Browsing Category

ଆଧ୍ୟାତ୍ମିକ

ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ, ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା

ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏକଥା ପ୍ରାୟ ଓଡ଼ିଆ ଜାଣିଥିବେ । ଅନେକ ଭୁଲି ଯାଇଥିବେ ଅଥବା ଆଦୌ ଜାଣିନଥିବେ । ତେବେ ଆଜି ଆଉ ଗୋଟିଏ ବିଶେଷ ଦିନ ଏକଥା ଖୁବ୍‌ କମ୍‌ ଲୋକଙ୍କୁ ଜଣା । କୁହାଯାଏ ଆଜି ହେଉଛି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ । ଯାହାକୁ…

ସବୁଠାରୁ ଶକ୍ତିଶାଳୀ ଗାୟତ୍ରୀ ମନ୍ତ୍ର କୁ ଏପରି ଜପ କରନ୍ତୁ, ମିଳିବ ଖାଲି ଫାଇଦା ହିଁ ଫାଇଦା

ଗାୟତ୍ରୀ ମନ୍ତ୍ର ଜପ କଲେ ମିଳେ ଅନେକ ଫାଇଦା ଗାୟତ୍ରୀ ମନ୍ତ୍ରରୁ ହିଁ ବେଦର ରଚନା କରାଯାଇଛି। ମନ୍ତ୍ର ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର। ଏହା ଯଜୁର୍ବେଦ ଏବଂ ଋଗ ର୍ବେଦ ଦୁଇଟି ଭାଗକୁ ନେଇ ଗଠିତ। ଏହି ମନ୍ତ୍ର ଜପ କରିବା ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ଦୁଇ…

ଗୁରୁବାର ଦିନ ସକାଳୁ କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ପଡିଯିବ ମାତା ଲକ୍ଷ୍ମୀଙ୍କ ଆଭିଶାପ

ଆଜି ହେଉଛି ଗୁରୁବାର । ମାତା ଲକ୍ଷ୍ମୀଙ୍କ ବାର । କୁହାଯାଏ ଅନ୍ୟ ଦିନ ଅପେକ୍ଷା ଗୁରୁବାର ଦିନ ଥିବା ନିୟମକୁ ବେଶି ମାନିବା କଥା । ଆଉ ଏମିତି ନକଲେ ମାତା ଲକ୍ଷ୍ମୀ ରାଗିଯିବେ । ଗୁରୁବାର ଦିନ ସକାଳୁ ଏହି ନିୟମ ମାନିବ ଜରୁରୀ। ଯେପରିକି ଗୁରୁବାର ଦିନ ସକାଳେ ବିଳମ୍ବ ଯାଏ ଶୋଇବାକୁ ବାରଣ…

ଘରେ ରଖନ୍ତୁ ନାହିଁ ଏହିସମସ୍ତ ଦେବଦେବୀଙ୍କ ମୂର୍ତ୍ତି, ଆଶିର୍ବାଦ ବଦଳରେ ପଡ଼ିଯାଏ ଅଭିଶାପ

ସନାତନ ଧର୍ମରେ ଏବେ ପ୍ରାୟ ସମସ୍ତଙ୍କ ଘରେ ମନ୍ଦିର। ଯେଉଁଠି ଆପଣ ସବୁ ପ୍ରକାର ଦେବଦେବୀ ରହିଥିବାର ଦେଖିବାକୁ ପାଇବେ। ଏଠାରେ ପ୍ରତ୍ୟେକ ଘରେ ଥିବା ଛୋଟ ମନ୍ଦିରରେ ଭଗବାନ, ଦେବାଦେବୀଙ୍କୁ ପୂଜା କରାଯାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଘରର ମନ୍ଦିରରେ କିଛି ଦେବଦେବୀଙ୍କ ମୂର୍ତ୍ତିକୁ ରଖି…

ମା’ ବଜ୍ରକାଳୀଙ୍କ ପୀଠରେ ହରିହାଟ, ଆଧ୍ୟାତ୍ମିକ ଆସରରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର

କେନ୍ୟୁଜ୍‌(ବ୍ୟୁରୋ): ପଡ଼ିଛି ଝୋଟି ସାଙ୍ଗକୁ ମୁରୁଜ । ମୁରୁଜ ଉପରେ ପିଢା । ପିଢାରେ ବିରାଜ ମାନ କରିଛନ୍ତି ଠାକୁର । ଭକ୍ତିର ସହ ମହିଳା ଗାନ କରୁଛନ୍ତି ଠାକୁରଙ୍କ ସ୍ତୁତି । ଜଣେ କି ଦୁଇଜଣ ନୁହେଁ ମନ୍ଦିରର ବେଢା ଚାରିକଡ଼େ ମହିଳାମାନେ ବସି ଠାକୁରଙ୍କ ସ୍ତୁତି ଗାନ କରୁଛନ୍ତି । ମନ୍ଦିରରେ…

ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ , ମିଳିବ ସବୁ କ୍ଷେତ୍ରରେ ସଫଳତା

ଆମ ଦେଶ ଭାରତ ଏକ ଧର୍ମ ପରାୟଣ ରାଷ୍ଟ୍ର । ଏଠି ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି ହିସାବରେ ଦେଖିଲେ ପ୍ରତିମାସ କିଛି ନା କିଛି ପର୍ବ ପଡିଥାଏ । ଯାହାକୁ ନିୟମ ଅନୁଯାୟୀ ପାଳନ କଲେ ଘରେ ସକାରାତ୍ମକ ଉର୍ଜା ବଢିବା ସହିତ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି…

ଉଜ୍ଜୟିନୀର ପ୍ରସିଦ୍ଧ ମଙ୍ଗଳନାଥ ମନ୍ଦିର

ମଧ୍ୟପ୍ରଦେଶ ର ଉଜ୍ଜୟିନୀକୁ ସ୍ୱୟଂ ମହାକାଳଙ୍କ ନଗରୀ କୁହାଯାଏ। ଏଥିସହ ମହାକାଳଙ୍କ ଏହି ନଗରୀରେ ବହିଯାଉଥିବା ସିପ୍ରା ନଦୀ ମୋକ୍ଷଦାୟିନୀ ନଦୀ ରୂପେ ସବୁଠି ପରିଚିତ । ସିପ୍ରାର ପବିତ୍ର ତଟରେ ରହିଛି ଉଜ୍ଜୟିନୀ ନଗରୀ । ଏଠାରେ ମଙ୍ଗଳଙ୍କ ଏପରି ଏକ ମନ୍ଦିର ରହିଛି ଯାହା ଅମଙ୍ଗଳକୁ ମଙ୍ଗଳରେ…

ଶିବଙ୍କୁ ବେଲପତ୍ର ଚଢ଼ାଇବା ପଛରେ ରହିଛି ଏହି ପୌରାଣିକ ମାନ୍ୟତା, ଆଜି ଜାଣି ନିଅନ୍ତୁ ..

ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରିୟ ହୋଇଥାଏ ବେଲ ଗଛ । କୁହାଯାଏ ଏହି ଗଛର ମୂଳେ ମହାଦେବଙ୍କ ବାସ ହୋଇଥାଏ । ତେଣୁ ଏହି ଗଛକୁ ପୂଜା କରିବାର ବିଶେଷ ମହତ୍ୱ ରହିଛି । ବେଲ ଗଛର ପତ୍ର ଶିବଙ୍କର ଅତିବ ପ୍ରିୟ । କୁହାଯାଏ ଯେଉଁ ବ୍ୟକ୍ତି ନିୟମିତ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ…

ଆସନ୍ତା ୨୦ ଏପ୍ରିଲରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭୁଲରେ ବି ଏହି ଦିନ କିଛି ଏପରି କଲେ ପଡିଯିବ ଅଭିଶାପ, ଜାଣନ୍ତୁ ଆଉ…

୨୦୨୩ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବାକୁୁ ଯାଉଛି । ଯାହାକି ମାତ୍ର କିଛି ସମୟ ବାକି ରହିଛି। ଆଜି ଜାଣନ୍ତୁ ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ। ଏହାସହ ଲୋକଙ୍କ ଉପରେ ଏହାର କଣ ପ୍ରଭାବ ପଡ଼ିବ। ସବୁଠୁ ଜରୁରୀ ଏହିସମୟରେ କିଛି କାମ କୁ କରିବାକୁ ବାରଣ…

ସରିଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଶେଷହେଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ଯ୍ଯନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା'ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି…