ସ୍ୱପ୍ନରେ ଏହିସବୁ ଜିନିଷ ଦେଖିବା ହୋଇଥାଏ ଅତ୍ୟନ୍ତ ଶୁଭଙ୍କର, ମିଳିପାରେ ଧନ ଦେବତାଙ୍କ ଆଶିଷ

ସ୍ୱପ୍ନ ଶାସ୍ତ୍ର ଅନୁସାରେ କିଛି ଏଭଳି ସ୍ୱପ୍ନ ରହିଛି ଯାହାର ସିଧାସଳଖ ସମ୍ପର୍କ ଧନଲାଭ ସହ ରହିଥାଏ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଶୁଭ କାମ ହୋଇଥାଏ। ଏମିତିକି ବ୍ୟକ୍ତି ଜଣକ ରାତାରାତି ଧନୀ ମଧ୍ୟ ହୋଇଯାଏ। ଆସନ୍ତୁ ଜାଣିବା କେଉଁ କେଉଁ ସ୍ୱପ୍ନ ଦେଖିଲେ ହୁଏ…

ଦୁନିଆର ସବୁଠାରୁ ଥଣ୍ଡା ଅଞ୍ଚଳ, ଯେଉଁଠାରେ ଶୀତଦିନେ –୫୮ ଡିଗ୍ରୀ ଯାଏଁ ଖସିଯାଏ ତାପମାତ୍ରା

ଏବେ ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ପାହାଡ଼ିଆ ଅଞ୍ଚଳଠାରୁ ଆରମ୍ଭ କରି ସମତଳ ଅଞ୍ଚଳ ପର୍ଯ୍ୟନ୍ତ ଏବେ ସବୁ ସ୍ଥାନରେ ଶୀତ ଅନୁଭୂତ ହେଉଛି। ତେବେ ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ତାପମାତ୍ରା ୦ ଡିଗ୍ରୀଠାରୁ ମଧ୍ୟ ଆହୁରି ତଳକୁ ଖସିଯାଏ। ଫଳରେ ଘରୁ ବାହାରିବା ମୁସ୍କିଲ…

ଦେଶର କେଉଁ ରାଜ୍ୟର ଲୋକଙ୍କ ପାଖରେ ରହିଛି ସବୁଠାରୁ ଅଧିକ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର!

ଭାରତରେ ଅସ୍ତ୍ରଶସ୍ତ୍ର ରଖିବା ବେନିୟମ ହୋଇଥିବା ବେଳେ ଲାଇସେନ୍ସଯୁକ୍ତ ହାତ ହତିଆର ରଖିବା ଉପରେ କିନ୍ତୁ କୌଣସି ପ୍ରତିବନ୍ଧକ ନାହିଁ। ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ରଖିବାରେ ବି ଭାରତ ରେକର୍ଡ ସୃଷ୍ଟି କରିଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଦେଶରେ…

ଅମିତାଭ ଟ୍ଵିଟ୍‌ କରି ଲେଖିଲେ,‘‘ମୋ ପୁଅ, ପୁଅ ହେବା ଦ୍ୱାରା ମୋ ଉତ୍ତରାଧିକାରୀ ହେବ ନାହିଁ…’’

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ଶେହନ୍ସା ଭାବେ ପରିଚିତ ଅମିତାଭ ବଚ୍ଚନ ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ପରିଣତ ବୟସରେ ମଧ୍ୟ ଏହି ଅଭିନେତା ନିଜ ଅଭିନୟ ଜାରି ରଖିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ବ୍ରହ୍ମାସ୍ତ୍ର ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରଫେସନାଲ ଲାଇଫ୍‌ରେ…

ଜଙ୍ଗଲ ଭିତରେ ରହିଛି ୫୦୦ ବର୍ଷ ତଳର ଭୟଙ୍କର ପାର୍କ, ଏଠାକାର ମୂର୍ତ୍ତି ଦେଖିଲେ ଆପଣ ବି ହେବେ ଆଚମ୍ବିତ

ଲୋକଙ୍କ ମନୋରଞ୍ଜନ ପାଇଁ ପୃଥିବୀର ବିଭିନ୍ନ କୋଣରେ ବିଭିନ୍ନ ପ୍ରକାରର ପାର୍କମାନ ନିର୍ମାଣ କରାଯାଇଛି। ଦୁନିଆର ପ୍ରଥମ ପାର୍କ ବିଂଶ ଶତାବ୍ଦୀରେ  ଅର୍ଥାତ୍‌ ୧୯୪୬ ମସିହାରେ ନିର୍ମାଣ କରାଯାଇଥିଲା। ପରେ ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ଡିଜ୍‌ନିଲ୍ୟାଣ୍ଡ ୧୯୫୫ ମସିହାରେ ଆରମ୍ଭ ହୋଇଥିଲା।…

Instagram ର ଏହି ନୂଆ ଫିଚର ବହୁତ ଖାସ, ଜାଣନ୍ତୁ କାହିଁକି

ଲୋକପ୍ରିୟ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଏବେ ନୂଆ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି ଚଳାଇଛି। ଇନଷ୍ଟାଗ୍ରାମକୁ ଅଧିକ ସୁରକ୍ଷିତ କରିବା ଉପରେ କମ୍ପାନୀ ଏବେ ଧ୍ୟାନ ଦେଉଛି। ଉଦାହରଣ ସ୍ୱରୂପ, ଏକ ଆକାଉଣ୍ଟ ଖୋଲି ବା ପାଇଁ ଇନଷ୍ଟାଗ୍ରାମ ଏବେ ସର୍ବନିମ୍ନ ବୟସ ସୀମା ୧୩ ବର୍ଷ ରଖିଛି। କେବଳ…

ଗୋଟିଏ ମୁଦ୍ରାର ଦାମ୍‌ ୭୧ କୋଟି, ବିଶ୍ୱାସ ହେଉଛି ତ!

କୌଣସି ଜିନିଷର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଟଙ୍କା ବ୍ୟବହାର କରାଯାଏ। ପ୍ରତ୍ୟେକ ନୋଟ୍‌ ବା ମୁଦ୍ରାର ଏକ ସ୍ୱତନ୍ତ୍ର ମୂଲ୍ୟ ରହିଛି। ଆମେ ଯେତିକି ଟଙ୍କା ଦେଉ ସେହି ମୂଲ୍ୟର ବସ୍ତୁ ପାଇଥାଉ। ମାତ୍ର କେତେକ ଏଭଳି ମୁଦ୍ରା ରହିଛି ଯାହାର କୌଣସି ମୂଲ୍ୟ ନଥାଏ। ଖାସ୍‌ କରି ପୂର୍ବକାଳର…

ଅଭିନବ ଉପାୟରେ ଚୋରି, ଅଳେଇଚ ଖୁଆଇ ଲୁଟିନେଲେ ବାଇକ୍‌

ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ସେହି ଅନୁପାତରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି। କିଏ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ଠକୁଛି ତ ଆଉ କିଏ ଖାଇବାରେ ନିଶା ଦେଇ ଲୁଟି ନେଉଛି ଦାମୀ ଜିନିଷ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଡେରାଡୁନ୍‌ରେ।…

ଏହି ବଦଭ୍ୟାସ ଯୋଗୁ ଅସନ୍ତୁଷ୍ଟ ହୁଅନ୍ତି ଲକ୍ଷ୍ମୀ, ଘରେ ସବୁବେଳେ ଦେଖାଦିଏ ଆର୍ଥିକ ସମସ୍ୟା

ଭୌତିକ ଆବଶ୍ୟକତା ପୂରଣ କରିବା ପାଇଁ ଆବଶ୍ୟକ ହୋଇଥାଏ ଧନ। ସନାତନ ପୂଜାର୍ଚ୍ଚନାରେ ମା’ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ। ଉଭୟଙ୍କ ସମ୍ପର୍କ ଧନ ସହ ରହିଛି। ସମସ୍ତେ ଏହି ଧନ ଦେବତାଙ୍କ ଆଶୀର୍ବାଦ ଚାହିଁଥାନ୍ତି। କିନ୍ତୁ କେତେକ ଭୁଲ ଅଭ୍ୟାସ ଯୋଗୁ ମା’ଲକ୍ଷ୍ମୀ ରାଗିଯାଆନ୍ତି ଓ ଜୀବନରେ…

ବିମାନରେ ଯାତ୍ରା କରିବା ସମୟରେ ମହିଳାଙ୍କ ପ୍ୟାଣ୍ଟରେ ପଶିଯାଇଥିଲା ଏକ ବିଛା, ଆଉ ତା’ପରେ…

ଉଡ଼ାଜାହଜରେ ବିଭିନ୍ନ ବିଚିତ୍ର ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। କେତେବେଳେ ଫ୍ଲାଇଟ୍‌ରୁ ସାପ ବାହାରୁଛି ତ ଆଉ କେତେବେଳେ ଉଡ଼ନ୍ତା ବିମାନରେ ଯାତ୍ରୀ ଯୋଗ କରୁଛନ୍ତି। କିନ୍ତୁ ଉଡ଼ାଜାହଜରୁ ବିଛା ବାହାରୁଥିବା ବୋଧେ ଆପଣ କେବେ ଶୁଣିନଥିବେ। ୟୁନାଇଟେଡ୍‌ ଏୟାରଲାଇନ୍ସର ଉଡ଼ାଜାହାଜରେ ଏଭଳି…

ମହିଳା ଦେଶ ଚଳାଇଲେ ସମସ୍ୟା ରହିବନାହିଁ, ନାରୀ ସଶକ୍ତିକରଣରେ ବାଧକ ସାଜୁଛନ୍ତି ବୟସ୍କ: ଆମେରିକା ପୂର୍ବ ରାଷ୍ଟ୍ରପତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମହିଳା ସଶକ୍ତିକରଣକୁ ନେଇ ବଡ଼ ବୟାନ୍‌ ଦେଇଛନ୍ତି। ଓବାମା କହିଛନ୍ତି ଯଦି ଦୁନିଆକୁ ମହିଳାମାନେ ଚଳାଇବେ ତେବେ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଘଟିବ ଓ ଦେଶରେ ପରିବର୍ତ୍ତନ ଦେଖାଦେବ। ସିଙ୍ଗାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ କଲମ ମୁନ ଭାଙ୍ଗିଦିଅନ୍ତି ଜଜ୍‌, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

କୌଣସି ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେବା ପରେ ବିଚାରପତି ନିଜ ଲେଖନୀ ବା କଲମ ମୁନକୁ ଭାଙ୍ଗି ଦେଉଥିବା ପ୍ରାୟତଃ ଆମେ ସିନେମାରେ ଦେଖିଛୁ। କେବଳ ଫିଲ୍ମରେ ନୁହେଁ ସତସତିକା ମଧ୍ୟ କାହାକୁ ଫାଶୀଦଣ୍ଡ ଶୁଣାଇବା ପରେ ଜଜ୍‌ ଏଭଳି କରିଥାନ୍ତି। କିନ୍ତୁ ଏହି କୌତୁହଳପୂର୍ଣ୍ଣ କାମ ପଛର କାରଣ କ’ଣ? ଜଜ୍‌…