Browsing Category

ରାଜ୍ୟ

ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା, ସୂଚନା ଦେଲେ ଜିଲ୍ଲା ପ୍ରଶାସନ

କଟକ(କେ ନ୍ୟୁଜ): ଏ ବର୍ଷ ବି ବନ୍ଦ ରହିବ କଟକ ବାଲିଯାତ୍ରା । ଗଲା ବର୍ଷ ପରି ଚଳିତ ବର୍ଷ ବି କଟକର ଐତିହାସିକ ବାଲିଯାତ୍ରା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। ଏନେଇ କଟକ…

ଖେଳୁ ଖେଳୁ ନିଖୋଜ ହୋଇଗଲା ପୁଅ, କାନ୍ଦି କାନ୍ଦି ମାଆ ଆଖିରୁ ଶୁଖୁନି ଲୁହ

ଜଗତସିଂହପୁର (କେନ୍ୟୁଜ) : ମାମୁଁ ଘରକୁ ଆସି ହଜିଗଲା ସୌମ୍ୟ। ଖେଳୁ ଖେଳୁ ହଠାତ୍‌ ଆଉ ଦେଖାଗଲାନି ମାମୁଁ ଘରକୁ ବୁଲି ଆସିଥିବା ୨ ବର୍ଷର ଶିଶୁ ପୁତ୍ର। ମାଆ ଖାଇବାକୁ ଡାକିବାରୁ ଆଉ ଡାକ ଶୁଣି ଧାଇଁ ଆସିଲାନି ସୌମ୍ୟ। ମାଆ ଆଖିରୁ ସୁଖୁନି ଲୁହ କିନ୍ତୁ ମିଳୁନି ପୁଅ। କାନ୍ଦି କାନ୍ଦି ମାଆ…

DRDO ତଥ୍ୟ ଲିକ୍‌ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ପହଞ୍ଚିଲା ମାମଲା

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ଦାୟର ମାମଲାର ଶୁଣାଣି ହୋଇଛି। ପ୍ରତିପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ…

ଟ୍ରେଲୀ ପଦ୍ଧତିରେ ପୋଟଳ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ, ଲକ୍ଷେ ବିନିଯୋଗରେ ୨ ଲକ୍ଷ ରୋଜଗାର

ଗୁଣୁପୁର(କେନ୍ଯୁଜ୍) : କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ରାମାନଗୁଡା ବ୍ଲକ ଲିମାପଦର ଗ୍ରାମର ଚାଷୀ । ପାରମ୍ପାରିକ ପଦ୍ଧତିରେ ଚାଷ ଛାଡି ଆଧୁନିକ ପଦ୍ଧତିରେ ପଟୋଳ ଚାଷ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରି…

ପରିବା ହାଟରେ ଡିଲ୍‌ ସମୟରେ ୧କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ, ୨ଗିରଫ

ବାଲେଶ୍ୱର(କେନ୍ଯୁଜ୍):ପରିବା ହାଟରେ ବ୍ରାଉନ ସୁଗର ଡିଲ୍‌। ୧ କେଜିି ୫୨ ଗ୍ରାମ ବ୍ରାଉନସୁଗର ଜବତ କଲା STF। ବାଲେଶ୍ୱର ସହଦେବ ଖୁଣ୍ଟା ନୟାବଜାର ହାଟରୁ ବ୍ରାଉନ ସୁଗର ଜବତ। ବ୍ରାଉନ ସୁଗରର ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ…

ପୁରୀ: ବ୍ରହ୍ମଗିରି ନାଥପୁର ବୋମାମାଡ଼ ଘଟଣା; ଆଉ ୫ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମଗିରି(କେନ୍ୟୁଜ୍): ପୁରୀ ଜିଲ୍ଲା ସାତପଡ଼ା ନାଥପୁର ବୋମାମାଡ଼ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରାଯାଇଛି। ୩୫ ମୌଜାର ଆଉ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ବୋମାମାଡ଼ ଘଟଣାରେ ଗତକାଲି ଜଣେ ପଛୁଆବର୍ଗଙ୍କ ସହ ୩୫ ମୌଜାର…

ଏମିତି ବି ଆସେ ମୃତ୍ୟୁ: କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ବଲପୁର(କେନ୍ଯୁଜ୍): ଏମିତି ବି ଆସେ ମୃତ୍ୟୁ। କୂଅ ଉପରେ ବସି ଗପୁଥିବାବେଳେ ଖସିପଡିଲେ ୨ ଭାଇ। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ବିଳମ୍ବିତ ରାତିରେ ଗଳିପଡିଲେ ୨ ଭାଇ। ମୃତକମାନେ ହେଲେ ସାହୁ କଲୋନୀର ସୁଶୀଲ ତ୍ରିପାଠୀ ଓ…

ରାଜଧାନୀରେ ରାତିର ଅନ୍ଧକାରରେ ମାତିଛନ୍ତି ନିଶାସକ୍ତ ବ୍ୟକ୍ତି, ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିବା ସହ ଖଣ୍ଡାରେ…

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ରାତିର ଅନ୍ଧକାରରେ ମାତିଛନ୍ତି ନିଶାସକ୍ତ ବ୍ୟକ୍ତି। ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିବା ସହ ଖଣ୍ଡାରେ ଆକ୍ରମଣ। ଭୁବନେଶ୍ୱର ଜାଗମରା ଛକରେ ଥିବା କେତୁକା କମ୍ପ୍ଲେକ୍ସର ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ହୋଇଛି। ନିଶା ଖାଇବାକୁ ଟଙ୍କା ମାଗି ବ୍ୟକ୍ତି…

ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ କର୍ପୋରେସନ ଡେପୁଟୀ ମ୍ୟାନେଜର, ସମୁଦାୟ ୧୦ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ୱର/ବାସୁଦେବପୁର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ କର୍ପୋରେସନ ଡେପୁଟୀ ମ୍ୟାନେଜର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଚଢାଉ ଜାରି ରହିଛି। ବାସୁଦେବପୁର , ବାଲେଶ୍ୱର, ସିମୁଳିଆ ଓ ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ…

ରାଜ୍ଯରେ ଗତ ୨୪ଘଣ୍ଟାରେ ୨୯୬ କରୋନା ପଜିଟିଭ୍ ଚିହ୍ନଟ, ୩ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ  ୨୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୮ ଜଣ ଶିଶୁ ଓ…

କିଟ୍‌ ବିଶ୍ୱବିଦ୍ୟାଳୟର ସାହସୀ ଛାତ୍ରୀ ପ୍ରଜ୍ଞା ରାୟ: ଲୁଟେରାଙ୍କୁ କଲେ କାବୁ, ଫେରିପାଇଲେ ନିଜ ଫୋନ୍

କଟକ(କେନ୍ଯୁଜ୍): କିଟ୍‌ ବିଶ୍ୱବିଦ୍ୟାଳୟର ସାହସୀ ଛାତ୍ରୀ ପ୍ରଜ୍ଞା ରାୟ । ଲୁଟେରାଙ୍କୁ କାବୁ କଲେ, ନିଜ ମୋବାଇଲ ଫୋନ ଫେରି ପାଇଲେ । ଗତ ଦୁଇ ଦିନ ତଳେ କିଟ୍‌ ଛକରେ ୨ ଲୁଟେରା ବାଇକ୍‌ରେ ଆସି ଛାତ୍ରୀଙ୍କ ଠାରୁ ମୋବାଇଲ ଫୋନ୍‌ ଛଡ଼ାଇ ନେଉଥିଲେ । ତେବେ ବାଇକରେ ପଳାଇ ଯାଉଥିବା ବେଳେ ବାଇକକୁ…

ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ପ୍ରତିବାଦ: ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ

ବରଗଡ଼(କେନ୍ଯୁଜ୍): ଆଜି ୬ ଘଣ୍ଟିଆ ବରଗଡ଼ ଜିଲ୍ଲାର ଅତାବିରା ବନ୍ଦ। ଥାନା ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ଦୁଇ ମାସ ବିତିଯାଇଥିଲେ ବି ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଜି ସକାଳ ୬ଟାରୁ ୧୨ଟା…