Browsing Category

ଦେଶ ବିଦେଶ

ଏବେ ଗୋବରରୁ ପ୍ରସ୍ତୁତ ହେଉଛି ଫ୍ୟାସନେବଲ ଡ଼୍ରେସ୍ : ମିଳିଲା ଗ୍ଲୋବାଲ ଆୱାର୍ଡ଼

ଆଇଡ଼ହୋବନ : ନେଦରଲ୍ୟାଣ୍ଡରେ ରହୁଥିବା ଜଣେ ମହିଳା ଗାଇ ଗୋବରରୁ ପ୍ରସ୍ତୁତ କରିଛନ୍ତି ଫ୍ୟାସନେବଲ ଡ଼୍ରେସ। ଏଠାକାର ଗୋଟିଏ ଷ୍ଟାଟଅପ୍ କମ୍ପାନୀ ପୋଷାକ ପ୍ରସ୍ତୁତ କରିବାର ଏକ ଅଭିନବ ଉପାୟ ଆପଣାଇଛି। କମ୍ପାନୀ ଗାଇ ଗୋବରରୁ ସେଲୁଲୋଜ ଅଲଗା କରିବା ସହ ଏଥି ଦ୍ବାରା ପ୍ରସ୍ତୁତ କରୁଛି ବିଭିନ୍ନ…

ପୁଣି ସୁନିତା ୱିଲିୟମ୍ସ ରଚିବେ ଇତିହାସ : କରିବେ ମାହାକାଶ ଯାତ୍ରା

ଭାରତୀୟ ମୂଳ ଭାବେ କାର୍ୟ୍ୟରତ ମହାକାଶଚାରୀ ସୁନିତା ୱିଲିୟମ୍ସ ପୁଣି ଥରେ ରଚିବାକୁ ଯାଉଛନ୍ତି ଇତିହାସ। ହିନ୍ଦୁସ୍ଥାନୀ ଝିଅ ମାଟିରୁ ନେଇ ମହାକାଶ ପର୍ୟ୍ୟନ୍ତ ନିଜର ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି। ନାସା ନିଜର ପ୍ରଥମ ମହାକାଶ ଯାତ୍ରା ପାଇଁ ଯାତ୍ରୀଙ୍କ ନାମ ଘୋଷଣା କରିଛି। ଏଥିରେ…

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଅଜଣା ବ୍ୟକ୍ତି ନିହତ

ଶ୍ରୀନଗର : ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ ବେଳେ ଅଜଣା ବ୍ୟକ୍ତି ନିହତ । ସୁରକ୍ଷାକର୍ମୀଙ୍କ ଗୁଳିରେ ତାର ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ, ଜଣେ ସନ୍ଦିଗ୍ଧ ଆଜି ହଠାତ୍ ଦ୍ରୁତ ଗତିରେ…

ଆନ୍ଧ୍ରପ୍ରଦେଶ କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ : ୧୨ ଶ୍ରମିକ ମୃତ

ଆନ୍ଧ୍ରପ୍ରଦେଶ : କୁର୍ନୁଲରେ ପଥର ଖାଦାନରେ ଭୟାବହ ବିସ୍ଫୋରଣ । ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ । ବିସ୍ଫୋରଣରେ ଆଉ କିଛି ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଗକୁ ବଢ଼ିପାରେ ମୃତ୍ୟୁ ସଂଖ୍ୟା । ୧୩ ଜଣ ଶ୍ରମିକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଅଛନ୍ତି । ଆଉ ୩ ଜଣ ଆହତ ହୋଇଛନ୍ତି ।…

ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର

ଶ୍ରୀନଗର : ଜମ୍ମୁ-କାଶ୍ମୀର ସୋପିୟା ଜିଲ୍ଲାର କିଲୁରା ଅଞ୍ଚଳରେ ଏନ୍କାଉଣ୍ଟର । ଏଥିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତରୁ ଏନ୍କାଉଣ୍ଟର ଜାରି ରହିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା…

ସୁପ୍ରିମକୋର୍ଟ ବିଚାରପତି ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ

ନୁଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ବିଜ୍ଞପ୍ତି । ଜଷ୍ଟିସ ବିନୀତ ଶରଣଙ୍କ…

ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମହାମେଣ୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ମହାମେଣ୍ଟର ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ ହୋଇଛି । ସୂଚନା ଅନୁସାରେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ୨୦୧୯…

ଆଜି ଜିଏସଟି କାଉନସିଲର ୨୯ତମ ବୈଠକ : ଟିକସ ସଂଗ୍ରହର ସରଳୀକରଣ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ଜିଏସଟି କାଉନସିଲର ୨୯ତମ ବୈଠକ । ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତରଫରୁ ଆସିଥିବା ପ୍ରସ୍ତାବ, ଟିକସ ସଂଗ୍ରହର ସରଳୀକରଣ ସହ ବୈଷୟିକ ଦିଗ ସମ୍ପର୍କରେ ଆଲୋଚନା ହେବାର ଅଛି । ରାଜ୍ୟର ଅଣୁକ୍ଷୁଦ୍ର…

ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବରୁ ଓହରିଲେ କେନ୍ଦ୍ର ସରକାର

ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବରୁ ଓହରିଲେ କେନ୍ଦ୍ର ସରକାର । ଏଣିକି ଆଉ ସୋସିଆଲ୍‌ ମିଡିଆ ଉପରେ ନଜର ରଖାଯିବ ନାହିଁ । ଆଜି ସୁପ୍ରିମକୋର୍ଟଙ୍କୁ ଏକଥା ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ । ସୋସିଆଲ୍‌ ମିଡିଆ ହବ୍‌ ପ୍ରସ୍ତାବକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ…

ମୋ ପୁଅ ଭଲ ଥିଲା : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଲାଦେନର ମା’

ନ୍ୟୁୟର୍କରେ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ୧୭ ବର୍ଷ ବିତି ଗଲାଣି । ସେହିଭଳି ଆତଙ୍କବାଦର ସମ୍ରାଟ୍‌ ଓସାମା ବିନ୍‌ ଲାଦେନ ମରିବାର ବି ଅନେକ ଦିନ ହୋଇଗଲାଣି । ଆଉ ଏବେ ତାଙ୍କ ମା ମୁହଁ ଖୋଲିଛନ୍ତି ନିଜ ପୁଅ ବିଷୟରେ । ଆମେରିକାରେ ଆକ୍ରମଣ ପାଇଁ ତାଙ୍କ ପୁଅ ଦାୟୀ ବୋଲି ସେ ସ୍ୱୀକାର…

ଶପଥ ପୂର୍ବରୁ ଝଟକା : ଇମ୍ରାନ୍‌ଙ୍କୁ ସମନ୍‌

ଲାହୋର : ଆସନ୍ତା ୧୧ ତାରିଖରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍‌ ଖାନ୍‌ । ତେବେ ତା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି ଦୁର୍ନୀତି ବିରୋଧୀ ସଂସ୍ଥା ଜବାବଦେହି ବ୍ୟୁରୋ ଏନ୍‌ଏବି । ସେ ନିର୍ବାଚନ ବେଳେ ସରକାରୀ ହେଲିକପ୍ଟରର ଦୁରୁପଯୋଗ କରିଥିବା ଅଭିଯୋଗ…

ଢାବାରେ ମାଡ଼ିଗଲା ଟ୍ରକ୍‌, ୬ ଜଣଙ୍କର ମୃତ୍ୟୁ

ମଧ୍ୟପ୍ରଦେଶ : ଢାବା ଉପରକୁ ମାଡ଼ିଗଲା ଟ୍ରକ୍‌ । ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣ ଚାଲିଗଲା । ମଧ୍ୟପ୍ରଦେଶ ଛିନ୍ଦଓ୍ଵାଡ଼ାର ଅମରବାଡ଼ାଠାରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଢାବା ଭିତରକୁ ପଶି ଯାଇଥିଲା । ସେତେବେଳେ ସେଠାରେ ଖାଉଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ…