Browsing Category

ରାଜ୍ୟ

ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ, ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଭାଇରାଲ୍‌ ହେଲା ରକ୍ତ ଚରିତ୍ର ଗ୍ରୁପ୍‌ର ଭିଡ଼ିଓ । ରାତି ୩ଟାରେ କାର୍‌ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ । କାର୍‌ ଡୋର ଖୋଲି ବିପଦଜନକ ଭାବେ ଡ୍ରାଇଭିଂ କରୁଛନ୍ତି ଯୁବକ । ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତକାଲି ୨ଜଣ କୋର୍ଟରେ…

ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ

ଜଗତସିଂହପୁ(କେନ୍ଯୁଜ୍): ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ। ୨ ଦିନ ପରେ ମିଳିଲା ମୃତଦେହ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୃତ ଶୀଶୁ ପୁତ୍ର ହେଉଛନ୍ତି ସଦର…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୭ କରୋନା ପଜିଟିଭ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । କେବଳ ଖୋର୍ଦ୍ଧାରୁ ୧୯୫ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୫୦.୩୮ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୬୦ ପ୍ରତିଶତ । ୩୮୭ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ…

ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି, ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧…

ଭୁବନେଶ୍ବର(କେନ୍ଯୁଜ୍): ଯେତେ ଖୋଳିଲେ ସେତେ ବାହାରୁଛି କୁବେର ଅଧିକାରୀ ପ୍ରତାପ ସାମଲଙ୍କ ସମ୍ପତ୍ତି। ୨୫ଟି ପ୍ଲଟ୍‌ର RSD ମୂଲ୍ୟ ୩ କୋଟି ୪୧ ଲକ୍ଷ ଟଙ୍କା। କିନ୍ତୁ ପ୍ରକୃତ ମୂଲ୍ୟ ଏହାଠୁ ଅଧିକ। ଗୋଠପାଟଣା ସ୍ଥିତ ୫ ମହଲା କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ହଜାର। ୧ କୋଟି ୬୧ ଲକ୍ଷ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର: ଆଜିଠୁ ଆସନ୍ତା ୧୩ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ସକାଳେ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଆଜିଠୁ ଆସନ୍ତା ୧୩ ତାରିଖ…

ଅନୁଗୁଳ: ଜିନ୍ଦଲ ନିକଟରେ ଟ୍ରକ୍‌ ପଛକୁ ଧକ୍କା ଦେଲା ବସ୍‌, ୫ଜଣ ଯାତ୍ରୀ ଗୁରୁତର

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ - ଛେଣିପଦା ୬୩ ନଂମ୍ବର ରାଜ୍ଯ ରାଜପଥରେ ଜିନ୍ଦଲ ନିକଟରେ ଟ୍ରକ୍‌ ପଛରେ ବସ୍‌ ଦେଲା ଧକ୍କା ଦେଇ ଥିବା ବେଳେ ୫ଜଣ ଯାତ୍ରୀ ଗୁରୁତର ଆହତ,୫୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି । ସୂଚନା ଯେ, ଶିବଶଙ୍କର ବସ୍‌ ଟି ଦେବଗଡ଼ ରୁ ଭୁବନେଶ୍ୱର ରାତ୍ରୀ ଯାତ୍ରା…

ପାଦେ ଆଗେଇଲା ପୌର ନିର୍ବାଚନ ପ୍ରକ୍ରିୟା: ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି କଲେ ସବୁ…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ପାଦେ ଆଗେଇଛି। ପୌରାଞ୍ଚଳର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି ହୋଇଛି। ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ଏହି ତାଲିକା ପ୍ରକାଶ କରିଛନ୍ତି। ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି…

ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ

କଟକ(କେନ୍ଯୁଜ୍):ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ। ହାଇକୋର୍ଟ ଶୁଣାଣି କରି ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ମାମଲାକୁ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ…

ସୁସ୍ଥ ହେବାପରେ ମେଡିକାଲ୍ ପରିସରରେ ଚଲାବୁଲା କରୁଛି ଜଗା, ଫୁଲବାଣୀରେ ଏକ ସ୍ୱତନ୍ତ୍ର କୋଠରୀରେ ରହିଛି ଚିକିତ୍ସାଧୀନ

କନ୍ଧମାଳ(କେନ୍ଯୁଜ୍): ସୁସ୍ଥ ହେବା ପରେ ଏବେ ଧୀରେ ଧୀରେ ବାହାରକୁ ଆସୁଛି ଜଗା । ପାର୍କ ଓ ବଜାରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଏକ କୋଟି ଅର୍ଥଦାନ, ରାଜ୍ୟବାସୀଙ୍କ କାମନା ଓ ଡାକ୍ତରଙ୍କ ଅପ୍ରାଣ ପ୍ରଚେଷ୍ଟା ଯୋଗୁଁ ଯୋଡା ମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର…

ପଦ୍ମ ପୁରସ୍କାର ସମାରୋହରେ ନନ୍ଦ ମାଷ୍ଟ୍ରେଙ୍କ ଆଶୀର୍ବାଦ, ନିଜର ମସ୍ତକ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି

କେନ୍ଯୁଜ୍: ସାରାଦେଶରେ ଶତାୟୁ ଗୁରୁ ନନ୍ଦକିଶୋର ପୃଷ୍ଟିଙ୍କୁ ନେଇ ଚର୍ଚ୍ଚା । ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଦିନ ଆୟୋଜିତ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶତାୟୁ ଗୁରୁଙ୍କ ଆଶୀର୍ବାଦ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ…

ନିରୁପାୟ ହୋଇଗଲା ମା: ହାତ ଧରାଧରି ହୋଇ କୂଅରେ ପଡିଲେ ଓ ଦୂନିଆ ଛାଡିଦେଲେ ଦୁଇଭାଇ, ସିସିଟିଭି ରେକର୍ଡ ହେଲା ଛାତି ଥରା…

ସମ୍ବଲପୁର(କେନ୍ୟୁଜ୍):କୂଅ ଭିତରେ ଖସିପଡି ମା ସମ୍ମୁଖରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ ।ଏଭଲି ହୃଦୟ ବିଦାରକ ଦୃଶ୍ୟ ସମ୍ଵଲପୁରରୁ ସାମ୍ନାକୁ ଅସିଛି । ସହର ଲକ୍ଷ୍ମୀ ଟକିଜ ଛକ ନିକଟର ଏକ କୂଅ ଚାନ୍ଦିନିରେ ବିଲମ୍ବିତ ରାତିରେ ଶୁଶିଲ ଓ ସୁନିଲ ତ୍ରିପାଠୀ  ଦୁଇ ଭାଇ କଥାବାତ୍ତା ହେଉଥିଲେ । ଏହି…

ଶୀତହେବ ଭୟଙ୍କର: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆଗାମୀ ୩୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହେବ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୩୬ ଘଣ୍ଟାରେ ଏହା ଘନୀଭୂତ ହୋଇ ଡିପ୍ରେସନରେ ପରିଣତ ହେବ । ୧୧ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି…