Browsing Category

ରାଜ୍ୟ

ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ, କଡ଼ା ଶାସ୍ତି ଦେବାକୁ ୟୁପି ମଡେଲ ଆପଣେଇଛି କମିଶନରେଟ୍ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍‌) : ମୂଳପୋଛ ହେବ ରକ୍ତ ଚରିତ୍ର ଗ୍ୟାଙ୍ଗ । କମିଶନରେଟ ପୋଲିସ ଚଳାଇଛି ଅପରେସନ୍ ଦମନ । ପୋଲିସ ଘନ ଘନ ରେଡ୍ କରୁଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ଭିଡିଓ । ଆଜି ଆଉ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାତିରେ ରାଜଧାନୀ ରାସ୍ତାରେ କାର ଉପରେ…

ପେଟ୍ରୋଲିଙ୍ଗ ବେଳେ ଧରା ହେଲା ପିକଅପ ଭ୍ୟାନ୍, ୧୧ କୁଇଣ୍ଟାଲ ଭାଙ୍ଗ ଜବତ

ମୋହନା(୧୦/୧୧): ଗଜପତି ଜ଼ିଲ୍ଲା ମୋହନା ପୋଲିସ ବୁଧୁବାର ଅପରାହ୍ନରେ ପେଟ୍ରୋଲିଙ୍ଗ କଲାବେଳେ ନାରଙ୍ଗୀ ଛକ ନିକଟରେ ଏକ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଉକ୍ତ ଭ୍ୟାନ୍ରୁ ୧୧ କୁଇଣ୍ଟାଲ ଭାଙ୍ଗ ଜବତ କରିଛି ପୋଲିସ  । ଉକ୍ତ ଗଞ୍ଜେଇ ମୋହନା ଥାନା ଅନ୍ତରବା,…

ପୋଲିସ୍‌ ଡିଜି ଅଭୟଙ୍କୁ ଅବସର ନେବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଓଡ଼ିଶା ପୋଲିସ୍‌ ଡିଜି ଅଭୟଙ୍କୁ ଅବସର ନେବା ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ବର୍ଷ ଶେଷ ଅର୍ଥାତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେବେ ବୋଲି ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। କହିରଖିବା ଉଚିତ ହେବକି ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌…

କୋଭିଡ କଟକଣା ପାଇଁ ଚଳିତ ବର୍ଷ ରାଧା ପାଦ ଦର୍ଶନ ବନ୍ଦ ରହିବ

ପୁରୀ(କେ ନ୍ୟୁଜ): ୧୨ ତାରିଖ ପବିତ୍ର ଅଳାଁ ନବମୀ । ତେବେ କୋଭିଡ ପାଇଁ ଚଳିତ ବର୍ଷ ମଧ୍ୟ ରାଧା ପାଦ ଦର୍ଶନ ବନ୍ଦ ରହିବ । ସାକ୍ଷୀଗୋପାଳ ମନ୍ଦିର ଚତୁର୍ପାଶ୍ୱରେ ୧୪୪ ଧାରା ଜାରି କରାଯିବ । ୧୨ତାରିଖ ଅଳାଁ ନବମୀ ଏବଂ ୧୫ ତାରିଖ ଏକାଦଶୀରେ ୧୪୪ଧାରା ଜାରି କରାଯିବ । କେବଳ ସେବାୟତ ମାନେ…

ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ କ୍ଲାସରୁମ ପାଠପଢ଼ା

ଭୁବନେଶ୍ୱର( କେ ନ୍ୟୁଜ): ଆସନ୍ତା ନଭେମ୍ବର ୧୫ ତାରିଖ ଅର୍ଥାତ ସୋମବାର ଠାରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । ଏନେଇ ସୂଚନା ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରୀ ଦାଶ କହିଛନ୍ତି । ଏହା ପୂର୍ବରୁ ସ୍ତର…

ଭୁବନେଶ୍ୱର : ଫୋନ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅଞ୍ଚଳରେ ଜଣେ ଯୁବକର ଆତ୍ମହତ୍ୟା ନେଇ ଚର୍ଚ୍ଚା ଚାଲିଛି । ୟୁନିଟ୍-୯ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମିକା ପାଇଁ ମୋବାଇଲ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କରିଛି ବୋଲି କୁହାଯାଉଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ଗତକାଲି ରାତିରେ…

ଗିରଫ ହେଲେ ନକଲି ନେଭି ଅଫିସର, ନୌସେନା ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଯୁବକ

କଟକ(କେ ନ୍ୟୁଜ): ନକଲି ନେଭି ଅଫିସର ଗିରଫ । ଲୋକଙ୍କୁ ନୌସେନା ଅଧିକାରୀ ପରିଚୟ ଦେଇ ଠକୁଥିଲେ । ନୌସେନାରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ଅଭିଯୋଗରେ କଟକରୁ ଜଣେ ଯୁବକଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ତା ନାଁ ସୌମ୍ୟରଞ୍ଜନ ମିଶ୍ର । ନୌସେନା ଅଧିକାରୀ ସହ ଜଣେ ବରିଷ୍ଠ ପୋଲିସ…

ଗିରଫ ହେଲେ OPHAWC ଡେପୁଟି ମ୍ୟାନେଜର ପ୍ରତାପ ସାମଲ, ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ ତାଯୁବ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କୁବେର ଅଫିସର ତଥା ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ବି ତାଯୁବ ହୋଇଯାଇଛନ୍ତି । ରେଡ୍‌ ବେଳେ ଜବତ ହୋଇଛି ୧୪ କୋଟି…

‘ଆଜାଦ୍ କି ଅମୃତ ମହୋତ୍ସବ’ ଅବସରରେ ପଟିଆ ବ୍ରହ୍ମାକୁମାରୀ ସେବା କେନ୍ଦ୍ରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର (କେନ୍ୟୁଜ୍‌) : ୭୫ ବର୍ଷ ‘ଆଜାଦ୍ କି ଅମୃତ ମହୋତ୍ସବ’ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ, ରାଜସ୍ଥାନ ମାଉଣ୍ଟଆବୁରୁ ବରିଷ୍ଠ ରାଜଯୋଗୀମାନେ ଭୁବନେଶ୍ୱର ଆସିଥିଲେ । ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ସୁରଜ, ରାଜଯୋଗିନୀ ବ୍ରହ୍ମାକୁମାରୀ…

ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ୍‌ ଡାଏରୀ ପ୍ଲାଣ୍ଟ, ଉପକୃତ ହେବେ ପ୍ରାୟ ୬ଲକ୍ଷ ଦୁଗ୍ଧ ଚାଷୀ

କଟକ(କେନ୍ଯୁଜ୍): ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ ଓମଫେଡ୍‌ ଡାଏରୀ ପ୍ଲାଣ୍ଟ। କଟକ ବାରଙ୍ଗ ବ୍ଲକ ଅରିଲୋଠାରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ସଂପୂର୍ଣ୍ଣ ଅଟୋମେଟିକ ଡାଏରୀ ପ୍ଲାଣ୍ଟ। ଏହି ପ୍ଲାଣ୍ଟ…

ଇଏ କି ଆଇନ୍? ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ରାଇଘର ବ୍ଲକ୍‌ ସୋନପୁର ବଙ୍ଗୀୟ DNK ଗାଁରେ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିଜ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ । ଗାଁର ଜଣେ ପୁଅ ସହ ରାତିରେ କଥା ହେଉଥିବାରୁ…

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ, ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଉମେଶ ମରକମ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଟେଟମ୍‌ ଗାଁରେ ଏହି ଘଟଣା…