Below header
Browsing Category

ଦେଶ ବିଦେଶ

ନେହେରୁ ସାରା ଦେଶର ନେତା, ମେମୋରିଆଲ୍ ମ୍ୟୁଜିୟମକୁ କରନ୍ତୁ ନାହିଁ ପରିବର୍ତ୍ତନ : ମୋଦିଙ୍କୁ ମନମୋହନଙ୍କ ଚିଠି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚିଠି । ଦିଲ୍ଲୀ ତିନ ମୂର୍ତ୍ତି ଭବନ ସ୍ଥିତ ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଓ ଲାଇବ୍ରେରୀର ସ୍ୱରୂପ ପରିବର୍ତ୍ତନ ନକରିବାକୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ନେହେରୁ କେବଳ…

ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଆଜି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ । ବୈଠକକୁ ୭ଟି ଜାତୀୟ ରାଜନୈତିକ ଦଳ ଓ ୫୧ଟି ଆଞ୍ଚଳିକ ଦଳଙ୍କୁ ଡକାଯାଇଛି । ଏଥିରେ ବିଜେଡିରୁ ସାଂସଦ ପିନାକୀ ମିଶ୍ର ପ୍ରତିନିଧିତ୍ୱ କରିବେ । ନିର୍ବାଚନୀ ସଂସ୍କାର ଉପରେ ରାଜନୈତିକ ଦଳଙ୍କ ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ ।…

ଥମିବାର ନାଁ ନେଉ ନାହିଁ ରାଫେଲ ଡିଲ୍ : ନ୍ୟାସନାଲ ହେରାଲ୍ଡ ଖବରକାଗଜ ବିରୋଧରେ ୫ ହଜାର କୋଟିର ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ରାଫେଲ ଡିଲ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । କଂଗ୍ରେସ ମାଲିକାନାରେ ଥିବା ନ୍ୟାସନାଲ ହେରାଲ୍ଡ ଖବରକାଗଜ ବିରୋଧରେ ୫ ହଜାର କୋଟି ଟଙ୍କାର ମାନହାନି ମକଦ୍ଦମା । ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ,, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଓ ରିଲାଏନ୍ସ ଏରୋଷ୍ଟ୍ରକଚର ଗ୍ରୁପ…

ଆସନ୍ତାକାଲି ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ : ନିର୍ବାଚନ ସଂସ୍କାରର ବିଭିନ୍ନ ଦିଗକୁ ନେଇ ହେବ ଆଲୋଚନା

ମନ କଥାରେ ମୋଦି କହିଲେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ରାଜନୈତିକ ଚର୍ଚ୍ଚା ଆଗକୁ ବଢୁଛି। ଏଭଳି ସ୍ଥିତିରେ, କାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ବୈଠକକୁ ୭ଟି ଜାତୀୟ ରାଜନୈତିକ ଦଳ ଓ ୫୧ଟି ଆଞ୍ଚଳିକ ଦଳଙ୍କୁ ଡକାଯାଇଛି। ନିର୍ବାଚନୀ ସଂସ୍କାର ଉପରେ ରାଜନୈତିକ ଦଳଙ୍କ…

କିନ୍ନରଙ୍କୁ ଭଉଣୀ କରି ରାକ୍ଷୀ ବାନ୍ଧିଲେ ଗୌତମ ଗମ୍ଭୀର : ଦେଶବାସୀଙ୍କୁ ଦେଲେ ମାନବିକତାର ବାର୍ତ୍ତା

ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କରିଛନ୍ତି ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର୍ ।   କିନ୍ନରମାନଙ୍କ ପାଖରୁ ରାକ୍ଷୀ ବାନ୍ଧି ମାନବିକତାର ଏକ ବଡ ଉଦାହରଣ ଦେଇଛନ୍ତି ଏହି ଭାରତୀୟ କ୍ରିକେଟର । ଏହା ସହିତ ସମସ୍ତ ଦେଶବାସୀଙ୍କୁ ଭାଇ-ଭଉଣୀଙ୍କର ଏହି ପବିତ୍ର ପର୍ବରେ ଏକ ଭଲ ସନ୍ଦେଶ ଦେଇଛନ୍ତି ।…

ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଓଲଟିଲା ଡଙ୍ଗା : ନଦୀରେ ପଡିଲେ ନେତା

ଉତ୍ତରପ୍ରଦେଶ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ସମୟରେ ଅଘଟଣ । ଡଙ୍ଗା ଓଲଟିପଡିବାରୁ ନଦୀରେ ପଡିଲେ ମନ୍ତ୍ରୀ ଏବଂ ସାଂସଦ । ଘଟଣାଟି ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ, କିନ୍ତୁ କୁଆନୋ ନଦୀରେ ଅସ୍ଥି ବିସର୍ଜନ ବେଳେ…

ମନ୍‌ କି ବାତ୍‌ରେ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ : ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ମୋଦି କହିଛନ୍ତି, ୧୬ ଅଗଷ୍ଟରେ ଯେତେବେଳେ ବାଜପେୟୀଙ୍କ ଦେହାନ୍ତ ଖବର ଜଣାପଡ଼ିଲା, ସେତେବେଳେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ…

କାହିଁକି ହେଲା ପରାଜୟ? ଲଣ୍ଡନରେ ମତ ରଖିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଲୀ (କେନ୍ଯୁଜ୍) : ୨୦୧୪ ଲୋକସଭା ନିର୍ବାଚନ କାହିଁକି ହାରିଲା କଂଗ୍ରେସ ? ଲଣ୍ଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ହାରିବା ପଛରେ ଥିଲା ଦଳର ଆଭ୍ୟନ୍ତରୀଣ କନ୍ଦଳ । ବରିଷ୍ଠ ଓ କନିଷ୍ଠ ନେତାଙ୍କ ମତଭେଦ ଦଳକୁ ସଂଗଠିତ କରିବା ବଦଳରେ ଭାଙ୍ଗି ଦେଇଥିଲା ବୋଲି କହିଛନ୍ତି…

ରାକ୍ଷୀ ପାଳନ କରୁଛି ସାରା ଦେଶ : ଜଗତର ନାଥଙ୍କ ଠାରୁ ଯବାନ ସମସ୍ତଙ୍କୁ ବନ୍ଧା ହେଲା ସଂପର୍କର ସୂତା

ଭୁବନେଶ୍ବର(କେନ୍ଯୁଜ୍) : ରାକ୍ଷୀ ସୂତା ଖଣ୍ଡିଏ ନୁହେଁ, ସିଏ ସଂପର୍କର ସେତୁ । ଯେତିକି ବିଶ୍ୱାସ ଆଖିକୁ ସେତିକି ବିଶ୍ୱାସ ରାକ୍ଷୀକୁ । ଭାଇଭଉଣୀ ମଧ୍ୟରେ ଅନାବିଳ ସ୍ନେହର ପ୍ରତୀକ ରାକ୍ଷୀ । ପବିତ୍ର ଗହ୍ମା ପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ବାନ୍ଧି ଥାଏ ରାକ୍ଷୀ । ଭାଇର କୁଶଳ ମନାସିବା ସହ…

ରାମ ରହିମଙ୍କ ଭକ୍ତ କଲେ ଡ଼ାକ ବିଭାଗ ନାକରେ ଦମ୍ : ହଜାର ହଜାର ଲୋକ ପଠାଇଲେ ରାକ୍ଷୀ

ସିରସା : ଯୌନ ଶୋଷଣ ମାମଲାରେ ୨୦ ବର୍ଷ ପାଇଁ ଜେଲରେ ଦଣ୍ଡ ପାଉଥିବା ଅଭିଯୁକ୍ତ ଗୁରମିତ ରାମ ରହିମ୍ ଏବେ ଚର୍ଚ୍ଚାରେ । ତେବେ ଅଭିଯୁକ୍ତ ରାମ ରାହିମଙ୍କ ଦୋଷୀ ସାବ୍ୟସ୍ତ ପରେ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ତାଙ୍କ ପ୍ରତି ଭଲ ପାଇବା କମ ହୋଇନାହିଁ । କିଛି ଦିନ ପୂର୍ବେ ରାମରହିମଙ୍କ ଜନ୍ମ ଦିନ…

କ୍ଯାନ୍ସରରେ ଆଖି ହରାଇବା ପରେ ମଧ୍ୟ ବନିଲେ ଇଣ୍ଟରନ୍ଯାସନାଲ ଭିଡ଼ିଓ ଗେମର

ଲସଏଞ୍ଜଲର୍ସ : ଆପଣ ଶୁଣିଥିବେ ଭଗବାନ ଯେତେବେଳେ ଗୋଟିଏ କବାଟ ବନ୍ଦ କରି ଦେଇଥାନ୍ତି ତାପରେ ଆଉ ଗୋଟିଏ କବାଟ ଖୋଲିଦିଅନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ ରହୁଥିବା ସ୍ପେନ ୱାନ ଡ଼ି ବେଗେଙ୍କ ନିକଟରେ। ଭିଡ଼ିଓ ଗେମ୍ ଖେଳ ପ୍ରତି ଭଲପାଇବା ରଖିଥିବା ବେଗେଙ୍କର ୬ବର୍ଷରୁ ହିଁ…

ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍‌ ଦେଲା ସିବିଆଇ

ନୂଆଦୀଲ୍ଲୀ (କେନ୍ଯୁଜ୍) :  ଲିକର୍‌ ବାରୋନ୍‌ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍‌ ଦେଲା ସିବିଆଇ । ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ର ୧୨ ନମ୍ବର ବାରାକ୍‌ର ୮ ମିନିଟ ଭିଡିଓ ଦେଇଛି ସିବିଆଇ । ଯେଉଁଥିରେ ଦର୍ଶାଯାଇଛି, ୧୨ ନମ୍ବର ବାରାକ୍‌ରେ…