ଶୀତ ଋତୁରେ ଦହି ଖାଇବାକୁ ନେଇ ମନରେ ରହିଛି କି ଦ୍ୱିଧା, ଜାଣନ୍ତୁ କ’ଣ କୁହେ ଆୟୁର୍ବେଦ

ଦହି ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଶରୀର ପାଇଁ ଏହା ଖୁବ୍‌ ଲାଭଦାୟକ ହୋଇଥିବାରୁ ବିଶେଷ କରି ଖରାଦିନେ ଲୋକମାନେ ଲସି ବା ସରବତ ଭାବେ ଅଧିକ ପରିମାଣରେ ଦହି ସେବନ କରିଥାନ୍ତି। କିନ୍ତୁ ଶୀତଦିନେ ଦହି ଖାଇବାକୁ ନେଇ କିଛି ଲୋକଙ୍କ ମନରେ ଦ୍ୱିଧା ରହିଥାଏ। କିଛି ଲୋକ ଭାବନ୍ତି ଯେ…

ଅବିବାହିତ ଯୋଡ଼ି ହୋଟେଲ୍‌ରୁମ୍‌ରେ ଏକାଠି ରହିବା ଅପରାଧ ନୁହେଁ: ହାଇକୋର୍ଟ

ଏବେ ହୋଟେଲ ରୁମ୍‌ରେ ଏକାଠି ରହିପାରିବେ ପ୍ରେମୀଯୁଗଳ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା ଅବସରରେ ମାଡ୍ରାସ୍‌ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିବାହ ପୂର୍ବରୁ ଯୁବକ ଯୁବତୀ ଗୋଟିଏ କୋଠରୀରେ ଏକାଠି ରହିବା ଅପରାଧ ଭାବେ ଗଣାଯିବନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ହେଉଛନ୍ତି ଡିପ୍ରେସନ୍‌ର ଶିକାର, ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ବର୍ତ୍ତମାନ ସାରା ଦୁନିଆର ଏକମାତ୍ର ଚିନ୍ତାର କାରଣ ସାଜିଛି ଅବସାଦ ବା ଡିପ୍ରେସନ୍‌। ଏ ବିଷୟରେ କେହି କଥା ହେବାକୁ ଚାହାନ୍ତି ନାହିଁ। ଏଣୁ ଏହାକୁ ସମାଧାନ କରିବାରେ ବାଧା ଉପୁଜିଥାଏ। ବ୍ୟସ୍ତବହୁଳ ଜୀବନ ଶୈଳୀ ଓ ଅବସାଦଗ୍ରସ୍ତ ଜୀବନ ଯୋଗୁ ସାରା ଦୁନିଆର ପ୍ରାୟ ୩ରୁ ୫ ଲକ୍ଷ ଲୋକ…

ଆଣ୍ଠୁଗଣ୍ଠି ବାତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଆଣ୍ଠୁଗଣ୍ଠି ବାତ ବା ଆର୍ଥରାଇଟିସ୍‌ ସମସ୍ୟା ଦେଖିବାକୁ ମିଳୁଛି। ଖୁବ୍‌ କମ୍‌ ବୟସରୁ ଯୁବପିଢ଼ି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକୀୟ ପୋଷକ ତତ୍ତ୍ୱର ଅଭାବ ତଥା ନର୍ଭସ୍‌ ଟିସୁର ଦୁର୍ବଳତା କାରଣରୁ ଏହି ସମସ୍ୟା ଦେଖାଯାଉଛି। ଡାକ୍ତରଙ୍କ…

ଶାରୀରିକ ସମ୍ପର୍କ ରଖିବା ପାଇଁ ୧୫ ବର୍ଷୀୟ ଛାତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଶିକ୍ଷୟିତ୍ରୀ

ଶାରୀରିକ ସମ୍ପର୍କ ପାଇଁ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଜଣାଯାଇଛି। ଆମେରିକାର ନ୍ୟୁ ଜର୍ସିର ଜଣେ ବିବାହିତ ଶିକ୍ଷୟିତ୍ରୀର ଏଭଳି ଘୃଣ୍ୟ କାମ କରିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ…

ସଂପର୍କରେ ମଧୁରତା ଆଣିବା ପାଇଁ ବେଳେ ବେଳେ ଦୂରତାର ପଡିଥାଏ ଆବଶ୍ୟକତା, ଜାଣନ୍ତୁ କାହିଁକି

ଏକାଠି ରହିଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼େ ବୋଲି ଏକ ଧାରଣା ରହିଛି। କିନ୍ତୁ ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ ପରସ୍ପରଠାରୁ କିଛି ଦିନ ଦୂରରେ ରହିଲେ ସମ୍ପର୍କରେ ମଧୁରତା ଆସିଥାଏ ଓ ପ୍ରେମ ବଢ଼େ। ଦୂରରେ ରହିବା ଦ୍ୱାରା ଦମ୍ପତି ପରସ୍ପରର ଆବଶ୍ୟକତାକୁ…

ଟଙ୍କା ପାଇଁ ନିଜ ମୃତ୍ୟୁର ନାଟକ ରଚିଲେ ଯୁବକ, ଭିକାରୀକୁ ଜଳାଇ ମାରିବା ପରେ ଲେଖାଇଲେ ନିଜ ଅପହରଣ ରିପୋର୍ଟ

ପଞ୍ଜାବର ଅମୃତସରଠାରେ ଏକ ଜଘନ୍ୟକାଣ୍ଡ ଘଟିଥିବା ଜଣାଯାଇଛି। ଏଠାରେ ଜଣେ ବ୍ୟକ୍ତି ବୀମା ଅର୍ଥ ପାଇବା ପାଇଁ ଏକ ଭିକାରୀକୁ ଜୀଅନ୍ତା ଜଳାଇ ହତ୍ୟା କରିଛି। କେବଳ ହତ୍ୟା କରିନି, ସେହି ମୃତ ବ୍ୟକ୍ତିକୁ ନିଜ ପରିଚୟ ଦେଇ ବୀମା ଟଙ୍କା ପାଇଁ ପରିବାର ଲୋକଙ୍କୁ ଆବେଦନ କରିବାକୁ କହିଛି।…

୧୦ ମାସର ଝିଅକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା, ରେକର୍ଡ କରିବା ସହ ଜିତିଲେ ସ୍ୱର୍ଣ୍ଣପଦକ

୧୦ ମାସର ଶିଶୁକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା। କେବଳ ଦୌଡ଼ିନାହାନ୍ତି ମାରାଥନ୍‌ରେ ଚାମ୍ପିୟନ୍‌ ମଧ୍ୟ ହୋଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଆମେରିକାର ଜୁଲିୟା ୱେବ ଏଭଳି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଏହି ମାରାଥନ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି…

ଗଧ ଟାଣିଲା MG Hector କାର, ଗ୍ରାହକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା କମ୍ପାନୀ

କାର୍‌କୁ ଗଧ ଟାଣିବାକୁ କେନ୍ଦ୍ର କରି ଗ୍ରାହକ ଓ କାର୍‌ କମ୍ପାନୀ ମଧ୍ୟରେ ଦେଖାଦେଇଛି ବିବାଦ। ଗଧ ଦ୍ୱାରା କାର୍‌କୁ ଟଣାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍‌ କମ୍ପାନୀ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ରିପୋର୍ଟ ମୁତାବକ ଏମ୍‌ଜି ହେକ୍ଟର କାର୍‌ (MG Hector)କୁ ଏକ ଗଧ…

ଛୁଟି କାଟିବାକୁ ଲସ୍‌ଏଞ୍ଜେଲସ୍‌ରେ ପହଞ୍ଚିଲେ ଶାହାରୁଖ ଖାନ୍‌, ପ୍ରଥମ ଥର ପାଇଁ ସେୟାର କଲେ ନିଜ ଆଲିସାନ୍‌ ବଙ୍ଗଳାର…

ଫିଲ୍ମ ଦୁନିଆଠାରୁ ଦୂରରେ ରହି ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି ଶାହାରୁଖ ଖାନ୍‌। ନିକଟରେ ସେ ଏକ କମେଡି, ଆକ୍ସନ୍‌, ଥ୍ରୀଲର ବିଗ୍‌ ବଜେଟ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରାଜ ନିଦିମୋରୁ ଓ କୃଷ୍ଣା ଡିକେ। ଆସନ୍ତାବର୍ଷ ଫିଲ୍ମଟି ପ୍ରେକ୍ଷାଳୟକୁ…

ଗୃହ ମନ୍ତ୍ରୀଙ୍କ ବିବାଦୀୟ ଭିଡିିଓ ଭାଇରାଲ, କହିଲେ ଏହି କାମ କରନ୍ତୁ ଯେତିକି ମାଗିବ ତା’ଠାରୁ ଅଧିକ ଟଙ୍କା ଦେବି

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ବାଲା ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଭିଡିଓରେ ସେ ଯେଉଁବ୍ୟକ୍ତି କଂଗ୍ରେସ୍‌ରେ ସାମିଲ ହେବେ ତାଙ୍କୁ ଟଙ୍କା ଦେବେ ବୋଲି କହିଛନ୍ତି। ତେବେ ଜଣେ ମନ୍ତ୍ରୀ ସିଧାସଳଖ ଏଭଳି ଟଙ୍କା ଯାଚିବା ଘଟଣାକୁ ସହଜରେ ଲୋକମାନେ ଗ୍ରହଣ…

ମୋବାଇଲ୍‌ ଛାଡ଼ି ବହି ପଢ଼ିବାକୁ ପ୍ରତିଷ୍ଠା ହେଲା ୮୧ଟି ଲାଇବ୍ରେରୀ, ୨୪ ଘଣ୍ଟା ରହିବ ଖୋଲା

ବର୍ତ୍ତମାନ ପିଲାମାନେ ବହିଖାତା ଛାଡ଼ି ଅଧିକାଂଶ ସମୟ ମୋବାଇଲରେ ବିତାଉଥିବା ଦେଖିବାକୁ ମିଳୁଛି। ପିଲାଙ୍କର ଏହି ବଦଭ୍ୟାସକୁ ଛଡ଼ାଇବା ପାଇଁ ଚୀନ୍‌ଠାରେ ପ୍ରତିଷ୍ଠା ହୋଇଛି ୮୧ଟି ଲାଇବ୍ରେରୀ। ଏହି ଲାଇବ୍ରେରୀ ୨୪ ଘଣ୍ଟା ଧରି ଖୋଲା ରହିବ ବୋଲି ଜଣାଯାଇଛି। ଏହାସହ ପଢ଼ନ୍ତୁ: ଝିଅଙ୍କୁ…