Below header
Browsing Category

ରାଜ୍ୟ

ବ୍ରହ୍ମପୁର ଜୁଭେନାଲ ଜେଲ୍‌ରୁ ୬ ଅନ୍ତେବାସୀ ଚମ୍ପଟ୍‌, ରାତି ଜଗୁଆଳୀକୁ ମାଡ ମାରି ଫାଟକ ଡେଇଁ ଛୁ

ବ୍ରହ୍ମପୁର (କେନ୍ଯୁଜ୍): ବ୍ରହ୍ମପୁର ଜୁଭେନାଲ ଜେଲ୍‌ରୁ ୬ ଅନ୍ତେବାସୀ ଚମ୍ପଟ୍‌ ମାରିଛନ୍ତି। ଜଣେ ରାତି ଜଗୁଆଳୀକୁ ମାଡ ମାରି ଫାଟକ ଡେଇଁ ଚମ୍ପଟ୍‌ ମାରିଥିବା ଜଣଆପଡିଛି। ଖବର ପାଇ ପୋଲିସ ତନାଘନା ଜାରି ରଖିଛି। ଅନ୍ତେବାସୀମାନେ କେଉଁ କେଉଁ ଅଞ୍ଚଳର ବୋଲି ତାହା ସ୍ପଷ୍ଟ ହୋଇନି। ବାଳ…

ଭିଜିଲାନ୍ସ ଜାଲରେ ନୂଆପଡ଼ା ସିନାପାଲି ବ୍ଲକ ICDS ସୁପରଭାଇଜର, ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ନୂଆପଡ଼ା(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ICDS ସୁପର ଭାଇଜର ହର୍ଷମନି ଦେଈ । ସାଗୁନଭାଡ଼ି ଗାଁର ୨ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଚାକିରୀ କରାଇଦେବା ପାଇଁ ୮୦ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିନାପାଲି ବସଷ୍ଟାଣ୍ଡ ନିକଟରେ ଭିଜିଲାନ୍ସ ଗିରଫ କରିଛି ।…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧ କରୋନା ପଜିଟିଭ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେବଳ ଖୋର୍ଦ୍ଧାରୁ ୭୬ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୪.୪୪ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୨୯ ପ୍ରତିଶତ ।…

ବୌଦ୍ଧ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋ ଜବତ, ଡ୍ରାଇଭର ଫେରାର

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ମାଧପୁର ରେଞ୍ଜ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ବୋଝେଇ ଅଟୋକୁ ବାଣିଗୋଛା ଠାରେ ଜବତ କଲା ବାଣିଗୋଛା ବନ୍ୟପ୍ରାଣୀ ବିଭାଗ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ…

ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟରେ ଅଘଟଣ: ହାତୀ ଆକ୍ରମଣରେ ୩ ବନ କର୍ମଚାରୀ ଗୁରୁତର

ଖୋର୍ଦ୍ଧା(କେନ୍ଯୁଜ୍): ଟାଙ୍ଗୀ ବନଖଣ୍ଡ ଗୟାବନ୍ଧରେ ମିଶନ ରାମୁ ଚାଲିଥିବା ସମୟେରେ ୩ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀଙ୍କୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ରାମୁ ଗତିବିଧି ଉପରେ ନଜର ରଖିବାପାଇ ବେକରେ ରେଡ଼ିଓ…

ମାଳି ପର୍ବତରୁ ଖଣି ଖନନ ପାଇଁ ଜନ ଶୁଣାଣି: ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କୋରାପୁଟ(କେନ୍ଯୁଜ୍): ଖଣି ଖନନ ପାଇଁ ଜନ ଶୁଣାଣି । ମାଳି ପର୍ବତରୁ ଖଣି ଖନନ ନେଇ ପରିବେଶ ବିଭାଗ ପକ୍ଷରୁ ଶୁଣାଣି କରାଯିବ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ କଙ୍କଡା ଆମ୍ବ ଠାରେ ଦିନ ୧୦ଟାରେ ହେବ ଜନଶୁଣାଣି । ରାଜ୍ୟ ପ୍ରଦ୍ୟୁଷଣ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।…

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ…

ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ୩ ଦିନ ଧରି ବିଜେଡିର ଆନ୍ଦୋଳନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ଦଳ । ୩ ଦିନ ଧରି ସାରା ରାଜ୍ୟରେ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିବ ମହିଳା, ଛାତ୍ର ଓ ଯୁବ ବିଜେଡି। ଆଜି କଟକ, ୨୩ରେ ସମ୍ବଲପୁର ଓ ୨୪ରେ…

କରଞ୍ଜିଆରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ, ଅମଳ ସମୟରେ ନଷ୍ଟ କରୁଥିବା ବ୍ଯାପକ ଫସଲ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆରେ ହାତୀ ଉପଦ୍ରବ । କରଞ୍ଜିଆ, ଶୁକୃଳି, ରରୁଆ ବ୍ଲକର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଗାଁରେ ହାତୀ ଆତଙ୍କ । ୨୫ଟିକିଆ ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଛନ୍ତି । ସନ୍ଧ୍ୟା ହେଲେ ବିଲରେ ଧାନ ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ଏବେ ଅମଳ ସମୟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ…

ହାଇଦ୍ରାବାଦ ରେଳ ଷ୍ଟେସନରେ ଲାଇଭ୍‌ ସୁଇସାଇଡ୍‌: ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଓଡିଆ ଯୁବକ

ସୋର(କେନ୍ଯୁଜ୍): ଭୟଙ୍କର ଦୃଶ୍ୟ। ଛାତି ଥରାଇଦେବା ଭଳି ଘଟଣା। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ସୁଇସାଇଡ୍‌ ଲାଇଭ୍‌। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ। ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଜଣେ ଯୁବକ। କଣ ଘଟିବ କିଛି…

କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କୁ ଅଣ୍ଡା ମାଡ଼

କେନ୍ଦ୍ରପଡ଼ା(କେନ୍ୟୁଜ୍‌) : ପ୍ରତିବାଦର ପରମ୍ପରାରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ ଅଣ୍ଡାମାଡ଼ । ଯେଉଁଠି ଦେଖିବେ ଅଣ୍ଡାମାଡ଼ରେ କରାଯାଉଛି ପ୍ରତିବାଦ । ଆଜି କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ହୋଇଛି ଅଣ୍ଡା ମାଡ଼ । ଅଣ୍ଡା ମାଡ଼…

ରାଜ୍ୟକୁ ଆସିବ ଶୀତ, ୨୪ ପରେ କମିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ ଆସିବ ଶୀତ,୨୪ ପରେ ଥରାଇବ । ରାଜ୍ୟରେ ଏବେ ଶୀତ ଭଲ ଭାବରେ ଅନୁଭୂତ ହୋଇନାହିଁ । ତେବେ ଚଳିତ ୨୪ ତାରିଖ ପରେ ରାଜ୍ୟରେ ଶୀତ ଅନୁଭବ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ସେଲସିୟସ କମିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ…