ଆଜିଠୁ ମହଙ୍ଗା ହେବ ଫୋନ୍‌ କଲ୍‌, ଶୋଚନୀୟ ସ୍ଥିତିରେ ଅଧିକାଂଶ ଟେଲିକମ କମ୍ପାନୀ

ଆଜିଠୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ ଫୋନ୍‌ କଲ୍‌ । କଲ୍‌ ପାଇଁ ଗଣିବାକୁ ହେବ ଅଧିକ ଟଙ୍କା । ଆଇଡିଆ, ଏୟାରଟେଲ, ଭୋଡାଫୋନ୍‌ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ । ପୂର୍ବରୁ ଏହି ଟେଲିକମ କମ୍ପାନୀ ଗୁଡିକ ଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ଅଧିକ ଟଙ୍କା ଦେବାକୁ ହେବ ।

ଅତି ଶୋଚନୀୟ ସ୍ଥିତି ଦେଇ ଗତି କରୁଛନ୍ତି ଅଧିକାଂଶ ଟେଲିକମ କମ୍ପାନୀ । ଏପରିକି ହଜାର ହଜାର କୋଟି ଟଙ୍କାର କ୍ଷତି ମଧ୍ୟ କମ୍ପାନୀ ଗୁଡିକୁ ସହିବାକୁ ପଡୁଛି । ଏଭଳି ସ୍ଥିତିରୁ ବାହାରିବା ପାଇଁ ହୁଏତ ଟେଲିକମ କମ୍ପାନୀ ଗୁଡିକ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ଟାରିଫ୍‌ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି ଟେଲିକମ କମ୍ପାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.