Browsing Category

ସ୍ପେଶାଲ

ଆତ୍ମହତ୍ୟା କରିବା ପାଇଁ ଟ୍ରେନ୍ ଆଗରେ ଶୋଇପଡିଲେ ମହିଳା : ତାପରେ ଯାହା ହେଲା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ

ଜନ୍ମ ଏବଂ ମୃତ୍ୟୁ ହେଉଛି ଇଶ୍ୱର ନିର୍ଦ୍ଧାରିତ। ଆପଣ ଯେତେ ଚେଷ୍ଟା କରନ୍ତୁ ନା କାହିଁକି  ସମୟ ପୂର୍ବରୁ ନିଜ ଜୀବନ ହାରିପାରିବେନି । କାରଣ ଏହା ମଣିଷର ଇଚ୍ଛାଧୀନ ନୁହେଁ। ଏଭଳି ଏକ ଅଲୌକିକ ତଥା ଜ୍ବଳନ୍ତ ଉଦାହରଣ  ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ଟ୍ରେନ୍ ଆଗରେ ଆତ୍ମହତ୍ୟା କରିବାକୁ…

ଏବେ ଷ୍ଟେସନ ବା ଟ୍ରେନରେ ସେଲଫି ନେବା ପଡ଼ିବ ମହଙ୍ଗା :ଜରିମାନା ସହ ମିଳିବ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ : ସେଲଫି ଏବେ ସମସ୍ତଙ୍କ ଜୀବନ ପାଇଁ ବିପଦ ସାଜିଛି। କିଛି ଦିନ ପୂର୍ବେ ଟ୍ରେନ ସହ ସେଲିଫି ନେଉଥିବା ସମୟରେ ଜଣେ ଯୁବକଙ୍କର ଜୀବନ ଚାଲିଯାଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହା ଜନସାଧାରଣଙ୍କ ମଧ୍ୟରେ ଭୟ ଖେଳାଇ ଦେଇଥିଲା । ଏହି ସେଲଫି ମାନିଆ ଉପରେ…

ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର : ଦେଖିବାକୁ ଏକଦମ୍ ଚାଉଳ ଦାନା ସଦୃଶ

ବୈଜ୍ଞାନିକ ମାନେ ଦୁନିଆରେ ସବୁଠାରୁ ଛୋଟ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଏହା ଏମିତି ଏକ କମ୍ପ୍ୟୁଟର ଯାହା ମାତ୍ର ୦.୩ ମିଲିମିଟର ବିଶିଷ୍ଟ ହୋଇଥିବା ବେଳେ ଏହା କର୍କଟ ରୋଗକୁ ଚିହ୍ନଟ କରି ତା’ର ଚିକିତ୍ସାର ନୂତନ ବାଟ ଖୋଲିବାରେ ସାହାଯ୍ୟ କରିବ ବୋଲି ଗବେଷଣାରୁ ଜଣାପଡ଼ିଛି। ସାଧାରଣତଃ…

ସ୍ୱଚ୍ଛତା ପାଇଁ ଚାଲିଗଲା ମୁଣ୍ଡଉପର ଛାତ : ପ୍ରଦୂଷଣ ପାଇଁ ପରିବାରକୁ ଗାଁରୁ ବାସନ୍ଦ

ରାଇସ୍ ମିଲ୍ର ପ୍ରଦୂଷଣକୁ ବିରୋଧ କରି ଗୋଟିଏ ପରିବାର ଗାଁରୁ ବାସନ୍ଦ ହୋଇଛି । ଏଭଳି ଏକ ଘଟିଛି କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁର ଗ୍ରାମରେ। ଶେଷକୁ ଉପୟଶୂନ୍ୟ ହୋଇ ବାସନ୍ଦ ପରିବାର ଏବେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଞ୍ଚିବାର…

ଭୋକ ମେଂଟାଏ ମାଟିର ରୁଟି : ଦାରିଦ୍ର୍ୟ କଣ ଏହି ଭିଡିଓ ଦେଖିବା ପରେ ଆପଣ ଜାଣି ପାରିବେ

ଭୋକ ଏବଂ ଦାରିଦ୍ର୍ୟ କଣ ହୋଇଥାଏ ତାହା ଆପଣ ଏହି ଭିଡିଓକୁ ଦେଖିବା ପରେ ଜାଣି ପାରିବେ। ବର୍ତ୍ତମାନ ମଧ୍ୟ ଏମିତି ଦେଶ ଅଛି ଯେଉଁଠି ଲୋକମାନେ ଭୋକ ମେଂଟାଇବା ପାଇଁ ଖାଉଛନ୍ତି ମାଟିର ରୁଟି । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗୁଥିବ। କିନ୍ତୁ ଏମିତି କିଛି ଦେଶ ରହିଛି, ଯାହା ଦାରିଦ୍ର୍ୟ…

ଯଦି ନିକଟରେ ଅଛି ଏପରି ୫୦୦ ଟଙ୍କିଆ ନୋଟ୍, ତେବେ ଆପଣ ବି ହୋଇପାରିବେ କୋଟିପତି

କେବେ,କେଉଁଠି,କେମିତି ଭଗ୍ୟ ବଦଳିଯାଏ କାହାକୁ ଜଣା ନଥାଏ । ଅନେକ ସମୟରେ ଆମେ ଦେଖିଛେ ହଠାତ୍ ଭାଗ୍ୟ କେତେବେଳେ ବଦଳିଯାଇଥାଏ କିଛି ବୁଝି ହୋଇ ନଥାଏ। ଦୁନିଆରେ ଏମିତି ଘଟଣା ବିଷୟରେ ଶୁଣିବାକୁ ମିଳିଯାଏ ଯାହା ବହୁତ ଅଜବ ହୋଇଥାଏ। ଅନେକ ଲୋକଙ୍କ ଭାଗ୍ୟ ଘରେ ରହି ମଧ୍ୟ ବଦଳି ଯାଇଥାଏ ଯାହା ପର…

ପାଇଲଟଙ୍କ ବିଚିତ୍ର କାରନାମା: ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ପାଇଁ ଜୋର କଲେ ଏସି

ନୂଆଦିଲ୍ଲୀ : ଭାରତରେ ବେସରକାରୀ କମ୍ପାନୀ ମାନଙ୍କର ଦାଦାଗିରି କମ ହେବାର ନାମ ଧରୁନି । ସେନେଇ ବିମାନରେ କର୍ମଚାରୀଙ୍କ ଯାତ୍ରୀ ପ୍ରତି ଖରାପ ବ୍ୟବହାରର ଅନେକ ଖବର ଆସୁଥିବା ମଧ୍ୟ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବେ ବିମାନରେ ଅଧିକ ଯାତ୍ରୀ ଯାତ୍ରା କରୁଥିବା ଯୋଗୁଁ ଜଣେ ଯାତ୍ରୀଙ୍କୁ…

ସୁସଜ୍ଜିତ ଜେସିବି ମେସିନ୍ ସବାରୀରେ ବିଦା ହେଲା କନ୍ୟା : ଫଟୋ ଭାଇରାଲ

ଭାରତୀୟ ପରମ୍ପରା ଅନୁଯାୟୀ ବିବାହିତ ବରକନ୍ୟାଙ୍କୁ ସୁସଜ୍ଜିତ ଗାଡ଼ିରେ ନିଆଯାଇଥାଏ । ଏବେ କିନ୍ତୁ ନିଜ ବିବାହକୁ ଭିନ୍ନ ଏବଂ ରୋମାଞ୍ଚକର କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭିନ୍ନ ଅସାଧାରଣ ପ୍ରକାରର ବିବାହର ପ୍ରସ୍ତୁତି ପାଇଁ ଚେଷ୍ଟା କରୁଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି…

ଆଜି ବର୍ଷର ସବୁଠାରୁ ଲମ୍ବା ଦିବସ : କିଛି ସମୟ ପାଇଁ ଛାଇ ମଧ୍ୟ ଛାଡ଼ିବ ସାଥ୍

ବଷର୍କ ୩୬୫ ଦିନ ରହିଥିଲେ ମଧ୍ୟ ଜୁନ୍ ୨୧ କୁ ବର୍ଷର ସବୁଠାରୁ ଲମ୍ବା ଦିନ ଭାବେ ଗଣନା କରାଯାଇଥିଲା । ଏହି ଦିନ ଭାରତ ସମେତ ସମସ୍ତ ଉତ୍ତର ଗୋଲାର୍ଦ୍ଧାରେ ଦିନ ବଡ଼ ଏବଂ ରାତି ଛୋଟ ହୋଇଥାଏ । ଦିନ ମଧ୍ୟରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ବ୍ୟକ୍ତିଙ୍କୁ ତାଙ୍କ ନିଜର ଛାଇ ମଧ୍ୟ ନଜର ଆସିନଥାଏ…

ଆପଣ ଜାଣିଛନ୍ତି କି, ପୂଜା କରିବା ସମୟରେ କାହିଁକି ମଥାରେ ଦିଅନ୍ତି ଓଢ଼ଣା ?

ଭାରତୀୟ ସଂସ୍କୃତିରେ ପୂଜାପାଠକୁ ଅଧିକ ମହତ୍ତ୍ବ ଦିଆଯାଇଥାଏ । ବର୍ଷକ ବାର ମାସକୁ ତେରା ପର୍ବ ଭାବେ ହିନ୍ଦୁ ଧର୍ମରେ ସର୍ବଦା ବିଭିନ୍ନ ପ୍ରକାରର ପୂଜାପାଠ କରାଯାଇଥାଏ ।ହିନ୍ଦୁ ଧର୍ମ ଅନୁଯାୟୀ ଯେଉଁ ବ୍ଯକ୍ତି ଭାବନାର ସହ ପୂଜା କରନ୍ତି  ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।ଆପଣ…

ଶାସ୍ତ୍ର ଅନୁସାରେ , ମହିଳାଙ୍କ ଏହି ଅଙ୍ଗ ସ୍ପର୍ଶ ପୁରୁଷଙ୍କୁ କରେ ମହାପାପୀ

ଶାସ୍ତ୍ର ଅନୁଯାୟୀ ମହିଳାଙ୍କ ତୁଳନା ଦେବୀଙ୍କ ସହିତ କରାଯାଇଥାଏ । ଏଣୁ ସମାଜରେ ସର୍ବଦା ମହିଳାଙ୍କୁ ସମ୍ମାନର ସହିତ ରଖିବା ପାଇଁ କୁହାଯାଇଥାଏ । ମହିଳାଙ୍କୁ ସମ୍ମାନର ସହିତ ରଖୁଥିବା ପୁରୁଷଙ୍କ ଉପରେ ଭଗବାନ ଖୁସି ହୋଇଥିବା ବେଳେ ଶାସ୍ତ୍ର ଅନୁସାରେ ମହିଳାଙ୍କ ସହ ର୍ଦୁବ୍ୟବହାର କରିଥିବା…

ମେସିନ୍ କହିବ ମୃତ୍ୟୁର ଭବିଷ୍ୟବାଣୀ,ଗୁଗୁଲ୍ ଦେଉଛି ଟ୍ରେନିଙ୍ଗ୍ !

ରୋଗୀ କେତେଦିନ ବଞ୍ଚିବ ଏହି କଥା ଜଣାପଡିପାରିବ । ଆମେରିକୀ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଏହା ଉପରେ କାମ କରୁଛି ।ଏକ ସ୍ବତନ୍ତ୍ର ଧରଣର ମେସିନକୁ ଏହା ପାଇଁ ଟ୍ରେନିଙ୍ଗ ଦିଆ ଯାଉଛି । ଟ୍ରେନିଙ୍ଗ ପରେ ମେସିନ ରୋଗୀର ମୃତ୍ୟୁର ଭବିଷ୍ୟବାଣୀ କରିବ । ସେହି ମେସିନ କହିବ ରୋଗୀ ପାଖରେ…