କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮ଟି ଜିଲ୍ଲାରେ ମତଦାନ
ଭୁବନେଶ୍ୱର(କେନ୍ୟୁଜ୍): ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସରିଛି ସମସ୍ତ ପ୍ରସ୍ତୁତି । ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ନିଆଯିବ ଭୋଟ । ବିଭିନ୍ନ ବୁଥରେ ପୋଲିଂ କର୍ମଚାରୀ ପହଞ୍ଚିସାରିଲେଣି ।
ମାଲକିନଗିରି ସ୍ବାଭିମାନ ଅଞ୍ଚଳକୁ ଲଞ୍ଚରେ ଓ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିକୁ ଡଙ୍ଗାରେ…
Read More...