Below header

ରୁମାଲରେ ଇସାରା ଦେବେ ଜେଲର, ଆଉ ତା’ପରେ ନିର୍ଭୟା ଅଭିଯୁକ୍ତଙ୍କ ସହ ଏମିତି କରିବେ ଘାତକ

ନିର୍ଭୟା ମାମଲାର ଦୋଷୀଙ୍କୁ ଆଉ ମାତ୍ର ଦିନ କେଇଟା ପରେ ମିଳିବ ଫାଶୀ। ଡିସେମ୍ବର ୧୮ ତାରିଖରେ ଏହି ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ସମୟ ଧାର୍ଯ୍ୟ କରାଯାଇଛି। କୋର୍ଟ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ କରିଛନ୍ତି। ଅକ୍ଷୟ ନିଜ ଓକିଲ ଜରିଆରେ ଏକ ଚିଠି ଲେଖି କହିଥିଲେ ଯେ ଏମିତିରେ…

ପିଲାଙ୍କ ନାମକରଣ କରିବା ବେଳେ କରନ୍ତୁନି ଏସବୁ ଭୁଲ, ହୋଇପାରେ ବଡ଼ ଅସୁବିଧା

ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ମଧ୍ୟ ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଏଣୁ ସମସ୍ତେ ନିଜ ମନପସନ୍ଦର କିଛି କିଛି ନାଁ କହିଥାନ୍ତି। ସେଥିମଧ୍ୟରୁ ବାଛି ବାଛି ସବୁଠାରୁ ଭଲ ନାଁଟିକୁ ଶିଶୁର ନାମକରଣ କରାଯାଏ। ଯାହା ସାରା ଜୀବନ ପର୍ଯ୍ୟନ୍ତ ପିଲାର…

ଶାରୀରିକ ସମ୍ପର୍କ ବିନା ମଧ୍ୟ ହୋଇପାରନ୍ତି ଗର୍ଭବତୀ! ତେଣୁ ଭୁଲରେ ବି କରନ୍ତୁନି ଏସବୁ କାମ

ଉଭୟ ପତିପତ୍ନୀ ଓ ପ୍ରେମୀଯୁଗଳଙ୍କ ପାଇଁ ଶାରୀରିକ ସମ୍ପର୍କ ଏକ ନୂତନ ଅନୁଭବ। ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଉଭୟେ ଉଭୟଙ୍କୁ ଅଧିକ ଚିହ୍ନିବା ବା ଜାଣିବାରେ ମଧ୍ୟ ସହବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ବେଳେବେଳେ ବିନା ପ୍ରୋଟେକ୍ସନ୍‌ରେ…

୧୩ ବର୍ଷ ଧରି ପେଟରେ ବାଜୁଥିଲା ହ୍ଵିସିଲ୍‌, ଅପରେସନ୍‌ କରିବାରୁ ବାହାରିଲା ଏହି ଅଦ୍ଭୁତ ଜିନିଷ

୧୩ ବର୍ଷ ଧରି ପେଟରେ ବାଜୁଥିଲା ହ୍ଵିସିଲ୍‌। ପରୀକ୍ଷାନିରୀକ୍ଷା ପରେ ବି କିଛି ଜଣାପଡ଼ୁନଥିଲା। ଶେଷରେ ଅପରେସନ୍‌ କରିବାରୁ ଯାହା ବାହାରିଲା, ତାହା ଦେଖି ଡାକ୍ତର ବି ହୋଇଯାଇଥିଲେ ଚକିତ। କାରଣ ରୋଗୀଙ୍କ ପେଟରୁ ବାହାରିଥିଲା ପେନ୍‌ କ୍ୟାପ୍‌। ୨୦ ମିନିଟ୍‌ର ଅପରେସନ୍‌ ପରେ ଡାକ୍ତର ରୋଗୀର…

ଦିନେ ଆୟ ଥିଲା ମାତ୍ର ୭୫୦ ଟଙ୍କା, ଏବେ ଏସିଆର ସବୁଠାରୁ ଧନୀ ଅଭିନେତା

ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ। ସେ ଆଜି ୬୯ ବର୍ଷରେ ପାଦ ଥାପିଛନ୍ତି। ରଜନୀକାନ୍ତ ଜଣେ ମଣିଷ ହୋଇଥିଲେ ମଧ୍ୟ ତାମିଲନାଡ଼ୁବାସୀ ତାଙ୍କୁ ଭଗବାନ ଭଳି ପୂଜା କରିଥାନ୍ତି। ଫିଲ୍ମରେ ଅଭିନୟ କରି ସେ ଯେତିକି ନାଁ କମାଇନାହାନ୍ତି, ତା’ଠୁ ଅଧିକ ଲୋକଙ୍କ ସେବା କରି କମାଇଛନ୍ତି। ଏହି…

ବିବାହ ପୂର୍ବରୁ ନିଶ୍ଚୟ କରନ୍ତୁ ଏସବୁ ମେଡିକାଲ ଟେଷ୍ଟ, ନଚେତ୍‌ ଦାମ୍ପତ୍ୟ ଜୀବନ ହୋଇପାରେ ବରବାଦ

ଆରମ୍ଭ ହୋଇଗଲାଣି ବିବାହ ଋତୁ। ଏହି ସିଜନ୍‌ରେ ଅନେକ କୁମାର କୁମାରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହୋଇସାରିବେଣି। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ତଥା ପାର୍ଟନରଙ୍କୁ ବୁଝିବାକୁ ଏହି ସମୟରେ ସମସ୍ତେ ଚେଷ୍ଟା ଚଳାଇଥାନ୍ତି। କିନ୍ତୁ ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ…

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଲାଗିପାରେ ୬ ଘଣ୍ଟା, ଜାଣନ୍ତୁ ଫାଶୀଖୁଣ୍ଟରେ ଝୁଲାଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

ଦିଲ୍ଲୀ ନିର୍ଭୟା ଘଟଣାର ଅଭିଯୁକ୍ତମାନେ ଫାଶୀରୁ ମୁକ୍ତି ପାଇଁ ରାଜକ୍ଷମା ପାଇଁ ଆବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ। ତଥାପି ଫାଶୀ ଦେବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜେଲ ସୂତ୍ରରୁୁ ମିଳିଥିବା ସୂଚନାନୁଯାୟୀ, ଦୋଷୀମାନଙ୍କ ପାଇଁ…

ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏ ଟଙ୍କା ଚାର୍ଜ କରନ୍ତି ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ ଆଉ କିଏ ନିଅନ୍ତି…

ବଲିଉଡ୍‌ କଳାକାରଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ଫିଲ୍ମ ଓ ବିଜ୍ଞାପନ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରୁ ମଧ୍ୟ ଏହି ଅଭିନେତା ଅଭିନେତ୍ରୀମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଷ୍ଟାରମାନେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫଟୋ ପୋଷ୍ଟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି।…

‘‘କହୋ ନା ପିଆଜ ହୈ…’’ପିଆଜକୁ ନେଇ ଅମୁଲର ମଜାଳିଆ ପୋଷ୍ଟ, ୟୁଜର କହିଲେ ଏମିତି

ଅମୁଲର ବିଜ୍ଞାପନ ସର୍ବଦା ପ୍ରାସଙ୍ଗିକତା ଓ ରଚନାତ୍ମକତା ଉପରେ ପର୍ଯ୍ୟବେସିତ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମୁଲ ନିଜ ବିଜ୍ଞାପନ ପ୍ରସ୍ତୁତ କରିଥାଏ। ଏଥରକ ମଧ୍ୟ ଅମୁଲ ନିଜ ବିଜ୍ଞାପନକୁ ଚିରାଚରିତ ଢଙ୍ଗରେ ପ୍ରସ୍ତୁତ କରିଛି। ଚଳିତଥରର ଥିମ୍‌ ପିଆଜର ବର୍ଦ୍ଧିତ ଦରକୁ ଉପରେ…

ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଘିକୁଆଁରୀ ସେବନ, ଏସବୁ ରୋଗ ଥିଲେ ଛୁଇଁବା ମନା

ମୁହଁଠୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରିବାରେ ଘିକୁଆଁରୀ ସାହାଯ୍ୟ କରିଥାଏ। ଘିକୁଆଁରୀ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହା ଦ୍ୱାରା ଶରୀରର କ୍ଷତି ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଘିକୁଆଁରୀ ରସ ବା…

‘ମାଷ୍ଟର ସେଫ୍‌ ଇଣ୍ଡିଆ’ରେ ଚିକେନ୍‌ ବେସର ପ୍ରସ୍ତୁତ କରି ଚର୍ଚ୍ଚାରେ ଓଡ଼ିଆ ପୁଅ

ଷ୍ଟାର ପ୍ଲସ୍‌ରେ ପ୍ରସାରିତ ରୋଷେଇଭିତ୍ତିକ କାର୍ଯ୍ୟକ୍ରମ ‘ମାଷ୍ଟର ସେଫ୍‌ ଇଣ୍ଡିଆ’ରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଏବେ ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି ଏହି ଓଡ଼ିଆ। ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁରର ଅବିନାଶ…

ଝିଅମାନେ ଅଣ୍ଡିରାଚଣ୍ଡୀ ହେବା ପଛରେ ରହିଛି କି କାରଣ? ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର

ମହିଳାଙ୍କ ଶରୀରରେ ଅଧିକ ମାତ୍ରାରେ ପୁରୁଷ ହରମୋନ୍‌ କ୍ଷରଣ ହେବାକୁ ହାଇପର ଏଣ୍ଡ୍ରୋଜେନିଜମ୍‌ କୁହାଯାଏ। ଏହି ସମସ୍ୟା ଦେଖାଯାଉଥିବା ମହିଳାଙ୍କଠାରେ କେଶ ଝଡ଼ିବା, ମୁହଁରେ ବ୍ରଣ, ତ୍ୱଚାରେ କୁଣ୍ଡିଆ, ମୁହଁରେ ଚୁଟି ବଢ଼ିବା ଓ ମାସିକ ଧର୍ମରେ ଅନିୟମିତତା ଭଳି ସମସ୍ୟା ଦେଖାଯାଏ। ଏଥିସହ ଶରୀରରେ…