Below header
Browsing Category

ରାଜ୍ୟ

ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ସତର୍କ କଲେ ଏସଆରସି, ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବାକୁ ପରାମର୍ଶ

କେନ୍ୟୁଜ୍(ବ୍ୟୁରୋ):  ସମ୍ଭାବ୍ୟ ଲଘୁଚାପ ବର୍ଷା ପାଇଁ ଆଲର୍ଟ କଲେ ସ୍ୱତନ୍ତ୍ର ରିଲିଫ କମିସନର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ଥିତି ନିରୀକ୍ଷଣ ସହ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ଘୋଡ଼ାଇ…

୯ ଘଣ୍ଟା ଇଡି ଅଫିସରୁ ଜେରା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା, କହିଲେ ମୁଁ ଓଡ଼ିଆ  ପୁଅ ନ୍ୟାୟ ପାଇଁ ଲଢ଼ିବି

କେନ୍ୟୁଜ୍(ବ୍ୟୁରୋ):  ୯ ଘଣ୍ଟା ଇଡି ଅଫିସରୁ ଜେରା  ପରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । କହିଲେ  ମୁଁ ନ୍ୟାୟ ପାଇବାରେ ଆଶା ଅଛି । ନ୍ୟାୟପାଳ ଉପରେ ବିଶ୍ୱାସ ଅଛି । ମୁଁ ଜଣେ ଆଇନ ପିଜି ଛାତ୍ର , ଜେଲ ଯାଇଛି , ଅଭିଯୁକ୍ତ ହୋଇ ବି ଜେଲ ଗଲି।ତେଣୁ ପୁରା ନ୍ୟାୟ ବ୍ୟବସ୍ଥା ସମ୍ପର୍କ ଉପରେ…

ଦରକାର ୧୬ କୋଟିର ଇଞ୍ଜେକସନ୍‌, ପୁଅ ରାଜବୀର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବାପା ମାଆ

ଭୁବନେଶ୍ୱର (କେନ୍ୟୁଜ୍‌) : ଜୀବନ ଓ ମୃତ୍ୟୁ ଭିତରେ ବ୍ୟବଧାନ ହେଉଛି ମାତ୍ର୪ ମାସ । ଇଞ୍ଜେକସନ ନମିଳିଲେ ଆସନ୍ତା ୪ ମାସ ଭିତରେ ଆଖି ବୁଜି ଦେଇ ପାରେ କୁନି ଜୀବନଟିଏ । ସେ ହେଉଛି ଫୁଲବାଣୀର ରାଜବୀର ରଣା । ୧୮ ମାସର ଶିଶୁକୁ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ ଦରକାର। ଏହି ଖବର…

ପୁରୀ କୁମ୍ଭାରପଡ଼ା ଅଞ୍ଚଳରୁ ଏକ ବ୍ଲାକ ଇଗଲକୁ ଉଦ୍ଧାର କଲା ବନ ବିଭାଗ

ପୁରୀ(କେ ନ୍ୟୁଜ): ପୁରୀ କୁମ୍ଭାରପଡା ଅଂଚଳରୁ ଏକ ଆହତ ବ୍ଲାକଇଗଲକୁ ଉଦ୍ଧାର କରିଛି ବନ ବିଭାଗ । ଆହତ ଅଵସ୍ଥାରେ ଏହି ଆହତ ବ୍ଲାକ ଇଗଲ ଶ୍ରୀଧର ପାଢ଼ୀଙ୍କ ବାଡ଼ିରେ ପଡିରହିଥିଲା । ବାଲୁଖଣ୍ଡ ରେଞ୍ଜ ଅଫିସର ସୁବ୍ରତ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ହୋଇଥିବା ଏହି ଇଗଲଟି ପୁରୁଷ…

ପଞ୍ଚାୟତ ନିର୍ବାଚନ ଘୁଞ୍ଚିବାର ସମ୍ଭାବନା ନାହିଁ, ଠିକ୍‌ ସମୟରେ ବିଜ୍ଞପ୍ତି ଜାରି ହେବା ସହ ନିର୍ବାଚନ ହେବ: ପ୍ରତାପ…

କେନ୍ୟୁଜ୍(ବ୍ୟୁରୋ): ବାଜି ସାରିଛି ପଞ୍ଚାୟତ ନିର୍ବାଚନ ବିଗୁଲ୍‌ । ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରିପୋର୍ଟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । କୌଣସି ପରିସ୍ଥିତିରେ ନିର୍ବାଚନ ଘୁଂଚିବାର ସଂଭାବନା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ…

ଖଣ୍ଡାରେ ନେବି ସମସ୍ତଙ୍କ ମୁଣ୍ଡ: ଜଗତସିଂହପୁର ତାରିଣୀଙ୍କ ଖଣ୍ଡା ଧରି ଗାଁ ଦାଣ୍ଡରେ ଯୁବକଙ୍କ ଆତଙ୍କରାଜ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁରରେ ବୁଲିଲା ଖଣ୍ଡା। ଆତଙ୍କ ଖେଳାଇଲେ ଜଣେ ଯୁବକ । ତାରିଣୀଙ୍କ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ କରିବାରୁ ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ। ଘଟଣା ଘଟିଛି ଜଗତସିଂହପୁର ବ୍ଳକ୍ ମୁଣ୍ଡିଲୋ ଗ୍ରାମରେ। ଆତଙ୍କ ଖେଳାଇ ଥିବା ଯୁବକ ହେଲେ ଶିଶିର ରାଉତରାୟ । ଶିଶିର…

ଯାଜପୁରର ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର ରୋଡ,ଟାଉନ(କେନ୍ୟୁଜ୍): ଅସୁସ୍ଥ ହେଲେ ପଦ୍ମଶ୍ରୀ ନନ୍ଦ ସାର। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି। ନନ୍ଦ ସାର ଗତ କିଛି ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା, ବ୍ରହ୍ମପୁର-ପୁରୀ ମଧ୍ୟରେ ଜଓ୍ୱାଦର ହୋଇପାରେ ଲ୍ୟାଣ୍ଡଫଲ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ବିଭିନ୍ନ ପାଣିପାଗ ସଂସ୍ଥା ସାଇକ୍ଲୋନ ଅନୁମାନ କରୁଛନ୍ତି । ୩୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଓ୍ଵିଣ୍ଡିର GFS ମଡେଲ ଦର୍ଶାଉଛି, ସମ୍ଭାବ୍ୟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ଓଡ଼ିଶା ଜେଇଇ(OJEE)ର ଅନ୍‌ଲାଇନ୍‌ କାଉନ୍‌ସେଲିଂ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ଓଡ଼ିଶା ଜେଇଇ (OJEE) ର ଅନ୍‌ଲାଇନ୍‌ କାଉନ୍‌ସେଲିଂ ଓ ଆଡ୍‌ମିଶନ ପ୍ରକ୍ରିୟା। ବ୍ୟାଚଲର ଅଫ୍‌ ମେଡିସିନ୍‌ ଓ ବ୍ୟାଚଲର ଅଫ୍‌ ସର୍ଜରୀ (MBBS)/ ବ୍ୟାଚଲର ଅଫ୍‌ ମେଡିସିନ୍‌ ଓ ବ୍ୟାଚଲର ଅଫ୍‌ ସର୍ଜରୀ (BDS) କୋର୍ସର ଅନ୍‌ଲାଇନ୍‌ କାଉନ୍‌ସେଲିଂ ଓ ଆଡମିଶନ୍‌…

ଦୀର୍ଘ ଦିନ ପରେ ପୂରଣ ହେଲା ସ୍ବପ୍ନ, ଶେଷରେ ବୁଣାକାର ଗାଁରେ ଲାଗିଲା ସୋଲାର ଲାଇଟ୍‌

ସମ୍ବଲପୁର(କେ ନ୍ୟୁଜ): ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଚାରପାଲି ଗାଁ । ଏହି ଗାଁରେ ରୁହନ୍ତି ଅନେକ ବୁଣାକାର ପରିବାର । ସମ୍ବଲପୁରୀ କପଡ଼ା ବୁଣିବା ଏମାନଙ୍କ ମୁଖ୍ୟ କାମ । କିନ୍ତୁ ଏମାନଙ୍କର ଗୋଟିଏ ଅସୁବିଧା ରହିଛି । ଶାଢ଼ୀ ଟିଏ ବୁଣିବା ପାଇଁ ଏମାନଙ୍କୁ ନାହିଁ ନଥିବା…

୬୯ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ, ପୁରୁଷ ବର୍ଗରେ କଟକ ଦଳ ଓ ମହିଳା ବର୍ଗରେ…

ସୁନ୍ଦରଗଡ (କେନ୍ଯୁଜ): ରାଜ୍ଯ କବାଡି ସଂଘ, ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ଯରେ ସୁନ୍ଦରଗଡରେ ଚାଲିଥିବା ୬୯ ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି।  ସୁନ୍ଦରଗଡ ମାଦ୍ରିକାଲୋ ପଡିଆରେ ଏହି ଚମ୍ପିଆନସିପ ୩ ଦିନ ଧରି…

EDରେ ପୁଣି ଥରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ, ପୂର୍ବରୁ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ହୋଇଥିଲା ପଚରାଉଚରା

ଭୁବନେଶ୍ବର(କେନ୍ୟୁଜ୍): EDରେ ପୁଣି ଥରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଜର ହେବାକୁ ନୋଟିସ୍‌ କରିଥିଲା ED। ଟାଟା ମୋଟର୍ସର ଜାଲ୍‌ ନିଯୁକ୍ତି ଘଟଣାରେ ଚାକିରି ଠକେଇ ନେଇ ହାଜର ହେବାକୁ ପୂର୍ବରୁ ୨ ଥର ନୋଟିସ୍‌ କରିଥିଲା ED । ପୂର୍ବରୁ…