Below header
Browsing Category

ମନୋରଂଜନ

କାହିଁକି ରଣବୀରଙ୍କ ସହ କାମ କରିବାକୁ ମନା କଲେ ରଣବୀର ?

ମୁମ୍ବାଇ : ନିକଟରେ ମିଳିଥିବା ଖବର ଅନୁଯାୟୀ ରଣବୀର ସିଂଙ୍କ ସହ କାମ କରିବାକୁ ରାଜି ହେଲେନି ରଣବୀର କପୁର। ସୂଚନା ଅନୁଯାୟୀ , ଆଗକୁ ବଲିଉଡ଼ର ଏନରଜେଟିକ୍ ଅଭିନେତା ରଣବୀର ସିଂ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କ ବିପକ୍ଷରେ ନଜର ଆସିବେ…

ସୁଟିଙ୍ଗ୍ ସେଟରେ ଅାମିର୍ ପକାଇଥିଲେ ମାଧୁରୀଙ୍କ ହାତରେ ଛେପ !

ଅଭିନେତା ଅାମିର୍ ଖାନ ବଲିଉଡର ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏ ସୁଟିଙ୍ଗ୍ ସମୟରେ ବହୁତ ମଜାମସ୍ତି କରିଥାନ୍ତି । ଏମିତି କିଛି ମଧ୍ୟ ସେ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କ ସହିତ କରିଥିଲେ ଯାହାକୁ ମାଧୁରୀ କେବେବି’  ଭୁଲିପାରି ନାହାଁନ୍ତି । ମାଧୁରୀ ଦିକ୍ଷିତ୍ ଏବଂ ଅାମିର୍ ଖାନଙ୍କ…

ପୁଣି ସ୍ୱରାଙ୍କ ବିବାଦୀୟ ସ୍ୱର : ଟ୍ଵିଟ୍‌ କରି ଭାରତୀୟ ସୈନିକଙ୍କୁ କହିଲେ ‘ବୋକା’

ମୁମ୍ବାଇ : ବିବାଦରେ ଫସିବା ହେଉଛି ବଲିଉଡ୍‌ ହିରୋଇନ୍‌ ସ୍ୱରା ଭାସ୍କରଙ୍କ ଅଭ୍ୟାସ ହୋଇଗଲାଣି । କେତେବେଳେ ପଦ୍ମାବତ୍‌ ପାଇଁ ସଞ୍ଜୟ ଲିଲା ଭନସାଲିଙ୍କୁ ଖୋଲା ଚିଠି ତ ଆଉ କେବେ ବୀରେ ଦି େଓ୍ଵଡିଂର ଦୃଶ୍ୟକୁ ନେଇ ଟ୍ରୋଲ୍‌ । ଏମିତିକି ଭାରତରେ ପାକିସ୍ତାନକୁ ଓ ପାକିସ୍ତାନରେ ଭାରତକୁ…

ପ୍ରୀତିଙ୍କ ଧମାକେଦାର କମବ୍ୟାକ୍ : ‘ଭୟାଜୀ ସୁପରହିଟ୍‌’ରେ ଆସିବେ ନଜର

ମୁମ୍ବାଇ : ବଲିଉଡକୁ ଧମାକେଦାର କମ୍‌ବ୍ୟାକ କରିବାକୁ ପ୍ରସ୍ତୁତ ହେଉଛନ୍ତି ନବେ ଦଶକର ଡ଼ିମ୍ପଲ କୁଇନ୍ ପ୍ରୀତି ଜିଣ୍ଟା। ନିକଟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତ୍ରୀ ତାଙ୍କ ଅପକମିଙ୍ଗ ଫିଲ୍ମ ଭେୟାଜୀ ସୁପରହିଟ୍‌ରେ ଥିବା ନିଜର ଲୁକ୍‌ ଶେୟାର କରିଛନ୍ତି। ଏହି…

ଭିନ୍ନକ୍ଷମ ପିଲାଙ୍କୁ ନେଇ ଚଳଚ୍ଚିତ୍ର ‘ସପନ ଟିଏ’

ଭିନ୍ନକ୍ଷମ ପିଲାଙ୍କୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ‘ସପନ ଟିଏ’। ଏହା ମନୋରଂଜନ ସହ ଶିକ୍ଷଣୀୟ ଚଳଚ୍ଚିତ୍ର । ସପନ ଟିଏର ସ୍କ୍ରିନିଂ ଭୁବନେଶ୍ୱର ସ୍ଥିତ କେଶରୀ ହଲରେ ହୋଇଛି । ଭିନ୍ନକ୍ଷମ ତଥା ପିଲାଙ୍କ ପ୍ରତି ପରିବାର ଏବଂ ସମାଜର କର୍ତ୍ତବ୍ୟ ଉପରେ ଆଧାରିତ ହୋଇଛି ଫିଲ୍ମ । ମାନସିକ…

ରିଲିଜ ହେଲା ଭିନ୍ନ ପ୍ରକାରର ସୁଇଧାଗା ଲୋଗୋ

ମୁମ୍ବାଇ : ରିଲିଜ ହୋଇଛି ଫିଲ୍ମ ସୁଇଧାଗାର ଲୋଗୋ। ରିଲିଜ ହେଉ ହେଉ ଚର୍ଚ୍ଚାରେ ରହିଛି ଲୋଗୋ । ଏହା ବେଶ ୟୁନିକ୍ ଓ ଡିଫରେଣ୍ଟ୍ ରହିଛି। କମ୍ପ୍ୟୁଟରରେ ଲୋଗା ଡିଜାଇନ ନକରି ସୁଇଧାଗାରେ ଡିଜାଇନ୍ କରାଯାଇଛି। ୟଶରାଜ ପ୍ରଡକ୍ସନ ଏଥର କିଛି ଅଲଗା କରିବାକୁ ଚେଷ୍ଟା କରିଛି। ଲୋଗୋ ରିଲିଜ ନେଇ…

ମୁହଁ ଖୋଲିଲେ ସଲମାନ : କହିଲେ ପ୍ରିୟଙ୍କାଙ୍କ ପାଇଁ ଅଛନ୍ତି ଖୁସି

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରାଙ୍କ ଭାରତ ଛାଡିବା ନେଇ ଶେଷକୁ ମୁହଁ ଖୋଲିଛନ୍ତି ଦବଙ୍ଗଖାନ୍। ନିଜ ଭିଣୋଇ ଆୟୁଷ ଶର୍ମାଙ୍କ ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ସଲମାନ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି। ଆମକୁ ବହୁସମୟ ପରେ ଜଣାପଡିଲା ଯେ, ସେ ସେଠାରେ…

ପାକିସ୍ତାନ ଗାୟିକାଙ୍କୁ ଗୁଳି ମାରି ହତ୍ୟା

ଲାହୋର : ପାକିସ୍ତାନର ଖାଇବର ପାଖତୁନଖ୍ଵାରେ ଜଣେ କଣ୍ଠଶିଳ୍ପୀଙ୍କୁ ଗୁଳି କାରି ହତ୍ୟା । ଅଭିନେତ୍ରୀ ତଥା ଗାୟିକା ରେଶମାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି । ପାରିବାରିକ ବିବାଦରୁ ଏଭଳି ଘଟିଥିବା କୁହାଯାଉଛି । ରେଶମା ତାଙ୍କ ସ୍ୱାମୀଙ୍କର ଚତୁର୍ଥ ପତ୍ନୀ ଥିଲେ । ତାଙ୍କୁ…

କରନଙ୍କ ହିଟ୍ ଟିପ୍ସ : “ଭଙ୍ଗା ହୃଦୟରୁ ବାହାରେ ଅଭିନୟ”  

ମୁମ୍ବାଇ : ବଲିଉଡ଼ର ଆଗଧାଡ଼ିର ପ୍ରଯୋଜକ ମାନଙ୍କ ମଧ୍ୟରେ ପରିଚିତ କରନ ଜୋହର। କହିବାକୁ ଗଲେ ସେ ଏକାସାଙ୍ଗରେ ଜଣେ ଶ୍ରେଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ, ବିଚାରକ ଏବଂ ଅଭିନେତା ମଧ୍ୟ। ଏବେ କିଛି ଦିନ ହେବା ବିଟାଉନରେ ବହୁ ମାତ୍ରାରେ ନବାଗତ କଳାକାର ପ୍ରବେଶ କରୁଥିବାରୁ ତାଙ୍କୁ ସେ ଦେଇଛନ୍ତି …

୬୦ ବର୍ଷ ପୂର୍ବରୁ କିଶୋର କୁମାର ଆରମ୍ଭ କରିଥିଲେ କିକି ଚ୍ୟାଲେଞ୍ଜ : ବିଶ୍ବାସ ହେଉନି ଯଦି ଦେଖନ୍ତୁ ଏହି ଗୀତ

ଏବେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି କିକି ଚ୍ୟାଲେଞ୍ଜ । ଯେଉଁଥିରେ ଲୋକମାନେ ଗାଡିରୁ ଓହ୍ଲାଇ ଚାଲୁଥିବା ଗାଡି ସହ ନାଚୁଛନ୍ତି । କୁହାଯାଉଛି ଏହି ଟ୍ରେଣ୍ଡ୍ କାନ୍ନାଡାର ଗାୟକ ଡ୍ରେକଙ୍କ ଗୀତ ଇନ୍ ମାଇଁ ଫିଲିଙ୍ଗ୍ସରୁ ପ୍ରେରିତ ବୋଲି । କିନ୍ତୁ ସତ ହେଉଛି ଏହି କିକି ଚ୍ୟାଲେଞ୍ଜ…

ନିମକି, ନିମପୁରରୁ ନବୀନ ନିବାସର ଟିଜର ରିଲିଜ୍

ଆସୁଛି ଏକ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ । ନିମକି, ନିମପୁରରୁ ନବୀନ ନିବାସ। କଟକ ଓସିଏ କ୍ଲବରେ ଏହାର ଟିଜର ରିଲିଜ୍ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭିନେତ୍ରୀ ବର୍ଷା । ନିପଟ ମଫସଲ ଗାଁର ଝିଅ ନିମକି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ନିମକିର ଆଦର୍ଶ । ସଚିବାଳୟ ହେଉ ଅବା…

ଖୁବ୍ ଶୀଘ୍ର ପରଦାକୁ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍

ମୁମ୍ବାଇ : ବାୟୋପିକ୍ ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ସାନିଆ ମିର୍ଜା। ଆଜ୍ଞା ହଁ ,ବଲିଉଡରେ ଖୁବ ଶୀଘ୍ର ନଜର ଆସିବେ ଟେନିସ ପ୍ଲେୟାର ସାନିଆ ମିର୍ଜା। ଫିଲ୍ମ ନିର୍ମାତା ରୋନି ସ୍କ୍ରେଓ୍ଵାଲା ସାନିଆଙ୍କ ବାୟୋପିକ ନିର୍ମାଣ କରୁଥିବା ନେଇ ବିଟାଉନରେ ଚର୍ଚ୍ଚା ଜୋର ଧରିଛି। ନିକଟରେ…