ଚଳିତ ଥରର ପ୍ରଥମ ମ୍ୟାଚ୍‌ ଗତ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଅନୁଷ୍ଠିତ ହେବ।…