କେବଳ କମଳା ନୁହେଁ, ଏହାର ମଞ୍ଜି ମଧ୍ୟ କେଶକୁ କରିଥାଏ ଲମ୍ବା ଓ ମୁଲାୟମ

ତ୍ୱଚାକୁ ମୁଲାୟମ କରିବା ପାଇଁ ଲୋକେ କମଳା ଖାଉଥିବା ତ ସମସ୍ତେ ଜାଣନ୍ତି, କିନ୍ତୁ ଏହାର ମଞ୍ଜି ମଧ୍ୟ ଅତି ଦରକାରୀ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। କମଳାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ହୋଇଥାଏ। ତ୍ୱଚାଠୁ ଆରମ୍ଭ କରି…

କୁହୁଡ଼ିରେ ଗାଡ଼ି ଚଲାଉଥିବା ବେଳେ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ହେବନି ଦୁର୍ଘଟଣା

ବର୍ତ୍ତମାନ ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଥଣ୍ଡା ଯେତେ ଯେତେ ବଢ଼ୁଛି ସେହି ଅନୁପାତରେ କୁହୁଡ଼ି ମଧ୍ୟ ପରିବେଶକୁ ଆଚ୍ଛାଦିତ କରି ରଖୁଛି। କୁହୁଡ଼ି ଯୋଗୁ ଖାସ୍‌ କରି ସକାଳେ ଓ ରାତିରେ ରାସ୍ତାରେ ଗାଡ଼ି ଚଳାଇବାରେ ସମସ୍ୟା ଦେଖାଯାଉଛି। ଫଳସ୍ୱରୂପ ଅଧିକ ଦୁର୍ଘଟଣା ଘଟୁଛି। କୁହୁଡ଼ି ଯୋଗୁ…

ଜନ୍ମଦିନରେ ପତ୍ନୀଙ୍କ ପାଇଁ ଏଭଳି ପ୍ରେମଭରା ମେସେଜ୍‌ ଲେଖିଲେ ରୋହିତ ଶର୍ମା, କହିଲେ ଜୀବନର ଗେମ୍‌ ଚେଞ୍ଜର

ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଇଣ୍ଡିଜ୍‌ ଜିତିଥିବା ବେଳେ ଦ୍ୱିତୀୟଟି ଇଣ୍ଡିଆ ଟିମ୍‌ ଜିତି ଫର୍ମକୁ ଫେରିଛି। ଏଭଳି ଭାବେ ଉଭୟ ଟିମ୍‌ ସମାନ ସ୍କୋର କରିଛନ୍ତି। ବର୍ତ୍ତମାନ…

ପାପା ସୈଫ୍‌ ଓ ମମି କରୀନା ସହ ତୈମୁର ଏମିତି କାଟିଲେ ଜନ୍ମଦିନ କେକ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ତୈମୁର ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ତୈମୁର ପାପା ସୈଫ୍‌ ଅଲ୍ଲୀ ଖାନ୍‌ ଓ ମମି କରୀନାଙ୍କ ସହ କେକ୍‌ କାଟୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି କ୍ୟୁଟ୍‌ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତୈମୁର ନିଜ ବାର୍ଥ ଡେକୁ ଖୁବ୍‌ ଏଞ୍ଜୟ…

ପୁରୁଷଙ୍କ ଯୌନ କ୍ଷମତା ବୃଦ୍ଧି କରେ ହାଣ୍ଡିଶାଳରେ ବ୍ୟବହାର କରାଯାଉଥିବା ଏସବୁ ମସଲା

ଭାରତୀୟ ଖାଦ୍ୟରେ ବିଭିନ୍ନ ପ୍ରକାରର ମସଲା ବ୍ୟବହୃତ ହୋଇଥାଏ। ଏଣୁ ଆମ ଦେଶର ଖାଦ୍ୟର ସ୍ୱାଦ ସମସ୍ତଙ୍କଠାରୁ ନିଆରା ଓ ସ୍ୱାଦିଷ୍ଟ। ଖାଦ୍ୟକୁ ସ୍ୱାଦିଷ୍ଟ କରୁଥିବା ଏହି ମସଲାର ପ୍ରୟୋଗ ଆୟୁର୍ବେଦ ଔଷଧରେ ମଧ୍ୟ କରାଯାଏ। ଭାରତୀୟ ହାଣ୍ଡିଶାଳରେ ଏମିତି ଅନେକ ମସଲା ରହିଛି ଯାହାକୁ ଡାକ୍ତରମାନେ…

ଭଗବାନଙ୍କ ମୂର୍ତ୍ତି ଉପହାରରେ ଦେବା ବେଳେ ଦ୍ୱିଧାରେ ରହୁଛନ୍ତି କି, ଜାଣନ୍ତୁ କାହାକୁ କି ଉପହାର ଦେବା ହୋଇଥାଏ…

ବିବାହ, ଜନ୍ମଦିନ କିମ୍ବା କୌଣସି ଶୁଭ ମୁହୂର୍ତ୍ତରେ ଉପହାର ଦେବା ପରମ୍ପରା କାହିଁ କେଉଁ ଯୁଗରୁ ଚାଲିଆସିଛି। ଅଧିକାଂଶ ଲୋକ ଦେବାଦେବୀଙ୍କ ମୂର୍ତ୍ତି ଉପହାରରେ ଦେବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକ ଉପହାରରେ ଠାକୁରଙ୍କ ମୂର୍ତ୍ତି ଦେବା ବେଳେ ଦ୍ୱନ୍ଦ୍ୱରେ ରହିଥାଏ। କେଉର୍ଁ…

ଅଷ୍ଟ୍ରେଲିଆରେ ନିଆଁ ବର୍ଷା, ଜଳ ସଙ୍କଟ ଯୋଗୁ ବଢ଼ୁଛି ପାଣି ଚୋରି

ଭାରତରେ ଏବେ ଶୀତ ଲହରି ଜାରିଥିବା ବେଳେ ଅଷ୍ଟ୍ରେଲିଆରେ କିନ୍ତୁ ନିଆଁ ବର୍ଷୁଛି। ଅଷ୍ଟ୍ରେଲିଆରେ ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ଦୁଇ ମାସ ହେଲା ଜଙ୍ଗଲରେ ଲାଗିଥିବା ନିଆଁ ଓ ବର୍ଷା ଅଭାବରୁ ପଶ୍ଚିମ ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳର ଅଧିକାଂଶ ନଦୀ…

ଇଣ୍ଟରନେଟ୍‌ ବନ୍ଦ ଅଛି କି? ଟେନ୍‌ସନ୍‌ ନିଅନ୍ତୁନି, ଏହି ଆପ୍‌ ମାଧ୍ୟମରେ ସହଜରେ ପଠାନ୍ତୁ ମେସେଜ୍‌

ଇଣ୍ଟରନେଟ୍‌ ବର୍ତ୍ତମାନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ବିନା ନେଟ୍‌ରେ ମାତ୍ର କିଛି ମୁହୂର୍ତ୍ତ କାଟିବା ବି କଷ୍ଟକର ହୋଇପଡ଼ୁଛି। ଏଭଳିସ୍ଥିତିରେ ଯଦି ନେଟ୍‌ଓ୍ଵାର୍କ ନଥାଏ ତେବେ କାହାକୁ ଜରୁରୀ ମେସେଜ୍‌ ପଠାଇବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ। ତେବେ ଆଜି ଆମେ ଆପଣଙ୍କୁ…

କପିଲ ଶର୍ମା ଶୋ’ ଛାଡ଼ିବା ପରେ ପୁଣିଥରେ ଡକ୍ଟର ଗୁଲାଟୀ ବନିଲେ ସୁନୀଲ ଗ୍ରୋଭର, ସେୟାର କଲେ ଟ୍ରାନ୍ସଫର୍ମେସନ୍‌ ଫଟୋ

‘‘ଦ କପିଲ ଶର୍ମା ଶୋ’’ଛାଡ଼ିବା ପରେ ସୁନୀଲ ଗ୍ରୋଭରଙ୍କୁ ଆଉ ଗୁଥି କିମ୍ବା ଡକ୍ଟର ମସହୁର ଗୁଲାଟୀ ଚରିତ୍ରରେ ଦେଖିବାକୁ ମିଳୁନାହିଁ। କିନ୍ତୁ ଫ୍ୟାନ୍‌ଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସୁନୀଲ ପୁଣିଥରେ ଡକ୍ଟର ଗୁଲାଟୀ ଚରିତ୍ରରେ ଆସିଛନ୍ତି। ନିକଟରେ ସୁନୀଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି…

WWE ଷ୍ଟାର୍‌ ଲାନାଙ୍କୁ ହତ୍ୟା ଧମକ, ସ୍ୱାମୀଙ୍କୁ ଛାଡ଼ି ବୟଫ୍ରେଣ୍ଡ୍‌ ସହ ସମ୍ପର୍କ ରଖିବା କାରଣ କି?

WWE ରେ ଏବେ ରେସଲର ଲାନା, ତାଙ୍କ ସ୍ୱାମୀ ରୁସେବ ଓ ବୟଫ୍ରେଣ୍ଡ ବବି ଲେସ୍‌ଲେଙ୍କ ମଧ୍ୟରେ ଚାଲିଥିବା ତ୍ରିକୋଣୀୟ ପ୍ରେମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଲାନାଙ୍କୁ ହତ୍ୟା ଧମକ ଆସିଥିବା ସେ ଅଭିଯୋଗ କରିଛନ୍ତି। ୩୪ ବର୍ଷୀୟ ଆମେରିକା ରେସଲର ଲାନାଙ୍କ କହିବାନୁସାରେ WWE…

ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲା ଭାରତୀୟ ସେନା, କୁପଓ୍ଵାଡ଼ା ଅନୁପ୍ରବେଶକାରୀ ଆତଙ୍କବାଦୀ ନିପାତ

ପୁଣି ଥରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି ପାକିସ୍ତାନ। ଗୁରୁବାର ଭାରତୀୟ ସୀମାରେଖାରେ ପାକିସ୍ତାନ ତରଫରୁ ଗୁଳିଗୋଳା ବିସ୍ଫୋରଣ କରାଯାଇଛି। ଭାରତୀୟ ସେନା ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି। କୁପଓ୍ଵାଡ଼ା ଓ ମେଣ୍ଢରରେ ନିୟନ୍ତ୍ରଣ ରେଖା ଉପରେ କୃଷ୍ଣା ଘାଟୀ ଓ ମନକୋଟ୍‌ ସେକ୍ଟରରେ…

ଅଜବ ବାହାଘର! ବିବାହ ପାଇଁ ଝିଅର ମତ ଜାଣିବାକୁ ଏଠାରେ ଦିଆହୁଏ ପାନ

ଦେଶର ବିଭିନ୍ନ ପ୍ରାନ୍ତରେ ଏମିତି ଅନେକ ଅଜବ ପ୍ରଥା ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। କେଉଁ ସ୍ଥାନରେ ପିଲା ଜନ୍ମ ହେବାକୁ ନେଇ ଅଜବ ନିୟମ ରହିଛି ତ ଆଉ କେଉଁଠି ବିବାହକୁ ନେଇ। ମଧ୍ୟପ୍ରଦେଶ ହେଉଛି ସେହିଭଳି ଏକ ରାଜ୍ୟ ଯେଉଁଠାରେ ବିବାହକୁ ନେଇ ଏକ କୌତୁହଳପୂର୍ଣ୍ଣ…