Below header
Browsing Category

ଆଧ୍ୟାତ୍ମିକ

ଶ୍ରାବଣରେ ହରଙ୍କୁ ଚଢ଼ାନ୍ତୁ ଏହି ଭୋଗ

ବାରରେ ସାର ସୋମବାର । ଶିବଙ୍କ ଅତି ପ୍ରିୟ ବାର ହେଉଛି ସୋମବାର। ବିଶେଷ କରି ଶ୍ରାବଣ ମାସ ରେ ଏହି ବାରର ବଡ ଗୁରୁତ୍ୱ ରହିଛି । ଆଜି ହେଉଛି ଚଳିତ ବର୍ଷ ର ପ୍ରଥମ ଶ୍ରାବଣ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ, ଶିବ ଭକ୍ତମାନେ ଏହି ମାସ କୁ…

ଚଳିତ ବର୍ଷର ଶ୍ରାବଣରେ ଜାଣନ୍ତୁ ଶୁଦ୍ଧବାର

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହିକାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି…

୫ ହଜାର ବର୍ଷ ପୁରୁଣା ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର

ପ୍ରଭୁ ଭୋଳାନାଥ ହେଉଛନ୍ତି ପରମ ଦାନି। ଯଦି ମହାଦେବ ଥରେ ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେ ନିଜ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ଉପସ୍ଥିତ ହୁଅନ୍ତି । ଏବେ ତ ଚାଲିଛି ଶ୍ରାବଣ ମାସ । ପବିତ୍ର ଶ୍ରାବଣ ମାସରେ ଆମେ ବର୍ତ୍ତମାନ ଉଜୟିନୀ ରେ ଅବସ୍ଥିତ ଭଗବାନ ଶିବଙ୍କର ଏପରି ଏକ…

ମୟୂର ପଙ୍ଖ କରିବ ଆର୍ଥିକ ସଙ୍କଟ ଦୂର

ଧର୍ମ, ଜ୍ୟୋତିଷ ତଥା ବାସ୍ତୁ ଶାସ୍ତ୍ରରେ ମୟୂର ପଙ୍ଖକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଭଗବାନ ଶ୍ରୀକୃଷ୍ଣ ମୟୂରପଙ୍ଖ କୁ ନିଜ ମୁଣ୍ଡରେ ଧାରଣ କରିଥାନ୍ତି। ଯଦି ଆପଣ ଶ୍ରାବଣ ମାସରେ ମୟୂର ପଙ୍ଖକୁ ନେଇ କିଛି ଖାସ ଉପାୟ କରନ୍ତି ତେବେ ଭୋଳାନାଥଙ୍କ କୃପା ପାଇବେ। ଏହି ଉପାୟ ଦ୍ୱାରା ଆପଣଙ୍କର…

ମହାଦେବଙ୍କ ତୃତୀୟ ନେତ୍ର ଖୋଲିଲେ କ’ଣ ହେବ ?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

ମଙ୍ଗଳ ଦୋଷରୁ ମୁକ୍ତି ଦେବ ମଙ୍ଗଳା ଗୌରୀ ବ୍ରତ

ଶ୍ରାବଣ ମାସରେ ସୋମବାର ଭଳି ମଙ୍ଗଳବାରର ମଧ୍ୟ ଖୁବ ଗୁରୁତ୍ୱ ରହିଛି। ଆପଣ ଏହିଦିନରେ ମାତା ଗୈାରୀଙ୍କ ପୂଜା କଲେ ଅନେକ ଆଶିର୍ବାଦ ପାଇବେ। ଏହିଦିନରେ ଆପଣ ମଙ୍ଗଳ ଗୈାରୀ ବ୍ରତ କରିପାରିବେ। ଏଥର ମଙ୍ଗଳ ଗୈାରୀ ବ୍ରତ ଆଜି ମାନେ ୪ ଜୁଲାଇ ମଙ୍ଗଳବାରରୁ ଆରମ୍ଭ ହୋଇଛି। ଆପଣ ଏବେ ପ୍ରତି ମଙ୍ଗଳବାର…

ନୀଳାଦ୍ରି ଅବଢ଼ା ପାଇଁ ଲମ୍ବା ଲାଇନରେ ଛିଡା ହେଲେ ଭକ୍ତ

ସରିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିଲେ ମହାବାହୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଚଳ ଅବଢ଼ା ଭକ୍ତମାନେ ପାଇପାରିବେ । ସକାଳୁ ଭକ୍ତ ନୀଳାଚଳ ଅବଢା…

ଶ୍ରୀ ହରିବଳଦେବ ଜୀଉଙ୍କର ଆଜି ବାହୁଡ଼ା ଯାତ୍ରା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ପରମ୍ପରା ଅନୁସାରେ ଗତକାଲି ଏଠାରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ପୁରୀରେ ଆଜି ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ, ବାରିପଦାରେ କିନ୍ତୁ ପରମ୍ପରା ଟିକେ ଭିନ୍ନ ।…

ଚତୁର୍ମାସରେ ରାଜ୍ୟ ଭାର ସମ୍ଭାଳନ୍ତି ପର୍ଶୁରାମେଶ୍ଵର

ଓଡିଶା ପରମ୍ପରା ପୂଜାରୀ, ତେବେ ଏହି ପରମ୍ପରାର କୁ ଆଖିରେ ରଖି ଵାରମାସରେ ତେର ପରବ ପାଳନ କରାଯାଇଥାଏ। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଏମିତି ଅନେକ ଯାନୀ ଯାତ, ଉତ୍ସବ ପାଳନ କରାଯାଇଥାଏ। ତା ଭିତରୁ ପର୍ଶୁରାମ ଅଷ୍ଟମୀ ଅନ୍ୟତମ। ପର୍ଶୁରାମ ଅଷ୍ଟମୀ ହେଉଛି ପର୍ଶୁରାମ ଙ୍କ ଜନ୍ମ ତିଥି କିନ୍ତୁ…

ଜୁନ ୨୯ରୁ ଯୋଗ ନିଦ୍ରାରେ ଯିବେ ଶ୍ରୀହରି ବିଷ୍ଣୁ

ଚଳିତ ବର୍ଷ ଜୁଲାଇ ୨୯ ଠାରୁ ଚତୁର୍ମାସ ଆରମ୍ଭ ହେଉଛି। ଏହି ଦିନ ଦେବଶୟନୀ ଏକାଦଶୀ ମଧ୍ୟ ପଡ଼ୁଛି। ଦେବଶୟନୀ ଏକାଦଶୀ ଦିନଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଯିବେ ଏବଂ ସେ ୪ ମାସ ପର୍ଯ୍ୟନ୍ତ ଏହି ଯୋଗରେ ହିଁ ରହିବେ। ଭଗବାନ ବିଷ୍ଣୁ ଶୋଇଥିବା କାରଣରୁ ଏହି ୪ ମାସ କାଳ କୌଣସି ବି ମାଙ୍ଗଳିକ…

ମାଉସୀ ମା’ ମନ୍ଦିରର କିମ୍ବଦନ୍ତୀ , କାହିଁକି ରଥ ଏଠି ଆପେ ଆପେ ଅଟକି ଯାଏ ?

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଅଲିଅଳି ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଛନ୍ତି .. ରତ୍ନବେଦୀ ରୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ଭାଇ ଭଉଣୀ । ପ୍ରତିଥର ଭଳି ଏଥର ନିଜ…

ଏଠାରେ ଓଲଟା ସ୍ବସ୍ତିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ବିବିଧତାର ଦେଶ ଭାରତ । ଏଠାରେ ଆପଣ ବାର ମାସ ରେ ତେର ପର୍ବ ପାଳନ ହାଉଥିବାର ଦେଖିବେ । ଏହାସହ ଦେଶରେ ଥିବା ଅସଂଖ୍ୟ ମନ୍ଦିରର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ । ତେବେ ବି ଏଠାକୁ ବାହାର ଦେଶରୁ ଅନେକ ଲୋକ ଆସିଥାନ୍ତି ଦର୍ଶନ କରିବା ପାଇଁ.. ଏଠାରେ ଥିବା ପ୍ରତେକ ମନ୍ଦିର ପଛରେ ରହିଛି…