Below header
Browsing Category

ଦେଶ ବିଦେଶ

ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଟଙ୍କାଟିଏ କମାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା : ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟ ଟିକସ ଛାଡ଼ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଯାହାଫଳରେ ଉଭୟ ତୈଳ ଦର ୧ ଟଙ୍କା ଲେଖାଏଁ କମିବ । ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶ ପରେ ଟିକସ କମାଇବାରେ ପଶ୍ଚିମବଙ୍ଗ ହେଉଛି ୩ୟ ରାଜ୍ୟ । ଏ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା…

ସାପକୁ ଗିଳି ମରିଗଲା ମହିଲାଲ

ମୋରାଦାବାଦ : ମଣିଷ ବେଳେ ବେଳେ ଏମିତି ଅଜବ କାମ କରେ ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ତ ହୁଅନ୍ତି ହେଲେ କାରନାମା କରିଥିବା ବ୍ୟକ୍ତିର ମଧ୍ୟ ଜୀବନ ଯାଏ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଅମରୋହାରେ । ରଜବପୁର ଥାନା ଅନ୍ତର୍ଗତ ଚକବଦୌନିଆ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଗୋଟିଏ ଜୀଅନ୍ତା…

ଆଶା ଓ ଅଙ୍ଗନବାଡ଼ିଙ୍କ ଦରମା ବଢାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ସାଧାରଣ ନିର୍ବାଚନ । ତାପୂର୍ବରୁ ରାଜନେତାଙ୍କୁ ଭୋଟର ବ୍ୟାଙ୍କ ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଆଶା, ଅଙ୍ଗନବାଡ଼ଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଦ୍ଧିତ ଦରମା ଆସନ୍ତା ମାସରୁ ମିଳିବ । ଦେଶର ଆଶା କର୍ମୀ,…

ତେଲେଙ୍ଗାନା କୋଣ୍ଡାଗାଟୁରେ ବଡ଼ ଧରଣର ବସ୍ ଦୁର୍ଘଟଣା : ୪୬ ମୃତ

ତେଲେଙ୍ଗାନା (କେନ୍ୟୁଜ୍) : କୋଣ୍ଡାଗାଟୁରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଘାଟି ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୪୬ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ ।…

ପିଏନ୍‌ବି ଘୋଟାଲା : ପ୍ରତିକ୍ରିୟା ରଖିଲେ ମେହୁଲ ଚୋକସୀ

ନୂଆଦିଲ୍ଲୀ(କେନ୍ଯୁଜ୍) : ପିଏନ୍‌ବି ଘୋଟାଲା ନେଇ ପ୍ରତିକ୍ରିୟା ରଖିଛନ୍ତି ମେହୁଲ ଚୋକସୀ । ଘୋଟାଲା ନେଇ ଇଡିର ସମସ୍ତ ଅଭିଯୋଗ ମିଥ୍ଯା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି । ଇଡି ଓ ସିବିଆଇ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ସେ ସଫେଇ ଦେଇଛନ୍ତି । ଭାରତର ୧୩ ହଜାର କୋଟି ବ୍ୟାଙ୍କ…

୫୫ ଟଙ୍କାରେ ପେଟ୍ରୋଲ୍ ଏବଂ ୫୦ ଟଙ୍କାରେ ମିଳିବ ଡିଜେଲ୍ !

ଦେଶରେ ବସୁଛି ଇଥେନଲ୍ ଫ୍ଯାକ୍ଟ୍ରି । ଯାହା ଫଳରେ ପେଟ୍ରୋଲ୍ ଦର ୫୫ ଟଙ୍କା ଏବଂ ଡିଜେଲ୍ ଦର ହୋଇଯିବ ୫୦ ଟଙ୍କା । ଏକଥା କହିଛନ୍ତି କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ନୀତିନ୍ କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରାଳୟ ଦେଶରେ ୫ଟି ପ୍ଲାଂଟ୍ ବନାଉଛି । କାଠର ସାମଗ୍ରୀ ଏବଂ…

ଆସନ୍ତା ୨୪ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର (କେନ୍ଯୁଜ୍) : ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ଆସନ୍ତା ୨୪ ତାରିଖରେ ସେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପୁରୀରେ ମହିଳା ମୋର୍ଚ୍ଚା ସମାବେଶରେ ଯୋଗଦେବେ ଅମିତ୍‌। ୨୩, ୨୪ ଓ ୨୫ ତିନି ଦିନ ଧରି ଚାଲିବ ଏହି ସମାବେଶ। ରାଜ୍ୟ ମହିଳା ବିଜେପି…

ଦୁର୍ଗା ପୂଜା ପାଇଁ ଦିଦିଙ୍କ ଦାନ ୨୮ କୋଟି

କୋଲକାତା : ଆସନ୍ତା ଦୁର୍ଗା ପୂଜାକୁ ପୂରା କ୍ୟାସ୍ କରିବାକୁ ଯୋଜନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂରା ହୃଦୟ ଓ ସରକାରୀ ଟ୍ରେଜେରୀ ଖୋଲି ଦେଇଛନ୍ତି ଦିଦି । ରାଜ୍ୟର ୨୮ ହଜାର ପୂଜା ଆୟୋଜକଙ୍କୁ ବାଣ୍ଟିବେ ୨୮ କୋଟି ଟଙ୍କା । କେବଳ କୋଲକାତାରେ ୩ ହଜାର ଏବଂ ବାକି…

କୁକୁରର ଜୀବନ ବଂଚାଇଲେ ରାହୁଲ୍ ଗାନ୍ଧୀ

ସମଗ୍ର ଦେଶରେ ଆଜି ବନ୍ଦ ପାଳନ କରୁଛି କଂଗ୍ରେସ୍ । ନିଶ୍ଚିତ କଥା ଯେ ଏପରି ପରିସ୍ଥିତିରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀ ରାଲି ମଧ୍ୟ କରିବେ । ତେଣୁ ବଢୁଥିବା ଦାମ୍ ଏବଂ ମୋଦିଙ୍କ ବିରୋଧରେ ରାହୁଲଙ୍କ ଅନ୍ୟ ନେତା ମନ୍ତ୍ରୀ ଦିଲ୍ଲୀର ରାମଲୀଲା ମୈଦାନରେ ଏକାଠି ହୋଇଥିଲେ । ହେଲେ ଏହି…

କଂଗ୍ରେସର ଭାରତ ବନ୍ଦ ଅବସରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ (କେନ୍ୟୁଜ୍) : କଂଗ୍ରେସର ଭାରତ ବନ୍ଦ ଅବସରରେ କେନ୍ଦ୍ର ଉପରେ ବର୍ଷିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ‘ତୈଳ ଦର ବୃଦ୍ଧିକୁ ନେଇ ମୋଦି କାହିଁକି ଚୁପ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦରଦାମ…

ମନମୋହନ ସିଂହ ସରକାରଙ୍କ ଶେଷ ଦିନରେ କେତେ ଥିଲା ପେଟ୍ରୋଲ ଦାମ ? ମୋଦି ସରକାରଙ୍କ ସାଢ଼େ ୪ ବର୍ଷରେ କେଉଁ ସ୍ତର ଛୁଇଁଛି…

ଦେଶରେ ଏବେ ତୈଳ ଯୁଦ୍ଧ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ବ୍ରେକ୍ ତ ଲାଗୁନି, ପଲିଟିକ୍ସ କିନ୍ତୁ ତେଜିଛି । ପ୍ରତିବାଦରେ କଂଗ୍ରେସ ଦେଶବ୍ୟାପୀ ବନ୍ଦ ପାଳନ କରୁଛି । ବହୁ ରାଜନୈତିକ ଦଳ ସମର୍ଥନ ବି ଦେଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି, ୨୦୧୪ ତୁଳନାରେ ଦେଶରେ ତୈଳ ଦାମ ପାଖାପାଖି…

୨୦୧୯ରେ କ୍ଷମତା ବଜାୟ ରଖିବ ବିଜେପି : ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମନ୍ତ୍ର ଦେଲେ ମୋଦି

୨୦୧୯ ସାଧାରଣ ନିର୍ବାଚନ ଜିତିବ ବିଜେପି । କ୍ଷମତା ବଜାୟ ରଖିବ । ନୂଆ ସ୍ଲୋଗାନ୍‌ ଅଜୟ ଭାରତ, ଅଟଳ ବିଜେପି । ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଦଳୀୟ ନେତାଙ୍କୁ ଏହି ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ୫୦ ବର୍ଷ ପର୍ଯ୍ୟନ୍ତ ବିଜେପି ପ୍ରତି…