Below header
Browsing Category

ରାଜ୍ୟ

ବିକ୍ରି ଉଦ୍ୟମ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା, ଗିରଫ ହେଲେ ଦୁଇ ଅଭିଯୁକ୍ତ

କରଞ୍ଜିଆ(କେ ନ୍ୟୁଜ): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଞ୍ଚଳରୁ ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ବନବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ କରି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସକ୍ଷମ ହୋଇଛି ।…

ବୋହୁର ଆକ୍ରମଣରେ ଶ୍ବଶୁର ଆହତ, ମେଡ଼ିକାଲରେ ଚାଲିଛି ଚିକିତ୍ସା

ଭଞ୍ଜନଗର(କେ ନ୍ୟୁଜ): ବୋହୁର ଆକ୍ରମଣରେ ଶ୍ବଶୁର ଆହତ । ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ, ପାଣ୍ଡିଆପଥର ଗାଁରେ ଘଟିଛି ଏଭଳି ଘଟଣା । ଆହତ ଶଶୁର ଜଣକ ହେଲେ, ସେହି ଗାଁର ବୃନ୍ଦାବନ ରଣା । ଆହତ ଅବସ୍ଥାରେ ତାଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆସିକା ଥାନା ପୋଲିସ…

ଯେତେ ଖୋଳିଲେ ସେତେ ବାହାରୁଛି ନୋଟ, ITDA ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଠାରୁ ମିଳିଲା ୨୮ଲକ୍ଷ ୧୭ହଜାର ୮୦୦ ଟଙ୍କା

ମୟୂରଭଞ୍ଜ(କେ ନ୍ୟୁଜ):  ସରୁନି ମୟୂରଭଞ୍ଜ ITDAର ଆସିଷ୍ଟାଣ୍ଡ ଇଞ୍ଜିନିୟର ସନ୍ତୋଷ କୁମାର ଦାସଙ୍କ ସମ୍ପତି ହିସାବ। ତାଙ୍କ ନିକଟରୁ ଏଯାଏଁ ୪୧ ଲକ୍ଷ ୭୭ ହଜାର କ୍ୟାସ୍‌ ମିଳିଛି। ଆଜି ପୁଣି ସହକାରୀ ଯନ୍ତ୍ରୀଙ୍କ ଠାରୁ ମିଳିଲା ୨୮ଲକ୍ଷ ୧୭ହଜାର ୮୦୦ ଟଙ୍କା । ଘରୁ ଜବତ ହୋଇଛି ୬୫୯ଗ୍ରାମ ସୁନା…

ବହୁ ଚର୍ଚ୍ଚିତ ପ୍ରିୟଙ୍କା ସାହୁ ହତ୍ୟା ମାମଲା, ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର(କେ ନ୍ୟୁଜ): ବହୁ ଚର୍ଚ୍ଚିତ ପ୍ରିୟଙ୍କା ସାହୁ ହତ୍ୟା ମାମଲା । ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କମିଶନରେଟ୍‌ ପୋଲିସ୍‌ । ଏହି ଘଟଣାରେ ଜଗନ୍ନାଥ ପ୍ରଧାନ ଏକମାତ୍ର ଅଭିଯୁକ୍ତ । ଜଗନ୍ନାଥଙ୍କ ନାଁରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି…

ଆଜି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭରାମ୍ଭ

ଆଜି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭରାମ୍ଭ କରିବେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ।…

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ଲାଗିଛି ୫୦୦ରୁ ଅଧିକ କ୍ୟାମେରା

ମୟୁରଭଞ୍ଜ(କେ ନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । କୋର ଓ ବଫର ଏରିଆ ସହିତ ଶିମିଳିପାଳ ପାଦ ଦେଶରେ ଚାଲିଛି ଗଣନା। କ୍ୟାମେରା, ବାଘର ପାଦଚିହ୍ନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ୱାରା ଗଣନା କାର୍ଯ୍ୟ କରାଯାଉଛି। ଜଙ୍ଗଲ ମଧ୍ୟରେ ଗଣନା ପାଇଁ ୫୦୦ରୁ ଉର୍ଦ୍ଧ୍ୱ କ୍ୟାମେରା ଲାଗିଛି।…

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ, ୨୯ ଓ ୩୦ ତାରିଖ ପ୍ରବଳ ବର୍ଷିବ

ଭୁବନେଶ୍ୱର(କେ ନ୍ୟୁଜ): ଲଘୁଚାପ ପରେ ଲଘୁଚାପ । ପୁଣି ଏକ ଲୋପ୍ରେସର ପୂର୍ବାନୁମାନ । ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧିବ । ୨୯ ତାରିଖ ସୁଦ୍ଧା ସୃଷ୍ଟି ହେବ ଲଘୁଚାପ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହି ଅଧୀକ ଘନୀଭୂତ ହେବ ।…

କୋଳି ତୋଳିବାକୁ ଯାଇ ଭାସିଗଲେ ୪ ଛାତ୍ର, ସମସ୍ତଙ୍କ ମୃତଦେହ ଉଦ୍ଧାର

କଟକ(କେ ନ୍ୟୁଜ): କୋଳି ତୋଳିବାକୁ ଯାଇ ଭାସିଗଲେ ୪ ଛାତ୍ର। ସମସ୍ତଙ୍କ ମୃତ ଦେହ ଉଦ୍ଧାର ସରିଛି । ନିଖୋଜଙ୍କ ବୟସ ୧୨ରୁ ୧୪ବର୍ଷ ମଧ୍ୟରେ।  ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଖୋଜ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଖୋଜାଖୋଜି ଜାରି…

ମାଲକାନଗିରିରେ ବରଯାତ୍ରୀଙ୍କ ଉପରକୁ ଟ୍ରକ ମାଡିଯିବା ଘଟଣା: ଅନେକଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନ ହାରିଛନ୍ତି…

ମାଲକାନଗିରି(କେନ୍ୟୁଜ୍): ପଞ୍ଚଭୂତରେ ବିଲୀନ ହେଲା ଅକାଳରେ ଚାଲିଯାଇଥିବା ୩ଟି ନିରୀହ ଜୀବନ। ପୁଅର ବର ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଜୀବନ ହାରିଲା ସରପଞ୍ଚ ବାପା। ଏହି ହୃଦୟ ବିଦାରକ ଦୁର୍ଘଟଣା ପରେ ପୁରା ଅଞ୍ଚଳ ଶୋକାକୁଳ ପରିବେଶ ପାଲଟିଛି।  ଘଟଣାର  ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର…

ଜୁନିଅର ହକି ବିଶ୍ୱକପ୍‌ : ପ୍ରଥମ ମ୍ୟାଚର ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଭାରତର ଜବରଦସ୍ତ କମ୍‌ବ୍ୟାକ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମ ମ୍ୟାଚର ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ କମ୍‌ବ୍ୟାକ । ଜୁନିଅର ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନର ଶେଷ ମ୍ୟାଚରେ କାନାଡା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଭାରତ । ୧୩-୧ ଗୋଲର ବଡ଼ ବ୍ୟବଧାନରେ କାନଡାକୁ ହରାଇଛି ଭାରତ । ଫଳରେ ଭାରତର କ୍ୱାର୍ଟର…

ବବିଙ୍କ ଟ୍ବିଟ୍: ଅଣ୍ଡାମାଡ଼ କୋଟି କୋଟି ଓଡିଆଙ୍କୁ ମର୍ମାହତ କରିଛି, ବିଜେପି ତୁରନ୍ତ ଓଡିଶାବାସୀଙ୍କୁ କ୍ଷମା…

କେନ୍ୟୁଜ୍(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟା ସାରି ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଉପରେ ଅଣ୍ଡାମାଡ଼ ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିଛି । ବିଜେଡି ସଂଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ଵିଟ୍‌ କରି କହିଛନ୍ତି, ମହତ କାମରେ ଯୋଗ ଦେଇ…