Browsing Category

ରାଜ୍ୟ

ରାଜ୍ଯରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ଯୁ! ଶବ ସତ୍କାର ପରେ ଜଣାପଡିଲା ଥିଲେ ସଂକ୍ରମିତ

ବଲାଙ୍ଗିର (କେନ୍ଯୁଜ୍): ବଲାଙ୍ଗିର ଆଗଲପୁର ବ୍ଲକର କୁଟାସିଙ୍ଗାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଜିଲ୍ଲାରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ଗତ ଡିସେମ୍ବର ୨୭ ତାରିଖରେ ବ୍ୟକ୍ତି ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଦେହାନ୍ତ ହୋଇଥିଲା । ତେବେ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା। କରୋନା ସଂକ୍ରମିତ ହେବା ପରେ ଦିଲ୍ଲୀପ ରାୟ ଆଇସୋଲେସନରେ ଅଛନ୍ତି। ଏ ନେଇ ସେ ନିଜେ ଟ୍ଵିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଦିଲ୍ଲୀପ ରାୟ ଟ୍ୱିଟ କରି କହିଛନ୍ତି, ତାଙ୍କ ଠାରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ…

ବିଏମସିରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ନିଆଗଲା ପଦକ୍ଷେପ

ଭୁବନେଶ୍ବର(କେନ୍ଯୁଜ୍): ବିଏମସିରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା।  ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏଁ ସ୍ଥାନ କଣ୍ଟେନମେଣ୍ଟ। ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳ ମଧ୍ୟ କଣ୍ଟେନମେଣ୍ଟ। ଗୋଟିଏ ଲେଖାଏଁ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବାରୁ ନିଆଗଲା ପଦକ୍ଷେପ…

ଥମୁନି ବାଘଛାଲ କାରବାର ର‍୍ୟାକେଟ: STF ପଞ୍ଝାରେ ୨ ଚୋରା ଚାଲାଣକାରୀ

ବାରିପଦା(କେନ୍ଯୁଜ୍): ରାଜ୍ୟରେ ଥମୁନି ବାଘଛାଲ କାରବାର ର‍୍ୟାକେଟ। STF ପଞ୍ଝାରେ ପୁଣି ବାଘ ଛାଲ ଚୋରା ଚାଲାଣକାରୀ। ୨ଟି ବାଘ ଛାଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ସିବି ଜୁନିଅର କଲେଜ ନିକଟରେ ଡିଲ୍‌ ବେଳେ ମାଡ଼ିବସିଲା STF। ବେତନଟୀ ବନବିଭାଗ ସହାୟତାରେ ୨ ଜଣଙ୍କୁ…

କଙ୍ଗାରୁକୋର୍ଟର ଜୁଲୁମ୍: ବାଟ ମୁହଁରେ ତିଆରି ହୋଇଛି ପାଚେରୀ, ଏକ ମାସ ହେଲା ଗୃହବନ୍ଦୀ ଏହି ପରିବାର

ଆଳି(କେନ୍ଯୁଜ୍): କଙ୍ଗାରୁକୋର୍ଟ ! ଯାହା ଏହି ସମାଜରେ ଏକ ଜଣାଶୁଣା ନା। ଏହି କଙ୍ଗାରୁକୋର୍ଟରେ ନାକୁ ମାତ୍ର ବିଚାର କରାଯାଏ ନ୍ଯାୟ କିନ୍ତୁ କିଏ କେବେ ନ୍ଯାୟ ପାଇବା ଦେଖିବାକୁ ମିଳେନି। କଥାରେ ଅଛି ନା ଦୁର୍ବଳ ଉପରେ ଶବଳର ଅତ୍ଯାଚାର । ବାସ୍ ଏହି କଙ୍ଗାରୁକୋର୍ଟରେ ଦେଖାଯାଏ ଠିକ୍ ଏପରି…

ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍‌ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କରୋନାର ଲମ୍ବା ଲମ୍ଫ । ଗତ ୨୪ଘଣ୍ଟାରେ ଆଉ ୧୮୯୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୩୫.୨୬ ପ୍ରତିଶତ…

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨

ଭୁବନେଶ୍ବର(କେନ୍ଯୁଜ୍): ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା-୨୦୨୨। ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩ହଜାର ୨୫ଜଣ ତୃତୀୟ ଲିଙ୍ଗ…

ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ୨ ଦିନରେ ୮୯ ସଂକ୍ରମିତ ଚିହ୍ନଟ

ସୁନ୍ଦରଗଡ଼(କେନ୍ଯୁଜ୍): ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। ୨ ଦିନରେ ୮୯ ସଂକ୍ରମିତ ଚିହ୍ନଟ ପରେ ସଦର ଉପଜିଲ୍ଲାପାଳ ଏହି ଅ଼ଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ମଙ୍ଗଳବାର ୩୬ ଓ ବୁଧବାର ୫୩ ଛାତ୍ରଛାତ୍ରୀ କରୋନା ପୋଜିଟିଭ ଚିହ୍ନଟ…

ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି, ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ(କେନ୍ଯୁଜ୍): ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି। କଟକ ସହରରେ ବହୁ ପ୍ରତିକ୍ଷୀତ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି…

ଡକ୍ଟର ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’ ସମ୍ମାନ, ବାସଭବନରେ ପହଞ୍ଚି ମେଡାଲ ପ୍ରଦାନ କଲେ କଟକ ଜିଲ୍ଲାପାଳ

କଟକ(କେନ୍ଯୁଜ୍): ବିଶିଷ୍ଟ ସାହିତ୍ୟିକା ଡକ୍ଟର ବୀଣାପାଣି ମହାନ୍ତିଙ୍କୁ ‘ପଦ୍ମଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଡକ୍ଟର ମହାନ୍ତି ଚଳିତବର୍ଷ ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀ ଯାଇପାରି ନଥିଲେ। ଯାହାଫଳରେ ଗତକାଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ…

ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର(କେନ୍ଯୁଜ୍):ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ବଢିଲା କଣ୍ଟେନମେଣ୍ଟ ଜୋନ। ଗତକାଲି ମଧ୍ୟାହ୍ନରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିବା ବେଳେ ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପାଣ୍ଡରାର ଏକ ଘର, XIMBର ଏକ କ୍ୱାର୍ଟର୍ସ, ଶୈଳଶ୍ରୀବିହାର…

କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ

କୋରାପୁଟ(କେନ୍ଯୁଜ୍):କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା । ୨ ହଜାର ୩୫୧ଟି ପକ୍ଷୀ ଚିହ୍ନଟ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ ହୋଇଛି । ଶୀତଦିନରେ ଜଳଭଣ୍ଡାର ଗୁଡିକୁ ଦେଶ ବିଦେଶର ପକ୍ଷୀ ଆସିଥାନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣା ଅଧିକ ପକ୍ଷୀ…