Browsing Category

ଦେଶ ବିଦେଶ

ସଂସଦରେ ଘଣ୍ଟାଏ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ପାର୍ଲାମେଣ୍ଟରେ କିସ୍ ଛାତ୍ରଛାତ୍ରୀ । ଏକ ଘଣ୍ଟା ସଂସଦରେ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ । ସଂସଦର କାର୍ୟ୍ୟଶୈଳୀ ଦେଖିଲେ । ଗତକାଲି ସେମାନେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଥିଲେ । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା…

ଧୋନିଙ୍କୁ କାହିଁକି ଭେଟିଲେ ଅମିତ ଶାହା ?

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କ ଭେଟିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦଳର ‘ସମ୍ପର୍କ ଫର ସମର୍ଥନ’ ଅଭିଯାନ କାର୍ୟ୍ୟକ୍ରମରେ ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାହିଙ୍କୁ ଭେଟିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଚାରି ବର୍ଷ ପୂରଣ କରିଥିବା ଅବସରରେ ଏହି…

ମଲ୍‌ ପାର୍କିଂ ଉପରେ ଖସିପଡ଼ିଲା ବିମାନ, ୫ ମୃତ

କାଲିଫର୍ଣ୍ଣିଆ : ଆମେରିକା କାଲିଫର୍ଣ୍ଣିିଆର ସାନ୍ତାଆନା ସିଟିରେ ବିମାନ ଦୁର୍ଘଟଣା । ଏକ କ୍ଷୁଦ୍ର ବିମାନ ସେଠାକାର ସାଉଥ୍‌ କୋଷ୍ଟ ପ୍ଲାଜାର ଏକ ସପିଂ ସେଣ୍ଟର ଉପରେ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ସପିଂ ସେଣ୍ଟର ପାର୍କିଂ ଉପରେ ଖସିପଡ଼ିଥିଲା । ଉଦ୍ଧାର କାର୍ଯ୍ୟ ସହ…

ପୁଣି ଲୋମ୍ବୋକରେ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୯୦ରୁ ଊର୍ଦ୍ଧ୍ୱ, ୧୦୦ରୁ ଅଧିକ ଆହତ

ଇଣ୍ଡୋନେସିଆ ଲୋମ୍ବୋକ ପୁଣି ଶକ୍ତିଶାଳୀ ଭୂମିକମ୍ପ । ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏଥିସହ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ଭାରତୀୟ ସମୟ ସଂଧ୍ୟା ୫ଟା ୩୦ ମିନିଟରେ ହୋଇଥିବା ଭୂକମ୍ପର ତୀବ୍ରତା ଥିଲା ୭ ଦଶମିକ ରହିଛି । ଏହାର…

ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ

ଭନେଜୁଏଲା ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ । ଡ୍ରୋନ ସାହାଯ୍ୟରେ ହତ୍ୟା ଉଦ୍ୟମ ବିଫଳ ହୋଇଛି । ଭେନେଜୁଏଲା ରାଷ୍ଟ୍ରପତି ମଦୁରୋ ସେନାର ୮୧ ତମ ପ୍ରତିଷ୍ଠା ଦିବସରେ ଭାଷଣ ଦେଉଥିଲେ । ଏ ସମୟରେ ଆକାଶରେ ଦୁଇଟି ଡ୍ରୋନ୍‌ ବିସ୍ଫୋରଣ ହୋଇଥିଲା । ସମସ୍ତେ ଉପରକୁ ଅନାଇଥିଲେ । ସୁରକ୍ଷାକର୍ମୀ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶା, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ସେହିପରି ଜମ୍ମୁକାଶ୍ମୀର, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ମଧ୍ୟମ ଧରଣର…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଲେ କିସ୍‌ ଛାତ୍ରଛାତ୍ରୀ । କିସ୍‌ ବିଶ୍ୱବିଦ୍ୟାଳୟର ୨୫ ଜଣ ଛାତ୍ରୀଛାତ୍ରୀ ଓ ପ୍ରତିନିଧି ଆଜି ଦିଲ୍ଲୀରେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ…

ନିତୀଶଙ୍କ ପାଇଁ ବଢୁଛି ଅଡୁଆ : ବନ୍ଧୁତ୍ୱ ଦିବସ ପାଳିଲେ ବିରୋଧୀ

ଫ୍ରେଣ୍ଡ୍‌ସିପ୍‌ ଡେ' ପୂର୍ବରୁ ବନ୍ଧୁତ୍ୱ ଦିବସ ପାଳିଛନ୍ତି ବିରୋଧୀ । ଗତକାଲି ବିହାର ମୁଜାଫରପୁର ଘଟଣାର ପ୍ରତିବାଦ କରିବାକୁ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହୋଇଥିଲେ । ତେଜସ୍ୱୀ ଯାଦବଙ୍କ ସଭାରେ ଥିଲେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, ସୀତାରାମ ୟେଚୁରୀ, ଡି.ରାଜା, ଶରଦ ଯାଦବ…

କିକି ଚ୍ଯାଲେଞ୍ଜରେ ସାମିଲ ଭାରତୀୟ କୃଷକ: ଭିଡ଼ିଓ ଭାଇରାଲ  

ତେଲେଙ୍ଗାନା : କୃଷକ ବି ଜିତିଲେ କି କି ଡ୍ୟାନ୍ସ । ହଳ ଲଙ୍ଗଳ ଛାଡ଼ି ଚାଷ କ୍ଷେତରେ କଲେ କି କି ଡ୍ୟାନ୍ସ । କୃଷକଙ୍କ କି କି ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେଲେଙ୍ଗାନାର ଦୁଇ ଚାଷୀ ଅନୀଲ କୁମାର ଓ ପିଲି ଥିରୁପାଠୀ କ୍ଷେତରେ ହଳ କରୁଥିବା ବେଳେ କି କି ଚ୍ୟାଲେଞ୍ଜ ପୂରା…

ପୁଣି ବିରୋଧୀ ହେଲେ ଏକାଠି : ଦିଲ୍ଲୀର ଯନ୍ତରମନ୍ତରରେ ହେବ ପ୍ରତିବାଦ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। ଏବେ ବିହାର ମୁଜାଫରପୁର ଘଟଣାକୁ ନେଇ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହେଲେ ବିଭିନ୍ନ ବିରୋଧୀ ଦଳ ନେତା। ମୁଜାଫରପୁର ଘଟଣାର ପ୍ରତିବାଦ ଜଣାଇବାକୁ ଏକାଠି ହୋଇଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ…

ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌ STA 1 ତାଲିକାରେ ଭାରତ

ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌- STA 1 ତାଲିକାରେ ଭାରତକୁ ଆମେରିକା ସ୍ଥାନ ଦେଇଛି । ପ୍ରଥମ ଦକ୍ଷିଣ ଏସୀୟ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସ୍ଥାନ ପାଇଛି । ପୂର୍ବରୁ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଜାପାନ ଏବଂ ଦକ୍ଷିଣ କୋରିଆ ଏହି ତାଲିକାରେ ସ୍ଥାନ ପାଇଥିଲେ । ସେହିପରି ଏହି…

ଏକା ପାରିଲେନି କୋହଲି : ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ଜିତିଲା ଇଂଲଣ୍ଡ

ଏଜବାଷ୍ଟନରେ ପରାଜୟର ଜାଲରୁ ମୁକୁଳି ପାରିନି ଭାରତ । କୋହଲିଙ୍କ ସଂଗ୍ରମ ବି ବିଜୟ ଦେଇ ପାରିଲାନି ବିରାଟ ବାହିନୀକୁ । ଏଜବାଷ୍ଟନ୍‌ ଠାରେ ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ହାରିଗଲା ଟିମ୍‌ ଇଣ୍ଡିଆ । ନିଜର ୧୦୦୦ତମ ଟେଷ୍ଟରେ ବିଜୟ ଭେଟି ଦେଇଛି ଇଂଲଣ୍ଡ ଦଳ । ୧୯୪ ରନ୍‌ ଟାର୍ଗେଟ୍‌ର ପିଛା କରି…