CRPFରେ ବମ୍ପର ଭର୍ତ୍ତି, ଆଜି ହିଁ କରନ୍ତୁ ଆବେଦନ

କେନ୍ଦ୍ରିୟ ରିଜର୍ଭ ପୋଲିସ ବଳ (CRPF) ରେ ଅନେକ ପଦବୀରେ ନିଯୁକ୍ତି ହେବାକୁ ଯାଉଛି। ହେଡ୍‌ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁ ଇଛୁକ ପାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ କେବଳ ୦୬ ମାର୍ଚ୍ଚ ୨୦୨୦ ଅର୍ଥାତ ଆଜି ହିଁ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଜାରିକରାଯାଇଥିବା ନୋଟିଫିକେସନ ନିଶ୍ଚୟ ପଢନ୍ତୁ।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ପାଖରେ କୌଣସି ବି ମାନ୍ୟତାପ୍ରାପ୍ତ ସଂସ୍ଥାନରୁ +୨ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

crpf-ବୟସସୀମା

ଆବେଦନକାରୀଙ୍କ ଅଧିକତମ ବୟସ ୩୨ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ପଦବୀ ନାମ ଏବଂ ପଦ ସଂଖ୍ୟା

ହେଡ୍‌ କନେଷ୍ଟବଳ- ୧୪୧୨

ମହତ୍ୱପୂର୍ଣ୍ଣ ତାରିଖ

ଆବେଦନପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ- ୦୭ ଫେବୃଆରୀ ୨୦୨୦
ଆବେଦନପତ୍ର ଜମା କରିବାର ଶେଷ ତାରିଖ- ୦୬ ମାର୍ଚ୍ଚ ୨୦୨୦

head constableଆବେଦନ ପ୍ରକ୍ରିୟା

ଯେଉଁ ଇଛୁକ ବ୍ୟକ୍ତି ଏହି ପଦବୀରେ ଆବେଦନ କରିବା ପାଇଁ ଚାହୁଁଛନ୍ତି ସେମାନେ ଅଫିସିଆଲ େଓ୍ଵବସାଇଟ୍‌କୁ ଯାଇ ଜାରି କରାଯାଇଥିବା ନୋଟିଫିକେସନ ଡାଉନଲୋଡ କରନ୍ତୁ ଏବଂ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୁରା କରନ୍ତୁ।

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା, ଫିଜିକାଲ ମେଜରମେଣ୍ଟ, ଫିଜିକାଲ ଏଫିସିଏଂସୀ ଟେଷ୍ଟ, ମେଡିକାଲ ଟେଷ୍ଟ ଏବଂ ମେରିଟ୍‌ ଲିଷ୍ଟ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.