Browsing Category

ରାଜ୍ୟ

ଗଛ ଉପରେ ଭାଲୁ: ଶିକାରୀ ତୀରରେ ହୋଇଛି ଆହତ

ମାଲକାନଗିରି(କେନ୍ଯୁଜ୍): ଗଛ ଉପରେ ଭାଲୁ। ମାଲକାନଗିରି ଜିଲ୍ଲା ଏମ୍‌ଭି-୨୦ ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଜଙ୍ଗଲୀ ଭାଲୁଟି ଆହତ ହୋଇ ଗଛ ଉପରେ ବସି ରହିଛି। ତା ଦେହରେ ଦୁଇଟି ତୀର ବାଜିଛି। ଶିକାରୀ ତୀରରେ ଭାଲୁଟି ଆହତ ଅବସ୍ଥାରେ ଗଛ ଉପରେ ଚଢି ଯାଇଥିବା ଜଣାପଡିଛି। ସ୍ଥାନୀୟ…

ଛାତ ଉପରେ ସୁନ୍ଦର ବଗିଚା: ବଂଶାଇ ପ୍ରକ୍ରିୟା ଆପଣାଇ ୧୦୦୦ ପ୍ରଜାତିରୁ ଅଧିକ ଗଛ ଲଗାଇ ଚର୍ଚ୍ଚାରେ ଏହି ଡାକ୍ତର

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ହେଉଛି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା। ଚାରିଆଡେ କେବଳ ଖଣି ଖାଦାନ ସଙ୍ଗକୁ ବଡ଼ ବଡ଼ ଶିଳ୍ପ ଓ କଂକ୍ରିଟ ଘର। ଏହାରି ଭିତରେ ଗୋଟିଏ ଗଛ ଲଗାଇବା ଓ ତାକୁ ବଞ୍ଚାଇ ରଖିବାରେ ଅନେକ ବାଧାବିଘ୍ନ ଦେଖାଦିଏ। ହେଲେ ଏମିତି ଜଣେ ଡାକ୍ତରଙ୍କ ବିଷୟରେ ଆଜି ଆମେ କଥା…

ମାଛ ଜାଲରେ ପଡ଼ିଲା ବିରାଟକାୟ କୁମ୍ଭୀର

ମାଲକାନଗିରି(କେନ୍ଯୁଜ୍): ମାଛ ଜାଲରେ ପଡ଼ିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ବିରାଟ କାୟ କୁମ୍ଭୀର ପଡ଼ିଥିଲା । ମତ୍ସ୍ୟଜୀବୀ ବିରାଟକାୟ ମାଛ ଭାବି ଉଦ୍ଧାର…

ରାଜ୍ଯରେ କରୋନାର ଲମ୍ବା ଲମ୍ଫ: ଦିନକରେ ୧ ହଜାର ୨୧୬ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ପୁଣି ଆଗରେ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ କରୋନାର ଲମ୍ବା ଲମ୍ଫ। ରାଜ୍ୟରେ ଗତ ୨୪ଘଣ୍ଟାରେ  ୧ହଜାର ୨୧୬ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ  ଖୋର୍ଦ୍ଧାରେ ସର୍ବାଧିକ ୪୫୬ଜଣ ସଂକ୍ରମିତ ଥିବାବେଳେ, ସୁନ୍ଦରଗଡ଼ରେ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୦ ଜଣ ସଂକ୍ରମିତ ଚିହ୍ନଟ…

ଆରମ୍ଭ ହେଲା ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା, ୮ ହଜାର ୯୩୧ ସ୍କୁଲରେ ଚାଲିଛି

ଭୁବନେଶ୍ବର(କେନ୍ଯୁଜ୍): ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ। ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା । ପରୀକ୍ଷା ପାଇଁ ଶହେରୁ ଅଧିକ ସ୍କ୍ଵାଡ ଗଠନ କରାଯାଇଛି। ପ୍ରଥମ ସିଟିଂରେ ମାତୃଭାଷା…

ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ତୁଟୁନି ଝାମେଲା । ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ଉଭୟଙ୍କ…

ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ବାରିପଦା(କେନ୍ଯୁଜ୍): ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା। ଶିମିଳିପାଳ ଓ ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ କେତେ ଅଛନ୍ତି କୁମ୍ଭୀର ସେନେଇ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ବିଶେଷକରି ଶିମିଳିପାଳ ପାଦଦେଶରୁ ବାହାରିଥିବା ନଦୀ ଖଇରି, ବୁଢାବଳଙ୍ଗ, ଗଡଖାଇ…

ସକାଳ ୫ଟାରୁ ବ୍ରହ୍ମଗିରି ରେଞ୍ଜରେ ଚାଲିଛି ପକ୍ଷୀ ଗଣନା

ବ୍ରହ୍ମଗିରି (କେନ୍ଯୁଜ୍): ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା। ଏହି ରେଞ୍ଜକୁ ୪ଟି ଜୋନ୍‌ରେ ଭାଗ କରାଯାଇ ସକାଳ ୫ଟାରୁ ଚାଲିଛି ଗଣନା। ପୁରୀ ଡିଏଫ୍‌ଓଙ୍କ ନେତୃତ୍ୱରେ ୫ଜଣ ପକ୍ଷୀ ବିଶାରଦ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ସ୍ୱେଛାସେବୀଙ୍କୁ ନେଇ ଚାଲିଛି ଗଣନା। ପୁରୀ ଡିଭିଜନର ମୋଟ ୫ଟି…

ଜଙ୍ଗଲକୁ ଫେରିଗଲା ଭାଲୁ ଛୁଆ, ଦୁଃଖରେ ଭାଙ୍ଗି ପଡିଛନ୍ତି ଅଜିତ୍

ମାଲକାନଗିରି(କେନ୍ଯୁଜ୍): ଫେରିଗଲା ଭାଲୁ ଛୁଆ। ବନବିଭାଗ ଭାଲୁ ଛୁଆଟିକୁ ନେଇ ଜଙ୍ଗଲରେ ଛାଡି ଦେଇଛି। ଯେଉଁଠୁ ଉଦ୍ଧାର ହୋଇଥିଲା ସେହିଠାରେ ହିଁ ତାକୁ ଛଡାଯାଇଛି। କାଲେ ସେ ତାର ମାଆକୁ ପାଇଯିବ ସେହି ଆଶାରେ ତାକୁ ଛାଡିଦିଆଯାଇଛି। ଗତକାଲି ଖବର ପ୍ରସାରଣ ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ…

ଭାରସ୍ୟାମ ହରାଇ ୭୦ଫୁଟ୍ ତଳକୁ ଖସିଲା ଏକ କାର୍, ଦୁର୍ଘଟଣାରେ ୩ମୃତ

ବାଲିଗୁଡ଼ା(କେନ୍ଯୁଜ୍): କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡାଘାଟିରେ ଭାରସ୍ୟାମ ହରାଇ ୭୦ଫୁଟ୍ ତଳକୁ ଖସିଲା ଏକ କାର୍। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ସୁଗଡ଼ବାଡ଼ି ଗାଁରଙ୍କ ଜର୍ଜ ଦିଗାଳଙ୍କ ପୁଅ ମସିନ ଦିଗାଳ,…

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ଯକ ପକ୍ଷୀ, ପ୍ରଜାତି ସଂଖ୍ୟ ବି କମିଛି

ଟାଙ୍ଗୀ(କେନ୍ଯୁଜ୍): ଚିଲିକାକୁ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା କମ ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଚିଲିକାକୁ ଆସିଥିଲେ। ଗତ ବର୍ଷ ଏ ସଂଖ୍ୟା ଥିଲା ୧୨ ଲକ୍ଷ ୪୨ ହଜାର ୮୨୬। ସେହିପରି ପ୍ରଜାତି ସଂଖ୍ୟ ବି କମିଛି। ଚଳିତ ବର୍ଷ ୧୮୩ଟି ପ୍ରଜାତୀର ପକ୍ଷୀ…

ମାଓବାଦୀଙ୍କ ବର୍ବରକାଣ୍ଡ: ମନୋହରପୁରର ପୂର୍ବତନ ବିଜେପି ବିଧାୟକଙ୍କୁ ଆକ୍ରମଣ, ୨ ଅଙ୍ଗରକ୍ଷୀଙ୍କୁ କଲେ ହତ୍ୟା

ରାଉରକେଲା(କେନ୍ଯୁଜ୍): ଓଡ଼ିଶା ଝାଡଖଣ୍ଡ ସୀମାନ୍ତରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ମନୋହରପୁର ପୂର୍ବତନ ବିଜେପି ବିଧାୟକ ଗୁରୁଚରଣ ନାୟକଙ୍କ ଉପରେ ମାଓବାଦୀ ଆକ୍ରମଣ କରିବା ସହ ତାଙ୍କର ଦୁଇ ଅଙ୍ଗରକ୍ଷୀଙ୍କୁ ହତ୍ୟା କରିଛନ୍ତି । ହତ୍ୟା ପରେ ଅଙ୍ଗରକ୍ଷୀଙ୍କ ଅସ୍ତ୍ର ଶସ୍ତ୍ର ଲୁଟିନେବା…