ବିପଦରୁ ମୁକ୍ତି ପାଇବାକୁ ଚାହୁଁଥିଲେ ହନୁମାନ ଜୀଙ୍କୁ ଲଗାନ୍ତୁ ଏହି ଭୋଗ, ଦୂର ହେବ ଅନେକ ସମସ୍ୟା
ଆମ ଦେଶରେ ହନୁମାନ ଜୀଙ୍କର ଅନେକ ଭକ୍ତ ଅଛନ୍ତି । ବିଭିନ୍ନ ଉପାୟରେ ହନୁମାନଙ୍କୁ ପୂଜା କରାଯାଏ । ସଂକଟ ମୋଚନ ଭାବେ ହନୁମାନ ଜୀ ଭକ୍ତଙ୍କ ଦୁଃଖ ଓ ସମସ୍ୟାକୁ ଦୂର କରନ୍ତି । ଯଦି କେହି ବିପଦରେ ପଡ଼ନ୍ତି ତେବେ ସେମାନେ ପ୍ରଥମେ ହନୁମାନ ଜୀଙ୍କୁ ସ୍ମରଣ କରନ୍ତି । ବିଶ୍ୱାସ କରାଯାଏ ଯେ ଯଦି…