ସହବାସ ପାଇଁ ବର୍ଷର ଶେଷ ମାସ ହେଉଛି ସବୁଠାରୁ ଉତ୍ତମ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ବର୍ଷର ଅନ୍ୟ ମାସ ତୁଳନାରେ ଶେଷ ମାସ ଡିସେମ୍ବରରେ କିିଛି ନା କିଛି ଭିନ୍ନତା ରହିଛି। ବଢ଼ିଆ ପାଗ ଓ ପରିବେଶ ଏବଂ ଛୁଟି ସବୁ କିଛି ଏହି ଡିସେମ୍ବର ମାସରେ ଥାଏ । ତେଣୁ ଏହି ମାସରେ ଲୋକମାନେ ଅଧିକ ରୋମାଣ୍ଟିକ୍‌ ଅନୁଭବ କରିଥାନ୍ତି। କିନ୍ତୁ ଏହା ପଛରେ କ’ଣ ପ୍ରକୃତ କାରଣ ତାହା ବୋଧେ ହୁଏ କେହି…

ଦାମୀ କ୍ରିମ୍‌ ନୁହେଁ, ଷ୍ଟ୍ରେଚ୍‌ ମାର୍କରୁ ମୁକ୍ତି ପାଇଁ ଭୋଜନରେ ସାମିଲ କରନ୍ତୁ ଏହି ଭିଟାମିନ୍‌

ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ପାଇଁ ଏକ ଖୁବ୍‌ ସୁନ୍ଦର ଅନୁଭବ। କିନ୍ତୁ ପ୍ରସବ ପରେ ମହିଳାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରେଗ୍‌ନାନ୍ସି ପରେ ଶାରୀରିକ ଦୁର୍ବଳତା, ଓଜନ ବୃଦ୍ଧି, କେଶ ଝଡ଼ିବା ବ୍ୟତୀତ ପେଟର ଷ୍ଟ୍ରେଚ୍‌ ମାର୍କ ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳେ।…

ମହିଳାଙ୍କୁ ସୁରକ୍ଷା ଦେବ କସ୍‌ମେଟିକ୍‌ କ୍ରିମ୍‌, ଏବେ ଦୁଷ୍କର୍ମକାରୀଙ୍କୁ ଧରାଇବ ଲିପ୍‌ଷ୍ଟିକ୍‌

ଭାରତରେ ପ୍ରତିଦିନ ଘଟୁଥିବା ଦୁଷ୍କର୍ମ ଘଟଣାକୁ ଦେଖିବା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠୁଛି। ଏଭଳି ସ୍ଥିତିରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଫରେନ୍ସିକ୍‌ ସାଇନ୍ସ ଡିପାର୍ଟମେଣ୍ଟର ଛାତ୍ର ଏକ କସ୍‌ମେଟିକ୍‌ କ୍ରିମ୍‌ ପ୍ରସ୍ତୁତ…

ଗର୍ଭାବସ୍ଥାରେ ନିଶ୍ଚୟ ପିଅନ୍ତୁ ଗରମ ପାଣି, ଦେଖାଦେବନି ଏସବୁ ସ୍ୱାସ୍ଥ୍ୟ ସମସ୍ୟା

ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଇବା ପିଇବା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ଏହି ସମୟରେ ଶରୀରକୁ ସଠିକ୍‌ ପରିମାଣରେ ପୋଷଣ ଆବଶ୍ୟକ ହୋଇଥାଏ। ଶରୀରରେ ପାଣିର ଅଭାବ ହେଲେ ଉଭୟ ମା’ ଓ ଛୁଆଙ୍କ ପାଇଁ କ୍ଷତିକାରକ ହୋଇପାରେ। ଗର୍ଭବତୀ ମହିଳା ଗରମ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ…

ପ୍ରଦୂଷଣ କମାଇବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ହର୍ବାଲ ସାନିଟାରୀ ପ୍ୟାଡ୍‌, ଉଭୟ ମହିଳା ଓ ପୃଥିବୀ ପାଇଁ ଲାଭକାରୀ

ପରିବେଶ ପ୍ରଦୂଷଣ ପାଇଁ ସବୁଠାରୁ ଅଧିକ ଦାୟୀ ହେଉଛି ବାୟୋ ମେଡିକାଲ ୱେଷ୍ଟ ବା ମେଡିକାଲ ସାମଗ୍ରୀର ଅବଶେଷ। ଏଥିରୁ ରକ୍ଷା ପାଇବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସାରା ପୃଥିବୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି କରିବାରେ ସାନିଟାରୀ ପ୍ୟାଡ୍‌ ମଧ୍ୟ ଦାୟୀ। ବ୍ୟବହାର କରିସାରି ଫିଙ୍ଗିବା ପରେ…

ବିଶ୍ୱର ସର୍ବବୃହତ୍‌ ଭାସମାନ କ୍ରିସମାସ୍‌ ଟ୍ରି, ଲାଗିଛି ୯ଲକ୍ଷରୁ ଊର୍ଦ୍ଧ୍ୱ ଏଲ୍‌ଇଡି ବଲ୍‌ବ

ବ୍ରାଜିଲର ରିୟୋ ଡି ଜେନେରୋରେ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା କ୍ରିସ୍‌ମାସ୍‌ ଟ୍ରି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଟ୍ରିକୁ ଦୁନିଆର ସବୁଠାରୁ ବଡ଼ କ୍ରିସ୍‌ମାସ୍‌ ଟ୍ରି କୁହାଯାଉଛି। ଟ୍ରିକୁ ଲାଇଟ୍‌ ଓ ମ୍ୟୁଜିକ୍‌ରେ ସଜାଯାଇଛି। ଏହି ଟ୍ରିର ଉଦ୍‌ଘାଟନ ଅବସରରେ ଏକ ବିରାଟ…

ବାପା ହେଲେ ‘‘ୟେ ହେ ମୋହାବତେଁ’’ର ରମଣ ଭଲ୍ଲା, ଘରକୁ ଆସିଲା କୁନି ପରୀ

ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରମନ ଭଲ୍ଲା ଓରଫ୍‌ କରଣ ପଟେଲ ବାପା ହୋଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଅଙ୍କିତା ଭାର୍ଗବ ଏକ ଝିଅ ଜନ୍ମ ଦେଇଛନ୍ତି। କରଣ ଓ ଅଙ୍କିତାଙ୍କର ଏହା ପ୍ରଥମ ସନ୍ତାନ। ବର୍ତ୍ତମାନ ଉଭୟେ ମା’ଓ ଝିଅ ସୁସ୍ଥ…

ସ୍ୱର୍ଗର ଅପସରା ଉର୍ବଶୀ ବି ପୃଥିବୀଲୋକର ଯୋଦ୍ଧାଙ୍କୁ କରିବସିଥିଲେ ପ୍ରେମ, କିନ୍ତୁ ନିବସ୍ତ୍ର ସ୍ୱାମୀଙ୍କୁ ଦେଖି…

ହିନ୍ଦୁଧର୍ମରେ ଅନେକ ପୌରାଣିକ କାହାଣୀ ବିଷୟରେ ବର୍ଣ୍ଣିତ ରହିଛି। ଅଧିକାଂଶ ପୌରାଣିକ କାହାଣୀ ଦେବାଦେବୀ, ରାଜାମହାରାଜା, ଯୋଦ୍ଧା-ଅପସରାଙ୍କ ଉପରେ ପର୍ଯ୍ୟବେସିତ। ସେହିଭଳି ଏକ ଲୋକପ୍ରିୟ କାହାଣୀ ଅପସରା ଉର୍ବଶୀ ଓ ସ୍ୱାମୀ ପୁରୁରବାଙ୍କର ମଧ୍ୟ ରହିଛି। ଅନ୍ୟ କାହାଣୀ ଭଳି ଏମାନଙ୍କ…

ଭାରତ ସୀମାନ୍ତରେ ଥିବା ଏହି ସ୍ଥାନକୁ ଥରେ ଯିଏ ଯାଇଛି, ତା’ର ଆଉ ମିଳିପାରିନି ପତ୍ତା

ଭାରତ ଓ ଚୀନ ସୀମାନ୍ତରେ ଏକ ଏଭଳି ରହସ୍ୟମୟ ଘାଟୀ ରହିଛି, ଯେଉଁଠାକୁ ଯିଏ ଥରେ ଯାଇଛି ଆଉ କେବେ ବି ଫେରିନି। ଶାଙ୍ଗରୀ ଘାଟୀ ଭାବେ ଜଣାଶୁଣା ଏହି ଘାଟୀ ତିବ୍ଦତ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅବସ୍ଥିତ। ଖାସ୍‌ କରି ତନ୍ତ୍ରମନ୍ତ୍ରରେ ଏହି ଘାଟୀ କଥା ଉଲ୍ଲେଖ କରାଯାଇଛି। ବରମୁଡା ଟ୍ରାଏଙ୍ଗଲ…

ରାଶି ଅନୁସାରେ ଜାଣନ୍ତୁ କାହାକୁ କେଉଁ ପ୍ରକାରର ଶାରୀରିକ ସମ୍ପର୍କ ପସନ୍ଦ

କୌଣସି ବ୍ୟକ୍ତିଙ୍କ ସହ ନିବିଡ଼ ହେବାରୁ ପୂର୍ବରୁ ଆଜିକାଲି ପ୍ରାୟ ଲୋକ ସେମାନଙ୍କ ରାଶି ବିଷୟରେ ପଚାରି ବୁଝୁଛନ୍ତି। କାରଣ ରାଶିରୁ ହିଁ ବ୍ୟକ୍ତିର ପର୍ସନାଲିଟି, ପସନ୍ଦ ନାପସନ୍ଦ ଜାଣିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ପାର୍ଟନରଙ୍କ ସହ ଅନ୍ତରଙ୍ଗ ହେବା ପୂର୍ବରୁ ବା ସହବାସ କରିବା ପୂର୍ବରୁ…

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜାତକ ଲିଭାଇ ଫାଶୀ ଖୁଣ୍ଟରେ ଚଢ଼ାଇଥିଲେ ଏହି ଘାତକ, ଜାଣନ୍ତୁ ଏବେ କେମିତି ଅଛନ୍ତି ସେମାନେ

କାହାକୁ ଫାଶୀ ଦେବା କାମକୁ କେହି ପେସା କରିବ ବୋଲି ବୋଧେ କେହି ଭାବିନଥାନ୍ତି। କିନ୍ତୁ ଭାରତରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଘାତକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ସେମାନେ ନିଜ କାମକୁ ସଠିକ୍‌ ଭାବେ ତୁଲାଉଛନ୍ତି ମଧ୍ୟ। ସେମାନଙ୍କ ଘାତକ ହେବା ପଛରେ…

ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି କି! ଏହି ଲକ୍ଷଣକୁ ଆଦୌ କରନ୍ତୁନି ଅଣଦେଖା, ହୋଇଥାଇପାରେ ବଡ଼ ରୋଗ

ଯଦି ଆପଣ ଛୋଟ ଛୋଟ କଥାକୁ ମନେ ରଖିପାରୁନାହାନ୍ତି ଓ ଖୁବ୍‌ କମ୍‌ ସମୟରେ ଭୁଲିଯାଉଛନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହା ଅଲ୍‌ଜାଇମର ରୋଗର ସଙ୍କେତ ହୋଇଥାଇପାରେ। ଅଧିକାଂଶ ଲୋକଙ୍କ ଧାରଣା ରହିଛି ଯେ ଅଲ୍‌ଜାଇମର କେବଳ ବୃଦ୍ଧଲୋକଙ୍କୁ ହୋଇଥାଏ। ମାତ୍ର କେତେକ ରିସର୍ଚ୍ଚରେ…