Browsing Category

ରାଜ୍ୟ

ୟାଙ୍କୁ ଶହେ ସଲାମ୍: ନିଜ ଜମି ବିକ୍ରି କରି ନଦୀ ଉପରେ ବାଉଁଶ ପୋଲ ନିର୍ମାଣ କରି ଚର୍ଚ୍ଚାରେ ୬୫ ବର୍ଷୀୟ ବୃଦ୍ଧ ନାଉରିଆ

ନବରଙ୍ଗପୁର(କେନ୍ଯୁଜ୍): ବେଳେ ବେଳେ ଏମିତି କିଛି ଘଟଣା ଶୁଣିବାକୁ ମିଳେ, ଯାହାକୁ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏ ନାହିଁ । ଆଜିର ସ୍ବାର୍ଥପର ଦୁନିଆରେ କିଏ ବା କାହାର । ଏଠାରେ ରାଜସ୍ବ ଅର୍ଥକୁ କିଛି ଦୁର୍ନିତୀଖୋର ନେତା ଆଉ ପ୍ରଶାସନିକ ଅଧିକାରୀମାନେ ହରିଲୁଟ କରିବାରେ…

ରାଜ୍ଯରେ ଆଉ ୨୭୧ କରୋନା ପଜିଟିଭ୍ ଚିହ୍ନଟ, ଗଲା ୨ ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୭୧ ଜଣ କରୋନା ପଜିଟିଭ୍ । ଏମାନଙ୍କ ମଧ୍ୟରୁ ୧୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୧୮ ବର୍ଷରୁ କମ୍ ୬୦ ଜଣ କରୋନା ପଜିଟିଭ…

କୁବେର ବାବୁଙ୍କ ସିନେମା ନିଶା: କଳା ଧନ ଟଙ୍କାରେ ତିଆରି କରିଛନ୍ତି ୨ଟି ଓଡ଼ିଆ ସିନେମା

ଭୁବନେଶ୍ବର(କେନ୍ଯୁଜ୍): କୁବେର ବାବୁଙ୍କ ସିନେମା ନିଶା। କଳା ଧନ ଟଙ୍କାରେ ତିଆରି କରିଛନ୍ତି ୨ଟି ଓଡ଼ିଆ ସିନେମା। ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରଯୋଜିକା ଅଛନ୍ତି। ଗୋଟିଏ ସିନେମାରେ ପ୍ରତାପ ନିଜେ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ…

ପୁଣି ମାତିଲେ ସାଇବର ଲୁଟେରା: OCAC ମୁଖ୍ୟଙ୍କ ନାଁରେ ଠକେଇ, ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ମାତିଲେ ସାଇବର ଲୁଟେରା। OCAC ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ। ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର…

ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଘଟଣାରେ ଲୁଟେରା ଅଟକ: ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଶ୍ରୀବିହାର ଛକରେ ଖେଳଣା ବନ୍ଧୁକ ଦେଖାଇ ଲୁଟ୍‌ ଘଟଣାରେ ଲୁଟେରା ଅଜିତ ସ୍ୱାଇଁ ଅଟକ। ଲୁଟ୍‌ରେ ବ୍ୟବହୃତ ହୋଇଥିବା ଗାଡି, ଖେଳନା ବନ୍ଧୁକ ଓ ଛୁରୀ ଜବତ କରାଯାଇଛି। ୨୦ହଜାର ଟଙ୍କା ପାଇଁ ଲୁଟ୍‌ ପ୍ଲାନ୍‌ କରିଥିଲା ଅଜିତ। ଗତକାଲି ଶ୍ରୀବିହାର ଅଞ୍ଚଳରେ ଏକ ଗ୍ରୋସରୀ…

ଅବପାତରେ ପରିଣତ ହେଲା ଲଘୁଚାପ: ପ୍ରଭାବରେ ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ରହିବ ପାଗ

ଭୁବନେଶ୍ବର(କେନ୍ଯୁଜ୍): ଅବପାତରେ ପରିଣତ ହେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ…

ଶ୍ରୀମନ୍ଦିର ପରିକ୍ରମା ପରିକଲ୍ପନାର ଭୂମି ପୂଜନ: ନଭେମ୍ବର ୨୨ରୁ ୨୪ ଯାଏ ହେବ ଯଜ୍ଞ, ଲାଗୁ ହେବ ବିଭିନ୍ନ ନିୟମ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିକ୍ରମା ପରିକଲ୍ପନାର ଭୂମି ପୂଜନ ପାଇଁ ଦୋଳବେଦି କୋଣ ନିକଟରେ ଯଜ୍ଞବେଦି ନିର୍ମାଣର ଶୁଭାରମ୍ଭ କରାଯାଇଛି। ନଭେମ୍ବର ୨୨ରୁ ୨୪ ଯାଏ ଏହି ଯଜ୍ଞାନୁଷ୍ଠାନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

ଦେବଗଡ଼ ବ୍ରାହ୍ଣଣପାଲି ଗାଁ ନିକଟରେ ବିକ୍ରି ପାଇଁ ଡିଲ୍‌ ବେଳେ ରେଡ୍‌: ଏକ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଦେବଗଡ଼ (କେନ୍ଯୁଜ୍): ବିକ୍ରି ପାଇଁ ଡିଲ୍‌ ବେଲେ ରେଡ୍‌। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ଣଣପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ ମାଡି ବସିଲା ବନବିଭାଗ। ଚଢାଉ…

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ’: ୩୦ଜିଲ୍ଲାରେ ୩୦ହଜାର…

ଭୁବନେଶ୍ବର(କେନ୍ଯୁଜ୍): ରକ୍ଷକ କରିବେ ଜୀବନ ରକ୍ଷା। ରାସ୍ତାରେ ଗାଡି ସଂଖ୍ୟା ବୃଦ୍ଧି ପାଇବା ପରେ ଦୁର୍ଘଟଣା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଅଭିନବ କାର୍ଯ୍ୟକ୍ରମ ରକ୍ଷକ। ଦୁର୍ଘଟମାଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା…

ଗୁଳି ଫୁଟାଇ ଭଦ୍ରକ ଆରଡ଼ି ଛକରେ ଥିବା ଏକ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌

ଭଦ୍ରକ(କେନ୍ଯୁଜ୍): ଗୁଳି ଫୁଟାଇ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌। ଭଦ୍ରକ ଆରଡ଼ି ଛକରେ ଏକ ମେଡିସିନ୍‌ ଷ୍ଟୋରରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ୩ଟି ମୋାବଇଲ ସହ ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ୭ ଜଣ ଲୁଟେରା ଆସି ଗୁଳି ଫୁଟାଇଥିଲେ। ପରେ…

ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌, ମାରଣାସ୍ତ୍ର ଧରି ଅଶ୍ଳୀଳ ଭାଷାରେ ଦେଉଛନ୍ତି…

କଟକ(କେନ୍ଯୁଜ୍): ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗ ପରେ କଟକରେ ମାତିଛନ୍ତି ଷଣ୍ଢ ଗ୍ରୁପ୍‌ । ହାତରେ ବନ୍ଧୁକ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ସୋସିଆଲ ମିଡ଼ିଆରେ ଷଣ୍ଢ ଗ୍ରୁପ୍‌ର ୧୦ଟି ଭିଡ଼ିଓ ଘୁରି ବୁଲୁଛି । ଏହି ଗ୍ରୁପ୍‌ର ମାଷ୍ଟରମାଇଣ୍ଡ ପୋଲିସ କବ୍‌ଜାରେ ଥିବା ଜଣାପଡିଛି।…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ୫ ଜିଲ୍ଲାକୁ ରେଡ୍ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଡିପ୍ରେସନର ରୂପ ନେଇଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ…